• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 08 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ଖଣ୍ଡଗିରିରେ ଡାକ୍ତର ବାବା, ଷ୍ଟାଣ୍ଡିଂ ବାବା, ପାଇଲଟ୍ ବାବା, ରୁଦ୍ରାକ୍ଷ ବାବା

ଖଣ୍ଡଗିରି ମେଳାକୁ କାଶୀ, ଉଜ୍ଜୟିନୀ, ଗୁଜରାଟରୁ ବହୁ ନାଗା ବାବା ଆସିଛନ୍ତି।  More
  • Chandan Shishu
  • 2 years ago

ମାର୍ଚ୍ଚରେ ଏଣ୍ଡେମିକ୍‌ ଷ୍ଟେଜ୍‌କୁ ଯିବ ମହାମାରୀ !

ତୃତୀୟ ଲହର କମୁଥିବା ବେଳେ ସଂକ୍ରମଣ ଶେଷ ପର୍ଯ୍ୟାୟରେ ଥିବା ମତ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ More
  • Chandan Shishu
  • 2 years ago

ମେୟର ପଦ ପାଇଁ ଲଢୁଥିବା ପ୍ରାର୍ଥୀଙ୍କ ଖର୍ଚ୍ଚ ୧୨ ଲକ୍ଷ ଟଙ୍କା

କେଉଁ ପଦ ଲଢିଲେ, କେତେ ଖର୍ଚ୍ଚ କରିପାରିବେ କହିଲେ ରାଜ୍ୟ ନିର୍ବାଚନ କମିଶନ More
  • Chandan Shishu
  • 2 years ago

କୋଟିଆରେ ପଞ୍ଚାୟତ ନିର୍ବାଚନ ସରଗରମ: ପ୍ରାର୍ଥୀ ତାଲିକା ସଂଗ୍ରହ କରୁଛି ଆନ୍ଧ୍ର

କୋଟିଆରେ କୋରାପୁଟ ଜିଲ୍ଲାପ୍ରଶାସନ ଭୋଟ୍‌ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମନମାନୀ ଜାରି ରଖିଛି ଆନ୍ଧ୍ର। More
  • Pramod Behera
  • 2 years ago

ମାଳ ମାଳ ପ୍ରାର୍ଥୀ, ଲୋକେ ଭୋଟ୍ ଦେବେ କାହାକୁ

ପଦ ଏକ, ପ୍ରାର୍ଥୀ ଅନେକ। କ୍ୟାଣ୍ଡିଡେଟ୍ ମାଳମାଳ, ଭୋଟର ପଡିଛନ୍ତି ଦ୍ୱନ୍ଦ୍ୱରେ। କାହାକୁ ବାଛିବେ ସେନେଇ ଚିନ୍ତା କରି ପାରୁ ନାହାନ୍ତି। More
  • Prangyan Parimita
  • 2 years ago

ନିଜ ନାମରେ ନାହିଁ ଜମି ପଟ୍ଟା, ସରକାରୀ ଯୋଜନାରୁ ବଞ୍ଚିତ ବଲାଙ୍ଗିଆ ଗ୍ରାମବାସୀ

ମୁଲଲାଗି ପେଟ ପୋଷୁଥିବା ଏହି ଲୋକମାନେ ଦୀର୍ଘ ଦଶନ୍ଧି ଧରି ସରକାରୀ ଜାଗାରେ ଘର କରି ରହିଆସୁଛନ୍ତି । ଏମାନଙ୍କୁ ଭୋଟ ପରିଚୟ ପତ୍ର ମିଳିଛି । ଯାହାଫଳରେ ଏମାନେ ଭୋଟ ଦେଇପାରୁଛନ୍ତି । More
  • Rajalaxmi Sahoo
  • 2 years ago

ବାଇକ୍‌ ପାଇଁ ବାପାର ତଣ୍ଟି କାଟି ଦେଲା ପୁଅ, ଶବ ପୋଡ଼ିବାକୁ ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ୍‌

ନୃଶଂସ ପୁଅର ଉନ୍ମକ୍ତ କାଣ୍ଡ। ବାଇକ ନ ଦେବାରୁ ବାପାର ତଣ୍ଟି କାଟି ପଥରରେ ଛେଚି ହତ୍ୟା କଲା ପୁଅ। ବାପାକୁ ହତ୍ୟା କରି ଶବ ପୋଡ଼ିବାକୁ ଯାଉଥିବା ବେଳେ ମଶାଣିରେ ପୋଲିସ୍‌ ଅଭିଯୁକ୍ତ ପୁଅକୁ ଧରିଲା। More
  • Rajalaxmi Sahoo
  • 2 years ago

