ନୟାଗଡ: ନୟାଗଡ଼ ଗାୟତ୍ରୀ କଲୋନୀରେ ଏକ କୂଅରୁ ଜଣେ ବାଳକର ମୃତଦେହ ଉଦ୍ଧାର କରାଯାଇଛି। ବାଳକର ନାଁ ଆଶୁତୋଷ ସ୍ୱାଇଁ। ଗତ ତିନି ଦିନ ହେବ ଆଶୁତୋଷ ନିଖୋଜ ଥିଲେ।

ଆଶୁତୋଷଙ୍କ ମାଆଙ୍କ ପୂର୍ବରୁ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବାପା ବାହାରେ ଚାକିରି କରୁଛନ୍ତି। ସେ ତାଙ୍କ...

ବରଗଡ: ବିଜେପୁର ନିର୍ବାଚନର ଠିକ୍ ପୂର୍ବରୁ ରାଜନୈତିକ ହିଂସା ଦେଖାଦେଇଛି। ଗତକାଲି ବିଳମ୍ବିତ ରାତିରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କୁ କିଛି ଦୁର୍ବୃତ୍ତ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରା ଠାରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସୁବ୍ରତଙ୍କ ସମେତ ୪ଜଣ ଆହତ...

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଘଟିଛି ଏକ ଅଭାବନୀୟ ଘଟଣା । ବ୍ୟାଣ୍ଡପାର୍ଟି ଗାଡ଼ିକୁ ଧକ୍କା ଦେଇଛି ଟ୍ରକ୍ । ଧର୍ମଗଡ଼ ୨୬ ନଂ ଜାତୀୟ ରାଜପଥର କାଲୋପଲା ନିକଟରେ ଟ୍ରକ୍-ପିକ୍ଅପ୍ ଭ୍ୟାନ୍ ଧକ୍କା ହୋଇଛି ।

ମିଳିଥିବା ସୂଚନାନୁସାରେ, ଏଥିରେ...

ବିଜେପୁର : ବିଜେଡି କର୍ମୀଙ୍କ ମାଡ଼ ଅଭିଯୋଗରେ ବିଜେପୁର ଥାନା ଘେରାଉ କରିଛି ବିଜେପି । ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପସ୍ଥିତିରେ ବିଜେପି କର୍ମୀଙ୍କୁ ମାଡ଼ ହୋଉଥିବାର ଅଭିଯୋଗ ହୋଇଛି ।

ମନ୍ତ୍ରୀ ସୁଶାନ୍ତ ସିଂ ନିଜେ ବିଜେପି କର୍ମୀଙ୍କୁ ମାଡ଼ ମାରିଥିବାର ଅଭିଯୋଗ କରାଯାଇଛି । ଏହାର ପ୍ରତିବାଦ କରି...

ଭୁବନେଶ୍ୱର: ସ୍ୱଦେଶୀ ନିର୍ମିତ ଇଣ୍ଟରମିଡିଏଟ୍ ରେଞ୍ଜ ବାଲିଷ୍ଟିକ ମିସାଇଲ ଅଗ୍ନି-୨ ଆଜି ଭଦ୍ରକ ଧାମରା ସ୍ଥିତ ଅବଦୁଲ୍ କଲାମ ଦ୍ୱୀପରୁ ବ୍ୟବହାରିକ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଏହି କ୍ଷେପଣାସ୍ତ୍ର ଆଜି ସକାଳ ୮ ଟା ୩୮ ମିନିଟ୍ ସମୟରେ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜର ଲଞ୍ଚ...

ବରଗଡ଼: ପୁଣି ଜଣେ ଚାଷୀ ଆତ୍ମହତ୍ୟାର ଖବର ସାମ୍ନାକୁ ଆସିଛି। ବିଜେପୁର ଉପନିର୍ବାଚନ ଲାଗି ସେଠାରେ ରାଜନୈତିକ ମହୋତ୍ସବ ଲାଗି ରହିଥିବା ବେଳେ ଏଭଳି ଖବର ଶୁଣିବାକୁ ମିଳିଛି। ମୃତ ଚାଷୀ ଜଣକ ହେଲେ ଗାଇସିଲଟ ବ୍ଲକ ନୂଆପାଲ୍ଲୀ ଗାଁର ଖେମସାଗର ବିଶ୍ୱାଳ। ଫସଲହାନୀ ଓ ଋଣ ଭାର...

