ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍। ଆଜି ପୂଜାର୍ଚ୍ଚନା ପରେ ୭ ନମ୍ବର ସ୍ଲୁଇସ୍ ଗେଟ୍କୁ ପ୍ରଥମେ ଖୋଲାଯାଇଥିଲା। ଫଳରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ହୀରାକୁଦ ଡ୍ୟାମ୍ ଦେଇ ନିଷ୍କାସନ କରାଯାଇଛି। ଦିନ ୧୨ଟା ୩୦ ସୁଦ୍ଧା ଡ୍ୟାମ୍ର ୪ଟି ଗେଟ୍ ଜରିଆରେ ବନ୍ୟା ଜଳ...
ଭୁବନେଶ୍ୱର:ରାଜ୍ୟ ଉପରୁ ଟଳିଲା ବନ୍ୟା ଆଶଙ୍କା। ଏନେଇ ସ୍ପେଶାଲ ରିଲିଫ କମିଶନର (SRC) ବିଷ୍ଣୁପଦ ସେଠୀ ସ୍ପଷ୍ଟ କରିଛନ୍ତି। ମହାନଦୀରେ ବନ୍ୟା ସ୍ଥିତି ଆଉ ନାହିଁ। କାରଣ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଯେଉଁ ବୃଷ୍ଟିପାତ ହୋଇଛି ବହୁ ଜିଲ୍ଲାରେ କମ୍ ପରିମାଣର ବର୍ଷା ରେକର୍ଡ଼ କରାଯାଇଛି।...
ଭୁବନେଶ୍ୱର: ଉତ୍ତର ଓଡ଼ିଶା ପାଇଁ ସତର୍କ ସୂଚନା । ୪ଟି ଜିଲ୍ଲାରେ ଆଜି ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଦିନ ୧୧ଟା ୪୫ ପର୍ଯ୍ୟନ୍ତ ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ଏହି...
ଭୁବନେଶ୍ୱର: ଗୋଟିଏ ପଟେ ଆମ୍ବୁଲାନ୍ସ ସେବା ନ ପାଇ ଖଟିଆରେ ଆସନ୍ନ ପ୍ରସବା ବୁହା ହେଉଥିବାବେଳେ ଅନ୍ୟପଟେ ଆମ୍ବୁଲାନ୍ସରେ ଫର୍ଣ୍ଣିଚର ଲୋଡ଼୍ କରାଯାଉଥିବା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା କାଲିମେଳା ଡାକ୍ତରଖାନାର ଏକ ଆମ୍ବୁଲାନ୍ସରେ ରୋଗୀ ବଦଳରେ ଫର୍ଣ୍ଣିଚର ଲୋଡ୍ କରାଯାଉଥିବା ଦେଖିବାକୁ ମିଳିଛି। ତାହା ବି ପୁଣି...
ନୂଆପଡ଼ା: ମୌତ୍ କା କୂଆଁ ଭାଙ୍ଗି ପଡ଼ିବା ଫଳରେ ୬ଜଣ ଆହତ ହୋଇଛନ୍ତି। ନୂଆପଡ଼ା ସିନାପାଲିରେ ଏହି ଅଘଟଣ ଘଟିଛି। ସୂଚନ ଅନୁସାରେ, ସିନାପାଲିରେ ପଡ଼ିଥିବା ମୀନାବଜାରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସେଠାରେ ପଡ଼ିଥିବା ମୌତ୍ କା କୂଆଁ ଖେଳ ଚାଲିଥିବା ବେଳେ ହଠାତ୍ ଏହା ଭାଙ୍ଗି...
ପୁରୀ: ଆଜି ଶ୍ରୀକ୍ଷେତ୍ରରେ ରଥାରୂଢ଼ ଠାକୁରଙ୍କ ପାଖରେ ଅଧରପଣା ଲାଗି ହେବ ଓ ଆସନ୍ତାକାଲି ନୀଳାଦ୍ରିବିଜେ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି। ଗତକାଲି ମଧ୍ୟ ସୁନାବେଶ ଦେଖିବା ଲାଗି ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଅଙ୍ଗ ସଜ୍ଜା ପରେ ସୁନାବେଶରେ...
ସମ୍ବଲପୁର: ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ । ଆଜି ଦିନ ୧୧ଟା ପରେ ଜଳ ନିଷ୍କାସନ କରାଯିବା ନେଇ ହୀରାକୁଦ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୭ ଦଶମିକ ଛଅ ଫୁଟ...
ଭୁବନେଶ୍ୱର: ୧୯ ନିର୍ବାଚନ ପାଇଁ ଆଗୁଆ ରଣକୌଶଳ ପ୍ରସ୍ତୁତ କରିବାରେ ଲାଗିଛି କଂଗ୍ରେସ। ତେବେ ନିଜ ଦମ୍ ଉପରେ ଭରସା ନଥିବାରୁ ମହାଗଠବନ୍ଧନ କରି ପୁଣି ଦିଲ୍ଲୀରେ କ୍ଷମତା ହାତେଇବା ଚକ୍କରରେ ରହିଛି ଦଳ। ତେଣୁ ବିଜେପିକୁ ବିରୋଧ କରୁଥିବା କ୍ଷୁଦ୍ର ଓ ଆଞ୍ଚଳିକ ଦଳଙ୍କୁ ନିଜ ପକ୍ଷକୁ...
