• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

florida
ଭୁସୁଡ଼ିଲା ଫୁଟ୍ ଓଭର ବ୍ରିଜ୍: ୪ ମୃତ

ଫ୍ଲୋରିଡା: ଆମେରିକା ଫ୍ଲୋରିଡାରେ ଭୁସୁଡ଼ିଲା ଫୁଟ୍ ଓଭର ବ୍ରିଜ୍। ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ନିକଟସ୍ଥ ଟ୍ରାଫିକ୍ ସିଗ୍ନାଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଫଳରେ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଏବେ ସୁଦ୍ଧା ଜାରି ରହିଛି। ବହୁ ସଂଖ୍ୟାରେ ଲୋକେ ଫୁଟ୍ ଓଭର ବ୍ରିଜ୍...

dharmendra
ବିରାଟ ରୋଡ ସୋ କରି କେନ୍ଦ୍ରମନ୍ତ୍ରୀଙ୍କୁ ପାଛୋଟି ନେଲେ କର୍ମୀ

ଭୁବନେଶ୍ୱର: ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଆଜି ପ୍ରଥମଥର ଓଡ଼ିଶା ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପାଖାପାଖି ଦିନ ୧.୨୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହାପରେ ଶହ ଶହ ବିଜେପି ନେତା ଓ କର୍ମୀ ତାଙ୍କୁ ପାଛୋଟି ନେବା ସହ ଭବ୍ୟ ସ୍ୱାଗତ...

govt. jobs
ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି? ତେବେ ପ୍ରଥମେ ଆର୍ମିରେ ୫ ବର୍ଷ ଖଟିବାକୁ ପଡ଼ିବ !

ନୂଆଦିଲ୍ଲୀ: ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି? ତାହେଲେ ଆପଣଙ୍କୁ ପ୍ରଥମେ ସେନାରେ ଖଟିବାକୁ ପଡ଼ିବ। ଏମିତି ଏକ ଖବରକୁ ନେଇ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହେଉଛି। ମିଳିଥିବା ତଥ୍ୟ ଅନୁଯାୟୀ, ସରକାରୀ ଚାକିରି କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ପ୍ରଥମେ ୫ ବର୍ଷର ମିଲିଟାରୀ ସର୍ଭିସକୁ ବାଧ୍ୟତାମୂଳକ କରାଯିବ।...

NABARD
ନାବାର୍ଡ଼ରେ ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ମୁମ୍ବାଇ: ସରକାରୀ ଚାକିରୀ ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ନ୍ୟାସନାଲ ବ୍ୟାଙ୍କ ଫର୍ ଏଗ୍ରିକଲଚର ଏଣ୍ଡ ରୁରାଲ୍ ଡେଭଲପମେଣ୍ଟ (ନାବାର୍ଡ଼),  ଗ୍ରେଡ୍ –ଏ ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ଆଗ୍ରହୀ ଓ ଯୋଗ୍ୟ ଆବେଦନକାରୀ ଆବେଦନର ଶେଷ ତାରିଖ ଏପ୍ରିଲ ୨ ପୂର୍ବରୁ...

Body Carried On Trolley For 8 Hrs
ଶବ ବୁଲିଲା ସହର ସାରା

ଭୁବନେଶ୍ୱର: ଭାଇର ମୃତଦେହର ସଂସ୍କାର ପାଇଁ ୮ ଘଣ୍ଟା ଧରି ଟ୍ରଲିରେ ବୁଲିଲା ଭାଇ। ମୃତଦେହ ପୋତିବାକୁ ନେଇ ତାଙ୍କୁ ହନ୍ତସନ୍ତ ହେବାକୁ ପଡିଥିଲା। ରାଉରକେଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ଇନ୍ଦିରା ନଗରର ଧରମ୍ବୀର ଲୋହାରଙ୍କ ଗୁରୁବାର ଦିନ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ...

