• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

modi
କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀଙ୍କୁ ନା, ହେଲେ ନିଜ ଅଫିସରଙ୍କୁ ହଁ : ରାଜ୍ୟ ଯୋଜନା ସଫଳ କରିବାକୁ ଥିଓରି

ଭୁବନେଶ୍ୱର : ମୋଦୀଙ୍କ ପ୍ରଭାରୀ ଅଫିସର୍ ବନାମ ନବୀନଙ୍କ ପର୍ଯ୍ୟବେକ୍ଷକ ଅଫିସର୍। ଏ ହେଉଛି ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ରିଜୋଲୁସନ୍। ଯେଉଁଥିରେ ରହିଛି  ୩୨ ଜଣ ଅଫିସରଙ୍କ ତାଲିକା।  ଯୋଜନା ଅନୁଯାୟୀ, ରାଜ୍ୟର ବିଭିନ୍ନ ଯୋଜନାର ତଦାରଖ ଲାଗି ରାଜ୍ୟ ସ୍ତରୀୟ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ଏକ ପ୍ୟାନେଲ୍...

acid attack -1
ଶାଶୁ ଉପରେ ଏସିଡ୍ ଫିଙ୍ଗି ଜ୍ୱାଇଁ ଫେରାର୍

ଜଗତସିଂହପୁର : ଶାଶୁ ଉପରେ ଏସିଡ୍ ଫିଙ୍ଗି ଜ୍ୱାଇଁ ଫେରାର୍। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଭାଲିଆପାଟଣାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୋଗ ଅନୁସାରେ କାକଟପୁର ଓଳଙ୍ଗର ଗାଁର ମାନସ ସ୍ୱାଇଁ ଓ ତାଙ୍କ ଶ୍ୱଶୂର ଘର ମଧ୍ୟରେ ପୂର୍ବରୁ କଳହ ଥିଲା। ତେବେ ପତ୍ନୀଙ୍କୁ...

college
ବୌଦ୍ଧରେ ଘରୋଇ ଜୁନିୟର କଲେଜ ଛାତ୍ରଛାତ୍ରୀଙ୍କ ଲଙ୍କାକାଣ୍ଡ : ଗେଟରେ ତାଲା, ଆସବାସପତ୍ର ଭଙ୍ଗାରୁଜା

ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶୁଣିର ସଂସ୍କାର ଜୁନିଅର କଲେଜରେ ଲଙ୍କାକାଣ୍ଡ। କଲେଜ ପରିସରରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ। ଆସବାବ ପତ୍ର ଭାଙ୍ଗିବା ସହିତ କାଗଜପତ୍ର ଚିରି ଦେଇଛନ୍ତି। ଯୁକ୍ତ ଦୁଇ ପରୀକ୍ଷାରୁ ବଞ୍ଚିତ ହେବା ପରେ ଛାତ୍ରଛାତ୍ରୀମାନେ ଏପରି ହଙ୍ଗାମା କରିଛନ୍ତି। ଏ ବର୍ଷ...

petrol
ବ୍ରହ୍ମପୁରରେ ପେଟ୍ରୋଲ ପମ୍ପ ବନ୍ଦକୁ ମାଲିକଙ୍କ ସମର୍ଥନ

ବ୍ରହ୍ମପୁର : ବ୍ରହ୍ମପୁରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ପେଟ୍ରୋଲ ପମ୍ପ ବନ୍ଦକୁ କିଛି ପେଟ୍ରୋଲ ପମ୍ପ ମାଲିକଙ୍କ ସମର୍ଥନ। ଗତକାଲି ଦୁଇଟି ପେଟ୍ରୋଲ ପମ୍ପ ବନ୍ଦ ରହିଥିବାବେଳେ ଆଜି ଆଉ କିଛି ପେଟ୍ରୋଲ ପମ୍ପ ବନ୍ଦ ରହିଛି। ବିନା ହେଲମେଟରେ ପେଟ୍ରୋଲ ନଦେବାକୁ ନିକଟରେ ବ୍ରହ୍ମପୁର ଜିଲ୍ଲାପାଳ ନିର୍ଦ୍ଦେଶନାମା...

