ମୟୂରଭଞ୍ଜ: ଜଳୁଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜଙ୍ଗଲ। ୬ରୁ ୭ ଦିନ ହେବ ୨୪ ଘଣ୍ଟା ନିଆଁ ଘେରରେ ରହିଛି ଶିମିଳିପାଳ। ଜଳି ପୋଡି ପାଉଁଶ ହୋଇଯାଉଛି ବହୁ ଔଷଧୀୟ ବୃକ୍ଷ। ଅନବରତ ଜଙ୍ଗଲ ଜଳିବା ଯୋଗୁଁ ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏପରିକି ନିଆଁର...
Glimpses from the boat journey with President @EmmanuelMacron. pic.twitter.com/XONPTyPOvG — Narendra Modi (@narendramodi) March 12, 2018
ଭୁବନେଶ୍ୱର: ସମ୍ବଲପୁର ଗଡପୋଷର ଛାତ୍ର ଶ୍ରେୟାସ କେଶରବାନୀ ମୃତ୍ୟୁ ମାମଲାକୁ ୨ ମାସ ବିତିଥିଲେ ସୁଦ୍ଧା ବିଶାଖାପାଟନମ୍ ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଜେରା କରି ଛାଡି ଦେଇଛି। ଏହାସହ ଅଭିଯୁକ୍ତଙ୍କ ବିରୋଧରେ ଲଗାଯାଇଥିବା ୩୦୨ ଦଫାକୁ ପରିବର୍ତ୍ତନ କରାଯାଇ ୩୦୪ ଦଫା ଲଗାଇ ଚାର୍ଜସିଟ୍ ଦାଖଲ କରାଯିବ ବୋଲି...
ପୁରୀ: ଆସନ୍ତା ୧୮ତାରିଖରେ ପୁରୀ ଗସ୍ତ କରୁଛନ୍ତି ଭାରତର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ପ୍ରଥମଥର ପାଇଁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଆଶିଷ ନେବେ। ଏଥିସହିତ ଶ୍ରୀମନ୍ଦିରରେ ପାଖାପାଖି ୪୫ମିନିଟି ଧରି ରହିବାର କାର୍ଯ୍ୟକ୍ରମ ରହିଛି। ତେଣୁ କିଭଳି ଭାବେ ନୀତିକାନ୍ତି ତ୍ୱରାନ୍ୱିତ ଏବଂ...
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ତହସିଲର ଅଚ୍ୟୁତପୁର RI ଅଜିତ୍ ସାହୁଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ଗିରଫ ଓ ତହସିଲଦାରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି କରିଛି ରାଜ୍ୟ RI ସଂଘ। ପ୍ରତିବାଦରେ ଆଜି ଠାରୁ ରାଜ୍ୟ RI ସଂଘ ପକ୍ଷରୁ ଟାଙ୍ଗି ତହସିଲରେ କଲମ ଛାଡ଼ ଆନ୍ଦୋଳନ ଡାକରା...
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ପୋଲିସର ୬୦ତମ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସମ୍ମିଳନୀ। ତିନିଦିନ ଧରି ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଅନୁଷ୍ଠିତ ହେବ ଏହି ସମ୍ମିଳନୀ। ଏଥିରେ ସମସ୍ତ ଜିଲ୍ଲାର ଏସପି, ଡିସିପି, ସଶସ୍ତ୍ର ବାଟାଲିୟନର କମାଣ୍ଡାଣ୍ଟ, ପୋଲିସ କମିଶନର, ରେଞ୍ଜ ଆଇଜି, ଡିଆଇଜି ଓ...
ନୂଆଦିଲ୍ଲୀ: ଲିଗ୍ ପରାଜୟର ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ। ନିଦାହାସ୍ ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଭାରତ ୬ ଓ୍ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଓ୍ୱିକେଟ୍ କିପର ଦିନେଶ କାର୍ତ୍ତିକ ଏବଂ ମନୀଶ ପାଣ୍ଡେଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ ଏହି ବିଜୟ ହାସଲ କରିଛି। ଏହାସହ ଭାରତର ଫାଇନାଲ...
ଭୁବନେଶ୍ୱର: ପୁଣି ଘୁଞ୍ଚିଲା ଗୁରୁପ୍ରିୟା ସେତୁର ଡେଡଲାଇନ୍। ବାଲିମେଳା ଜଳଭଣ୍ଡାରରେ ପାଣି କମିଯିବାରୁ ବ୍ରିଜ୍ ନିର୍ମାଣ ଡିଜାଇନରେ କିଛିଟା ପରିବର୍ତ୍ତନ କରାଯାଇଛି। ଏଥିପାଇଁ ନିର୍ମାଣ କାମ ଶେଷ ହେବାକୁ ଆଉ କିଛି ସମୟ ଲାଗିବ ବୋଲି ଏହି ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଡିଜାଇନ ଏନ.ସି. ପଲ୍ ସୂଚନା ଦେଇଛନ୍ତି...
