• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

jay panda
ସାଂସଦ ବୈଜୟନ୍ତଙ୍କ ନାଁରେ ମିଥ୍ୟା ସତ୍ୟପାଠ ଅଭିଯୋଗ ପ୍ରସଙ୍ଗ : ନବୀନଙ୍କୁ ପକ୍ଷଭୁକ୍ତ କରିବାକୁ ଦାବି କଲେ ସଚେତନ ନାଗରିକ

କେନ୍ଦ୍ରାପଡା : କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମିଥ୍ୟା ସତ୍ୟପାଠ ଅଭିଯୋଗ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାଣିଲେ କେନ୍ଦ୍ରାପଡ଼ାର କିଛି ଲୋକ। ମାମଲାରେ ନବୀନଙ୍କୁ ପକ୍ଷଭୁକ୍ତ କରିବାକୁ ଟାଉନ୍ ଥାନାରେ ଲିଖିତ ଆବେଦନ କରିଛନ୍ତି କେନ୍ଦ୍ରାପଡାର କିଛି ସଚେତନ ନାଗରିକ। ଟାଉନ୍ ଥାନା ଅଧିକାରୀଙ୍କୁ ଦେଇଥିବା...

sushama
କାଶ୍ମୀର ଛାତ୍ରଙ୍କ ଟ୍ୱିଟ୍‌ ପଢି ବିରକ୍ତ ହେଲେ ସୁଷମା

If you are from J&K state, we will definitely help you. But your profile says you are from ‘Indian occupied Kashmir’. There is no place like that. @indembmanila https://t.co/Srzo7tfMSx — Sushma Swaraj (@SushmaSwaraj) 10 May...

revenshwa
ରେଭେନ୍ସାରୁ ଛାତ୍ର ଆନ୍ଦୋଳନ ହଟିଲା

କଟକ : ଦୂର ହେଲା ରେଭେନ୍ସା ଅଶାନ୍ତି। କୁଳପତିଙ୍କ ସହ ଆଲୋଚନା ପରେ ପ୍ରତ୍ୟାହୃତ ହୋଇଛି ଛାତ୍ର ଆନ୍ଦୋଳନ। ତେବେ ବିଶ୍ୱବିଦ୍ୟାଳୟରୁ ସାଇନ-ଏ-ଡାଏ ହଟିବା ନେଇ କୌଣସି ନିଷ୍ପତ୍ତି ହୋଇନି। ରେଭେନ୍ସାରେ ଲାଗି ରହିଥିବା ଛାତ୍ର ଅଶାନ୍ତି ବନ୍ଦ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଛାତ୍ରଙ୍କ...

rape minor
ଦୁଷ୍କର୍ମ ବ୍ୟାଧି : ବାଦ୍‌ ପଡିଲେନି ଦିବ୍ୟାଙ୍ଗ

ନୟାଗଡ଼/ ବାଲେଶ୍ୱର :  ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ନୟାଗଡ଼ ଜିଲ୍ଲା ଇଟାମାଟିରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ପରିବାର ଲୋକେ ଇଟାମାଟି ଥାନାରେ ଅଭିଯୋଗ କରିଛନ୍ତି। ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଦୁଷ୍କର୍ମର ଶିକାର ହୋଇଥିବା ଦିବ୍ୟାଙ୍ଗ ନାବାଳିକା ଜଣକ ୪ ମାସର ଅନ୍ତଃସତ୍ତ୍ୱା...

water problem
ଶୋଷରେ ଆଉଟୁ ପାଉଟୁ ବଣ୍ଡା ଜନଜାତି

ମାଲକାନଗିରି: ମାଲକାନଗିରି ବଣ୍ଡା ଘାଟିରେ ପାଣି ସମସ୍ୟା। ଖରାଦିନେ ଏବେ ଉତ୍କଟ ହୋଇଛି ଜଳକଷ୍ଟ। ଘାଟିରେ ପ୍ରତି ଗାଁରେ ନଳକୂଅ ଥିଲେ ବି ଅଧିକାଂଶ ଅଚଳ। ଏପରିସ୍ଥଳେ ଝରଣା, ଚୁଆ ଓ କୋରଡ଼ ପାଣି ହିଁ ବଣ୍ଡା ଆଦିବାସୀଙ୍କ ଜୀବନ ବଞ୍ଚାଉଛି। ପାଣି ପାଇଁ ଚାଲିବାକୁ ପଡୁଛି ଲମ୍ବା...

