ଭୁବନେଶ୍ୱର: ପ୍ରକାଶ ପାଇଛି ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳ ଶାଖାର ପ୍ରବେଶିକା ପରୀକ୍ଷା ଫଳ। ଆଇଆଇଏମସିର ନିଜସ୍ୱ ୱେବସାଇଟ୍ରେ ଛାତ୍ରଛାତ୍ରୀ ମାନେ ଏହି ପରୀକ୍ଷା ଫଳ ଦେଖିପାରିବେ। ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ଇଂରାଜୀ ଓ ଓଡ଼ିଆ ସାମ୍ବାଦିକତାରେ ନାମଲେଖା ପାଇଁ ଫଳ ପ୍ରକାଶ ପାଇଛି। ତେବେ...
ଭୁବନେଶ୍ୱର : ୧୬ ଦିନ ତଳେ ଗିରଫ, ୧୨ ଦିନ ଧରି ମାରାଥନ୍ ଜେରା। ଆଉ ଏସ୍ଟିଏଫ୍ ରିମାଣ୍ଡ ସରିବା ପରେ କେନ୍ଦ୍ରାପଡା ବାରିମୂଳ ଜେଲ୍ରେ ଗ୍ୟାଙ୍ଗଷ୍ଟର ଟିଟୋ। ତେବେ କୋର୍ଟକୁ ଆସିଥିବା ବେଳେ ଅାଜି ଗଣମାଧ୍ୟମ ଅାଗରେ ମୁହଁ ଖୋଲିଛି ଟିଟୋ। କହିଛି, ତାକୁ ଫସେଇ ଦିଅାଯାଇଛି।...
ଭୁବନେଶ୍ୱର : ବର୍ଷା ଅାହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲମାର୍କ ଲୋ ପ୍ରେସର୍ ଏବେ ଉତ୍ତର ଉପକୂଳ ଓଡିଶାରେ କେନ୍ଦ୍ରୀଭୂତ ହୋଇଛି। ଧୀରେ ଧୀରେ ଏହା ଉତ୍ତର ଦିଗକୁ ଗତି କରୁଛି। ଏହାର ପ୍ରଭାବରେ...
ଭୁବନେଶ୍ୱର : ଭୁବନେଶ୍ୱରରେ ମାଛରୁ ବିଷାକ୍ତ ଫର୍ମାଲିନ୍ ମିଳିବା ପରେ ତତ୍ପର ହୋଇଛନ୍ତି ରାଜ୍ୟ ଫୁଡ୍ ସେଫ୍ଟି କମିଶନ୍। ବଜାରରେ ମିଳୁଥିବା ମାଛର ନମୂନା ସଂଗ୍ରହ କରି ରାଜ୍ୟ ଫୁଡ୍ ଟେଷ୍ଟିଂ ଲାବରେଟୋରୀକୁ ପଠାଇବା ଲାଗି ସବୁ ଜିଲ୍ଲାର ଜନସ୍ୱାସ୍ଥ୍ୟ ଅଧିକାରୀ ଓ ମହାନଗର ନିଗମକୁ ଚିଠି ଲେଖିଛନ୍ତି...
ଭୁବନେଶ୍ୱର: କଂଗ୍ରେସରେ ଏବେବି ସବୁ ଠିକ୍ ନାହିଁ। ଖାସ୍ ସେଥିଲାଗି ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ଚାଲିଛି କସରତ। କନ୍ଦଳ ଦୂର କରି ୧୯ରେ କେମିତି ଏକାଠି ହୋଇ ଲଢିବେ ସେଥିପାଇଁ କେନ୍ଦ୍ରୀୟ ଟିମ୍ ସହ ବିଚାରବିମର୍ଶ କରିଛନ୍ତି ରାଜ୍ୟର ତୁଙ୍ଗ ନେତା। ଗୋଷ୍ଠୀ ବିବାଦ ଯୋଗୁଁ ପିସିସି ଓ...
ସୋଶାଲ୍ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ସମୟ ସମୟରେ ବିବାହର ଅନେକ ଭିଡିଓ ଭାଇରାଲ୍ ହୋଇଥାଏ। ବରଯାତ୍ରୀମାନଙ୍କ ନୃତ୍ୟ ହେଉ ବା ବରଣ ମାଳା ପିନ୍ଧାଇବାର ଭିଡିଓ ହେଉ । ଏହାକୁ ନେଇ ଚର୍ଚ୍ଚା ହୁଏ...