ଭୁବନେଶ୍ୱର: ଜୁନିୟର ଟିଚର ଭାବେ ପରିଚିତ ହେବେ ଶିକ୍ଷା ସହାୟକ। ଶିକ୍ଷା ସହାୟକ ସଂଘ ସହ ଆଲୋଚନା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର କହିଛନ୍ତି। ପ୍ରଥମ ୩ ବର୍ଷ କଣ୍ଟ୍ରାକଚୁଆଲ୍ ଜୁନିୟର ଟିଚର ଭାବେ କାର୍ଯ୍ୟ କରିବା ପରେ ଜୁନିୟର ଟିଚର ପଦବୀକୁ...
ଭୁବନେଶ୍ୱର : ଦାବି ହାସଲ ପାଇଁ ରାଜଧାନୀ ରାଜରାସ୍ତାରେ ହଜାର ହଜାର ଚାଷୀଙ୍କ ମେଳି। ପ୍ରାଇସ୍,ପ୍ରେଷ୍ଟିଜ୍ ଓ ପେନସନ୍ ପାଇଁ ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ଚାଷୀ ଓ ଚାଷୀ ନେତା। କାହା କାନ୍ଧରେ ଲଙ୍ଗଳ ତ କିଏ ଧରିଛି କୋଦାଳ। ନବନିର୍ମାଣ କୃଷକ ସଂଗଠନର ଆହ୍ୱାନରେ ସତ୍ୟାଗ୍ରହରେ...
୨୦୧୫ ଓ ୨୦୧୭ରେ ଦୁଇଟି ଭାଗରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବାହୁବଳୀ’ ସାରା ଦେଶରେ ଅଭୁତପୂର୍ବ ସଫଳତା ହାସଲ କରିଥିଲା। ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗି ଇତିହାସ ରଚିଥିଲା ବ୍ଲକ୍ବଷ୍ଟର ଫିଲ୍ମ ‘ବାହୁବଳୀ’। ସବୁ ସ୍ତରର ଦର୍ଶକ ଏହି ଫିଲ୍ମକୁ ଆପଣେଇଥିଲେ। ଏହାର ଚିତ୍ର, ଚରିତ୍ର ,...
ଭୁବନେଶ୍ୱର : କିସ୍ର ଦାଦାଗିରି ଆଗରେ ନିଜର ଅସହାୟତାକୁ କୋହଭରା କଣ୍ଠରେ ବୟାନ କରିଛନ୍ତି ରାଜଧାନୀର ବୟସ୍କା ମହିଳା ବିନ୍ଦୁ ଦାସ। ପ୍ଲଟ୍ ନମ୍ବର ୫୮୧/୧୭୫୧ ଭୁବନେଶ୍ୱର ପଥରଗାଡିଆ ମୌଜାରେ ଥିବା ଏହି ଜମିକୁ ୧୯୮୩ ମସିହାରେ କିଣିଥିଲେ ବିନ୍ଦୁଙ୍କ ସ୍ୱାମୀ ଜୀବନ କିଶୋର ଦାସ। ମାତ୍ର ସେଠି...
ଆମର ଦୈନନ୍ଦିନ ଜୀବନରେ ରୋଷେଇ ଏକ ମୁଖ୍ୟ କାର୍ଯ୍ୟ । ସାଧାରଣତଃ ରୋଷେଇ ପାଇଁ ଭଲ ପନିପରିବାର ଆବଶ୍ୟକତା ହୋଇଥାଏ। ଏହାକୁ ଠିକ୍ ଭାବରେ ବ୍ୟବହାର ନକଲେ ଖାଦ୍ୟ ସୁସ୍ୱାଦୁ ହୋଇନଥାଏ। ଏବଂ ସ୍ୱାସ୍ଥ୍ୟପକ୍ଷେ ହାନିକାରକ ହୋଇଥାଏ। ଏଣୁ ରୋଷେଇ କରିବା ପୂର୍ବରୁ ଆମେ ପନିପରିବାକୁ ବେଶ ଭଲ...
ଭୁବନେଶ୍ୱର/ନୂଆ ଦିଲ୍ଲୀ: ଭୁବନେଶ୍ୱର ଏମ୍ସର ନିଖୋଜ କାଶ୍ମୀରୀ ଛାତ୍ର ସୋହେଲଙ୍କୁ ଠାବ କରିବା ପାଇଁ ଜାରି ରହିଛି ତନାଘନା। ତେବେ ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସୋହେଲେ ଦିଲ୍ଲୀରେ ଥିବା ଅନୁମାନ କରାଯାଉଛି। ସୂଚନା ଅନୁସାରେ ଗୁରୁଗ୍ରାମର ଜାମ୍ମୁକାଶ୍ମୀର ବ୍ୟାଙ୍କର ATM ସମ୍ମୁଖରେ ସୋହେଲଙ୍କୁ ସିକ୍ୟୁରିଟି ଗାର୍ଡ...