ଢେଙ୍କାନାଳ: ପାରିବାରିକ କଳହର କରୁଣ ପରିଣତି ଉପୁଜିଛି। କଳିଝଗଡ଼ା ଲାଗି ଗୋଟିଏ ପରିବାରର ୪ ଜଣ ସଦସ୍ୟ ନିଆଁରେ ପୋଡ଼ି ଆହତ ହୋଇଛନ୍ତି। ଢେଙ୍କାନାଳର ଲକ୍ଷ୍ମୀବଜାର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ ଶାଶୂ ଓ ବୋହୂ ମଧ୍ୟରେ ପ୍ରଥମେ ଝଗଡ଼ା ଲାଗିଥିଲା। ପରେ ତାହା...

ମାଲକାନଗିରି: ୩ ଜଣ କ୍ୟାଡର୍ ମହିଳା ମାଓବାଦୀଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ। ଗିରଫ ମାଓବାଦୀଙ୍କ ମଧ୍ୟରୁ ଜଣେ ଏରିଆ କମାଣ୍ଡର ଏବଂ ଅନ୍ୟ ଦୁଇ ଜଣ ଏରିଆ କମିଟି ମେମ୍ବର ବୋଲି ଜଣାପଡ଼ିଛି। ଏରିଆ କମାଣ୍ଡର ହେଲେ ଯୋଗୀ କବାସୀ ଓ କମିଟି ମେମ୍ବର ହେଲେ ଇଡ୍‌ମେ...

ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ୫ଜଣ ନୂଆ ଆଇପିଏସ୍ଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ଗୃହ ବିଭାଗ। ବିଜ୍ଞପ୍ତି ଅନୁସାରେ ପଦ୍ମିନୀ ସାହୁଙ୍କୁ ବ୍ରହ୍ମପୁର ଏସ୍‌ଡିପିଓ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଶର୍ବଣା ବିବେକ.ଏମ୍‌ଙ୍କୁ ମାଲକାନଗିରି ଏସ୍‌ଡିପିଓ, କୁଶାଲକର ନୀତିନ ଡାଗଡୁଙ୍କୁ ବାଲିଗୁଡ଼ା ଏସ୍‌ଡିପିଓ, ପ୍ରତ୍ୟୁଷ ଦିବାକରଙ୍କୁ...

ଭୁବନେଶ୍ୱର: ତିନି ଦିନ ଧରି ହାତୀ ଆତଙ୍କ ପରେ ଶାନ୍ତିରେ ନିଶ୍ୱାସ ମାରିଛନ୍ତି ଖଣ୍ଡଗିରି ଓ ଆଖପାଖ ଅଞ୍ଚଳର ଲୋକେ। ହାତୀ ଘଉଡ଼ାଇବାରେ ଲାଗିଥିବା ବନ ବିଭାଗ ଶେଷରେ ସଫଳ ହୋଇଛି। ଆତଙ୍କ ଖେଳାଉଥିବା ଦନ୍ତା ହାତୀ ଶନିବାର ରାତିରେ ଭୁବନେଶ୍ୱର ଛାଡ଼ି ଚାଲିଯାଇଛି। ହାତୀଟି ଗତକାଲି ରାତି...

କଳାହାଣ୍ଡି : ଭବାନୀପାଟଣାରେ ଘଟିଛି ଏକ ଅଭାବନୀୟ ଘଟଣା । ବରଯାତ୍ରୀ ଗାଡି ହୋଇଛି ଦୁର୍ଘଟଣା ଗସ୍ତ । ଏଥିରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ଅଛନ୍ତି। ମୃତକଙ୍କ ମଧ୍ୟରେ ବରର ବାପା ଓ ମାମୁଁ ଅଛନ୍ତି । ରାୟପୁରରୁ ବରଯାତ୍ରୀ ନେଇ...

ବିଜେପୁର : ବିଜେପୁର ଉପନିର୍ବାଚନ ପ୍ରଚାର ଚାଲିଥିବା ବେଳେ ପୁଣି ଜବତ ହେଲା ଟଙ୍କା । ଗତକାଲି ବରଗଡ଼ ଜିଲ୍ଲା ମହୁଲିପାଲି ଛକରୁ ଏକ କାରରୁ ୪୦ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି । ପଦ୍ମପୁର ପୋଲିସ ପକ୍ଷରୁ ମହୁଲିପାଲି ଚେକପୋଷ୍ଟରେ ଯାଞ୍ଚ...