ଆଚରଣ ଶିଖିବେ ସରକାରୀ ବାବୁ, ଚାକିରି ଆରମ୍ଭରୁ ନେବେ ତାଲିମ

ଆଚରଣ ଶିଖିବେ ସରକାରୀ ବାବୁ। ସାଂସଦ ଓ ବିଧାୟକଙ୍କୁ କିଭଳି ସମ୍ମାନ ଦେଖାଇବେ, ଚାକିରି ଆରମ୍ଭରେ ଦିଆଯିବ ତାଲିମ। ଏଥିପାଇଁ ପ୍ରଶାସନିକ ସେବା ତାଲିମ ଏଜେଣ୍ଡାରେ ସାମିଲ ହେବ ବୁକ୍ ସର୍କୁଲାର-୪୭। More
  • Prangyan Parimita
  • 2 years ago

ଭୁବନେଶ୍ୱରରେ ଆସନ୍ତା ୧୨ ତାରିଖରୁ ଖୋଲିବ ସବୁ ଧର୍ମାନୁଷ୍ଠାନ

କୋଭିଡ୍ କଟକଣା ମଧ୍ୟରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଛି । More
  • Rajalaxmi Sahoo
  • 2 years ago

ଆସନ୍ତାକାଲି OSSTET ପରୀକ୍ଷା, ୨ଟି ସିଟିଂରେ ହେବ ପରୀକ୍ଷା

ଆସନ୍ତାକାଲି ୩୩୮ଟି କେନ୍ଦ୍ରରେ ହେବ OSSTET ବା ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା। ଏଥର ୬୮ ହଜାର ପ୍ରାର୍ଥୀ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି। More
  • Prangyan Parimita
  • 2 years ago

କଳାହାଣ୍ଡିରେ କିଏ ମାରିବ ବାଜି ? ମମିତା ହତ୍ୟା ପାଇଁ ଚର୍ଚ୍ଚାରେ ଥିବା ଦିବ୍ୟଶଙ୍କରଙ୍କ ପୋଲ୍ ଉପରେ କିଛି ପ୍ରଭାବ ପକାଇବ କି ?

ନିକଟରେ ମମିତା ପ୍ରସଙ୍ଗକୁ ନେଇ ତାତିଥିବା ଏ ଜିଲ୍ଲାରେ ପଂଚାୟତ ଭୋଟର ଫଳାଫଳ କଣ ହେବ, ତାଉପରେ ନେତାଠୁ ଜନତା, ସମସ୍ତଙ୍କ ନଜର । ୨୦୧୭ ପଞ୍ଚାୟତ ପୋଲରେ ୩୬ରୁ ୩୩ ଆସନ ଜିତି ବିଜେପି କଳାହାଣ୍ଡିରେ ଜିଲ୍ଲା ପରିଷଦ ଗଠନ କରିଥିଲା More
  • Prangyan Parimita
  • 2 years ago

୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି 5ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । More
  • Rajalaxmi Sahoo
  • 2 years ago

ପୋଲିସ୍‌ ଉପରେ ଚିଡ଼ିଗଲେ ଲେଖା, କହିଲେ- ‘ମୋର ବ୍ଲଡ୍‌ ସର୍କୁଲେସନ୍‌ ବନ୍ଦ ହୋଇଗଲାଣି, ଟିକେ ନିଶ୍ୱାସ ନେବାକୁ ଦିଅନ୍ତୁ’

ଭୁବନେଶ୍ୱର ଶିଶୁ ଭବନ ଛକରେ ବିଜେପି କର୍ମୀ-ପୋଲିସ୍‌ ଧସ୍ତାଧସ୍ତି ହୋଇଛନ୍ତି। ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ପୋଲିସ୍‌ ବିଜେପି କର୍ମୀଙ୍କୁ ଅଟକାଇ ଥିଲା। ଏହି ସମୟରେ ପୋଲିସ୍‌ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। More
  • Rajalaxmi Sahoo
  • 2 years ago

ହଠାତ୍‌ ଜୋରରେ ବହିଲା ପବନ, ଡଙ୍ଗାରେ ପଶିଗଲା ପାଣି; ଅକାତ ପାଣି ମଝିରେ ଅଟକି ଗଲା ଡଙ୍ଗା

ଅକାତ ପାଣି ମଝିରେ ଅଟକି ଗଲା ଡଙ୍ଗା। ଯୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି। ପବନ ବହିବା ଯୋଗୁ ଡଙ୍ଗାରେ ପାଣି ପଶି ଯାଇଥିଲା। ଫଳରେ ଡଙ୍ଗା କିଛି ସମୟ ପାଇଁ ଭାରସାମ୍ୟ ହରାଇଥିଲା। More
  • Prangyan Parimita
  • 2 years ago

