• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ପରୀ ହତ୍ୟା ମାମଲା: ମନ୍ତ୍ରୀ ଅରୁଣ ସାହୁ ଓ ସରପଞ୍ଚଙ୍କ ଭାଇରାଲ୍‌ ଅଡିଓକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ନୟାଗଡ଼ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ତୁମ୍ଭି ତୋଫାନ ଚାଲିଥିବା ବେଳେ ଏକ ଭାଇରାଲ୍ ଅଡିଓକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏହା ମନ୍ତ୍ରୀ ଅରୁଣ ସାହୁ ଏବଂ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ମଧ୍ୟରେ ହୋଇଥିବା ଫୋନ୍...

jaharsugua
୨୪ ଘଣ୍ଟା ପରେ ଉଠିଲା ବାସୁଦେବଙ୍କ ମୃତଦେହ

ଝାରସୁଗୁଡ଼ା: ଝାରସୁଗୁଡ଼ା ଓଏଫଡିସି ଉପଖଣ୍ଡ ପରିଚାଳକ ବାସୁଦେବ ପାଲଙ୍କ ମୃତ୍ୟୁର ୨୪ ଘଣ୍ଟା ପରେ ଉଠିଲା ମୃତଦେହ। କାଲି ଦିନ ୧୨ଟାରୁ ଡାକ୍ତରଖାନାରେ ପଡ଼ିଥିଲା ମୃତଦେହ। ମୃତଦେହ ପାଖରେ ବାସୁଦେବଙ୍କ ଝିଅ ଓ ସମ୍ପର୍କୀୟମାନେ ଜଗି ରହିଥିଲେ। ଓଏଫଡିସି ଡିଏମ୍ ଅମିୟ କୁମାର ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ...

pari
ମନ୍ତ୍ରୀ କହିଲେ ପରୀକୁ ହତ୍ୟା କରାଯାଇଛି; କ୍ରାଇମବ୍ରାଞ୍ଚ ତଦନ୍ତ କରିବ

ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିଷ୍ପତ୍ତି ନେଲେ ସରକାର।ଏନେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସୂଚନା ଦେଇଛନ୍ତି। ମାମଲାରେ ଏଯାବତ ୩୪ ଜଣଙ୍କୁ ଜେରା କରାଯାଛି ବୋଲି ଆଜି ସେ ଗୃହରେ ସେ ସୂଚନା ଦେଇଛନ୍ତି। ଏଥିସହିତ ପରୀକୁ ଅପହରଣ ପରେ...

Enp69FqUYAQ1ze8
'ଆପୋଷ ବୁଝାମଣାରେ ସମାଧାନ ହେବ ସୀମା ବିବାଦ'

ଭୁବନେଶ୍ୱର: ବିଧାନସଭାରେ ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଏହି ପ୍ରସଙ୍ଗରେ ଆଜି ଗୃହରେ ପ୍ରାରମ୍ଭିକ ବିବୃତି ରଖି କହିଛନ୍ତି ଯେ କୋରାପୁଟ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର କିଛି ଜିଲ୍ଲା ମଧ୍ୟରେ ସୀମା ବିବାଦ ରହିଛି। ଆପୋଷ...

maharastra
୧୬ ଜଣ ଛାତ୍ରଛାତ୍ରୀ ଉଦ୍ଧାର: ମାଷ୍ଟ୍ରେ କରାଉଥିଲେ ଏହି କାମ

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ହଟବାଡି ଅଂଚଳରୁ ୧୬ ଜଣ ଛାତ୍ରଛାତ୍ରୀ ଉଦ୍ଧାର କରାଯାଇଛି। ଏମାନଙ୍କୁ ପାଠ ପଢାଇବା ବାହାନାରେ ଜଣେ ସ୍କୁଲ ଶିକ୍ଷକ ତାଙ୍କ ବସ୍ତା ତିଆରି ଫ୍ୟାକ୍ଟ୍ରି କାମରେ ଲଗାଉଥିଲେ। ଏନେଇ ଖବର ପାଇବା ପରେ ବିଶ୍ରା ଚାଇଲଡ ଲାଇନ ଅଧିକାରୀ ଓ ବିଶ୍ରା...

unlocke
କରୋନା ନୂଆ ଗାଇଡଲାଇନ୍‌; କଣ ସବୁ ଖୋଲିବ ଜାଣନ୍ତୁ

ନୂଆଦିଲ୍ଲୀ: ଡିସେମ୍ବର ମାସ ପାଇଁ ଗାଇଡଲାଇନ ଜାରି କଲା ଗୃହ ମନ୍ତ୍ରାଳୟ। ଏଥଅ କରୋନା ମୁକାବିଲା ପାଇଁ ସୁରକ୍ଷା ଉପରେ ଗାଇଡଲାଇନରେ ଅଧିକ ଗୁରୁତ୍ୱ ଦିଆଯାଇଛି। କଣ୍ଟେନମେଣ୍ଟ ଗାଇଡଲାଇନକୁ କଡ଼ାକଡ଼ି ମାନିବାକୁ ପରାମର୍ଶ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ୍‌ରେ କେବଳ ଅତି ଜରୁରୀ କାର୍ଯ୍ୟକୁ ଅନୁମତି ମିଳିବ। କଣ୍ଟେନମେଣ୍ଟ ଜୋନରେ...