ମହିଳାମାନେ ସାଧାରଣତଃ ଖାଦ୍ୟର ବାସ୍ନା ଓ ସ୍ୱାଦ ବଢ଼ାଇବା ପାଇଁ ଭୃଷଙ୍ଗ ପତ୍ର ବ୍ୟବହାର କରିଥାନ୍ତି। ହେଲେ ଅଧିକାଂଶ ମହିଳା ଜାଣିନଥିବେ ଯେ ଏହି ପତ୍ରରେ ଖାଦ୍ୟର ବାସ୍ନା ବଢ଼ାଇବା ସହିତ ଔଷଧୀୟ ଗୁଣ ମଧ୍ୟ ଭର୍ପୁର। ଏଥିପାଇଁ ଦକ୍ଷିଣ ଭାରତର ଲୋକମାନେ ପ୍ରତେକ ଦିନ ଏହି ପତ୍ରକୁ...
ସାଲେପୁର : କଟକ ସାଲେପୁର ସହରରେ ଦୀର୍ଘଦିନ ଧରି ଲାଗି ରହିଥିବା ଟ୍ରାଫିକ୍ ସମସ୍ୟାର ଦୂରୀକରଣ ଓ ବସ୍ଷ୍ଟାଣ୍ଡ ଠାରୁ ଥାନା ଛକ ପର୍ଯ୍ୟନ୍ତ ନିର୍ମାଣ କାମ ବନ୍ଦ ରହିବା ପ୍ରତିବାଦରେ ରାସ୍ତାରୋକ୍। ପ୍ରବଳ ବର୍ଷା ସତ୍ତ୍ୱେ ସାଲେପୁର ସହରାଞ୍ଚଳ ବିକାଶ ପରିଷଦ କଟକ-ଚାନ୍ଦବାଲି ରାସ୍ତାକୁ ୬ ଘଣ୍ଟା...
ମିଦନାପୁର : ପ୍ରଧାନମନ୍ତ୍ରୀଙ୍କ ସଭାବେଳେ ଭୁଶୁଡିଲା ଟେଣ୍ଟ୍ । ଏଥିରେ ୨୦ ଜଣ ଅାହତ ହୋଇଥିବା ଜଣାପଡିଛି। ପଶ୍ଚିମବଙ୍ଗର ମିଦନାପୁରରେ ଅାଜି ପ୍ରଧାନମନ୍ତ୍ରୀଙ୍କ ସଭାର ଅାୟୋଜନ ହୋଇଥିଲା। ସଭା ଚାଲିଥିବାବେଳେ ଟେଣ୍ଟଟି ଭୁଶୁଡି ପଡିଥିଲା। ଏଥିରେ ୨୦ ଜଣ ଅାହତ ହୋଇଛନ୍ତି। ସମସ୍ତ ଅାହତଙ୍କୁ ମିଦନାପୁରରେ ଏକ ହସ୍ପିଟାଲରେ...
ପୁରୀ : ଅାଜି ଅାଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂରତି। ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଭାଇ ଭଉଣୀଙ୍କୁ ଧରି ନବଦିନାତ୍ମକ ଘୋଷଯାତ୍ରାରେ ଅାସିଥିବା କାଳିଅା ଠାକୁର ଏବେ ରଥ ଉପରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଅାଜି ସକାଳୁ ରଥ ଉପରେ ଶ୍ରୀଜିଉଙ୍କ ମଙ୍ଗଳ ଅାଳତୀ ଏବଂ...
କେନ୍ଦ୍ରାପଡ଼ା : ୧୨ ଦିନର ରିମାଣ୍ଡ ଅବଧି ସରିବା ପରେ ବାରିମୂଳ ଜେଲ୍କୁ ଫେରିଛି ଗ୍ୟାଙ୍ଗଷ୍ଟର ଟିଟୋ । ୩ଟି ପର୍ଯ୍ୟାୟରେ ୧୨ ଦିନ ଧରି ଜେରା କରିଥିଲା କ୍ରାଇମବ୍ରାଞ୍ଚ । ରିମାଣ୍ଡ ସମୟରେ ଟିଟୋର ବ୍ୟବସାୟିକ ସାମ୍ରାଜ୍ୟ, ଅପରାଧିକ ଲିଙ୍କ୍ ଏବଂ ଅର୍ଥନୈତିକ କାରବାର ସଂପର୍କରେ ଖୋଳତାଡ଼...
ଭୁବନେଶ୍ୱର: ଆଜି ସଂଧ୍ୟା ସୁଦ୍ଧା ଉପକୂଳ ଓଡ଼ିଶାରେ ବର୍ଷା କମିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିବ। ବିଶେଷ କରି ସମ୍ବଲପୁର, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର, ବଲାଙ୍ଗିର ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳରୁ ପ୍ରବଳ...
ଭୁବନେଶ୍ୱର: ଅଗଷ୍ଟରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ନବଗଠିତ ପିସିସି ସମନ୍ୱୟ କମିଟିର ପ୍ରଥମ ବୈଠକ ପରେ ଏହି ସୂଚନା ଦେଇଛନ୍ତି କାର୍ଯ୍ୟକାରୀ ପିସିସି ସଭାପତି ନବ ଦାସ। କଂଗ୍ରେସରେ ଗୋଷ୍ଠୀକନ୍ଦଳ ସଂପର୍କରେ ନବ ଦାସ କହିଛନ୍ତି, ଫାଟ ନ ଥିଲେ ବାଟ ବାହାରିବ ନାହିଁ।...
