• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

school
ଅବ୍ୟବସ୍ଥା ଘେରରେ ଶିକ୍ଷା ବ୍ୟବସ୍ଥା

ରାୟଗଡ଼ା  : ଅବ୍ୟବସ୍ଥା ଘେରରେ ରାୟଗଡ଼ା ଜିଲା ଡେଗାଲବୁଡୁଣୀ ପ୍ରାଥମିକ ବିଦ୍ୟାଳୟ। ମାତ୍ର ଗୋଟିଏ ଶ୍ରେଣୀ ଘରେ ପାଠ ପଢୁଛନ୍ତି ୫ଟି ଶ୍ରେଣୀର ପିଲା। ଉପରେ ଛାତ ଫାଟି ଆଁ କଲାଣି। ରୋଷେଇ ଘରେ କବାଟ ଝରକା ନାହିଁ। ସ୍କୁଲର ପାଇଖାନା, ପରିଶ୍ରାଗାର ଭାଙ୍ଗିରୁଜି ଯାଇଥିବା ପିଲାଙ୍କୁ ଶୌଚ...

fire
NIT ଲ୍ୟାବ୍‌ରେ ଅଗ୍ନିକାଣ୍ଡ

ରାଉରକେଲା  : ରାଉରକେଲା NIT ଲ୍ୟାବ୍‌ରେ ଅଗ୍ନିକାଣ୍ଡ। କମ୍ପ୍ୟୁଟର୍ ସାଇନ୍ସ ବିଭାଗ ଲ୍ୟାବ୍‌ରେ ଆଜି ସକାଳେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଏସି ସଟ୍‌ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଗ୍ନିକାଣ୍ଡ ସମୟରେ ଲ୍ୟାବ୍ ହଲ୍ ଓ ଆଖପାଖ ରୁମ୍‌ରେ ଧୂଆଁ ଭରି...

Woman Thrashed By Cops
ଯୁବତୀଙ୍କୁ ପିଟିଲା ପୋଲିସ୍‌, ଭାଇରାଲ ହେଲା ମାଡ଼ ଦାଗର ଭିଡ଼ିଓ!

ଭୁବନେଶ୍ୱର: ଯୁବତୀଙ୍କୁ ପୋଲିସର ମାଡ଼ ଅଭିଯୋଗ।  ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ପୋଲିସ ମାଡ଼ରେ ଦୁଇ ଜଣ ଯୁବତୀ ଆହତ ହୋଇଥିବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି।  ଆହତ ଯୁବତୀ ସମ୍ପର୍କରେ ଦୁଇ ଭଉଣୀ ବୋଲି ସୂଚନା ମିଳିଛି। ଅଭିଯୋଗ ଅନୁଯାୟୀ, ଜମିଜମା ଗଣ୍ଡଗୋଳକୁ ନେଇ...

himesh reshmiya
ଦ୍ୱିତୀୟ ବିବାହ କଲେ ହିମେଶ ରେଶମିଆଁ

ମୁମ୍ବାଇ: ଏମିତି ଲାଗୁଛି ଯେମିତି ବଲିଉଡ଼୍‌ ଇଣ୍ଡଷ୍ଟ୍ରିରେ ବିବାହ ସିଜିନ୍‌ ଚାଲିଛି। ଗୋଟିଏ ସପ୍ତାହ ଭିତରେ ତିନି ତିନି ଜଣ ବଲିଉଡ଼ ଷ୍ଟାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଯେତେବେଳେ ସୋନମ୍‌ କପୁରଙ୍କ ବିବାହକୁ ପୂରା ବି-ଟାଉନ୍‌ ବ୍ୟସ୍ତ ଥିଲା, ଠିକ୍‌ ସେହି ସମୟରେ ଅଭିନେତ୍ରୀ ନେହା ଧୂପିଆ...

representational image
ଟିଉସନ୍‌ ସାର୍‌ଙ୍କ ବିରୋଧରେ ୭ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଜଣେ ନାବାଳିକାଙ୍କୁ  ଟିଉସନ୍‌ ସାର୍ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ନିକିରେଇ ଥାନା ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକା ସହ ଟିଉସନ୍‌ ସାର୍ ଦୁଷ୍କର୍ମ କରିଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ଜଣାପଡ଼ିବା ପରେ ଗତରାତିରେ ଗାଁଲୋକେ...

Paradip
କାଳବୈଶାଖୀର ତାଣ୍ଡବ: ଜାହାଜକୁ ଜାହାଜ ପିଟି ହେଲା

ପାରାଦୀପ: ପାରାଦୀପ ବନ୍ଦର ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ। କାଳବୈଶାଖୀର ତାଣ୍ଡବରେ ଉପୁଡ଼ି ପଡ଼ିଛି ଗଛଲତା। ବନ୍ଦର ଭିତରେ ମଧ୍ୟ ଘଟିଛି ବ୍ୟାପକ କ୍ଷୟକ୍ଷତି। ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ପ୍ରବଳ ଝଡ଼ତୋଫାନ ଯୋଗୁ ଏମ୍‌ପିବି ବର୍ଥରେ ଲାଗିଥିବା ଦରିଆ ଦେବୀ ଜାହାଜ ଅନ୍ୟ ଏକ ଜାହାଜରେ ପିଟି ହୋଇଯାଇଥିଲା।...

elephant
କୂଅରେ ଖସି ପଡ଼ିଲା ହାତୀ ଛୁଆ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ବାରୁଆଁ ପଞ୍ଚାୟତ ଜାମୁଝରାରେ ଥିବା ଖୋଲାକୂପ (ବାମ୍ପି)ରେ ଏକ ମାଈହାତୀ ଖସି ପଡ଼ିଛି । ଗତକାଲି ରାତିରେ ହାତୀଟି ବାମ୍ପିରେ ପଡ଼ି ଯାଇଥିବା ଅନୁମାନ କରାଯାଉଛି। ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିବା ପରେ  ବନବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ...