ନୟାଗଡ଼: ଶନିବାର ଦିନ ଖଣ୍ଡପଡ଼ା ବାଣପୁର ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଉପରକୁ ବୋମାମାଡ଼ ହୋଇଛି। ଦୁଇ ଛେଳି ବେପାରୀଙ୍କଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ବୋମା ମାଡ଼ରେ ଦୁଇ ବେପାରୀ ଆହତ ହୋଇଛନ୍ତି। ଉଭୟ ବେପାରୀଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣଙ୍କର ଅବସ୍ଥା...

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଭାଲୁ ଅାତଙ୍କ । କବିସୂର୍ଯ୍ୟନଗରର ବୋରସିଂ ଗାଁରେ ଭାଲୁ ଅାକ୍ରମଣରେ ଦେବରାଜ ନାୟକ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ , ବ୍ୟକ୍ତି ଜଣକ ପୋଖରୀରୁ ଗାଧୋଇ ଘରକୁ ଫେରୁଥିବା...

ଭଦ୍ରକ : ଭଦ୍ରକ ବାସୁଦେବପୁରରେ ଘଟିଛି ଅଭାବନୀୟ ଘଟଣା । ଜଗନ୍ନାଥପ୍ରସାଦ ଗାଁ ପୋଖରୀରୁ ୨ଜଣ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଗତ ଶିବରାତ୍ରୀଠାରୁ ଉଭୟ ନାବାଳକ ନିଖୋଜ ଥିଲେ । ମୃତକ ଦୁଇ ନାବାଳକ ହେଲେ ଜଗନ୍ନାଥ ପ୍ରସାଦର କୁଳମଣି...

ରାଉରକେଲା: ରାଉରକେଲା ସିଭିଲ୍ ଟାଉନସିପ୍‌ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଆଜି ଭୋରରୁ ହସ୍ପିଟାଲର ଦ୍ୱିତୀୟ ମହଲାରେ ନିଆଁ ଲାଗିଥିଲା । ଫଳରେ ପୂରା ହସ୍ପିଟାଲ ଧୂଆଁରେ ଭର୍ତ୍ତି ହୋଇ ଯାଇଥିଲା। ସଙ୍ଗେ ସଙ୍ଗେ ସେଠାରେ ଥିବା ନବଜାତ ଶିଶୁଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ଆଳିର ମୂଳାସାହି ଗାଁର ମହେଶ୍ୱର ସେନାପତି ଓ ତାଙ୍କ ଦୁଇ ପୁଅଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ କେନ୍ଦ୍ରାପଡା ସାଂସଦଙ୍କ ପ୍ରତିନିଧିଙ୍କୁ ଦାୟୀ କରିଛନ୍ତି ମହେଶ୍ୱର। ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରି ସେ କହିଛନ୍ତି, ଗତ…
ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ କୋଭିଡ୍ କେୟାର ସେଣ୍ଟର ଉଦ୍ଘାଟନକୁ ନେଇ ବିଜେଡି ନେତା ମୁହାଁମୁହିଁ ହୋଇଛନ୍ତି। ପାଲଲହଡ଼ା ବିଧାୟକ ମୁକେଶ ପାଲ୍ ଓ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ମଧ୍ୟରେ ଏହି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଧାୟକଙ୍କ ପ୍ରତି…
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର କାଶ୍ମୀରୀ ଛାତ୍ର ସୁହେଲ୍ ଅଜାଜ୍ ନିଖୋଜ ଘଟଣାର ତଦନ୍ତ କରି ତ୍ୱରିତ ପଦକ୍ଷେପ ନେବାକୁ ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କ ଅନୁରୋଧ। ମେହବୁବା ତାଙ୍କ ଟ୍ବିଟର୍ ଆକାଉଣ୍ଟରେ ଏ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଙ୍କୁ ଅନୁରୋଧ...

ବରଗଡ଼: ଆସନ୍ତାକାଲି ବିଜେପୁର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଛି। ଭୋଟ ଗଣତି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।

୧୪ଟି ଟେବୁଲ କରାଯାଇଛି। ପ୍ରାୟ ୨୧ ରାଉଣ୍ଡ ଗଣତି ହେବ। ପଦ୍ମପୁର ଅଂଚଳ କଲେଜରେ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍ ରଖାଯାଇଛି। ଗୋଟିଏ କମ୍ପାନୀ...