NDA
ବିଜେପିକୁ ପୁଣି ଏକ ଝଟକା

ନୂଆଦିଲ୍ଲୀ: ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି। ନିକଟରେ ଉତ୍ତରପ୍ରଦେଶ ଓ ବିହାରରେ ଅନୁଷ୍ଠିତ ସମସ୍ତ ୩ଟି ଯାକ ଆସନରେ ପରାଜୟର ବିଜେପି ସାମ୍ନା କରିଥିବାବେଳେ ପୁଣି ଆଜି ଲାଗିଛି ଆଉ ଏକ ବଡ଼ ଝଟକା। ବିଜେପି ନେତୃତ୍ୱାଧୀନ ଏନଡ଼ିଏରୁ ଚନ୍ଦ୍ରବାବୁ...

snow fall
ପହଲଗାମରେ ପ୍ରବଳ ବରଫପାତ

ଶ୍ରୀନଗର: ଏବେ ଚାରିଆଡେ ଅନୁଭୂତ ହେଉଛି ଗ୍ରୀଷ୍ମ ପ୍ରବାହ। ତାପମାତ୍ରାରେ ବୃଦ୍ଧି ଯୋଗୁଁ ବଢୁଛି ତାତି ହେଲେ ଜାମ୍ମୁ କାଶ୍ମୀରର ପର୍ଯ୍ୟଟନସ୍ଥଳୀ ପହଲଗାମରେ କିନ୍ତୁ ଏବେ ହେଉିଛି ପ୍ରବଳ ବରଫପାତ। ରାଜ୍ୟର ଏହି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀରେ ଲଗାତର ଦୁଇ ଦିନ ଧରି ପ୍ରବଳ ପରିମାଣରେ ତୁଷାରପାତ ଦେଖିବାକୁ ମିଳୁଛି।...

ram nath kovind
କାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଓଡ଼ିଶା: ଆସନ୍ତାକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱରରେ ୩୦ ଫ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଗତକାଲି କମିଶନରେଟ୍ ପୋଲିସ ପକ୍ଷରୁ ଅନୁଷ୍ଠିତ ହୋଇଥିଲା କାରକେଡ ରିହରସଲ।...

d-brothers
ବିଜୟ ପାଲ୍ ଗୁଳିକାଣ୍ଡ ଘଟଣା: ଭଏସ୍ ଟେଷ୍ଟ ପାଇଁ ମନା କଲେ ସୁଶାନ୍ତ ଧଳସାମନ୍ତ, ରଂଜିତା ବିଶ୍ୱାଳ

କଟକ: କଟକ ସୁଭଦ୍ରାପୁର ବିଜୟ ପାଲ ଉପରେ ଗୁଳିମାଡ଼ ଘଟଣାରେ ଅପରାଧୀ ସୁଶାନ୍ତ ଧଳସାମନ୍ତ ଓ ନିଲମ୍ବିତ ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳ ଭଏସ୍ ଟେଷ୍ଟ ପାଇଁ ମନା କରିଛନ୍ତି। ଭଏସ୍ ଟେଷ୍ଟ ପାଇଁ ଅନୁମତି ଦେଇଥିଲେ କଟକ ଜେଏମଏଫସି (ରୁରାଲ) କୋର୍ଟ। ସୁଶାନ୍ତ ଓ ରଞ୍ଜିତାଙ୍କ ମଧ୍ୟରେ...

AICC
ଆଜିଠୁ AICC ମହା ଅଧିବେଶନ

ନୂଆଦିଲ୍ଲୀ: ଆଜିଠୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ର ମହା ଅଧିବେଶନ। ଏଥିପାଇଁ ରାଜ୍ୟର ଅନେକ କଂଗ୍ରେସ ନେତା ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏଥର ଅଧିବେଶନରେ ଦେଶବ୍ୟାପି କଂଗ୍ରେସକୁ କିଭଳି ଆଗକୁ ନିଆଯିବ, ସେ ସଂକ୍ରାନ୍ତରେ ଆଲୋଚନା ହେବ। ଓଡ଼ିଶା ଦୃଷ୍ଟିକୋଣରୁ ପ୍ରଦେଶ...

konark
କୋଣାର୍କରେ ଫୁଟିଲା ୪ ବୋମା

ଭୁବନେଶ୍ୱର: କୋଣାର୍କରେ ବୋମା ମାଡ଼।  କୋଣାର୍କ ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା କୋଣାର୍କ ନଗର ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରାଙ୍କ ବାସଗୃହ ଓ କାର୍ଯ୍ୟାଳୟ ଉପରେ କେହି ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଗୋପାଳଙ୍କର ଥିବା ହୋଣ୍ଡା ବାଇକ ସୋରୁମ୍ ଉପରେ ମଧ୍ୟ...

