• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 15 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ସାଂଘାତିକ ଅଭିଯୋଗ; ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ ବେଳେ ଭୋଟିଂରେ ହେରଫେର କରିଛନ୍ତି ନର୍ବାଚନ ଅଧିକାରୀ !

ସାଂଘାତିକ ଅଭିଯୋଗ ଆସିଛି ୮ଯାଜପୁର ଜିଲ୍ଲା ବରୀ ବ୍ଲକରୁ । ଅଧ୍ୟକ୍ଷ ନିର୍ବଚନରେ ନିର୍ବାଚନ ଅଧିକାରୀ ଅନିୟମିତତା କରିଥିବା ଅଭିଯୋଗ ହୋଇଛି । More
  • Otv Khabar Bureau
  • 2 years ago

ମାର୍ଚ୍ଚରେ ତାତି ଏତେ ତ ଏପ୍ରିଲ୍-ମେ'ରେ କେତେ ?

ବସନ୍ତରେ ବର୍ଷିବ ନିଆଁ । କାଲିଠୁ ୩ଦିନ ପ୍ରଚଣ୍ଡ ଖରା ହେବ । ସ୍ୱାଭାବିକଠୁ ହଠାତ୍ ୪ରୁ ୫ଡିଗ୍ରୀ ଯାଏଁ ବଢ଼ିଯିବ ପାରଦ । ସ୍ଥାନେ ସ୍ଥାନେ ୪୦ କି ତାଠୁ ଅଧିକ ଡେଇଁପାରେ ତାପମାତ୍ରା । ୮ ଜିଲ୍ଲାକୁ ଏଥିପାଇଁ ପାଣିପାଗ ବିଭାଗ ଦେଇଛି ୟେଲୋ ୱାର୍ଣ୍ଣିଂ । More
  • Otv Khabar Bureau
  • 2 years ago

ପୌରନିର୍ବାଚନ ୨୦୨୨: ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌ ସାଙ୍ଗକୁ ଡିଜିଟାଲ ପ୍ରଚାର, ମଇଦାନକୁ ଓହ୍ଲାଇବେ ହେଭିୱେଟ୍‌

ପୌର ପରୀକ୍ଷା ପାଇଁ ଚୂଡ଼ାନ୍ତ ହେଲା ପ୍ରାର୍ଥୀ ତାଲିକା । ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ମୋଟ୍ ୫୬୯ ପ୍ରାର୍ଥୀ ମୈଦାନରେ ଥିବା ବେଳେ କାଉନ୍‌ସିଲର୍ ଓ କର୍ପୋରେଟର୍ ଲାଗି ରହିଲେ ୫ ହଜାର ୮୪୨ ପ୍ରାର୍ଥୀ । More
  • Satyendu Shekher Mishra
  • 2 years ago

ସହରାଞ୍ଚଳରେ ମିଳିବନି ମଦ, ଜାରି ହେଲା କଡ଼ା ନିର୍ଦେଶ

୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଡ୍ରାଏ ଡେ’ ନେଇ ରହିଛି କଡ଼ା ନିର୍ଦ୍ଦେଶ । ପ୍ରଚାର ଶେଷ ଦିନଠାରୁ ଗଣତି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ମଦ ବିକ୍ରି । More
  • Pramod Behera
  • 2 years ago

ବାସଗୃହ କ୍ରେତାଙ୍କ ମନରେ ନୂଆ ଆଶା; ଆଉ ଠକି ଖସିପାରିବେନି ବିଲ୍ଡର

ଆଉ ଠକି ପାରିବେନି ବିଲ୍ଡର। ବାସଗୃହ ପ୍ରକଳ୍ପ ବାସିନ୍ଦାଙ୍କ ଲାଗି ପଞ୍ଜୀକୃତ ସୋସାଇଟି ଗଢ଼ା ନ ହେବା ଯାଏଁ ପ୍ରକଳ୍ପର ରକ୍ଷଣାବେକ୍ଷଣ କରିବାକୁ ବିଲ୍ଡର ବାଧ୍ୟ ହେବେ। ଏମିତି ରାୟ ଶୁଣାଇଛନ୍ତି ଓରେରା। More
  • Satyendu Shekher Mishra
  • 2 years ago

କେମିତି ସାମ୍ନାକୁ ଆସିଲା ମାନସ ହତ୍ୟାକାଣ୍ଡର ସତ ? କ’ଣ ରହିଛି ସେହି ମେମୋରି କାର୍ଡରେ ? କିଏ ସେହି ଲେଡ଼ି କିଙ୍ଗ୍ ?

ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇବା ପରେ ବେସାହାରା ମାଆ କଣ ବା ଆଉ ମାଗିବ । ଆଜି ସେମିତି ଜଣେ ମାଆ ମାଗୁଛି ପୁଅ ହତ୍ୟାର ବରାବର ହିସାବ । More
  • Satyendu Shekher Mishra
  • 2 years ago

ଲକ୍ଷ୍ମୀସାଗରରେ ବିଜେପି ନେତାଙ୍କୁ ଆକ୍ରମଣ ଘଟଣାରେ ଶିଖର ଜେନା ଗିରଫ

ଶିଖରଙ୍କ ନାଁରେ ଆର୍ମସ୍ ଆକ୍ଟ ଓ ୩୦୭ ଧାରାରେ ପୋଲିସ ମାମଲା ରୁଜୁ କରିଛି । More
  • Satyendu Shekher Mishra
  • 2 years ago

ମିସ୍‌ କଲ୍‌ରୁ ବିବାହିତ ମହିଳାଙ୍କ ସହ ପ୍ରେମ, ପରେ ସେକ୍ସ ! ଆଉ ତାପରେ ଜିଅନ୍ତା ଜାଳିଦେଲା..

ଟୁକୁର ଘର ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁରେ । ସେ ଗତ ଦୁଇ ବର୍ଷ ହେବ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପୁରୁକିଆ ଗାଁର ଦିଲ୍ଲୀପ କୁମାର ଜେନାଙ୍କ ସ୍ତ୍ରୀ ସୁନିତା ଜେନାଙ୍କୁ ଭଲ ପାଇ ଆସୁଥିଲେ । More
  • Pramod Behera
  • 2 years ago

ସୁଧୁରିଲା ତ୍ରୁଟି, ମିଳିଲା ଫୁଲ୍ ମାର୍କ

ଦଶମ ଟର୍ମ-୧ ଓଡିଆ ପ୍ରଶ୍ନପତ୍ରରେ ତ୍ରୁଟିଯୁକ୍ତ ପ୍ରଶ୍ନ ପ୍ରସଙ୍ଗ। ଉତ୍ତର ଦେବାକୁ ଚେଷ୍ଟା କରିଥିବା ପିଲାଙ୍କୁ ମିଳିଲା ଫୁଲ୍ ମାର୍କ। ଏକ୍ସପର୍ଟ କମିଟି ରିପୋର୍ଟ ଆଧାରରେ ଫୁଲ୍ ମାର୍କ ଦେଲା CBSE। More
  • Satyendu Shekher Mishra
  • 2 years ago

ଦୁଇ ମାସ ପରେ ଫେରିଲା ପୁଅର ମୃତଦେହ, ଭୋ ଭୋ ହୋଇ କାନ୍ଦିଲ ପରିବାର

ସାଉଦି ଆରବରେ ଇଲେକ୍ଟ୍ରି କାମ କରିବାକୁ ଯାଇଥିଲା ପୁଅ l ହେଲେ ମୃତଦେହ ହୋଇ ଫେରିଲା ଗାଁକୁ l ନୟାଗଡ଼ ଜିଲ୍ଲା ଲାଠିପଡ଼ା ଗାଁ ନୁଆସାହିର ପ୍ରହଲ୍ଲାଦ ପ୍ରଧାନଙ୍କ ଏକମାତ୍ର ୨୬ ବର୍ଷୀୟ ପୁଅ ଶୁଭକାନ୍ତ ପ୍ରଧାନ । More
  • Chandan Shishu
  • 2 years ago

୨୪ ଘଣ୍ଟାରେ ବଙ୍ଗୋପସାଗରେ ଲଘୁଚାପ, ବାତ୍ୟାର ରୂପ ନେବ କି?

