ବଲାଙ୍ଗିର: ସାଇକେଲରେ କଲେଜ ଯାଉଥିବା ବେଳେ ଛାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ୍। ବଲାଙ୍ଗିର ଲକ୍ଷ୍ମୀଜୋର ଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରୀ ଜଣକ ହେଲେ ବଲାଙ୍ଗିର ସରକାରୀ ଯୁକ୍ତ ଦୁଇ କଲେଜର ମିଲି ନାୟକ। ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୯ଟାରେ ଛାତ୍ରୀ ଜଣକ...
ଭୁବନେଶ୍ୱର: ରାଜଧାନୀରେ ଚାକିରି କରାଇ ଦେବାକୁ କହି ଠକୁଥିଲେ ଦିବ୍ୟା । ଖାଲି ଠକୁନଥିଲେ ଟଙ୍କା,ସାର୍ଟିଫିକେଟ୍ ମଧ୍ୟ ନେଇ ଯାଉଥିଲେ। ଆଉ ଯଦି କେହି ଫୋନ୍ କରୁଥିଲେ ସେ ତାଙ୍କ ଫୋନ୍ ଉଠାଉନଥିଲେ। ତାଙ୍କ ବିରୋଧରେ ଏମିତି ଏକ ଅଭିଯୋଗ ଆଣିଛନ୍ତି ୨ଜଣ ଯୁବତୀ। ଭୁବନେଶ୍ୱରରେ ଚାକିରି କରାଇ ଦେବାକୁ କହି ଦିବ୍ୟା...
ଚେନ୍ନାଇ: ଡିଏମ୍କେ ସୁପ୍ରିମୋ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧିଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାର ତାଙ୍କ ସମ୍ମାନାର୍ଥେ ଆଜି ଦେଶବ୍ୟାପୀ ରାଷ୍ଟ୍ରୀୟ ଶୋକ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଦେଶର ସବୁ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ।...
ଖୋର୍ଦ୍ଧା: ପୁଲିସ୍ ଚେକିଂ ଦେଖି ଖସି ଯିବାକୁ ଉଦ୍ୟମ ବେଳେ ହଠାତ୍ ଗାଡ଼ିର ବ୍ରେକ୍ ମାରିବାରୁ ଭାରସାମ୍ୟ ହରାଇ ଏକ ଗଞ୍ଜେଇ ବୋଝଇ କାର୍ ଓଲଟି ପଡ଼ିଛି। ଖୋର୍ଦ୍ଧା ସଦର ଥାନା ତାପଙ୍ଗ ଛକର ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ଘଟଣା ଘଟିଛି। ସୂଚନା ଅନୁସାରେ, ବ୍ରହ୍ମପୁରରୁ...
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଖଲ୍ଲିକୋଟ- କୋଦଳା ଥାନା ସୀମା ପୁସ୍ତପୁର ନିକଟରେ ପୁଲିସ୍ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲୀପ ଦାସ ଆହତ ହୋଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ପ୍ରଥମେ ଖଲ୍ଲିକୋଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ...
ଭୁବନେଶ୍ୱର: ୨୪ ଘଣ୍ଟାରେ ୩୦୫ ମିଲିମିଟର ବର୍ଷା ହୋଇଛି। ଅବିଶ୍ରାନ୍ତ ବର୍ଷାରେ ବେହାଲ ହେଲା ପର୍ଯ୍ୟଟନ ସହର ପୁରୀ। ବଡ଼ଦାଣ୍ଡରେ ଅଣ୍ଟାଏ, ସାହି ଗଳିରେ ଆଣ୍ଠୁଏ ପାଣିରେ ଉବୁଟୁବୁ ଶ୍ରୀକ୍ଷେତ୍ର ଡାକ୍ତରଖାନା ଛକ, ଗୁଣ୍ଡିଚା ମନ୍ଦିର, ବେଳାଭୂମି। ସବୁଠି ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। ଏମିତିକି ଜିଲ୍ଲା ରେକର୍ଡ...
ଭୁବନେଶ୍ୱର : ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ବା MGNREGS ଯୋଜନାରେ ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ। ବର୍ଷ ବର୍ଷ ଧରି ବି ପାଉଣା ଅପେକ୍ଷାରେ ଅଛନ୍ତି ବହୁ ହିତାଧିକାରୀ। ଏହି ଯୋଜନାରେ ଶ୍ରମଦାନର ୧୫ ଦିନ ଭିତରେ ପ୍ରାପ୍ୟ ମିଳିବାର ନିୟମ ଥିଲେ ବି ଏ...
ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶାର ଦ୍ୱିତୀୟ ସଂସ୍କରଣ ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି ନବୀନ। କାଲି ସେଠାରେ ପୁଞ୍ଜିନିବେଶକାରୀଙ୍କ ପାଇଁ ନବୀନ କରିବେ ରୋଡ୍ସୋ। ବଡ଼ ବଡ଼ ଶିଳ୍ପପତିଙ୍କ ସହ ଓ୍ୱାନ୍ ଟୁ ଓ୍ୱାନ୍ ଆଲୋଚନା ବି କରିବେ। ସାଙ୍ଗରେ ରହିବେ ଶିଳ୍ପମନ୍ତ୍ରୀଙ୍କ ସହ ବିଭାଗର ପୁରା ଟିମ୍। ରୋଡ୍...
ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ହୋଇପାରେ ଗେମ୍ ଚେଞ୍ଜର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଅାଣିପାରେ ନିର୍ଣ୍ଣାୟକ ମୋଡ଼। ତେଣୁ ନବୀନଙ୍କୁ ନେଇ ଜାତୀୟ ରାଜନୀତିରେ ଚାଲିଛି ଟଣାଓଟରା। ଏନିଡିଏ ବନାମ୍ ବିରୋଧୀ। ହରିବଂଶ ନରାୟଣ ସିଂ ଭରସେସ୍ ବନ୍ଦନା ଚଭନ୍। ଜେଡିୟୁ ପ୍ରାର୍ଥୀ ହରିବଂଶ...
କୋରାପୁଟ : କୋଟିଆ ପରେ କୋରାପୁଟର ଆଉ ଦୁଇ ଗାଁ ଉପରେ ଆନ୍ଧ୍ର ପକାଇଛି ନଜର। ଖାଲି ନଜର ନୁହେଁ, ଓଡ଼ିଶା ସରକାରଙ୍କ ଦୁର୍ବଳତାର ଫାଇଦା ନେଇ ସିଧା ଅନୁପ୍ରବେଶ କରିଛି ପଡ଼ୋଶୀ ରଜ୍ୟ ପ୍ରଶାସନ। ନିକଟରେ କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାନ୍ତୁଲୁମ୍ ପଞ୍ଚାୟତର ଜୟନ୍ତଗିରି ଗାଁରେ...
ପଶ୍ଚିମବଙ୍ଗ : ପ୍ରବଳ ବର୍ଷାରେ ଭୁଶୁଡ଼ି ପଡିଲା କୋଠା। ପଶ୍ଚିମବଙ୍ଗ ବାଙ୍କୁରା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଘାଇ ସୃଷ୍ଟି ହୋଇଥିଲା। ପାଣି ସୁଅର ପ୍ରଭାବରେ ଏକ ଦୁଇ ମହଲା କୋଠା ଭୁଶୁଡି ଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ବନ୍ୟାର ସ୍ରୋତ ଏତେ ପ୍ରଖର ଥିଲା ଯେ ଚାହୁଁ...
ଚେନ୍ନାଇ: ତାମିଲ ରାଜନୀତିରେ ଏକ ଯୁଗର ଅବସାନ ଘଟିଛି। ପରଲୋକରେ ଡିଏମ୍କେ ସୁପ୍ରିମୋ ତଥା ତାମିଲନାଡୁର ୫ଥରର ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧି। ଚେନ୍ନାଇର କାବେରୀ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ନିଧନ ହୋଇଛି। ସଂଧ୍ୟା ୬ଟା ୧୦ରେ ପରଲୋକ ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁବେଳକୁ...
ରାଞ୍ଚି : ଏକ୍ସପ୍ରେସ୍ ଧକ୍କାରେ ୩ ହାତୀ ମୃତ। ଗତ ରାତିରେ ଜାମସେଦପୁର-ହାଓ୍ୱଡା ଟ୍ରେନ୍ ଲାଇନରେ ଗିଧାନି ଷ୍ଟେସନ ନିକଟରେ ଜ୍ଞାନେଶ୍ୱରୀ ଏକ୍ସପ୍ରେସ୍ ଅାସୁଥିବା ସମୟରେ ୩ ହାତୀ ଏହା ସମ୍ମୁଖକୁ ପଶିଅାସିଥିଲେ। ଟ୍ରେନ୍ ଧକ୍କାରେ ୩ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଏଥିଯୋଗୁ ଜାମସେଦପୁର୍-ହାଓ୍ୱଡା ଲାଇନ୍ରେ କିଛିସମୟ ପାଇଁ...
ଢେଙ୍କାନାଳ : ତଳି ବୁଢ଼ା ହେଲାଣି ବିଲରେ ନାହିଁ ପାଣି। ଏବେ କଣ କରିବେ, ସେ ନେଇ ଚିନ୍ତାରେ ଚାଷୀ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଓଡ଼ିଶ ଅଞ୍ଚଳର ବାରୁଆଁ, ଗଡ଼ନୃସିଂହପ୍ରସାଦର ଶହ ଶହ ଏକର ଜମିରେ ପାଣି ଯୋଗାଇବାକୁ ଡମଶାଳା କେନାଲରେ ପାଣି ଛଡାଯାଉଥିଲା। ଏବେ...
କୁର୍ଣ୍ଣୁଲ : ଅାନ୍ଧ୍ର କୁର୍ଣ୍ଣୁଲ ବିସ୍ପୋରଣରେ ଅାଉ ଜଣେ ଓଡ଼ିଆଙ୍କ ମୃତ୍ୟୁ। ଚିକିତ୍ସାଧିନ ଅବସ୍ଥାରେ ରମ୍ଭା ଡିଆଁଡେଇଁ ଅଞ୍ଚଳର ଶ୍ରମିକ ରାଜେନ୍ଦ୍ର ନାହାକଙ୍କ ଅାଜି ମୃତ୍ୟୁ ଘଟିଛି। ରମେଶଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଥିଲା। ସୋମବାର ତାଙ୍କ ଶରୀରର ପୋଡ଼ିଯାଇଥିବା ବେକ, ପିଠି, ଛାତ ଅାଦି ଜାଗାରେ ପ୍ଲାଷ୍ଟିକ୍...