• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ନ୍ୟାୟପାଳିକାରେ ସରକାରଙ୍କ ହସ୍ତକ୍ଷେପ ଅଭିଯୋଗ ବିବାଦ : CJIଙ୍କୁ ଜଷ୍ଟିସ ଚେଲମେଶ୍ୱରଙ୍କ ଚିଠି ପରେ ହଟଚମଟ
ନ୍ୟାୟପାଳିକାରେ ସରକାରଙ୍କ ହସ୍ତକ୍ଷେପ ଅଭିଯୋଗ ବିବାଦ : CJIଙ୍କୁ ଜଷ୍ଟିସ ଚେଲମେଶ୍ୱରଙ୍କ ଚିଠି ପରେ ହଟଚମଟ

ଭୁବନେଶ୍ୱର : ନ୍ୟାୟପାଳିକା-ସରକାର ମଧୁଚନ୍ଦ୍ରିକା ଗଣତନ୍ତ୍ର ପାଇଁ ବିପଦ। ନ୍ୟାୟପାଳିକାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଆଦୌ ଗ୍ରହଣୀୟ ନୁହେଁ। ସୁପ୍ରିମକୋର୍ଟର ନମ୍ବର ଟୁ ବିଚାରପତି କେ. ଚେଲମେଶ୍ୱର, ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ଲେଖିଥିବା ଏ ସମ୍ପର୍କିତ ଚିଠିକୁ ନେଇ ଏବେ ସାରା ଦେଶରେ ଚାଲିଛି ଜୋରଦାର...

ବାଲ୍‌କୋନିରୁ ଖସି ପଡ଼ି ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ
ବାଲ୍‌କୋନିରୁ ଖସି ପଡ଼ି ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର : ସଫ୍ଟୱେୟାର ସଂସ୍ଥାର ମହିଳା କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ। ଭୁବନେଶ୍ୱର ଶ୍ରୀବିହାରର ଏକ ଆପାର୍ଟମେଣ୍ଟରରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ପୁରୀ ସାକ୍ଷୀଗୋପାଳ ଅଞ୍ଚଳର ଜିଜ୍ଞାସା ମିଶ୍ର। ହେଲେ ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ବିଡିଏ ଅଞ୍ଚଳରେ...

ହିନ୍ଦୋଳ ଏନ୍ଏସି ନିର୍ବାଚନକୁ ନେଇ ରାଜନୈତିକ ହିଂସା
ହିନ୍ଦୋଳ ଏନ୍ଏସି ନିର୍ବାଚନକୁ ନେଇ ରାଜନୈତିକ ହିଂସା

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ନିର୍ବାଚନକୁ ନେଇ ରାଜନୈତିକ ହିଂସା। ପ୍ରଚାର ବେଳେ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେପି।  ଅଭିଯୋଗ ଅନୁସାରେ, ଗତକାଲି ୭ନମ୍ବର ଓ୍ୱାର୍ଡରେ ବିଜେପି କର୍ମୀମାନେ ପ୍ରଚାର କରୁଥିଲେ। ଏହି ସମୟରେ କିଛି ବିଜେଡି କର୍ମୀ ଅଶ୍ଲୀଳ ଭାଷାରେ...

ଝାରପଡ଼ା ଜେଲରୁ ବଲାଙ୍ଗିର ଜେଲକୁ ଗଲା ଗ୍ୟାଙ୍ଗଷ୍ଟାର ସୁଶାନ୍ତ ଧଳସାମନ୍ତ
ଝାରପଡ଼ା ଜେଲରୁ ବଲାଙ୍ଗିର ଜେଲକୁ ଗଲା ଗ୍ୟାଙ୍ଗଷ୍ଟାର ସୁଶାନ୍ତ ଧଳସାମନ୍ତ

ଭୁବନେଶ୍ୱର : ଝାରପଡ଼ା ଜେଲରୁ ବଲାଙ୍ଗିର ଜେଲକୁ ଗଲା ଗ୍ୟାଙ୍ଗଷ୍ଟାର ସୁଶାନ୍ତ ଧଳସାମନ୍ତ। ସୁଶାନ୍ତକୁ ଆଜି କଡ଼ା ସୁରକ୍ଷା ମଧ୍ୟରେ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରାଯାଇଛି। କଟକ ସଦର ଥାନା ପୋଲିସର ଆବେଦନକୁ ଗ୍ରହଣ କରି ଗତକାଲି କଟକ JMFC କୋର୍ଟ ସ୍ଥାନାନ୍ତର ନେଇ ଅନୁମତି ପ୍ରଦାନ କରିଥିଲେ।...