waheed
ଆତଙ୍କବାଦୀଙ୍କ ସହିତ ସମ୍ପର୍କ ନେଇ ପିଡିପି ନେତା ଗିରଫ: ମେହବୁବା କହିଲେ ବ୍ଲାକ୍‌ମେଲ୍

ଶ୍ରୀନଗର: ଆତଙ୍କବାଦୀ ସହିତ ସମ୍ପର୍କ ନେଇ ପିଡିପି ଯୁବମୋର୍ଚ୍ଚା ଅଧ୍ୟକ୍ଷ ୱାହୀଦ ଉର ରେହମାନ ପାର୍‌ରାଙ୍କୁ ବୁଧବାର ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ (ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ ଏଜେନ୍ସି)। ଏହି ମାମଲାରେ ପୂର୍ବରୁ ନିଲମ୍ବିତ ଓ ହୋଇଥିବା ଏସ୍‌ପି ଦବିନ୍ଦରଙ୍କ ସହିତ ତାଙ୍କର ସମ୍ପର୍କ ଥିବା ଜଣାପଡ଼ିବା...

nurse
କରୋନାର ଏମିତି ପ୍ରଭାବ; ୮ ମାସରେ ବଦଳିଗଲା ନର୍ସଙ୍କ ଚେହେରା

ୱାଶିଂଟନ: କରୋନା ଭାଇରସ ସାରା ବିଶ୍ୱର ନରହତ୍ୟା ଚଳାଇଥିବା ବେଳେ କରୋନାକୁ ଦମନ କରିବାରେ ଲାଗିପଡ଼ିଥିବା ସ୍ୱାସ୍ଥ୍ୟକର୍ମୀମାନେ କେତେ ଯେ କଷ୍ଟ ସହୁଛନ୍ତି ତାର ଅନେକ ନିଦର୍ଶନ ଦେଖିବାକୁ ମିଳୁଛି। ଆମେରିକାର ଜଣେ ନର୍ସ ଏହାର ଏକ ଉତ୍ତମ ଉଦାହରଣ। ଆମେରିକାର ଟେନେସୀ ରାଜ୍ୟରେ ଏକ ନର୍ସ ଦୀର୍ଘ...

jaga-kalia-2-1
ଯୋଡ଼ାମୁଣ୍ଡ ଶିଶୁ କାଳିଆର ଅବସ୍ଥା ସଂକଟାପନ୍ନ

କଟକ: କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ କାଳିଆ ଅବସ୍ଥା ସଂକଟାପନ୍ନ। କଟକ ଏସ୍‌ସିବିରେ ଚିକିତ୍ସାଧୀନ ଥିବା କାଳିଆ ସଂକଟାପନ୍ନ ଥିବା ଏସ୍‌ସିବି ଅଧୀକ୍ଷକ ଡା. ଲୁସି ଦାସଙ୍କ ସୂଚନା ଦେଇଛନ୍ତି। ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି...

kalia
ଯୋଡ଼ାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ

କଟକ: ସିଏ ବଞ୍ଚୁ, ଏକଥା ସମସ୍ତେ ଚାହୁଁଥିଲେ। ଯୋଡ଼ାମୁଣ୍ଡ ଶିଶୁ କାଳିଆ ଓ ବଳିଆ ପାଇଁ ମଙ୍ଗଳ କାମନା କରି ଦୀପା ଜାଳିଥିଲା ସାରା ଓଡ଼ିଶା। ହେଲେ ବଞ୍ଚିବାର ଆଶା ନେଇ ଦୀର୍ଘଦିନର କାଳ ସହିତ ଯୁଦ୍ଧ କରୁଥିବା କାଳିଆ ଶେଷରେ ହାରିଯାଇଛି। ସମସ୍ତଙ୍କୁ ଛାଡ଼ି ସବୁଦିନ ପାଇଁ...

odisha-coronavirus
ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୭୨୮ ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ କରୋନାରୁ ସୁସ୍ଥ ହେଲେ ୭୨୮ ଜଣ କରୋନା ରୋଗୀ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦୩ ଜଣ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ରିପୋର୍ଟକୁ ମିଶାଇଲେ ଆଜି ସୁଦ୍ଧା...

maradona
କିମ୍ବଦନ୍ତି ଫୁଟବଲର୍‌ ଡିଏଗୋ ମାରାଡୋନାଙ୍କ ପରଲୋକ

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର କିମ୍ବଦନ୍ତି ଫୁଟବଲ ତାରକା ଡିଏଗୋ ମାରାଡୋନାଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୬୦ ବର୍ଷ ବୟସ ହୋଇଥିଲା। ଜନ୍ମଦିନ ପାଳନ ପରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ନଭେମ୍ବର ଆରମ୍ଭରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡିଏଗୋଙ୍କ ବ୍ରେନ୍‌ରେ ରକ୍ତ ଜମାଟ ବାନ୍ଧିଥିବା ଡାକ୍ତରମାନେ...