jaga-kalia
ସଂପୂର୍ଣ୍ଣ ଭଲ ନହେବା ଯାଏ , କାଳିଆ ଏମ୍ସରେ ରହୁ ବୋଲି ଚାହାନ୍ତି ବାପା

ଭୁବନେଶ୍ୱର : ଦିଲ୍ଲୀ ଏମ୍ସରୁ ଏବେ ଓଡ଼ିଶା ଫେରିବାକୁ ଚାହୁଁନାହାନ୍ତି ଜଗା କାଳିଆଙ୍କ ବାପା। ଜଗା କାଳିଆଙ୍କ ବାପା ଭୂୟାଁ କହଁର କହିଛନ୍ତି, ଜଗା ଭଲ ଅଛି ଖେଳାଖେଳି, ବୁଲାବୁଲି କରୁଛି। କିଛି ଅସୁବିଧା ନାହିଁ। କିନ୍ତୁ କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ଏବେ ସୁଦ୍ଧା କୌଣସି ଆଖିଦୃଶିଆ ଉନ୍ନତି ହୋଇନାହିଁ।...

Prasad Harichandan
୨୦୧୯ ଯାଏଁ ପିସିସି ସଭାପତି ପଦରେ ରହିବେ ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନ ଇସ୍ତଫା ଦେଇଥିଲେ । ତେବେ ତାଙ୍କର ଏହି ଇସ୍ତଫାପତ୍ରକୁ ଏଆଇସିସି ଗ୍ରହଣ କରିନଥିବା ଜଣାପଡ଼ିଛି। ଏନେଇ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ର ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି,“...

youth attacks girl
ତ୍ରିକୋଣୀୟ ପ୍ରେମରୁ ହତ୍ୟା ଉଦ୍ୟମ

ରାୟଗଡ଼ା: ତ୍ରିକୋଣୀୟ ପ୍ରେମକୁ ନେଇ ଅଭାବନୀୟ ଘଟଣା। ବିବାହ ପ୍ରସ୍ତାବରେ ରାଜି ନ ହେବାରୁ ପ୍ରେମିକାକୁ ଛୁରୀରେ ଆକ୍ରମଣ କଲା ପ୍ରେମିକ। ଏଭଳି ଘଟଣା ଘଟିଛି  ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଶିକରପାଇ ପଞ୍ଚାୟତ ଅନ୍ତର୍ଗତ କାଣିପାଇ ଗାଁରେ। ସୂଚନା ଅନୁସାରେ, କାଣିପାଇ ଗାଁର ଜଣେ ଯୁବତୀଙ୍କୁ ବଳଦିଆ...

Global Award
ଅଭିନବ ଢଙ୍ଗରେ ପାଠପଢ଼ା ପାଇଁ ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକକୁ ଗ୍ଲୋବାଲ୍ ଆୱାର୍ଡ

ବାରିପଦା: କୁନି ପିଲାଙ୍କ ପାଇଁ ପାଠ ଯେ କେବଳ ବହିରେ ନୁହେଁ, ବରଂ ଆମ ପରିବେଶ, ସଂସ୍କୃତି ଆଉ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ମଧ୍ୟ ରହିଛି। ଏହା ପ୍ରମାଣିତ ହୋଇଛି ସ୍ୱଶିକ୍ଷଣ ପରି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ। ଏହି କାର୍ଯ୍ୟକ୍ରମ ସଫଳତା ପାଇବା ପରେ ଶିକ୍ଷାକ୍ଷେତ୍ରରେ ଉର୍ତ୍କଷତା ଲାଗି...

Puri
ପୋଖରୀକୁ ପାଣି ଆଣିବାକୁ ଯାଇ ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକ୍

ପୁରୀ: ନିଆଁ ଲିଭାଇବା ପାଇଁ ପୋଖରୀକୁ ପାଣି ଆଣିବାକୁ ଯାଇ ଯୁବକଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଚନ୍ଦନପୁର ଥାନା ଆରୋଳ ଗାଁରେ। ସୂଚନା ଅନୁସାରେ ଗତକାଲି ରାତିରେ ଗାଁର ରବି ଜେନାଙ୍କ ଘରେ ନିଆଁ ଲାଗିଯାଇଥିଲା।  ନିଆଁ ଲିଭାଇବା ପାଇଁ ପଡ଼ୋଶୀ ସୁରେନ୍ଦ୍ର ପ୍ରଧାନଙ୍କ...

indian railways
ଟ୍ରେନ ଯାତ୍ରୀଙ୍କ ଲାଗି ଖୁସି ଖବର! ବର୍ତ୍ତମାନ ରେଳ ଟିକେଟ୍ ଅନ୍ୟ ଜଣଙ୍କ ନାଁକୁ ଟ୍ରାନ୍ସଫର ହୋଇପାରିବ, ଜାଣନ୍ତୁ କିପରି

ନୂଆଦିଲ୍ଲୀ/ଭୁବନେଶ୍ୱର: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର। ଟ୍ରେନରେ ଯାତ୍ରା ପାଇଁ ଯଦି ଟିକେଟ୍ କନଫର୍ମ ହୋଇଛି, ମାତ୍ର କୌଣସି କାରଣ ଯୋଗୁଁ ହଠାତ୍ ପ୍ଲାନରେ ପରିବର୍ତ୍ତନ ହୋଇଗଲା ତେବେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ଟିକେଟର ଏହି ମୂଲ୍ୟ ଫେରାଇବା...

