ଭୁବନେଶ୍ୱର: ତଳିଆ ଅଞ୍ଚଳରେ ଘର କରିଥିଲେ ଆଉ ଭାଙ୍ଗିବାକୁ ପଡିବନି। କାରଣ ଆସିଯାଇଛି ନୂଆ ଟେକ୍ନୋଲୋଜି। ଜ୍ୟାକ୍ ଲଗାଇ ଉଠାଇ ହେଉଛି ଘର। କଥାଟା ବିଶ୍ୱାସ ଲାଗୁ ନଥିଲେ ବି ସତ। ରାଜଧାନୀର ଜୟଦେବ ବିହାର ଅଞ୍ଚଳରେ ଏମିତି ଏକ ଘରକୁ ନେଇ ଏବେ ଚର୍ଚ୍ଚା ହେଉଛି। ଏଥିପାଇଁ...
କୋରାପୁଟ: ବୌଦ୍ଧ ଧର୍ମ ଗ୍ରହଣ କରିବେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ। ହିନ୍ଦୁ ଧର୍ମରୁ ବୌଦ୍ଧ ଧର୍ମାବଲମ୍ବୀ ହେବା ପାଇଁ ସେ ସତ୍ୟପାଠ ମାଧ୍ୟମରେ ଦର୍ଶାଇଛନ୍ତି। ସେ ବୁଦ୍ଧଙ୍କର ଜଣେ ଶ୍ରଦ୍ଧାଳୁ। ତେଣୁ ନିଜ ଇଚ୍ଛାରେ ସେ ବୌଦ୍ଧ ଧର୍ମକୁ ଆପଣାଇବେ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି। ଆସନ୍ତାକାଲି କୋରାପୁଟ...
ଚାନ୍ଦବାଲି: ଚାନ୍ଦବାଲି ଥାନା ଅନ୍ତର୍ଗତ ବାଘନଟା ଗାଁର ୨ ଜଣ ଏବଂ ଯାଜପୁର ଜିଲ୍ଲାର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ଉପୁଜିଥିବା ବିବାଦର ସମାଧାନ ହୋଇଛି। ମୃତକଙ୍କ ପରିବାରକୁ କମ୍ପାନୀ ପକ୍ଷରୁ ଆର୍ଥିକ ସହାୟତା ଘୋଷଣା ପରେ ମୃତଦେହକୁ ଗ୍ରହଣ କରିଛନ୍ତି ପରିବାର ଲୋକେ। ଏହାସହ...
ନିମାପଡ଼ା: ବୃଦ୍ଧାଙ୍କୁ ଥାନା ଭିତରେ ମାଡ଼ ମାରିବା ନିମାପଡ଼ା ଥାନା ଆଇଆଇସିଙ୍କ ପାଇଁ ମହଙ୍ଗା ହୋଇଛି। ଏଥିପାଇଁ ତାଙ୍କୁ ନିଲମ୍ବନ ହେବାକୁ ପଡିଛି। ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ ଜଣେ ବୃଦ୍ଧାଙ୍କୁ ଥାନା ଭିତରେ ମାଡ ମାରିବା ଅଭିଯୋଗ ଆସିଥିଲା। ଶାଶୁ-ବୋହୂ କଳି ତୁଟାଇବାକୁ ଥାନାକୁ ଡାକି ଥାନା ଭିତରେ...
ବ୍ରହ୍ମପୁର: ମାନା ଟ୍ରଷ୍ଟ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ କରିଥିବା ବ୍ୟକ୍ତିଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ମାମଲା ପ୍ରତ୍ୟାହାର ପାଇଁ ମୋବାଇଲ୍ରେ ଧମକ ମିଳୁଛି ବୋଲି ଅଭିଯୋଗ କରିଛନ୍ତି ଆବେଦନକାରୀ ତଥା ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର...
ପୁରୀ: ପୁରୀ ଜିଲ୍ଲା ନୟାହାଟ ଫାଣ୍ଡି ଅନ୍ତର୍ଗତ ଏକ ସ୍କୁଲ ପରିସରରେ ଜଣେ ୯ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ଝିଅଟି ବଜାରକୁ ଯାଇଥିବାବେଳେ ଏକାକୀ ପାଇ ତାକୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରି ଫେରାର ହୋଇଯାଇଛି। ପରିବାର ଲୋକଙ୍କ କହିବା ଅନୁସାରେ ଝିଅ ବଜାରକୁ ଯାଇଥିଲା।...
ପାଟନା: ବଲିଉଡ଼ରେ ସୋନମ୍ କପୁର ଓ ନେହା ଧୂପିଆଙ୍କ ବାହାଘରକୁ ନେଇ ଯେତିକି ଚର୍ଚ୍ଚା, ଲାଲୁଙ୍କ ବଡ଼ପୁଅ ତେଜ୍ ପ୍ରତାପ ଯାଦବଙ୍କ ବିବାହକୁ ନେଇ ମଧ୍ୟ ଆଜିକାଲି ସେତିକି ଚର୍ଚ୍ଚା। ଆସନ୍ତା ୧୨ରେ ହେବାକୁ ଥିବା ବିବାହକୁ ନେଇ ଉଭୟ ପରିବାର ପୂରା ପ୍ରସ୍ତୁତ। ତେଜ ପ୍ରତାପ...