କାଠମାଣ୍ଡୁ: ନେପାଳ ରାଜଧାନୀ କାଠମାଣ୍ଡୁରେ ବାଂଲାଦେଶୀ ବିମାନ ଦୁର୍ଘଟଣାଗ୍ରସ୍ତ। ବିମାନଟି କାଠମାଣ୍ଡୁ ଏୟାରପୋର୍ଟରେ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୬୭ଜଣ ଯାତ୍ରୀ ଓ ୪ ଜଣ crew ମେମ୍ବର୍ସ ଥିବାର ସୂଚନା ମିଳିଛି। ୧୭ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ବିମାନ ୟୁଏସ୍-ବାଂଲା ଏୟାରଲାଇନ୍ସର ଥିଲା ବୋଲି କୁହାଯାଉଛି।...
ମୁମ୍ବାଇ: ସମସ୍ତଙ୍କୁ ଅନ୍ନ ଯୋଗାଉଥିବା ଅନ୍ନଦାତା ପୁଣି ଥରେ ରାଜରାସ୍ତାରେ। ବିଭିନ୍ନ ଦାବିକୁ ନେଇ ମହାରାଷ୍ଟ୍ରର ୫୦ ହଜାରରୁ ଅଧିକ ଚାଷୀ ପାଖାପାଖି ୨୦୦ କି.ମି. ପାଦରେ ଚାଲି ଚାଲି ମୁମ୍ବାଇରେ ପହଞ୍ଚିଛନ୍ତି। ମହାରାଷ୍ଟ୍ର ସରକାର ଗତ ବର୍ଷ ଚାଷୀ ଋଣ ଛାଡ଼ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା SP ଅଫିସ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ମିନି ଟ୍ରକ ଓଲଟି ପଡିବାରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଡ୍ରାଇଭର ରମେଶ ସ୍ୱାଇଁ ଓ ପବିତ୍ର ସୁତାର। ରମେଶଙ୍କ ଘର ବାଲିପଡାରେ ହୋଇଥିବା ବେଳେ ପବିତ୍ରଙ୍କ ଘର...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଳଭଦ୍ରପୁର ଗଣ୍ଡରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ମୃତକ ହେଲେ ଡମରପୁର ଗାଁର ରଶ୍ମି ରଞ୍ଜନ ଦାସ। ଅଟୋ ଡ୍ରାଇଭର ରଶ୍ମି ଗତ ସନ୍ଧ୍ୟାରୁ ନିଖୋଜ ଥିଲେ ଏବଂ ତାଙ୍କୁ କେହି ହତ୍ୟା କରିଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିବା...
ନୂଆଦିଲ୍ଲୀ: ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଆଜି ଆୟୋଜକ ଶ୍ରୀଲଙ୍କାକୁ ଭେଟିବ ଭାରତ। ପ୍ରଥମ ମ୍ୟାଚରେ ଭାରତ ଶ୍ରୀଲଙ୍କାଠୁ ପରାସ୍ତ ହୋଇଥିଲା ଏହାର ବଦଲା ନେବା ଲକ୍ଷ୍ୟରେ ରୋହିତ ଆଣ୍ଡ କୋ ମଇଦାନକୁ ଓହ୍ଲାଇବେ। ତେବେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଶ୍ରୀଲଙ୍କାକୁ ଲାଗିଛି ବଡ ଝଟକା। ଶ୍ରୀଲଙ୍କା କ୍ୟାପଟେନ...
ଭୁବନେଶ୍ୱର: ପୁରୀ ଜିଲ୍ଲାର ମତ୍ସ୍ୟଜୀବୀ ଏବେ ସଙ୍କଟରେ। କାରଣ ସାମୁଦ୍ରିକ ମତ୍ସ୍ୟସଂପଦ ଏବେ ଦୃତଗତିରେ ହ୍ରାସ ପାଇବାରେ ଲାଗିଛି। ଅବସ୍ଥା ଏପରି ଯେ ସମୁଦ୍ରର ୧୦ କିଲୋମିଟର ଯାଏଁ ପର୍ଯ୍ୟାପ୍ତ ମାଛ ହେଉନାହାନ୍ତି ଯାହାକୁ ନେଇ ଚିନ୍ତାରେ ୮୧ଟି ଗାଁର ୨୧ ହଜାର ମତ୍ସ୍ୟଜୀବୀ। ପରିବାରର ମାଛ ବେଉସା...