hospital
ଗୋଟିଏ କୋଠାରେ ସରକାରୀ ଓ ପ୍ରାଇଭେଟ୍ ହସ୍ପିଟାଲ : ପିପିପି ମୋଡ୍‌ରେ ବ୍ୟୟଯୋଗ୍ୟ ସ୍ୱାସ୍ଥ୍ୟସେବା ପ୍ରକଳ୍ପକୁ ଲୋକଙ୍କ ବିରୋଧ

ମାଲକାନଗିରି/ଢେଙ୍କାନାଳ /ନୂଆପଡ଼ା : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୭ ମହଲା ନୂଆ କୋଠା। ଖାଲି କୋଠା ବଢ଼ିନି, ଶଯ୍ୟା ସଂଖ୍ୟା ୧୨୫ରୁ ୩୦୦କୁ ବି ବଢ଼ିଛି। ଦେଖି ଲାଗୁଛି ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟସେବାରେ ଉନ୍ନତି ହେବ। ହେଲେ ତାହା ପୂରଣ ହେବ କି ନା ସନ୍ଦେହ। କାରଣ ଏହି...

bridal
ଜିନ୍ସ ପିନ୍ଧି ନବବିବାହିତାଙ୍କ ବେଲି ନୃତ୍ୟ : ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍

ସୋସିଆଲ୍ ମିଡିଆରେ ବାହାଘରର ଅନେକ ଭିଡ଼ିଓ ଭାଇରାଲ୍ ହେଉଛି । ଆପଣ ନିଶ୍ଚୟ ଏମିତି ସବୁ ଭିଡ଼ିଓ ଦେଖିଥିବେ,ଯେଉଁଥିରେ କନ୍ୟା ନୃତ୍ୟ କରୁଥିବାର ନଜର ଆସିଥିବ। ଏବେ ଆଉ ଏକ ଭିଡ଼ିଓ ଏମିତି ଖୁବ୍ ଭାଇରାଲ୍ ହୋଇଛି। ଏହି ଭିଡ଼ିଓରେ ଜଣେ ନବବିବାହିତା ନୃତ୍ୟ କରୁଥିବାର ଦେଖିବାକୁ ମିଳିଛି।...

court
ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା ପାଇଁ କୋର୍ଟରେ ଆବେଦନ

କେନ୍ଦ୍ରାପଡ଼ା  : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା ପାଇଁ କୋର୍ଟରେ ଆବେଦନ।  ନିର୍ବାଚନୀ ସତ୍ୟପାଠ ଦାଖଲ ବେଳେ ବୈଜୟନ୍ତ ବହୁତ ତଥ୍ୟ ଲୁଚାଇଥିବା ଅଭିଯୋଗ କରି କେନ୍ଦ୍ରାପଡ଼ା SDJM କୋର୍ଟରେ ଏହି ଆବେଦନ କରାଯାଇଛି। କଟକ ଜିଲ୍ଲା ହରିଅନ୍ତା ବାସିନ୍ଦା ଗୋପାଳ ଲେଙ୍କାଙ୍କ ପକ୍ଷରୁ ଓକିଲ...

bank
ଆପଣଙ୍କ ଜରୁରୀ କାମ ସାରି ଦିଅନ୍ତୁ  : ୪ ଦିନ ବନ୍ଦ ରହିବ ବ୍ୟାଙ୍କ୍‌

ନୂଆଦିଲ୍ଲୀ : ଆପଣଙ୍କ ପାଇଁ ଏହା ନିଶ୍ଚୟ ଏକ ଜରୁରୀ ଖବର। କାରଣ ସମୟ ଆଗରୁ ଯଦି ଏହା ନକରନ୍ତି ତ ଅସୁବିଧାରେ ପଡିପାରନ୍ତି। ଚଳିତ ମାସରେ ଯଦି ଆପଣଙ୍କର କିଛି ବ୍ୟାଙ୍କ ସମ୍ବନ୍ଧୀୟ ଜରୁରୀ କାମ ରହିଛି, ତାହେଲେ ଶୀଘ୍ର ଶେଷ କରି ଦିଅନ୍ତୁ। କାରଣ ମାର୍ଚ୍ଚ...