ଭୁବନେଶ୍ୱର: ବିଶିଷ୍ଟ ଓଡ଼ିଆ ସିନେ ଅଭିନେତ୍ରୀ ଅନିତା ଦାସଙ୍କ ପରଲୋକ। କଟକ ସେଲ୍ଟର ଛକ ବାସଭବନରେ ତାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। ହୃଦ୍ଘାତରେ ତାଙ୍କ ପରଲୋକ ଘଟିଛି। ପ୍ରାୟ ୧୦୦ ରୁ ଅଧିକ ଫିଲ୍ମରେ ସେ ଅଭିନୟ କରିଛନ୍ତି। ହିନ୍ଦୀ...
ଆବଶ୍ୟକୀୟ ସାମଗ୍ରୀ: ବାସୁମତୀ ଚାଉଳ, ଚିଙ୍ଗୁଡ଼ି ମାଛ, କଞ୍ଚା ମଟର, ଫୁଲକୋବି, ଆଳୁ, ଟମାଟୋ, ପିଆଜ, ରସୁଣ, ଅଦା, କଞ୍ଚାଲଙ୍କା, ତେଲ କିମ୍ବା ଘିଅ, ହଳଦୀଗୁଣ୍ଡ, ଲୁଣ। ପ୍ରସ୍ତୁତି ପ୍ରଣାଳୀ: ଚାଉଳକୁ ଧୋଇ ପାଣି ବସେଇ ଗୋଟା ଗୋଟା ଭାତ ରାନ୍ଧି ନିଅନ୍ତୁ। ଚିଙ୍ଗୁଡ଼ିର ମୁଣ୍ଡ ଓ ଖୋଳପା...
ବାଲେଶ୍ୱର: ସମୁଦ୍ରରେ ମାଛ ମାରିବା ଉପରେ ଏବେ ୨ ମାସ କଟକଣା ଲାଗିଥିବାରୁ ଏକ ପ୍ରକାର ହାତବାନ୍ଧି ବସିଛନ୍ତି ସମୁଦ୍ର ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ। ସେପଟେ ବଜାରରେ ଲୁଣିମାଛ ଅଭାବରୁ ଦେଶୀ ମାଛ ଓ ଆନ୍ଧ୍ରା ମାଛର ଚାହିଦା କାହିଁରେ କେତେ। ପ୍ରାୟ ୨ଗୁଣ ଦରରେ ବିକ୍ରି...
ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣୀସ୍ଥିତ ମଦ ଦୋକାନ ଆଗରେ ଯୁବକଙ୍କୁ ଭୁଜାଲିରେ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ହାଡ଼ିବନ୍ଧୁ ବେହେରାକୁ ମଞ୍ଚେଶ୍ୱର ପୋଲିସ ଗିରଫ କରିଛି। ଗତକାଲି ସ୍ପଷ୍ଟ ଦିବା ଲୋକରେ ସର୍ବ ସମ୍ମୁଖରେ ଧୋବି ନାମକ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଥିଲା। ଘଟଣାସ୍ଥଳରେ ହିଁ ଧୋବିଙ୍କ ମୃତ୍ୟୁ...
ଭୁବନେଶ୍ୱର: ପ୍ରଫେସରଙ୍କ ଫେସ୍ବୁକ୍ରେ ଅଶ୍ଳୀଳ ଭିଡିଓ। ଭୁବନେଶ୍ୱର OUATର ଡାଇରେକ୍ଟର କ୍ଲିନିକ ମନୋରଞ୍ଜନ ଦାଶଙ୍କ ଫେସ୍ବୁକ୍ରେ ଅଶ୍ଳୀଳ ଭିଡିଓ ଆସିଥିବା ନେଇ ଅଭିଯୋଗ ହୋଇଛି। ହେଲେ ଏପଟେ କେଉଁ ପରିସ୍ଥିତିରେ ଏପରି ହୋଇଛି ମୁଁ ଜାଣିନାହିଁ ବୋଲି କହିଛନ୍ତି ସମ୍ପୃକ୍ତ ପ୍ରଫେସର। ଏଥିସହ ଚକ୍ରାନ୍ତର ଶିକାର ହୋଇଥାଇ ପାରେ।...
ଭୁବନେଶ୍ୱର: କାଳବୈଶାଖୀ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଦିନ ୧୧ଟା ଭିତରେ କାଳବୈଶାଖୀ ହେବାର ଆଶଙ୍କା କରାଯାଉଛି। ଏଥିପାଇଁ ୪ଟି ଜିଲ୍ଲାକୁ ସତର୍କ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି ନୟାଗଡ଼, ଅନୁଗୁଳ, କଟକ ଓ ଖୋର୍ଦ୍ଧା। ଏହି...