ଚାନ୍ଦିଲିରୁ ଜାଲ ନୋଟ ଜବତ, ୩ ଜଣ ଗିରଫ
ଚାନ୍ଦିଲିରୁ ଜାଲ ନୋଟ ଜବତ, ୩ ଜଣ ଗିରଫ

ରାୟଗଡ଼ା : ରାୟଗଡ଼ା ଚାନ୍ଦିଲିରୁ ଜାଲ ନୋଟ ଜବତ। ଏଠାରେ ଜାଲନୋଟ କାରବାର କରୁଥିବା ଅଭିଯୋଗରେ ବାପ ପୁଅ ସମେତ ୩ ଜଣଙ୍କୁ ଗିରଫ କରିଛି ଚାନ୍ଦିଲି ପୋଲିସ। ଗିରଫ ଅଭିଯୁକ୍ତ ହେଲେ କୋଲନରା ଗାଁର ରଞ୍ଜନ ଜେନା, ତାଙ୍କ ପିତା ଦଶମନ୍ତ ଜେନା ଏବଂ ପୁଟାସିଂ ଗାଁର...

ଗୋଲ୍ଡ ସ୍ମଗ୍‌ଲିଂର ଭୂସ୍ୱର୍ଗ ପାଲଟିଛି ଭୁବନେଶ୍ୱର ଏୟାରପୋର୍ଟ
ଗୋଲ୍ଡ ସ୍ମଗ୍‌ଲିଂର ଭୂସ୍ୱର୍ଗ ପାଲଟିଛି ଭୁବନେଶ୍ୱର ଏୟାରପୋର୍ଟ

ଭୁବନେଶ୍ୱର : ବିଦେଶୀ ସୁନା ଓ ମୁଦ୍ରା ଚୋରା କାରବାରର ଭୂସ୍ୱର୍ଗ ପାଲଟିବାକୁ ବସିଲାଣି କି ରାଜ୍ୟ ରାଜଧାନୀ ଭୁବନେଶ୍ୱର ? ଏହି ଚୋରା କାରବାର ପାଇଁ ଭୁବନେଶ୍ୱର ବିମାନ ବନ୍ଦରକୁ ଗଳାବାଟ ଭାବେ ବ୍ୟବହାର କରାଯାଉଛି କି ? କାରଣ ଥରେ କି ଦୁଇ ଥର ନୁହେଁ,...

ଜଲଦାରେ ବେଆଇନ ପଥର ଖଣିରେ ବ୍ଲାଷ୍ଟିଂ ବେଳେ ଅଘଟଣ
ଜଲଦାରେ ବେଆଇନ ପଥର ଖଣିରେ ବ୍ଲାଷ୍ଟିଂ ବେଳେ ଅଘଟଣ

ରାଉରକେଲା  : ରାଉରକେଲା ଜଲଦାରେ ବେଆଇନ ଖାଦାନରେ ବ୍ଲାଷ୍ଟିଂ ବେଳେ ଅଘଟଣ। ଏଥିରେ ୨ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ A ବ୍ଳକ ମୁଣ୍ଡା ବସ୍ତିରେ ଥିବା ବେଆଇନ ଖାଦାନରେ ବ୍ଳାଷ୍ଟିଂ କରାଯାଉଥିଲା। ଏହି ସମୟରେ ପଥର ଏବଂ ମାଟି ଅତଡା ଖସି ପଡିଥିଲା। ଫଳରେ ଘଟଣା...

CBSE ପ୍ରଶ୍ନପତ୍ର ଲିକ୍ ଘଟଣା : ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପୁଣିଥରେ ପରୀକ୍ଷା ନିଷ୍ପତ୍ତିକୁ ବିରୋଧ
CBSE ପ୍ରଶ୍ନପତ୍ର ଲିକ୍ ଘଟଣା : ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପୁଣିଥରେ ପରୀକ୍ଷା ନିଷ୍ପତ୍ତିକୁ ବିରୋଧ

ଭୁବନେଶ୍ୱର : CBSE ବିରୋଧରେ ଆନ୍ଦୋଳନ ଓ ଅସନ୍ତୋଷ ତେଜିବାରେ ଲାଗିଛି। ଭୁବନେଶ୍ୱରରେ ସିବିଏସ୍ଇ ଅଫିସ୍ ଘେରାଉ ହୋଇଛି। ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପୁଣିଥରେ ପରୀକ୍ଷା ନିଷ୍ପତ୍ତିକୁ ବିରୋଧ କରିବା ସହିତ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କ ଇସ୍ତଫା ଦାବି କରାଯାଇଛି।...

ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୁରୀ ଗଜପତି ଦିବ୍ୟସିଂହ ଦେବ
ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୁରୀ ଗଜପତି ଦିବ୍ୟସିଂହ ଦେବ

ଭୁବନେଶ୍ୱର : ପୁରୀ ଓ ଶ୍ରୀମନ୍ଦିରର ଉନ୍ନତୀକରଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।  ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନତୀକରଣ, ଉତ୍ତର, ଦକ୍ଷିଣ ଓ ଏମାର ମଠର ଉନ୍ନତୀକରଣ, ଶ୍ରୀଗୁଣ୍ଡିଚା...

ବିଧାନସଭା ବଜେଟ୍ ଅଧିବେଶନ : ୩ଦିନର ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ 
ବିଧାନସଭା ବଜେଟ୍ ଅଧିବେଶନ : ୩ଦିନର ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ 

ଭୁବନେଶ୍ୱର : ବିଧାନସଭା ବଜେଟ୍ ଅଧିବେଶନରେ ୩ଦିନର ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ।  ବିରୋଧୀ ମାନେ ୩ଦିନ ହେଲା ଦାବି କରୁଥିବା ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ଗୃହରେ ବିବୃତି ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଲୋକାୟୁକ୍ତ ନେଇ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶର...

୨୭ ହୋଟେଲ୍‌କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ସରକାର
୨୭ ହୋଟେଲ୍‌କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର: ପରିବେଶ ପ୍ରଦୂଷଣ ଅଭିଯୋଗରେ ଚଳିତ ବର୍ଷ ରାଜ୍ୟର ୨୭ଟି ହୋଟେଲ୍‌କୁ ବନ୍ଦ କରିବା ପାଇଁ ନୋଟିସ୍ ଜାରି ହୋଇଛି। ହୋଟେଲରୁ ବାହାରୁଥିବା ଅପରିଷ୍କାର ଜଳ ବିଶୋଧନ କରା ନ ଯାଇ ନିଷ୍କାସନ କରାଯାଉଛି। ଫଳରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି। ଏଥିପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ...

ଚଳିତ ବର୍ଷ ଓଡ଼ିଶାରେ ହାତୀ ଆକ୍ରମଣରେ ୮୨ ଜଣଙ୍କ ମୃତ୍ୟୁ ଘଟିଛି
ଚଳିତ ବର୍ଷ ଓଡ଼ିଶାରେ ହାତୀ ଆକ୍ରମଣରେ ୮୨ ଜଣଙ୍କ ମୃତ୍ୟୁ ଘଟିଛି

ଭୁବନେଶ୍ୱର : ଚଳିତ ୨୦୧୭-୧୮ବର୍ଷରେ ଫେବୃୟାରୀ ମାସ ସୁଦ୍ଧା ହାତୀ ଆକ୍ରମଣରେ ୮୨ ଜଣଙ୍କ ଜୀବନ ଯାଇଛି। ହାତୀ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି ୫୩ଜଣ। ଏଥିସହ ରାଜ୍ୟରେ ୧ହଜାର ୧୧୯ଟି ଘର ଭାଙ୍ଗିଛି, ୨୩ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି ଓ ପ୍ରାୟ ୫ହଜାର ୪୦୨...