Paddy Procurement
ଖରିଫ ଧାନ ସଂଗ୍ରହ: ଉଚିତ ମୂଲ୍ୟ ନିର୍ଦ୍ଧାରଣ ପାଇଁ ପାଶୱାନଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଖରିଫ ଧାନ ସଂଗ୍ରହର ଉଚିତ ମୂଲ୍ୟ ନିର୍ଦ୍ଧାରଣ ପାଇଁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାସ ପାଶୱାନଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୦୩-୦୪ ବର୍ଷରେ ରାଜ୍ୟରେ ୬୦ହଜାର ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବା ବେଳେ ୨୦୧୬-୧୭ବର୍ଷରେ ଏହା ବୃଦ୍ଧି...

sorry
ଅନ୍ୟକୁ ବାରମ୍ୱାର ‘ସରି’କହିବା ଭଲ ନୁହେଁ : କାହିଁକି ଜାଣନ୍ତୁ

କୌଣସି ଭୁଲ୍‌ କରିଦେଲେ ଦେଖାଯାଏ ସମସ୍ତେ ‘ସରି’ ବୋଲି କୁହନ୍ତି। ଏହା କହିବା ସଭ୍ୟ ଓ ଶିଷ୍ଟାଚାରର ପ୍ରତୀକ ଅଟେ। କିନ୍ତୁ ଏହାକୁ ନିଜର ଅଭ୍ୟାସରେ ପରିଣତ କରିବା ଏକ ଖରାପର ଲକ୍ଷଣ । କାରଣ ନିବିଡ଼ ସଂପର୍କ ଭିତରେ ଏହା କ୍ଷତିକାରକ ମଧ୍ୟ ହୋଇପାରେ। ଏମିତି ଦେଖାଯାଏକି...

public service
ପ୍ରକାଶ ପାଇଲା ଓଏଏସ୍ ରେଜଲ୍ଟ 

କଟକ:  ଓଡ଼ିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ ପ୍ରକାଶ। ୨୦୧୬ ମସିହାରେ ହୋଇଥିବା ଏହି ପରୀକ୍ଷାରେ ୧୪୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ପରୀକ୍ଷାର୍ଥୀଙ୍କ ମଧ୍ୟରେ ଚିନ୍ମୟୀ ଦାଶ ଟପ୍ପର, ସଂକଳ୍ପ ସାହୁ ୨ୟ ଓ ଜ୍ଞାନରଂଜନ ବିଶ୍ୱାଳ ୩ୟ ସ୍ଥାନରେ ରହିଛନ୍ତି। ଓପିଏସ୍‌ସିର ୱେବସାଇଟ୍‌ http://opsc.gov.in ରେ ରେଜଲ୍ଟ ଉପଲବ୍ଧ...

girl
୭୦ବର୍ଷୀୟା ଦେଖାଯା’ନ୍ତି ଷୋଳ ବୟସୀ ! ଜାଣନ୍ତୁ ଏ ସ୍ଥାନଟି କେଉଁଠି ଅଛି ?

ଏମିତି ଏକ ସ୍ଥାନ ଅଛି ଯେଉଁଠି ୭୦ ବର୍ଷୀୟ ମହିଳା ଅପସରା ଭଳି ଦେଖାଯା’ନ୍ତି। ଏବଂ ଜଣେ ଯୁବତୀର ସବୁ ପ୍ରକାର ଗୁଣ ତାଙ୍କ ଠାରେ ଭରପୁର ଥାଏ। ସତେକି ଯେମିତି ଷୋଳ ବୟସୀ। ଜାଣନ୍ତି କି ଏହି ମହିଳାମାନେ କେଉଁଠି ରୁହନ୍ତି? ଏହି ମହିଳାମାନେ ହେଉଛନ୍ତି ‘ହୁଞ୍ଜା...

