ବାରିପଦା/କେନ୍ଦ୍ରାପଡ଼ା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ଓ ଆସନ୍ତାକାଲି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଆଜି ରଥାରୂଢ଼ ତିନି ଠାକୁରଙ୍କ ଛେରାପହଁରା ଓ ଅନ୍ୟାନ୍ୟ ନୀତି ସମ୍ପାଦନ ହେବ। ଏହାପରେ ଅପରାହ୍ନରେ ରଥଟଣା ହେବ। ତେବେ ପରମ୍ପରା ଅନୁଯାୟୀ, ଆଜି ଜଗନ୍ନାଥ ଓ ସୁଭଦ୍ରାଙ୍କ ରଥଙ୍କ ଟଣା ଯିବ...
ସମ୍ବଲପୁର: ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଡ୍ୟାମ୍ର ଜଳପତ୍ତନ ୬୧୩ ଦଶମିକ ୧୨ ଫୁଟ ଥିବାବେଳେ ଆଜି ସକାଳ ୬ଟା ସୁଦ୍ଧା ଜଳ ଭଣ୍ଡାରର ଜଳସ୍ତର ୬୧୫ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୭ ହଜାର କ୍ୟୁସେକ୍...
ପୁରୀ: ଆଜି ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସୁନାବେଶ। ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଝଟକିବେ ମହାପ୍ରଭୁ। ସୁନା ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତି ନିର୍ଦ୍ଧାରିତ ହୋଇଛି। ଅପରାହ୍ନ ୫ଟାରୁ ଠାକୁରଙ୍କ ସୁନାବେଶ ଆରମ୍ଭ ହେବ। ସଂଧ୍ୟା ୬ଟା ୩୦ ପରଠୁ ରାତି...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଆଉ ଏକ ଏନ୍କାଉଣ୍ଟର। ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ସାହୁକୁ ପୁଲିସ୍ ଏନ୍କାଉଣ୍ଟର କରିଛି। କେନ୍ଦ୍ରାପଡ଼ା ଇଚ୍ଛାପୁର-ଛଗରିଆ ରାସ୍ତାରେ ଏହି ଏନ୍କାଉଣ୍ଟର ହୋଇଛି। ବହୁ ଦିନ ଧରି ପୋଲିସ ସହ ଲୁଚକାଳି ଖେଳୁଥିବା ବାବୁ ଗତକାଲି ଇଚ୍ଛାପୁର ଅଞ୍ଚଳରେ ଥିବା ଖବର...
ଭୁବନେଶ୍ୱର : ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ I ଏହି ଶିଶୁମାନଙ୍କ ଭିତରେ ଭରପୂର ପ୍ରତିଭା ଲୁଚି ରହିଛି I ଏହି ଶିଶୁମାନେ ଆସନ୍ତା କାଲିର ବୈଜ୍ଞାନିକ, ଗଣିତଜ୍ଞ, ଡାକ୍ତର, ରାଜନେତା, ବ୍ୟୁରୋକ୍ରାଟ ଓ ଆହୁରି ଅନେକ କିଛି I ଲୟୋଲା ସ୍କୁଲ ପକ୍ଷରୁ ଅନୁଷ୍ଠିତ ଲୟୋଲା...
ଭୁବନେଶ୍ୱର : ଫୁଲିବାରେ ଲାଗିଛି ମହାନଦୀ। ନଦୀରେ ଏବେ ଯେତିକି ପାଣି ଅାସୁଛି, ତାହା ସାମାନ୍ୟରୁ ମଧ୍ୟମର ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖଇରମାଳ ନିକଟରେ ମହାନଦୀରେ ଅାଜି ସନ୍ଧ୍ୟା ୬ଟା ସୁଦ୍ଧା ୬ ଲକ୍ଷ ୮୦...
ସମ୍ବଲପୁର: ସମ୍ବଲପୁର ସହରର ମୋଦିପଡ଼ା, ହାଉସିଂ ବୋର୍ଡ କଲୋନୀ, SRIT କଲୋନୀ ଏବଂ ଅଇଁଠାପାଲିରେ ପାଣି ନାକେଦମ୍ କରିଛି। ଫଳରେ ବିପନ୍ନ ହୋଇପଡ଼ିଥିବା ଶତାଧିକ ଲୋକଙ୍କୁ ସହରର ୩୪ଟି ଆଶ୍ରୟକେନ୍ଦ୍ରରେ ରଖାଯିବା ସହ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଦିଆଯାଉଛି। ସେହିପରି ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଥିବା...
ପୁରୀ : ଅାସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସୁନାବେଶ। ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଝଟକିବେ ମହାପ୍ରଭୁ। ସୁନା ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତି ନିର୍ଦ୍ଧାରିତ ହୋଇଛି। କାଲି ସକାଳୁ ଶ୍ରୀଜିଉମାନଙ୍କର ମଙ୍ଗଳ ଅାଳତି, ଅବକାଶ ନୀତି, ଗୋପାଳବଲ୍ଲଭ ଓ ସକାଳ...
ଖୋର୍ଦ୍ଧା : ରାସ୍ତାକଡ଼ର ଡ୍ରେନ୍ ଭିତରେ ସୁଡ଼ଙ୍ଗ। ଡ୍ରେନ୍ ପାଣି ଭିତରେ ପଶି ଅପରାଧୀମାନେ ରାତାରାତି ସୁଡ଼ଙ୍ଗ ଖୋଳି ବାହାରିଛନ୍ତି ଅଳଙ୍କାର ଦୋକାନ ଭିତରେ। ଆଉ ଦୁଇ ଫୁଟ୍ର ସୁଡ଼ଙ୍ଗ ଭିତର ଦେଇ ଅପରାଧୀମାନେ ଦୋକାନ ଭିତରେ ବାହାରିବା ସହିତ ଲୁଟିଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର। ଖୋର୍ଦ୍ଧା...