ସିବିଏସ୍ଇର ୨ଟି ପରୀକ୍ଷା ପୁଣି ଥରେ କରିବାକୁ ନିଷ୍ପତ୍ତି
ସିବିଏସ୍ଇର ୨ଟି ପରୀକ୍ଷା ପୁଣି ଥରେ କରିବାକୁ ନିଷ୍ପତ୍ତି

ଭୁବନେଶ୍ୱର : CBSE  ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଗଣିତ ପେପର ଓ ଦ୍ୱାଦଶ ଶ୍ରେଣୀ ଇକୋନମିକ୍ସ ପେପର ପୁନର୍ବାର ପରୀକ୍ଷା ହେବ। ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପରୀକ୍ଷା କେବେ ହେବ ବୋର୍ଡ ୱେବ୍‌ସାଇଟ୍‌ରେ ସପ୍ତାହକ ମଧ୍ୟରେ ଜଣାଇ ଦିଆଯିବ ବୋଲି ବୋର୍ଡର ପରୀକ୍ଷା...

ନବରଙ୍ଗପୁର ଜିଲ୍ଲାକୁ ପଛୁଆ ଜିଲ୍ଲାରେ ସାମିଲ ପାଇଁ ଦାବି
ନବରଙ୍ଗପୁର ଜିଲ୍ଲାକୁ ପଛୁଆ ଜିଲ୍ଲାରେ ସାମିଲ ପାଇଁ ଦାବି

ଭୁବନେଶ୍ୱର : ଦେଶର ପଛୁଆ ଜିଲ୍ଲା ତାଲିକାରେ ଓଡ଼ିଶା ନବରଙ୍ଗପୁର ଜିଲ୍ଲାକୁ ସାମିଲ କରିବାକୁ ଦାବି କରିଛନ୍ତି ସାଂସଦ ବଳଭଦ୍ର ମାଝି। ଏନେଇ ସେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ନବରଙ୍ଗପୁର ଏକ ପଛୁଆ ଜିଲ୍ଲା। ଏବେ ବି ସେ ଅଂଚଳରେ ବିକାଶ...

କନିକା ବ୍ଲକ୍‌ରେ ନଡ଼ିଆ ଚାରା ରୋପଣ କାର୍ଯ୍ୟକ୍ରମରେ ଅନିୟମିତତା ଅଭିଯୋଗ
କନିକା ବ୍ଲକ୍‌ରେ ନଡ଼ିଆ ଚାରା ରୋପଣ କାର୍ଯ୍ୟକ୍ରମରେ ଅନିୟମିତତା ଅଭିଯୋଗ

କେନ୍ଦ୍ରାପଡ଼ା  : କେନ୍ଦ୍ରାପଡ଼ା ଜିଲ୍ଲା କନିକା ବ୍ଲକ୍‌ରେ ନଡ଼ିଆ ଚାରା ରୋପଣ କାର୍ଯ୍ୟକ୍ରମରେ ଅନିୟମିତତା ଅଭିଯୋଗ। ୬ଟି ସ୍ଥାନରେ ୨ହଜାର ନଡ଼ିଆ ଚାରା ଲଗାଇବା ପାଇଁ ଓଡ଼ିଶା ବନ ଉନ୍ନୟନ ନିଗମକୁ ୮୭ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା।  କିନ୍ତୁ ଏଥିରୁ ମାତ୍ର ୧୦ ପ୍ରତିଶତ ଗଛ ବଞ୍ଚିଥିବା ବେଳେ...

ସମ୍ପୂର୍ଣ୍ଣ ହୋଇଥିବା ଜଳଯୋଗାଣ ପ୍ରକଳ୍ପ ଆରମ୍ଭ କର : ସାଂସଦ ବୈଜୟନ୍ତ ପଣ୍ଡା
ସମ୍ପୂର୍ଣ୍ଣ ହୋଇଥିବା ଜଳଯୋଗାଣ ପ୍ରକଳ୍ପ ଆରମ୍ଭ କର : ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲାରେ ସାଂସଦ ପାଣ୍ଠିରେ ସମ୍ପୂର୍ଣ୍ଣ ହୋଇଥିବା କିମ୍ବା ପ୍ରାୟ ସମ୍ପୂର୍ଣ୍ଣ ହେବାକୁ ଥିବା ଜଳଯୋଗାଣ ପ୍ରକଳ୍ପ ଗୁଡିକୁ ଜନସାଧାରଣଙ୍କ ପାଇଁ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। କିଛି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଆନୁଷ୍ଠାନିକ ଉଦଘାଟନ କାରଣରୁ...