ବିଜେଡି ନେତା ଟଙ୍କା ବାଣ୍ଟିବାର ଭିଡିଓ ଭାଇରାଲ୍ ! ଶାସକ ଦଳକୁ ଟାର୍ଗେଟ କଲେ ବିରୋଧୀ

ମାଲକାନଗିରି କାଳିମେଳା ବ୍ଲକ ତାଟିଗୁଡ଼ା ଗାଁ ସଭାରେ ବିଜେଡି ନେତା ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ୍ ହୋଇଛି । ଆଉ ଏହାକୁ ନେଇ ବିଜେପି ଓ କଂଗ୍ରେସ ସରକାରୀ ଦଳକୁ ଟାର୍ଗେଟ କରିଛନ୍ତି More
  • Otv Khabar Bureau
  • 2 years ago

ଲମ୍ବିଛି ପିଏମ୍‌ ଆବାସ ଯୋଜନା ଦୁର୍ନୀତି ଚେର; CMCରେ ଅଭିଯୋଗ କଲେ ଠକାମୀରେ ପଡିଥିବା ଲୋକେ

କଟକ ଅନ୍ଦରପୁରରେ ଆବାସ ଯୋଜନାରେ ନିର୍ମିତ ଘରକୁ ବେଆଇନ ଭାବେ ବିକ୍ରି ମାମଲାରେ ପୋଲିସ ତନାଘନା ଚଳାଇଥିବା ବେଳେ ସିଏମ୍ସିକୁ ଭେଟିଛନ୍ତି ପୀଡ଼ିତ ଆପାର୍ଟମେଣ୍ଟରୁ ଉଚ୍ଛେଦ ହୋଇଥିବା ଲୋକେ । ଏ ନେଇ ସିଏମ୍ସିରେ ଅଭିଯୋଗ କରିଛନ୍ତି ଠକେଇର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇବା ସହ ଏବେ ସେମାନଙ୍କ ରହିବା ପାଇଁ ଜାଗା ଖଣ୍ଡେ ନଥିବାରୁ ଏ ନେଇ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି । More
  • Rajalaxmi Sahoo
  • 2 years ago

ମମିତାଙ୍କୁ ନ୍ୟାୟ ଦାବିରେ ନବୀନ ନିବାସ ଘେରିବ ବିଜେପି, ଉଷୁନା ଚାଉଳକୁ ନେଇ ବିଜେଡିର ଟାର୍ଗେଟ୍‌

ପଞ୍ଚାୟତ ନିର୍ବାଚନ ମାହୋଲ ଭିତରେ ବିରୋଧୀ ବିଜେପି ପୁଣି ଖୋଲିବ ମମିତା ମେହେରଙ୍କୁ ନ୍ୟାୟ ପ୍ରସଙ୍ଗ। ଶିକ୍ଷୟିତ୍ରୀ ମମିତା ମେହର ହତ୍ୟା ମାମଲାରେ ନ୍ୟାୟ ପାଇଁ ବିଜେପି ଆଜି ନବୀନ ନିବାସ ଘେରାଉ କରିବ। More
  • Rajalaxmi Sahoo
  • 2 years ago

୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଅପରେସନ୍‌ ‘ପାରା’ ସଫଳ

୧୧ କେଭି ବିଦ୍ୟୁତ୍‌ ଖୁଣ୍ଟରେ ଯାଇଥିବା ତାରରେ ଗୋଟିଏ ପାରା ଗୋଡ଼ରେ ସୂତା ଲାଗି ଛନ୍ଦି ହୋଇ ଝୁଲି ପଡିଥିଲା। ୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ପାରାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।  More
  • Otv Khabar Bureau
  • 2 years ago

ଆରପାରିରେ ୱିଙ୍ଗ୍ କମାଣ୍ଡର କିରଣ ଶଙ୍କର ସାହୁ

ଆର ପାରିରେ ୱିଙ୍ଗ୍ କମାଣ୍ଡର କିରଣ ଶଙ୍କର ସାହୁ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା More
  • Rajalaxmi Sahoo
  • 2 years ago

ବିବାହ ବେଦୀରେ ବସିବା ପୂର୍ବରୁ ଉଠିଲା କୋକେଇ, ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲେ ଯୁବତୀ