arvind kejriwal
କେଜ୍ରିୱାଲଙ୍କ ସଂପର୍କୀୟ ଗିରଫ

ନୂଆଦିଲ୍ଲୀ: ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ପର୍କୀୟଙ୍କୁ ଗିରଫ କରିଛି ଦୁର୍ନୀତି ନିବାରଣ ବ୍ୟୁରୋ। କେଜ୍ରିୱାଲଙ୍କ ଶଳା ସୁରେନ୍ଦ୍ର ବଂଶଲଙ୍କ ପୁଅ ବିନୟ ବଂଶଲଙ୍କୁ ଗିରଫ କରିଛି ଦିଲ୍ଳୀ ସରକାରଙ୍କ ଏସିବି। ପୂର୍ତ୍ତ ବିଭାଗରେ ଜାଲ୍ ବିଲ୍ ଦେଇ ଟଙ୍କା ହାତେଇଥିବା ଅଭିଯୋଗରେ ବିନୟ ଗିରଫ ହୋଇଛନ୍ତି। ବିଭିନ୍ନ...

potato bread
ଘରେ ପ୍ରସ୍ତୁତ କରନ୍ତୁ ଆଳୁ ପାଉଁରୁଟି

ଆବଶ୍ୟକୀୟ ସାମଗ୍ରୀ: ପାଉଁରୁଟି, ଆଳୁ, ଧନିଆ ପତ୍ର, ଜିରାଗୁଣ୍ଡ, କଞ୍ଚାଲଙ୍କା କଟା, ପିଆଜ କଟା। ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଆଳୁକୁ ସିଝାଇ ଦେଇ ତାକୁ ଚକଟି ଦେବେ ଏବଂ ପାଉଁରୁଟି ଗୁଡ଼ିକୁ ପାଣିରେ ବତୁରାଇ ଚିପୁଡ଼ି ପାଣି ବାହାର କରିଦେବେ ଓ ଆଳୁ ଚକଟା ସହିତ ମିଶାଇବେ। ଲୁଣ,...

infant die
ଭୁଲ୍ ଇଞ୍ଜେକ୍‌ସନ୍‌ରୁ ଶିଶୁ ମୃତ୍ୟୁ ଅଭିଯୋଗ

ରାଉରକେଲା: ଭୁଲ୍ ଇଞ୍ଜେକ୍‌ସନ୍‌ରୁ ଶିଶୁ ମୃତ୍ୟୁ ଅଭିଯୋଗ। ରାଉରକେଲା ଉଦିତ ନଗର ଥାନା ମାଲଗୋଦାମ ଅଞ୍ଚଳର ସରଜୁ ସାହୁଙ୍କ ୩ ମାସର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଶିଶୁକନ୍ୟାଟିକୁ ଗତକାଲି ମାଲଗୋଦାମ ଅଙ୍ଗନୱାଡି କେନ୍ଦ୍ରରେ ଶିଶୁଟିକୁ ଟୀକାକରଣ କରାଯାଇଥିଲା। ତେବେ ଇଞ୍ଜେକ୍‌ସନ୍‌ ନେବାର ୨/୩ ଘଣ୍ଟା ପରେ ଶିଶୁର ମୃତ୍ୟୁ...

cow
ଗୋରୁ ବୋଝେଇ ଗାଡ଼ି ଅଟକ

ଅନୁଗୁଳ: ବେଆଇନ ଗୋ-ଚାଲାଣକୁ ନେଇ ଅନୁଗୁଳରେ ଉତ୍ତେଜନା। ଆଜି ସକାଳୁ ବନ୍ତଳା ଛକ ଦେଇ ୧୫ଟି ଗୋରୁ ବୋଝେଇ ଟ୍ରକ୍ ଯାଉଥିବା ସୂଚନା ପାଇ ସ୍ଥାନୀୟ ବନ୍ତଳା ଗୋ ସୁରକ୍ଷା ମଞ୍ଚ, ବିଶ୍ୱହିନ୍ଦୁ ପରିଷଦ ଓ ଅନ୍ୟ ସଂଗଠନ ପକ୍ଷରୁ ଗୋରୁ ବୋଝେଇ ଗାଡ଼ିଗୁଡ଼ିକୁ ଅଟକା ଯାଇଥିଲା। ଏହି...

Assault On Elderly Woman
ଥାନାରେ ଶାଶୁ ଓ ବୋହୂଙ୍କୁ ପିଟିବା ଘଟଣାରେ IICଙ୍କୁ ଅପସାରଣ

ପୁରୀ: ଥାନାରେ ଶାଶୁ ଓ ବୋହୂଙ୍କୁ ପିଟିବା ଘଟଣାରେ ନିମାପଡ଼ା IIC ମୃତ୍ୟୁଞ୍ଜୟ ସ୍ୱାଇଁଙ୍କୁ ଥାନାରୁ ଅପସାରଣ କରାଯାଇଛି। ତାଙ୍କୁ ପୁରୀ ହେଡକ୍ୱାର୍ଟରେ କାମ କରିବା ପାଇଁ ପଠାଯାଇଛି। ଏହି ମାମଲାର ତଦନ୍ତ ଶେଷ ଯାଏଁ ସେ ପୁରୀ ହେଡକ୍ୱାର୍ଟରରେ କାମ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ପୁରୀ...