ନୂଆଦିଲ୍ଲୀ : ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ଏକାକୀ ନ ଲଢି ମେଣ୍ଟ କରିବ। କିନ୍ତୁ କେଉଁ ଦଳ ସହ ମେଣ୍ଟ ହେବ ଏ ସମ୍ପର୍କରେ ନିଷ୍ପତ୍ତି ନେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଦିଲ୍ଲୀରେ ହୋଇଥିବା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ...
ବାଙ୍କୀ: କଟକ ଜିଲ୍ଲା ବାଙ୍କୀର ବୋତଲମା ଗାଁରେ ଜଣେ ଯୁବତୀଙ୍କୁ ତାଙ୍କ ଗାଁର ୪ ଜଣ ଲୋକ ଗୋଡ଼େଇ ଗୋଡ଼େଇ ପିଟିଥିବା ଅଭିଯୋଗ ହୋଇଛି। ଠେଙ୍ଗାରେ ୪ ଜଣ ପିଟିଛନ୍ତି। ଅାଉ ଠେଙ୍ଗାରେ ପିଟିବାର ମାଡ଼ ଭିଡିଓ ଭାଇରାଲ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଯୁବତୀଙ୍କୁ ମାଡ଼ ମରାଯାଇଥିବା ଜଣାପଡିଛି।...
ପୁରୀ : ବାହୁଡ଼ାରେ ବାହୁଡ଼ିଛନ୍ତି ଶ୍ରୀଜିଉ। ଜନ୍ମବେଦୀରେ ଲୀଳାଖେଳା ସାରି ନୀଳକନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ଚତୁର୍ଦ୍ଧା ମୂରତି। ପାଗ ଅନୁକୂଳ ଓ ଶୃଙ୍ଖଳିତ ନୀତିକାନ୍ତି ଯୋଗୁଁ ନିର୍ଦ୍ଧାରିତ ସମୟର ଢେର୍ ପୂର୍ବରୁ ପହଣ୍ଡି ସଂପନ୍ନ ହେବା ସହ ଅାଗୁଅା ଅାରମ୍ଭ ହୋଇଥିଲା ରଥ ଟଣା। ଯେଉଁଥି ପାଇଁ...
ବାଲେଶ୍ୱର : ସମୁଦ୍ରକୁ ମାଛ ମାରିବାକୁ ଯାଇ ୬ ଜଣ ନିଖୋଜ। ବାଲେଶ୍ୱର ଜିଲ୍ଲା ଭୋଗରାଇ କୀର୍ତ୍ତନିଅା ଜେଟିରୁ ୧୭ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ।୨ଟି ଭୁଟ୍ଭୁଟିରେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ତାହା ବୁଡ଼ି ଯାଇଥିବା ଜଣାପଡ଼ିଛି। ଏହା ପରେ ପହଁରି ପହଁରି...
ଦିନକୁ ଦିନ ଡାଏବିଟିସ୍ ରୋଗ ତା’ର କାୟା ବିସ୍ତାର କରିଚାଲିଛି। ବିଶେଷ କରି ଭାରତରେ ଡାଏବିଟିସ୍ ରୋଗୀଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ସେଥିପାଇଁ ଭାରତକୁ ବିଶ୍ୱର ଡାଏବିଟିସ୍ ରାଜଧାନୀ ବୋଲି କୁହାଯାଇଛି। ଡାଏବିଟିସ୍ ହେଲେ ଏହା ଯେ ଆଉ କେବେ ଭଲ ହେବନାହିଁ ଲୋକମାନଙ୍କ ମନରେ...
ବାଲେଶ୍ୱର : ପରୀକ୍ଷା ଦେଉଥିବା ସମୟରେ ଦୁଇ ନକଲି ପରୀକ୍ଷାର୍ଥୀ ଗିରଫ। ଆଜି ବାଲେଶ୍ୱର ସରକାରୀ ଆଇ.ଟି.ଆଇ. ସେଣ୍ଟରରେ ଓ.ଜେ.ଇ.ଇ ଦ୍ୱିତୀୟ ସ୍ତର ଏଣ୍ଟ୍ରାନ୍ସ ପରୀକ୍ଷା ହେଉଥିଲା। ସେଣ୍ଟରରେ ୪୫୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ହଲ୍ରେ ଥିବା ପର୍ଯ୍ୟବେକ୍ଷକ...
ଭୁବନେଶ୍ୱର : ଜଳାର୍ଣ୍ଣବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଉବୁଟୁବୁ ରାସ୍ତାଘାଟ ଓ ଜୀବଜନ୍ତୁଙ୍କ ଏନ୍କ୍ଲୋଜର୍। ବୁଲାବୁଲି ପାଇଁ ଯାଗା ନପାଇ ଗୁମ୍ ହୋଇ ଶୋଇଛି ମହାବଳ। ଚୁପ୍ଚାପ୍ ଏମୁ ଓ ଅନ୍ୟାନ୍ୟ ପକ୍ଷୀ। ବାଘ ଏନ୍କ୍ଲୋଜର୍ ଭିତରୁ ପମ୍ପ୍ ଲଗାଇ ଜଳ ନିଷ୍କାସନ କରାଯାଉଛି। ଏପଟେ ନନ୍ଦନକାନନରେ ଜଳ...