ଲଘୁଚାପ ବାତ୍ୟାର ରୂପ ନେବା ନେଇ ଚର୍ଚ୍ଚା ପ୍ରସଙ୍ଗରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ କହିଲେ କଣ? More
  • Chandan Shishu
  • 2 years ago

ଭାଇକୁ ଟ୍ରକ୍‌ ଚଢାଇ ମାରିଦେଲା ଭାଇ

ସୁଶାନ୍ତ ମଦ୍ୟପାନ କରି ଟ୍ରକ ନେଇ ଘରକୁ ଆସିବା ପରେ ଅକ୍ଷୟକୁ ଡାକିଥିଲା। More
  • Chandan Shishu
  • 2 years ago

ପ୍ରକାଶ ପାଇଲା OJEE ପାଇଁ ଅନଲାଇନ ଆବେଦନ ବିଜ୍ଞପ୍ତି

କେବେ ସରିବ ଆବେଦନ ପ୍ରକ୍ରିୟା ଜାଣନ୍ତୁ More
  • Chandan Shishu
  • 2 years ago

କ୍ୟାମେରାମ୍ୟାନ୍ ମାନସ କୁମାର ସ୍ୱାଇଁ ହତ୍ୟାକାଣ୍ଡର ଫିଟିଲା ଗୁମର

ପ୍ରଥମେ ଜଣେ ଅଭିଯୁକ୍ତଙ୍କୁ ଧରିବା ପରେ ଅପହରଣ ପରେ ହତ୍ୟାର ଫିଟିଥିଲା ଗୁମର। More
  • Chandan Shishu
  • 2 years ago

ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା

୧୦୦ ଜଣ ରୁଷୀୟ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ୍। More
  • Chandan Shishu
  • 2 years ago

ଲଢ଼େଇରୁ ଓହରି ଯିବାକୁ ବିରୋଧୀ ପ୍ରାର୍ଥୀଙ୍କ ଉପରେ ପଡୁଛି ଚାପ

ମହାନଗର ହେଉ କି ପୌର ପରିଷଦ, ଅଧିକାଂଶ ସ୍ଥାନରେ ବିଜେଡିର ଅସନ୍ତୁଷ୍ଟ ନେତାମାନେ ସ୍ୱାଧୀନ ଭାବେ ଲଢୁଥିବାରୁ ଦଳର ଟେନସନ୍ ବଢିଛି। More
  • Chandan Shishu
  • 2 years ago

ନିର୍ବାଚନୀ ପରବର୍ତ୍ତୀ ହିଂସା: ଏଭଳି ଘଟଣା କେବେ କଳ୍ପନା କରିନଥିବେ

ନାବାଳିକାର ମୃତଦେହକୁ ଧରି ରାସ୍ତା ଅବରୋଧ କରିଥିବାବେଳେ ଛାତିପଟା କାନ୍ଦରେ ଫାଟି ପଡୁଛି ସାରା ଇଲାକାା More
  • Satyendu Shekher Mishra
  • 2 years ago

ଶ୍ରୀତମ କେବେଠୁ କରୁଛନ୍ତି ରାଜନୀତି ? ଅଭିନୟ ନୁହେଁ ତ ଆଉ କ’ଣ ରହିଛି ତାଙ୍କ ମୁଖ୍ୟ ରୋଜଗାର ପନ୍ଥା ?

ବାଣୀବିହାରରୁ ଫିଲୋସଫିରେ ଏମଏ ଓ ପରେ ମଧୁସୂଦନ ଲ’ କଲେଜରୁ ଏଲଏଲବି କରିଛନ୍ତି । ସେ ମାନବିକ ଅଧିକାର ଉପରେ ଏକ ଡିପ୍ଲୋମା କୋର୍ସ ମଧ୍ୟ କରିଛନ୍ତି । More
  • Chandan Shishu
  • 2 years ago

ପ୍ରକାଶ ପାଇଲା ନବମ, ଦଶମ ପରୀକ୍ଷା ସୂଚୀ 

ଜାଣନ୍ତୁ କେଉଁ ବିଷୟ କେତେ ତାରିଖରେ ପରୀକ୍ଷା ହେବ। More
  • Satyendu Shekher Mishra
  • 2 years ago

ଏପ୍ରିଲ ୧୩ରୁ ନବମ ସମ୍ମେଟିଭ୍-୨ ପରୀକ୍ଷା, ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ଏବେ ବି ଦ୍ୱନ୍ଦ୍ୱ ?

ଏପ୍ରିଲ ୨୯ରୁ ମେ ୬ ନୁହେଁ ୭ ଯାଏଁ ମାଟ୍ରିକ ପରୀକ୍ଷା । ୮୦ ମାର୍କରୁ ୫୦ ସଂକ୍ଷିପ୍ତ, ୩୦ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । More