ବ୍ରିଟେନ୍ : ପରଲୋକରେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ୍ ହକିଙ୍ଗ୍ । ୭୬ବର୍ଷ ବୟସରେ କେମ୍ବ୍ରିଜ୍ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ‘ଏ ବ୍ରିଫ୍ ହିଷ୍ଟ୍ରି ଅଫ୍ ଟାଇମ୍’ ଭଳି ଅନେକ ଲୋକପ୍ରିୟ ବିଜ୍ଞାନ ଭିତ୍ତିକ ବହି ଲେଖିଛନ୍ତି ହକିଙ୍ଗ୍। ମହାକାଶ ଜଗତ, ବ୍ରହ୍ମାଣ୍ଡ ସୃଷ୍ଟି, ବ୍ଲାକ୍...
ନୂଆଦିଲ୍ଲୀ: ଦୁଇଦିନ ତଳେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା, ଅସ୍ତ୍ରଶସ୍ତ୍ର କିଣିବାରେ ଭାରତ ହେଉଛି ବିଶ୍ୱର ଏକ ନମ୍ବର ଦେଶ। ହେଲେ ଏବେ ଏମିତି ଏକ ଖବର ଜଣାପଡିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ରିପୋର୍ଟ ଅନୁସାରେ ବର୍ତ୍ତମାନ ଭାରତ ପାଖରେ ଥିବା...
କୋରାପୁଟ : ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ଯୋଗାଣ ଅଧିକାରୀ। ଜୟପୁରର ଜଣେ ମିଲର ପି ସନ୍ନମୁଖା ବାବୁଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ଯୋଗାଣ ଅଧିକାରୀ ବଲ୍ଲଭ ଚନ୍ଦ୍ର ଦାସ। ମିଲର ଜଣକ ୨୦୧୨ ଓ ୧୩ ବର୍ଷରେ କଷ୍ଟମ ବିଲ୍...
ଭୁବନେଶ୍ୱର: ସରକାରଙ୍କ ସହ ଆଲୋଚନା ସତ୍ତ୍ୱେ ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇବ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଫଳରେ ସାରା ରାଜ୍ୟରେ ପ୍ରାୟ ୧୭ ହଜାର ଘରୋଇ ବସ୍ ଚଳାଚଳ ସକାଳ ୬ଟାରୁ ଠପ୍ ହୋଇଯିବ। ଯେଉଁ ସବୁ ଦାବି ନେଇ ବସ୍...
ଭୁବନେଶ୍ୱର : ଲୋୟର ପିଏମ୍ଜିରେ ଆନ୍ଦୋଳନ ତ ଚାଲିଛି ହେଲେ ଆଜି କିନ୍ତୁ ବଦଳିଯାଇଛି ଶିକ୍ଷା ସହାୟକଙ୍କ ଆଭିମୁଖ୍ୟ। ଗତକାଲି ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜୁଥିଲେ। ଆଉ ଆଜି କେନ୍ଦ୍ର ଆଡ଼କୁ ବୁଲି ଯାଇଛି ଦାବିର ତୀର। ସଂଘର ୭ଟି ପ୍ରମୁଖ ଦାବି ମଧ୍ୟରୁ ରାଜ୍ୟ ସରକାର ୪ଟି...
ଭୁବନେଶ୍ୱର : ମୋଦୀଙ୍କ ପ୍ରଭାରୀ ଅଫିସରଙ୍କୁ ନେଇ ବାଦବିବାଦପରେ ନବୀନ ସରକାର ନେଲେ ୟୁଟର୍ଣ୍ଣ। ଏବେ କିଛି ସର୍ତ୍ତ ରଖି ରାଜ୍ୟ ସରକାର, ପ୍ରଭାରୀ ଅଫିସର ପ୍ରସ୍ତାବକୁ ଗ୍ରୀନ୍ ସିଗ୍ନାଲ୍ ଦେଇଛନ୍ତି। ସଂଶୋଧିତ ପ୍ରସ୍ତାବ ନୀତି ଆୟୋଗ ପାଖକୁ ପଠାଯାଇଛି। ଆଉ ଏସବୁ ସର୍ତ୍ତ ଗ୍ରହଣ ହେଲେ ମୋଦୀଙ୍କ...
ଛତିଶଗଡ଼ : ଭୟଙ୍କର ଥିଲା ମାଓ ବର୍ବରତାର ଛାତିଥରା, ଲୋମ ଟାଙ୍କୁରା ଦୃଶ୍ୟ। ବିସ୍ଫୋରଣରେ ଖଣ୍ଡ ଖଣ୍ଡ ହୋଇଯାଇଛି ଯବାନଙ୍କ ସୁରକ୍ଷା କବଚ ମାଇନ୍ ପ୍ରୋଟେକ୍ଟେଡ୍ ଭେହିକିଲ। ଏଣେତେଣେ ବିଛାଡ଼ି ହୋଇ ପଡ଼ିଛି ଯବାନଙ୍କ ମରଦେହ, ସାଜ ସରଞ୍ଜାମ। ଯେଉଁ ଗାଡ଼ି ମାଇନ୍ ବିସ୍ଫୋରଣରୁ ସୁରକ୍ଷା ଦେବା କଥା...