stroke-1
ଆପଣଙ୍କ ଶରୀରରେ ଏହିସବୁ ସଂକ୍ରମଣ ଥିଲେ, ଷ୍ଟ୍ରୋକ୍‌ ବିପଦ ଅଧିକ

ନ୍ୟୁୟର୍କ : ଗବେଷକମାନେ ଏବେ ଏକ ଆଶ୍ଚର୍ଯ୍ୟଜନକ ସୂଚନା ପ୍ରଦାନ କରିଛନ୍ତି। ଯେଉଁ ବ୍ୟକ୍ତିଙ୍କର ମୂତ୍ର ଓ ଶ୍ୱସନ ତନ୍ତ୍ର ସଂକ୍ରମିତ ହୋଇଥିବ, ତାଙ୍କ ପକ୍ଷରେ ଷ୍ଟ୍ରୋକର ଆଶଙ୍କା ୨ଗୁଣା ବଢିଯାଏ। ଏକ ଗବେଷଣାରୁ ଜଣାପଡିଛି ଯେ, ରୋଗୀ ଯଦି ବାରମ୍ୱାର ସଂକ୍ରମଣର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି...

rajya sabha
ରାଜ୍ୟସଭାକୁ ନିର୍ବାଚିତ ହେଲେ ବିଜେଡିର ୩ ଜଣ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର : ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ବିଜେଡି ୩ ଜଣ ରାଜ୍ୟସଭା ପ୍ରାର୍ଥୀ । ନାମାଙ୍କନ ପ୍ରତ୍ୟାହାର ଅବଧି ଆଜି ଶେଷ ପରେ  ନିର୍ବାଚିତ ବୋଲି ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର। ୩ ବିଜେଡି  ପ୍ରାର୍ଥୀ ହେଲେ ପ୍ରଶାନ୍ତ ନନ୍ଦ, ସୌମ୍ୟରଂଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ। ସେମାନଙ୍କ...

asika
ଆସିକା ସବ୍‌ଜେଲରୁ ମୋବାଇଲ୍ ଫୋନ୍ ଓ ବହୁ ପରିମାଣର ମାଦକଦ୍ରବ୍ୟ ଜବତ

ବ୍ରହ୍ମପୁର : ଗଞ୍ଜାମ ଆସିକା ସବ୍‌ଜେଲରେ ଜିଲ୍ଲା ପ୍ରଶାସନର ଅତର୍କିତ ଚଢାଉ। ଚଢାଉରେ ୨୦ ହଜାର ଟଙ୍କା, ୫ଟି ମୋବାଇଲ୍ ଫୋନ୍, ୨ଟି ଚାର୍ଜର ଏବଂ ବହୁ  ପରିମାଣର ମାଦକଦ୍ରବ୍ୟ ଜବତ ହୋଇଛି। ଆସିକା ସବ୍‌ଜେଲରେ ହୋଇଥିବା ଚଢାଉରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ, ଆସିକା ଉପଖଣ୍ଡ ପୋଲିସ୍‌ ଅଧିକାରୀ,...

blood donate
ହାତରୁ ଲିଭିନି ମେହେନ୍ଦି ହେଲେ ବିବାହ ପରେ ନବବଧୂ ଆସି ପହଞ୍ଚିଲେ ରକ୍ତଦାନ ଶିବିରରେ

କଟକ: ହାତରୁ ଲିଭିନି ମେହେନ୍ଦିର ରଙ୍ଗ ହେଲେ ବିବାହ ପରେ ନବବଧୂ ଆସି ପହଞ୍ଚିଛନ୍ତି ରକ୍ତଦାନ ଶିବିରରେ। ସ୍ୱାମୀଙ୍କ ସହ ଆସି ରକ୍ତଦାନ କରି ଅଭିନବ ଢଙ୍ଗରେ ମନାଇଥିଲେ ନିଜ ବିବାହ ଉତ୍ସବ। କଟକର ଦୁଇ ଜଣ ନବଦମ୍ପତ୍ତି ନିଜ ବିବାହକୁ ପାଳିଛନ୍ତି ଏଭଳି ଏକ ଅଭିନବ ଢଙ୍ଗରେ।...

rohit sharma
ଫର୍ମକୁ ଫେରିଲେ ହିଟ୍ ମ୍ୟାନ୍

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକା ସିରିଜରୁ ଫର୍ମ ପାଇଁ ସଂଘର୍ଷ କରୁଥିବା ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଆକର୍ଷଣୀୟ ବ୍ୟାଟିଂ କରି ଫର୍ମ ପାଇଛନ୍ତି। ଏହି ଇଂନିସରେ ରୋହିତ ୬୧ଟି ବଲ୍‌ରୁ ୮୯ ରନ୍‌ ସଂଗ୍ରହ କରିଛନ୍ତି। ଏହି ୮୯ରନର ପାଳିରେ ସେ ୫ଟି ଚୌକା ଓ ୫ଟି...