ଭୁବନେଶ୍ୱର: ଫିକା ପଡୁଛି ଅର୍ଥ ବ୍ୟବସ୍ଥାର ଗୋଲାପି ଚିତ୍ର। ନିର୍ବାଚନୀ ବର୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ଦିଷ୍ଟ ଯୋଜନା ପାଇଁ ଏବେ ସରକାରଙ୍କ ସମ୍ବଳ ଚିନ୍ତା। କେଉଁଠୁ ଆସିବ ଅର୍ଥ, କେମିତି ଚାଲିବ ସରକାରୀ ଯୋଜନା? ସରକାରଙ୍କ ପାଖରେ ବିକଳ୍ପ ହେଉଛି ଖୋଲା ବଜାରରୁ ଋଣ। ଆସନ୍ତା କାଲି...
ଭୁବନେଶ୍ୱର: ବର୍ଷାର ତାଣ୍ଡବ ପରେ ଦେଖିବାକୁ ମିଳିଛି ପୂର୍ଣ୍ଣଗର୍ଭା ମହାନଦୀର ଚିତ୍ର। ଏପଟେ ପ୍ରତି ସେକେଣ୍ଡରେ ମୁଣ୍ଡୁଳି ବ୍ୟାରେଜ୍ ଦେଇ ତଳମୁଣ୍ଡକୁ ପ୍ରବାହିତ ହେଉଛି ୭ ଲକ୍ଷ ଘନଫୁଟରୁ ଊର୍ଦ୍ଧ୍ୱ ବନ୍ୟାଜଳ। ଯାହା ଫଳରେ କଟକ, କେନ୍ଦ୍ରପଡ଼ା, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ପାଇଁ ଦେଖାଦେଇଛି...
ପୁରୀ: ଅପୂର୍ବ ଏ ଦୃଶ୍ୟ, ଦିବ୍ୟ ସେ ଅନୁଭବ। ରାଜରାଜେଶ୍ୱର ବେଶରେ ରଥାରୁଢ଼ ଚତୁର୍ଦ୍ଧାମୂରତି। ଶ୍ରୀଅଙ୍ଗରେ ସୁଶୋଭିତ ମହଣ ମହଣ ସୁନା। ଶ୍ରୀପୟର, ଶ୍ରୀଭୂଜ ସାଙ୍ଗକୁ ମସ୍ତକରେ ଝଟକୁଛି ସୁବର୍ଣ୍ଣ କିରୀଟ। ଅଣ୍ଟାରେ ସୁନାପଟି ଓଡ଼ିଆଣି, କର୍ଣ୍ଣରେ କୁଣ୍ଡଳ ଅାଉ ଅାଖି ପତା ଉପରେ ଚନ୍ଦ୍ର ସୂର୍ଯ୍ୟ, ଅାଡ଼କାନି,...
ଭୋପାଳ: ଆପଣ କୌଣସି ହ୍ୱାଟ୍ସଆପ୍ ଗ୍ରୁପ୍ର୍ ଆଡ୍ମିନ୍ ଅଛନ୍ତି କି? ସତର୍କ ରୁହନ୍ତୁ, ନହେଲେ ଅକାରଣରେ ଆପଣଙ୍କୁ କେତେବେଳେ ବି ହୋଇପାରେ ଜେଲ୍ ଦଣ୍ଡ। କାରଣ ଏବେ ବହୁ ଆପତ୍ତିଜନକ ପୋଷ୍ଟ ହ୍ୱାଟ୍ସ ଆପ୍ ଗ୍ରୁପ୍ରେ ଭାଇରାଲ୍ ହେଉଛି। ନିକଟରେ ଏମିତି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ରାଜଗଡ଼...
ପାଲଲହଡ଼ା: ପୁଣି ସ୍କୁଲ୍ରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ସ୍କୁଲ ଛାତ୍ରୀ। ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ୍ର ଚଷା ଗୁରୁଜାଙ୍ଗ-ଉଦୟପୁର ରାସ୍ତାରେ ଏକ ଅଟୋରିକ୍ସା ମାଡ଼ିଯିବାରୁ ୪ ଜଣ ନବମ ଶ୍ରେଣୀ ଛାତ୍ରୀ ଅାହତ ହୋଇଛନ୍ତି। ସେମାନଙ୍କୁ ପାଲଲହଡ଼ା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଅାହତ ଛାତ୍ରୀମାନେ ଉଦୟପୁର...
ବାଲେଶ୍ୱର: ଘରୁ ଆସିବା ବେଳେ ହେଲ୍ମେଟ୍ ଆଣି ନ ଥିଲେ । ବାଟରେ ଚେକିଂରୁ ବର୍ତ୍ତିବା ପାଇଁ ସ୍କୁଲ ପାଖରେ ଛିଡ଼ା ହୋଇଥିଲେ। ଦୁର୍ଭାଗ୍ୟକୁ କିଛି ଲୋକ ତାଙ୍କୁ ପିଲା ଚୋର ଭାବିଲେ। ତାଙ୍କୁ ବାନ୍ଧିପକାଇ ନିସ୍ତୁକ ମାଡ଼ ମାରିଲେ। ପୁଲିସ ଖବର ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉତ୍ତ୍ୟକ୍ତ...