ପୁରୀ: ପ୍ରତିଦିନ ସାର୍ବଜନୀନ ହେବ ଶ୍ରୀମନ୍ଦିର ହୁଣ୍ଡିକୁ ଦାନ ସୁନା ରୂପାର ପରିମାଣ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଯୋଜନା ଚଳାଇଥିବାବେଳେ ଅନ୍ୟପକ୍ଷରେ ଏହାକୁ ସ୍ୱାଗତ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା ପରିଷଦର ସଦସ୍ୟ ଓ ବରିଷ୍ଠ ସେବାୟତ। ପ୍ରତିଦିନ ସାର୍ବଜନୀନ କରିବା ପୂର୍ବରୁ ମେ’ ପ୍ରଥମ ସପ୍ତାହରେ ହୁଣ୍ଡିକୁ ଦାନ...
ପୁରୀ: ଭକ୍ତ ମାନେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରତିଦିନ ହୁଣ୍ଡିରେ ଦେଉଥିବା ଲୁଗା ଓ ଶାଢ଼ୀକୁ ନିଲାମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସ୍ୱତନ୍ତ୍ର ତାଲିକା କରାଯାଇ ଆସିଷ୍ଟାଣ୍ଟ ଡାଇରେକ୍ଟର ଟେକ୍ସଟାଇଲଙ୍କ ଦ୍ୱାରା ଅପସେଟ ପ୍ରାଇସ କରାଯାଇ ନିଲାମ କରାଯିବ। ଏହି ସାମଗ୍ରୀ ଅତ୍ୟଧିକ ମାତ୍ରାରେ ଗଚ୍ଛିତ ଥିବାରୁ...
କଟକ : ମେଧାବୀ ପିଲାଙ୍କ ଭବିଷ୍ୟତ ସହ ଖେଳ। ପଦାକୁ ଆସିଲା ମାଟ୍ରିକ୍ ମୂଲ୍ୟାୟନରେ ବିଭ୍ରାଟର ଚିତ୍ର। ବୋର୍ଡ କର୍ତ୍ତୃପକ୍ଷଙ୍କ ତ୍ରୁଟିଶୂନ୍ୟ ମୂଲ୍ୟାୟନ ଉପରେ ଉଠିଲା ପ୍ରଶ୍ନ ? ଯାହାକୁ ନେଇ ବଢୁଛି ଛାତ୍ରଛାତ୍ରୀଙ୍କ ଅସନ୍ତୋଷ। ବାଲେଶ୍ୱରର ଛାତ୍ରୀ ମୋନାଲିସା ପାତ୍ର ମାଟ୍ରିକ୍ରେ ୫୫୪ ନମ୍ବର ସହ ଏ...
ଭୁବନେଶ୍ୱର : ଓଡିଆ ଫିଲ୍ମ ଓ ଟିଭି କଳାକାର କୁନା ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ ଦେଲେ ରାଜ୍ୟ ସରକାର। ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ହେଲେ କୁନା। ମୁନ୍ନା ଖାଁଙ୍କ ଜାଗାରେ କୁନା ତ୍ରିପାଠୀ ନେଲେ ଦାୟିତ୍ୱ। ଏବେ ଏହି ଦାୟିତ୍ୱ କୁନାଙ୍କୁ ମିଳିବା ପରେ ମୁନ୍ନା...
ବ୍ରହ୍ମପୁର : ବ୍ରହ୍ମପୁରରେ ଆଳୁ ଗୋଦାମରେ ଚଢ଼ାଉ। ସହରର ବିଭିନ୍ନ ବ୍ୟବସାୟୀ ବେଆଇନ ଭାବେ ଆଳୁ ଷ୍ଟକ୍ ରଖିଥିବା ସୂଚନା ପାଇଁ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ପକ୍ଷରୁ ଏହି ରେଡ୍ କରାଯାଇଛି। ବ୍ରହ୍ମପୁର ବଡ଼ ବଜାରସ୍ଥିତ ଦେଶୀ ବେହେରା ସାହି ଓ ହୋଲସେଲ୍ ମାର୍କେଟରେ ଏହି...
ସୋନମ୍ କାପୁରଙ୍କ ବିବାହ ପରେ ବଲିଉଡ୍ରୁ ଆସିଛି ଆଉ ଏକ ଭଲ ଖବରା ହାତକୁ ଦି ହାତ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ଇଣ୍ଡିଆ ଓ ଟେଲିଭିଜନ୍ ଜଗତର ଚର୍ଚ୍ଚିତ ଚେହେରା ନେହା ଧୂପିଆ। ନେହା ତାଙ୍କର ସବୁଠୁ ଭଲ ବନ୍ଧୁ ଅଙ୍ଗଦ ବେଦୀଙ୍କ ସହ...