ଭୁବନେଶ୍ୱର: ପ୍ରବଳ ବର୍ଷାରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡିଥିବାରୁ ପାଣି ନିଷ୍କାସନ ପାଇଁ ବିଏମ୍ସି ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱରରେ ଯେଉଁ ପରିସ୍ଥିତି ଉପୁଜିଛି, ତାର ମୁକାବିଲା ପାଇଁ ବିଏମ୍ସି ପକ୍ଷରୁ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ନମ୍ବରଟି ହେଲା 0674-2430038...
ବାଲେଶ୍ୱର: ଚାନ୍ଦିପୁର ଟେଷ୍ଟ୍ ରେଂଜ୍ରୁ ଆଜି ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ବ୍ରହ୍ମୋସର ପରୀକ୍ଷଣ ହୋଇଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସକାଳ ୧୦ଟା ୧୮ରେ ଏହାର ପରୀକ୍ଷଣ ହୋଇଥିଲା। ବ୍ରହ୍ମୋସକୁ ଅଧିକ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଇବା ପାଇଁ ଏହି ପରୀକ୍ଷଣ କରାଯାଇଥିଲା। ଭାରତର ଡିଆରଡିଓ ଏବଂ ରୁଷିଆର ଏନପିଓମ...
କଟକ/ନିଆଳି: ଡାକ୍ତରଖାନାରେ ସୁସ୍ଥ ହୋଇ ଫେରିବା ପରିବର୍ତ୍ତେ ଭୋଗିବାକୁ ପଡ଼ୁଛି ଦୟନୀୟ ପରିସ୍ଥିତି। ଲଗାଣ ବର୍ଷା ଯୋଗୁଁ କଟକ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ପଶିଛି ବର୍ଷା ଜଳ। ଛାତରେ ଫାଟ ଥିବା ଯୋଗୁ ଉପରୁ ଅନବରତ ପାଣି ଗଳୁଛି। ଫଳରେ ସ୍ୱାସ୍ଥ୍ୟକେନ୍ଦ୍ରର ଲେବର୍ ରୁମ୍ ଏବଂ ଅପରେସନ୍...
ଜମ୍ମୁ କାଶ୍ମୀର:ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ଥମିବାର ନାଁ ନେଉନାହିଁ। ଆଜି ସକାଳେ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ କୁପୱାଡ଼ା ଅଞ୍ଚଳରେ ଭରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍କାଉଣ୍ଟର ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହେବା ସହ ଦୁଇ ଜଣ ଯବାନ ଆହତ ହୋଇଛନ୍ତି।ଘଟଣସ୍ଥଳରୁ ଗୋଟିଏ A K...
କଟକ: ପ୍ରବଳ ବର୍ଷା ଯୋଗୁଁ କଟକରେ ଆଜି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଏତେ ବର୍ଷା ଯେ ଘରୁ ବାହାରି ହେଉନାହିଁ। ତେଣୁକରି ପିଲାଙ୍କ ସୁରକ୍ଷାକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷାରେ କଟକ ସହର ଜଳମଗ୍ନ ହୋଇଯାଇଛି।...
ଦିଲ୍ଲୀ: ଏମ୍ସରୁ ଖୁବ୍ ଶୀଘ୍ର ଡିସଚାର୍ଜ ହେବେ ଜଗା କାଳିଆ। ଜଗା କାଳିଆଙ୍କ ଡିସଚାର୍ଜ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ୨ରୁ ୩ ଦିନ ମଧ୍ୟରେ ଉଭୟଙ୍କୁ ଦିଲ୍ଲୀରୁ ଓଡ଼ିଶା ଭବନକୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି। ଏହି ସୂଚନା ଦେଇଛନ୍ତି ଜଗା କାଳିଆଙ୍କ ବାପା ଭୁଇଁଆ କହଁର।...
ପୁରୀ: ଶ୍ରୀମନ୍ଦିରରେ ଗର୍ଭଗୃହର ସ୍ଥିତି ଯାଞ୍ଚ କରିବ ଏଏସ୍ଅାଇ ଟିମ୍। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ବିଶେଷଜ୍ଞ ଟିମ୍ ଏହି ଗର୍ଭଗୃହ ଯାଞ୍ଚ କରିବେ। କୋର କମିଟି ବିଶେଷଜ୍ଞ ସଦସ୍ୟ ଏନ୍.ସି. ପାଲ୍ ଓ ଜି. ସି. ମିତ୍ର ପ୍ରମୁଖ ଗର୍ଭଗୃହକୁ ଯାଇ ସ୍ଥିତି ଯାଞ୍ଚ କରିବେ। ଅାଜି ଗର୍ଭଗୃହ...