jagannath temple
ଶ୍ରୀମନ୍ଦିର ଜଗମୋହନ ମରାମତି ଦ୍ୱନ୍ଦ୍ୱ : ପ୍ରଶାସକ କହୁଛନ୍ତି ସରିଛି, ସେବାୟତଙ୍କ ଅଭିଯୋଗ ବାକି ଅଛି ଅନେକ କାମ

ପୁରୀ : ସରିଲାଣି କି ଶ୍ରୀମନ୍ଦିର ଜଗମୋହନ ମରାମତି ? କାମ ପ୍ରାୟ ଶେଷ ହୋଇଥିବା ନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ପରେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ବରିଷ୍ଠ ସେବାୟତ। ଅଭିଯୋଗ କରିଛନ୍ତି ବର୍ତ୍ତମାନ ସୁଦ୍ଧା ଭଣ୍ଡାର ଘର, ଚାଙ୍ଗେଡ଼ା ଘର ଓ ଖଟ୍ଟ...

morning
ଗ୍ରୀଷ୍ମ ପ୍ରବାହକୁ ନେଇ ସରକାରଙ୍କ ପଦକ୍ଷେପ : ଏପ୍ରିଲ୨ରୁ ରାଜ୍ୟର ସବୁ ସ୍କୁଲ ହେବ ସକାଳୁଆ

ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ଏପ୍ରିଲ ୨ରୁ ରାଜ୍ୟର ସବୁ ସ୍କୁଲ ସକାଳୁଆ ହେବ। ସକାଳ ସାଢେ ୬ଟାରୁ ସାଢେ୧୦ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। କୌଣସି ପରିସ୍ଥିତିରେ ସ୍କୁଲ କାର୍ଯ୍ୟ ୧୧ଟା ଟପିବନି ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ...

house-1
ଦୁଇଟି ପତ୍ନୀ ଥିଲେ ଘର ଦେବେ ସରକାର ! ପଢନ୍ତୁ କେଉଁଠି ଓ କାହିଁକି ?

ଆଜିର ଯୁଗରେ ଜଣେ ବ୍ୟକ୍ତି ଦୁଇଟି ବିବାହ କରିବା ଟିକେ ଅଡୁଆ କଥା ମନେହୁଏ। ଦୁଇ ଦୁଇଟା ସ୍ତ୍ରୀ ରଖି ସଂସାର ଚଳେଇବା ମଧ୍ୟ କାଠିକର ପାଠ ହୋଇପଡେ। ଅନେକ ଦେଶରେ ଦୁଇଟି ବିବାହ କରିବା ନେଇ ମଧ୍ୟ ବାରଣ ରହିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ,...

maoist
ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ: ୨ ଯବାନ ସହିଦ

ମାଲକାନଗିରି:  ଛତିଶଗଡ଼ କାଙ୍କେର ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୨ ଯବାନ ସହିଦ ହୋଇଛନ୍ତି। ଏମାନେ ହେଲେ ଆସିଷ୍ଟାଣ୍ଟ କମାଣ୍ଡର ଗଜେନ୍ଦ୍ର ସିଂ ଓ କନଷ୍ଟେବଳ ଅମରେଶ କୁମାର। ଗଜେନ୍ଦ୍ରଙ୍କ ଘର ହରିୟାଣାର ହୋଇଥିବା ବେଳେ ଅମରେଶଙ୍କ ଘର ବିହାର ଅଞ୍ଚଳର ବୋଲି...

jagannath temple
ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ: ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ବନକଲାଗି ନୀତି ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଆଜି ଅପରାହ୍ନ ସାଢେ ୩ଟାରୁ ରାତି ୮ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ।

Sultan Azlan Shah Cup
ସୁଲତାନ ଆଜଲାନ୍ ଶାହ ହକି: ମାଲେସିଆକୁ ହରାଇଲା ଭାରତ

ଇପୋ: ସୁଲତାନ ଆଜଲାନ୍ ଶାହ ହକିରେ ଭାରତ। ୫-୧ ଗୋଲରେ ଆୟୋଜକ ମାଲେସିଆକୁ ପରାସ୍ତ କରିଛି।  ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଭାରତଅ। ଦଶମ ମିନିଟରେ ପ୍ରଥମ ଗୋଲ୍ ଦେଇଥିଲେ ଓଡ଼ିଆ ଖେଳାଳି ଶିଳାନନ୍ଦ ଲାକ୍ରା। ଏହାପରେ ଗୁରଜନ୍ତ ସିଂ ଦୁଇଟି, ସୁମିତ୍ କୁମାର ଓ...

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result