• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

sukanya
ସୁକନ୍ୟା ସମୃଦ୍ଧି ଯୋଜନା ନିୟମ ବଦଳିଲା, ବାର୍ଷିକ ଜମାରାଶି ସର୍ବନିମ୍ନ ୨୫୦ ଟଙ୍କା ହେଲା

ନୂଆଦିଲ୍ଲୀ: ସୁକନ୍ୟା ସମୃଦ୍ଧି ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ଲକ୍ଷରେ ସରକାର ଏହି ଯୋଜନାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ବାର୍ଷିକ ଜମାରାଶି ସର୍ବନିମ୍ନ ୧୦୦୦ ଟଙ୍କା ଥିବାବେଳେ ଏବେ ଏହାକୁ କମାଇ ୨୫୦ ଟଙ୍କା କରିଛନ୍ତି ସରକାର। ପରିବର୍ତ୍ତିତ ନିୟମ ଅନୁଯାୟୀ, ବର୍ତ୍ତମାନ...

smallest baby
୩୭୫ ଗ୍ରାମ୍‌ର ଶିଶୁକନ୍ୟା, କେହି ଭାବି ନ ଥିଲେ ବଞ୍ଚିବ ବୋଲି, କିନ୍ତୁ ......

ଇନ୍ଦୋରାବାଦ:ଏକ ଛୁଆ ଜନ୍ମ ହେବାର ପୂରା ପ୍ରକ୍ରିୟା ଅନେକ ଜଟିଳ ଓ ବିପଦପୂର୍ଣ୍ଣ ରହିଥାଏ। ଛୁଆଟି ମା’ ଗର୍ଭରେ ରହିବା ଦିନଠାରୁ ଜନ୍ମ ହେବା ପର୍ଯ୍ୟନ୍ତ ବିପଦ ଲାଗି ରହିଥାଏ। ବେଳେବେଳେ ଏମିତି ବିପଦ ଆସିଥାଏ ଯେ, ଡାକ୍ତରମାନେ ମଧ୍ୟ ରିସ୍କ ନେବାକୁ ମନା କରିଦେଇଥାନ୍ତି। ଅନେକ ଛୁଆ...

toronto
ଟରୋଣ୍ଟୋରେ ଗୁଳିକାଣ୍ଡ; ୧୪ ଜଣଙ୍କୁ ଗୁଳି କରି ଆତ୍ମହତ୍ୟା କଲା ଆତତାୟୀ

ଟରୋଣ୍ଟୋ: କାନାଡ଼ାର ଟରୋଣ୍ଟୋରେ ଗୁଳିକାଣ୍ଡ। ଟରୋଣ୍ଟୋର ଗ୍ରିକ୍‌ଟାଉନ୍ ଜିଲ୍ଲାରେ ଏକ ରେଷ୍ଟୁରାଣ୍ଟ ନିକଟରେ ଜଣେ ଅଜଣା ବନ୍ଧୁକଧାରୀ ବ୍ୟକ୍ତି ଆଖିବୁଜା ଗୁଳି ଚାଳନା କରିଛି। ଏହି ଗୁଳିକାଣ୍ଡରେ ୧୪ ଜଣଙ୍କ ଦେହରେ ଗୁଳି ଲାଗିଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଜଣେ ମହିଳା ବୋଲି ଜଣାପଡ଼ିଛି।...

KADHA-HERBAL
ଆସିଛି ବର୍ଷା ଦିନ: କାଢ଼ା ପିଅନ୍ତୁ, ଆଉ ତାଜା ଅନୁଭବ କରନ୍ତୁ

ବର୍ଷା ଦିନେ ଅନେକ ପ୍ରକାର ସଙ୍କ୍ରମଣ ହେବା ସହ ଥଣ୍ଡା, କାଶ ସର୍ଦ୍ଦି ଇତ୍ୟାଦି ଲାଗି ରହିଥାଏ। ଏହାର ଏକ ଘରୋଇ ଉପଚାର ରହିଛି, ଯାହାଦ୍ୱାରା ଆପଣ ସୁସ୍ଥ ରହିବା ସହ ବର୍ଷା ଦିନେ ହେଉଥିବା ସଂକ୍ରମଣଠାରୁ  ଦୂରେଇ ରହିପାରିବେ। କାଢ଼ା ଏକ ଉପକାରୀ ପାନୀୟ। ପାଣିରେ ଅନେକ...