ନୟାଗଡ଼ : ନୟାଗଡ଼ ଦଶପଲ୍ଲା ବଣିରେ ଅଜଣା ଜ୍ୱରର ଆତଙ୍କ ପରେ ଏକ ଡାକ୍ତରୀ ଟିମ୍ ଗାଁକୁ ଯାଇ ରକ୍ତନମୁନା ସଂଗ୍ରହ କରିଛି। ତାସହ ରୋଗୀଙ୍କୁ ଔଷଧ ବଣ୍ଟନ କରାଯାଇଛି। ଗତ ୧୫ ଦିନ ହେଲା ଏହି ଗାଁର କିଛି ଲୋକଙ୍କୁ ଜ୍ୱର ସହ ଥଣ୍ଡା କାଶ, ଆଣ୍ଠୁଗଣ୍ଠି...
ଆଧାର ଲିଙ୍କ୍କୁ ନେଇ ଏବେ ସାଧାରଣ ଲୋକଙ୍କ ଚିନ୍ତା ହଟିଛି। ସୁପ୍ରିମକୋର୍ଟ ବ୍ୟାଙ୍କ୍ ଆକାଉଣ୍ଟ ଓ ମୋବାଇଲ ଫୋନ୍ରେ ଆଧାର କାର୍ଡ ସଂଯୋଗର ଅବଧିକୁ ବଢାଇ ଦେଇଛନ୍ତି। ମାମଲାର ଶୁଣାଣି ଶେଷ ନହେବା ଯାଏ ,ଆଧାର କାର୍ଡ ସଂଯୋଗ କରି ହେବ। ଏ ନେଇ ଆଜି ସର୍ବୋଚ୍ଚ ନ୍ୟାୟାଳୟ...
କଟକ : ସାଲେପୁରରେ ଅଭାବନୀୟ ଘଟଣା। ଜୀବନ ହାରିଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା। ଅଭିଯୋଗ ଅନୁସାରେ, କଟକ ଜିଲ୍ଲା ତୁଣପୁର ଅଞ୍ଚଳର ଏହି ନାବାଳିକାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ କୋଲ୍ଡ ଡ୍ରିଙ୍କସ୍ରେ ନିଶା ଦେଇ ଦୁଷ୍କର୍ମ କରିଥିଲେ। ଏଥିସହ ସେହି ସମୟର ଫଟୋ ଉଠାଇ ବ୍ଲାକ୍ମେଲ କରୁଥିଲେ ଅଭିଯୁକ୍ତ।...
ଖରା ଦିନରେ ଗରମ ଓ ଗୁଳୁଗୁଳିରେ ବଡ଼ ଅସହ୍ୟବୋଧ ଲାଗେ। ଏଣୁ ବାହାରେ ବେଶି ସମୟ ନରହି ଘରେ ରହିବାକୁ ସମସ୍ତେ ପସନ୍ଦକରନ୍ତି। ଖରାଦିନେ ଘରକୁ ଥଣ୍ଡା ରଖିବାକୁ ସାଧାରଣତଃ କୁଲର, ଏସି ଆଦି ବ୍ୟବହାର କରନ୍ତି ଲୋକେ। କିନ୍ତୁ ଯେତେବେଳେ ବିଦ୍ୟୁତ୍ ନଥାଏ ତ ଏସବୁ କିଛି...
ଭୁବନେଶ୍ୱର/ମୁମ୍ବାଇ: ଇଣ୍ଡିଗୋର ୪୭ଟି ବିମାନର ଉଡାଣ ବାତିଲ କରି ଦିଆଯାଇଛି। ଏଥିଯୋଗୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକତା, ଭୁବନେଶ୍ୱର, ହାଇଦ୍ରାବାଦ, ବେଙ୍ଗାଲୁରୁ, ପାଟନା, ଶ୍ରୀନଗର, ଅମ୍ରିତସର ଓ ଗୌହାଟି ସହରରୁ ଇଣ୍ଡିଗୋ ବିମାନର ଉଡାଣ ବାତିଲ ହୋଇଛି। ଗତକାଲି ଇଣ୍ଡିଗୋର...
ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋ ବିଭିନ୍ନ ପଦବୀ ଲାଗି ଦରଖାସ୍ତ ଆହ୍ୱାନ କରୁଛି। ଇଚ୍ଛୁକ ପ୍ରାର୍ଥୀ ଇସ୍ରୋର ଅଫିସିଆଲ ୱେବସାଇଟ୍ www.sac.gov.in. କୁ ଯାଇ ଆବେଦନ କରିପାରିବେ। ଅନଲାଇନ୍ ରେଜିଷ୍ଟ୍ରେସନ୍ ମାର୍ଚ୍ଚ ୧୨ରେ ଆରମ୍ଭ ହୋଇଥିବାବେଳେ ଆବେଦନର ଶେଷ ତାରିଖ ଏପ୍ରିଲ ୨। ୮୦...