ଆସନ୍ତା ବର୍ଷ ବିବାହ ବେଦୀରେ ବସିଥାନ୍ତେ ଓ ନୂଆ କରି ସଂସାର ଆରମ୍ଭ କରିଥାନ୍ତେ। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ସଂସାର କରିବା ପୂର୍ବରୁ ସବୁଦିନ ପାଇଁ ସଂସାର ଛାଡ଼ି ଆରପାରିକୁ ଚାଲିଗଲେ। More
  • Otv Khabar Bureau
  • 2 years ago

ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ରେଡ୍‌

ଆଉ ଜଣେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ରେଡ୍ । ରାଉରକେଲାର ଆସିଷ୍ଟାଣ୍ଟ କଲେରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଉଛି । ଆସିଷ୍ଟାଣ୍ଟ କଲେର ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି । More
  • Rajalaxmi Sahoo
  • 2 years ago

ଆଜି ରାତିରୁ ବଦଳିବ ପାଗ ! ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ପଶ୍ଚିମା ଝଡ଼ ପ୍ରଭାବରେ ଆଜି ରାତିରୁ ପୁଣି ବଦଳିବ ପାଗ। ଆସନ୍ତାକାଲିଠୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୩ ଦିନରେ ୩ରୁ ୪ ଡ଼ିଗ୍ରୀ ଯାଏ ରାତି ତାପମାତ୍ରାରେ ବୃଦ୍ଧି ହୋଇପାରେ। More
  • Chandan Shishu
  • 2 years ago

ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ପିଲାମାନେ ଭୟ କରନି, ଆମେ ସମସ୍ତେ ତୁମ ସାଥିରେ ଅଛୁ।  More
  • Pramod Behera
  • 2 years ago

ପୋଲିସ୍‌ର ଭୟରେ ଲୁଚିଛନ୍ତି ଢିଙ୍କିଆବାସୀ

ପୋଲିସ୍ ଭୟରେ ଅନେକ ଲୋକ ଏବେ ବି ଜଙ୍ଗଲରେ ଲୁଚିଛନ୍ତି। ସେମାନଙ୍କୁ ଭେଟିବା ପାଇଁ ପାଣି କାଦୁଆରେ ପଶି ଆମେ ପ୍ରତିନିଧି ସେଠାରେ ପହଞ୍ଚିଥିଲେ। ତାଙ୍କ ସହ କଥା ହେବା ପରେ ସେମାନଙ୍କ ଅନେକ ଦୁଃଖ ସାମ୍ନାକୁ ଆସିଛି। More
  • Pramod Behera
  • 2 years ago

ଲତାଙ୍କ କଣ୍ଠରୁ ଶୁଣି ହେଲାନି ଜଗା ଭଜନ

ସରିଥିଲା ଗୀତ ଲେଖା, ପ୍ରସ୍ତୁତ ହୋଇ ସାରିଥିଲା ଟ୍ରାକ୍। ହେଲେ ସମୟ ଦେଲାନି ସାଥ୍। ଅଧୁରା ରହିଗଲା ସ୍ୱପ୍ନ। ଲତାଙ୍କ ସୁମଧୁର କଣ୍ଠରୁ ଜଗା ଜଣାଣ ଶୁଣିବାରୁ ବଞ୍ଚିତ ହେଲେ ଓଡିଆ। More
  • Pramod Behera
  • 2 years ago

ଢିଙ୍କିଆର ଦୁଃଖ; ପୋଲିସ୍ ଭୟରେ କିଆବଣରେ କଟୁଛି ଜୀବନ

ସରକାରଙ୍କ କମ୍ପାନୀ ପ୍ରୀତି ନିରୀହ ଜନତାଙ୍କୁ ଦେଉଛି ଦୁଃଖ। ଲୋକଙ୍କ ଉପରେ ଚାଲିଛି ପୋଲିସର ଜୁଲମ। ଜମି ନଦେଲେ ମିଛ କେସ୍‌ରେ ଫସେଇ ଜେଲ ପଠେଇ ଦେବାର ମିଳୁଛି ଧମକ। ଘରୁ ଉଠେଇ ନେଉଛି ପୋଲିସ୍। ଭୟରେ ଲୋକେ ଗାଁ ଛାଡି ବଣ ଜଙ୍ଗଲରେ ରହୁଛନ୍ତି। More
  • Chandan Shishu
  • 2 years ago

ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସଂପର୍କରେ ହାଇକୋର୍ଟଙ୍କ ରହିତାଦେଶ

ବର୍ଷା ଜାଲ୍ କାଗଜପତ୍ର ତିଆରି କରିଥିବା ନେଇ ସାଂସଦ ଅନୁଭବ ସଂସଦକୁ ଜଣାଇଥିଲେ। More