ହୁଲି ଡଙ୍ଗାରେ ନଦୀ ପାରି ହୋଇ ସ୍କୁଲ ଯାଉଛନ୍ତି ପିଲାମାନେ
ହୁଲି ଡଙ୍ଗାରେ ନଦୀ ପାରି ହୋଇ ସ୍କୁଲ ଯାଉଛନ୍ତି ପିଲାମାନେ

ଅନୁଗୁଳ : ଭଙ୍ଗା ଦଦରା ହୁଲି ଡଙ୍ଗାରେ ନଦୀ ପାରି ହୋଇ ସ୍କୁଲ ଯାଉଛନ୍ତି ପିଲାମାନେ। ତା ପୁଣି ବିନା ନାଉରିଆରେ। ଟିକେ ଏପଟ ସେପଟ ହେଲେ ଅଘଟଣ ଘଟିବାର ଆଶଙ୍କା। ଜଣେ ଆହୁଲା ମାରିଲେ ଆଉ ଜଣେ ଡଙ୍ଗାରୁ ପାଣି କାଢୁଛି। ଏହା ହେଉଛି ଅନୁଗୁଳ ଜିଲ୍ଲା ପାଲଲହଡା...

ପୋଖରୀକୁ ମାଛ ଧରିବାକୁ ଯାଇ ବିଦ୍ୟୁତ ଆଘାତରେ ୨ଜଣଙ୍କ ମୃତ୍ୟୁ
ପୋଖରୀକୁ ମାଛ ଧରିବାକୁ ଯାଇ ବିଦ୍ୟୁତ ଆଘାତରେ ୨ଜଣଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା : ଜୀବନ ନେଲା ବିଜୁଳି। କେନ୍ଦ୍ରାପଡ଼ା ଜିଲ୍ଲା ଆଏବା ବ୍ରହ୍ମପୁର ଗାଁରେ ଘଟିଛି ଏହି ଘଟଣା। ଗାଁର ୨ ଜଣ ବ୍ୟକ୍ତି ପୋଖରୀରେ ପଶି ମାଛ ଧରିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି। ପୋଖରୀ ଭିତରେ ପୂର୍ବରୁ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା। କିନ୍ତୁ ସେମାନେ ଏ...

କୋଟିଆରେ ଆନ୍ଧ୍ର ପୋଲିସର ଜନସଂପର୍କ ଶିବିର
କୋଟିଆରେ ଆନ୍ଧ୍ର ପୋଲିସର ଜନସଂପର୍କ ଶିବିର

ଜୟପୁର : କୋରାପୁଟ କୋଟିଆ ଗ୍ରାମପୁଞ୍ଜରେ ପୁଣି ଆନ୍ଧ୍ରର ଅନୁପ୍ରବେଶ। ଓଡ଼ିଶା ସରକାରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି କୋଟିଆ ପଞ୍ଚାୟତବାସୀଙ୍କ ସହ ସଂପର୍କ ନିବିଡ଼ ପ୍ରୟାସରେ ଆନ୍ଧ୍ର ସରକାର ଏହି କ୍ରମରେ ନେରେଡି ବାଲସା ଠାରେ ଆନ୍ଧ୍ର ପୋଲିସ ପକ୍ଷରୁ ଏକ ବିରାଟ ଜନସଂପର୍କ ଶିବିରର ଆୟୋଜନ କରାଯାଇଥିଲା।...

କେନ୍ଦୁଝରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ : ୨ଜଣ ଗିରଫ
କେନ୍ଦୁଝରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ : ୨ଜଣ ଗିରଫ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ନିଜ ସମ୍ପର୍କୀୟ ଘରୁ ଫେରୁଥିବା ବେଳେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଡମ୍ପରରେ ବସାଇ ଗାଁରେ ଛାଡ଼ିଦେବା ଆଳରେ ୨ଜଣ ଡମ୍ପର ଡ୍ରାଇଭର ନାବାଳିକାଙ୍କୁ ବାମେବାରୀ ଥାନା ଦରିବାହାଲ ଜଙ୍ଗଲରେ ଗଣଦୁଷ୍କମ କରିଥିଲେ। ପରେ...