hanging
ଜେଲ୍‌ ଭିତରୁ ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ।  ଆଜି ଭୋରରୁ ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।  ମୃତ କଏଦୀଙ୍କ ନାଁ ଜିତେନ୍ଦ୍ର ବିଶ୍ୱାଳ। ସେ ଏକ ଗଣଦୁଷ୍କର୍ମ ମାମଲାରେ ଜେଲ୍‌ରେ ଥିଲେ। ନିକଟରେ କୋର୍ଟ ପରିସରରେ ଦୁର୍ବ୍ୟବହାର କରି ମାଡ଼ ଖାଇଥିଲେ ଜିତେନ୍ଦ୍ର। ତେବେ...

Hooka Bar
ହୁକା ବାର୍‌ ଉପରେ କମିଶନରେଟ୍‌ ପୋଲିସ୍‌ର ଚଢ଼ାଉ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ହୁକା ବାର୍‌ ଉପରେ ଚଢ଼ାଉ କରାଯାଇଛି।  ହୁକା ବାର୍‌ ଚାଲିଥିବା ଖବର ପାଇ କମିଶନରେଟ ପୋଲିସ ୫ଟି ହୁକା ବାର ଉପରେ ଚଢ଼ାଉ କରଥିଲା।   ଘଟଣାସ୍ଥଳରୁ ପୋଲିସ ବହୁ ପରିମାଣର ହୁକା ଜବତ କରିଥିବା ସୂଚନା ମିଳିଛି। ସୂଚନାଥାଉ କି, ଗତ  କିଛି...

anita das
ପୁରୀ ସ୍ୱର୍ଗଦ୍ୱାରରେ ଅଭିନେତ୍ରୀ ଅନିତା ଦାସଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ବର୍ଷୀୟାନ୍‌ ଅଭିନେତ୍ରୀ ଅନିତା ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁରୀର ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି। ଶେଷକୃତ୍ୟ ବେଳେ ପରିବାର ଲୋକଙ୍କ ସହ ଓଲିଉଡ଼ ଅଭିନେତା ତଥା ବିଧାୟକ ଆକାଶ ଦାସ ନାୟକ ଉପସ୍ଥିତ ଥିଲେ। ଅନିତାଙ୍କ ପୁତୁରା ଅଂଶୁମାନ ଦାସ ମୁଖାଗ୍ନି...

coflict
ବସ୍ ଭିତରେ ପଶି ମହିଳାଙ୍କୁ ଅସଦାଚରଣ କଲେ ମାତାଲ ବରଯାତ୍ରୀ

ସୋର: ରୋଷଣୀ ବେଳେ ବସ୍‌କୁ ସାଇଡ୍ ଦେବାକୁ ନେଇ ମୁହାଁମୁହିଁ ପରିସ୍ଥିତି।  ସୋର ଥାନା ଅନ୍ତର୍ଗତ ଗୁଡ୍‌ ଛକରେ ଏକ ବରଯାତ୍ରୀ ଦଳ ଶୋଭାଯାତ୍ରାରେ ଯାଉଥିଲେ। ସେହି ସମୟରେ ରିସେପସନ୍‌ ଭୋଜି ଖାଇ ପ୍ରାୟ ୬୦ଜଣ ଯାତ୍ରୀ ସେହି ରାସ୍ତାରେ ଫେରୁଥିଲେ। ତେବେ ସାଇଡ୍ ଦେବା ପାଇଁ ବରଯାତ୍ରୀମାନଙ୍କୁ...

election
କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ ଗ୍ରହଣ ଆରମ୍ଭ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ପାଇଁ ଆରମ୍ଭ ହୋଇଛି ମତଦାନ। ରାଜ୍ୟର ୨୨୪ଟି ଆସନ ମଧ୍ୟରୁ ଆଜି ୨୨୨ଟି ସିଟ୍‌ରେ ଭୋଟ୍ ଗ୍ରହଣ ଚାଲିଛି। ବିଜେପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଜୟାନଗର ନିର୍ବାଚନୀ ମଣ୍ଡଳରେ ଭୋଟ ଗ୍ରହଣ ବାତିଲ୍‌ କରାଯାଇ ଥିବାବେଳେ ସେପଟେ ଭୋଟର କାର୍ଡ ଜବତ ପରେ ରାଜାରାଜେଶ୍ୱରୀ...

mn-1
ବମିଖାଲ ଓଭରବ୍ରିଜ୍‌ ଭୁଶୁଡ଼ିବା ଘଟଣା: କୋର୍ଟକୁ ଗଲା ବିଜେପି

ଭୁବନେଶ୍ୱର: ବମିଖାଲ ପୋଲ ଭୁଶୁଡିବା ଘଟଣାରେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ମାମଲା ଦାୟର କରିଛି ବିଜେପି। ଦଳ ପକ୍ଷରୁ ଓ୍ୱାନସିସି କେସ ଦାୟର କରିଛନ୍ତି ଜଗନ୍ନାଥ ପ୍ରଧାନ। ପୋଲ ଭୁଶୁଡିବା ଘଟଣାରେ ଠିକାଦାର ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ସହିତ ପୂର୍ତ୍ତ ବିଭାଗ ଚିଫ ଇଞ୍ଜିନିୟର, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର, ଏକଜିକ୍ୟୁଟିଭ...