କଟକ : କଟକ ସୁଭଦ୍ରାପୁର ବିଜୟ ପାଲ ଗୁଳିକାଣ୍ଡ ମାମଲା। ୩ ଦିନିଆ ରିମାଣ୍ଡରେ ଯିବେ ସୁଶାନ୍ତ ଧଳସାମନ୍ତ ଓ କଟକ ମହାନଗର ନିଗମ କର୍ପୋରେଟର ରଞ୍ଜିତା ବିଶ୍ୱାଳ। ଆଜିଠୁ ଉଭୟଙ୍କୁ ରିମାଣ୍ଡରେ ନେବ ସଦର ଥାନା ପୋଲିସ। ଏ ନେଇ ଜେଏମ୍ଏଫସି ରୁରାଲ ଅନୁମତି ଦେଇଛନ୍ତି। ଗତ...
ଛତିଶଗଡ଼ : ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ବର୍ବର କାଣ୍ଡ। ଆକ୍ରମଣରେ ୮ ଜଣ CRPF ଯବାନ ସହିଦ। ସୁକମାର କିସ୍ତାରାମ ଅଞ୍ଚଳରେ ମାଓବାଦୀଙ୍କ ଏକ IED ବିସ୍ଫୋରଣରେ ଏହି ଯବାନମାନେ ସହିଦ ହୋଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୬ ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କ...
ବଲିଉଡ଼ ସେଲିବ୍ରେଟିମାନଙ୍କ ଭବ୍ୟ ଜୀବନଯାପନ ଶୈଳୀ ଆମ୍ଭମାନଙ୍କୁ ବେଶ୍ ଆକର୍ଷିତ କରିଥାଏ। ଏପରିକି ଆମ୍ଭେମାନେ ମଧ୍ୟ ସେମାନଙ୍କ ଲାଇଫଷ୍ଟାଇଲକୁ ଫଲୋ କରିଥାଉ। ଆମ୍ଭମାନଙ୍କ ମନ ମଧ୍ୟରେ ଥାଏ କି ସେମାନଙ୍କ ଲାଇଫଷ୍ଟାଇଲ ଜଣେ ସାଧାରଣ ଲୋକ ଠାରୁ ସଂପୂର୍ଣ୍ଣ ଭିନ୍ନ ହେବା ସହ ଅତି ଉଚ୍ଚକୋଟୀର ମଧ୍ୟ ହୋଇଥାଏ।...
ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଅସୁସ୍ଥ। ଯୋଧପୁରରେ ଏକ ଫିଲ୍ମ ସୁଟିଂ ବେଳେ ବିଗ ବି ଅସୁସ୍ଥ ହୋଇଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଯୋଧପୁରରେ ଅମିତାଭ ତାଙ୍କ ଆଗାମୀ ଫିଲ୍ମ ‘Thugs Of Hindostan ’ ସୁଟିଂ ସମୟରେ ଅସୁସ୍ଥତା ଅନୁଭବ କରିଥିଲେ। ଫଳରେ ସୁଟିଂ...
ଭୁବନେଶ୍ୱର: ଭୁବନେଶ୍ୱର ପୋଲିସ ଭବନରେ ଆରମ୍ଭ ହୋଇଛି ୩ ଦିନିଆ ପୋଲିସ ଅଧିକାରୀ ସମ୍ମିଳନୀ। ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହାକୁ ଉଦଘାଟନ କରିଛନ୍ତି। ପୋଲିସ-ପବ୍ଲିକ୍ ସଂପର୍କକୁ ଦୃଢ କରିବା ଉପରେ ଗୁରୁତ୍ୱ ଦେଇ ଡିଜି ଆର ପି ଶର୍ମା କହିଛନ୍ତି, ମାଓବାଦୀ ପାଲଟିଥିବା ଯୁବକମାନଙ୍କୁ ମୁଖ୍ୟ...
ଭଦ୍ରକ: ଭଦ୍ରକରେ ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ସାଳନ୍ଦୀ ଡିଭିଜନର ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀ କମଳାକାନ୍ତ ବେହେରାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ। କମଳାକାନ୍ତଙ୍କ ଗବସାହି ସ୍ଥିତ...
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପୁଣି ଏକ ଝଟକା। ବର୍ତ୍ତମାନ କେଜରିୱାଲଙ୍କୁ ଝଟକା ଲାଗିଛି ପରାମର୍ଶଦାତାଙ୍କ ଇସ୍ତଫାକୁ ନେଇ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭିକେ ଜୈନ ତାଙ୍କ ପଦବୀରୁ ଇସ୍ତଫା ଦେଇଥିବାର ସୂଚନା ମିଳିଛି। ବ୍ୟକ୍ତିଗତ କାରଣ ଯୋଗୁ ସେ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି। ମୁଖ୍ୟ ସଚିବ...