woman rescue
ନଦୀକୁ ଡେଇଁଥିଲେ, ବଞ୍ଚିଗଲେ

ଭୁବନେଶ୍ୱର: କିଛି ସମୟ ତଳେ କୁଆଖାଇ ନଦୀକୁ ଡେଇଁ ପଡ଼ିଥିବା ମହିଳାଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଟଙ୍କପାଣି ରୋଡ୍‌ ନିକଟ ନଦୀରୁ ତାଙ୍କୁ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ଉକ୍ତ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଂପୃକ୍ତ ମହିଳା ଜଣକ ନୂଆପଲ୍ଲୀ ବେହେରା ସାହି ଅଞ୍ଚଳର...

kuakhai river
କୁଆଖାଇ ନଦୀକୁ ଡେଇଁଲେ ଯୁବତୀ

ଭୁବନେଶ୍ୱର: କୁଆଖାଇ ନଦୀକୁ ଡେଇଁଲେ ଯୁବତୀ। ଭୁବନେଶ୍ୱର ଉପକଣ୍ଠ ହଂସପାଳ ନିକଟରେ କୁଆଖାଇ ନଦୀକୁ ଜଣେ ଯୁବତୀ ଡେଇଁ ପଡ଼ିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଯୁବତୀ ଜଣକ ଏକ ଗାଡ଼ିରେ ଆସି ବ୍ରିଜ୍ ଉପରେ ଗାଡ଼ି ରଖିଥିଲେ। ପରେ ନଦୀ ଗର୍ଭକୁ ଡେଇଁ ପଡ଼ିଥିବା ସ୍ଥାନୀୟ ଲୋକେ କହିଛନ୍ତି।...

self styled Baba
ବାବା ଅମରପୁରୀଙ୍କ ଆଶ୍ରମରୁ ଜବତ ହେଲା ୧୨୦ ଅଶ୍ଳୀଳ ଭିଡିଓ

ଚଣ୍ଡୀଗଡ଼: ଜିଲାପି,ପକୁଡ଼ି ବିକୁଥିବା ଜଣେ ଲୋକ ହଠାତ୍ ବାବା ସାଜି ଆରମ୍ଭ କରିଥିଲା କଳା କାରନାମା। ତନ୍ତ୍ର ମାଧ୍ୟମରେ ମହିଳାଙ୍କ ସମସ୍ୟା ସମାଧାନ କରିବାକୁ କହି ସେମାନଙ୍କ ଅଶ୍ଲୀଳ ଭିଡିଓ କରୁଥିବା ଅଭିଯୋଗରେ ଜଣେ ମନ୍ଦିର ପୂଜକଙ୍କୁ ପୁଲିସ ଗିରଫ କରିଛି। ହରିୟାଣା ଫତେହାବାଦ ଜିଲ୍ଲା ତୋହାନା ଅଞ୍ଚଳର...

deer
ଭାସିଗଲେ କୃଷ୍ଣସାର ମୃଗ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର  ଖରଖରି ନଦୀରେ କୃଷ୍ଣସାର ମୃଗ ଭାସି ଯାଉଥିବା ଦେଖିବାକୁ ମିଳିଛି। ନଦୀ ପାଣିରେ ୧୦ରୁ ଅଧିକ ମୃଗ ଭାସୁଥିବାର ଦୃଶ୍ୟ କ୍ୟାମେରାର କଏଦ ହୋଇଛି। ପୁରୁଷୋତ୍ତମପୁର-ହୁମ୍ମା ରାସ୍ତାର ବାଲିଆ ନିକଟରେ ମୃଗମାନେ ନଦୀ ପାଣିର ଭାସୁଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଅଞ୍ଚଳରେ...

flood
ଆସୁଛି ବନ୍ୟା! ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବେନଶ୍ୱର: ମହାନଦୀ ଧିରେ ଧିରେ ଫୁଲୁଛି। ଗତ ୨ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ମହାନଦୀ ଅବବାହିକାରେ ଛୋଟ ବା ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ଅଛି। ତେବେ ବଡ଼ ଧରଣର ବନ୍ୟା ହେବାର ସମ୍ଭାବନା ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି)...

bhattarika temple
ମା’ ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟା ଜଳ

କଟକ: ମା’ ଭଟ୍ଟାରିକାଙ୍କ ପୀଠରେ ପାଣି। କଟକ ଜିଲ୍ଲା ନରସିଂହପୁର ସ୍ଥିତ ମା’ ଭଟ୍ଟାରିକା ମନ୍ଦିରରେ ବନ୍ୟା ଜଳ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପୀଠରେ ନଦୀର ବନ୍ୟା ଜଳ ପ୍ରବେଶ କରିବା ପରେ ମା’ଙ୍କ ଚଳନ୍ତି ପ୍ରତିମାକୁ ଦେବତ୍ତୋର ବିଭାଗ...