Advertisment

ପୁଅ ପାଇଁ ବାଇକ୍‌ କିଣିବେ ବୋଲି ଟଙ୍କା ବାହାର କରିଥାଆନ୍ତେ, କିନ୍ତୁ ଆକାଉଂଟ୍‌ରୁ କଟିଗଲା ଟଙ୍କା....

ଲେଉଟିଆ ଶାଗକୁ ଖୁଣ୍ଟି ଖୁଣ୍ଟି ଖାଇଲେ ମଜା ଲାଗିବ, ତୁମେ କହୁଛ ମୂଳରୁ ଓପାଡ଼ି ଦେବ...ଏମିତି ଭାବରେ ଜଣେ ବାପା ତାଙ୍କ ପୁଅ ପାଇଁ ବାଇକ୍‌ କିଣିବାକୁ ଟଙ୍କା ରଖିଥିଲେ ଆଉ ଆକାଉଂଟ୍‌ରୁ ଟଙ୍କା ଲୁଟ୍‌ କରୁଥିଲେ ସାଇବର ଲୁଟେରା, ଦେଖନ୍ତୁ ପରେ ହେଲା କଣ

author-image
Otv Khabar Bureau

ଲେଉଟିଆ ଶାଗକୁ ଖୁଣ୍ଟି ଖୁଣ୍ଟି ଖାଇଲେ ମଜା ଲାଗିବ, ତୁମେ କହୁଛ ମୂଳରୁ ଓପାଡ଼ି ଦେବ...ଏମିତି ଭାବରେ ଜଣେ ବାପା ତାଙ୍କ ପୁଅ ପାଇଁ ବାଇକ୍‌ କିଣିବାକୁ ଟଙ୍କା ରଖିଥିଲେ ଆଉ ଆକାଉଂଟ୍‌ରୁ ଟଙ୍କା ଲୁଟ୍‌ କରୁଥିଲେ ସାଇବର ଲୁଟେରା, ଦେଖନ୍ତୁ ପରେ ହେଲା କଣ 

Advertisment
Report Otv Cyber Crime
Advertisment
Advertisment