ରାଉରକେଲା: ଲଗାଣ ବର୍ଷା ଯୋଗୁ ଧସିଥିଲା ମାଟି। ପାଣି କମିବା ପରେ ଆବିଷ୍କାର ହେଲା ଗୋଟିଏ ନୁହେଁ, ଦୁଇଟି ସୁଡ଼ଙ୍ଗ। ମାତ୍ର ସୁଡ଼ଙ୍ଗ ସମ୍ପର୍କରେ କୌଣସି ଆଦି ଅନ୍ତ ମିଳୁନଥିବାରୁ ଭୁବନେଶ୍ୱରରୁ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆର କର୍ମଚାରୀ ଆଜି ରାଉରକେଲା ଅଭିମୁଖେ ଗସ୍ତ କରିଛନ୍ତି। ସେମାନେ ଆସନ୍ତାକାଲି...
ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ବସୁଛି ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ। ୧୧ଟି କାର୍ଯ୍ୟଦିବସ ବିଶିଷ୍ଟ ଏହି ଅଧିବେଶନ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ। ୮, ୯, ୧୩, ୧୪, ୧୫ ଏବଂ ୧୬ ତାରିଖରେ କୌଣସି କାର୍ଯ୍ୟଦିବସ ନାହିଁ। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପନ ହେବ...
ଭୁବନେଶ୍ୱର: ନୂଆ ଯୋଜନା ପାଇଁ ନୂଆ ଢାଞ୍ଚାରେ ହେବ ପ୍ରଚାର ପ୍ରସାର। ପ୍ରଥମ ଥର ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଘରେ ଘରେ ପହଚିଂବ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା। ଟାର୍ଗେଟ୍ରେ ରହିଛି ପ୍ରାୟ ୭୦ ଲକ୍ଷ ପରିବାରର ସାଢ଼େ ୩ କୋଟି ହିତାଧିକାରୀ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ...
ଭୁବନେଶ୍ୱର: ଉଜ୍ୱଳାକୁ ନେଇ ବଢୁଛି ବିବାଦ। କଥାର ଲଢ଼େଇ ଏବେ କଲମ ପର୍ଯ୍ୟନ୍ତ ପହଞ୍ଚିଛି। ନେତାଙ୍କ ପରେ ଲଢ଼େଇ ମଇଦାନକୁ ଓହ୍ଲାଇଛନ୍ତି ପ୍ରଶାସନିକ ଅଧିକାରୀ। ଗ୍ରାମ ସ୍ୱରାଜ ଅଭିଯାନ ଅନ୍ତର୍ଗତ ଆକାଂକ୍ଷା ଜିଲ୍ଲାରେ ନୂଆ ଉଜ୍ୱଳା ସଂଯୋଗ ପାଇଁ ସହଯୋଗ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଲେଖିଛନ୍ତି...
କୋରାପୁଟ: ଡାକ୍ତର ବଦଳି ପ୍ରସଙ୍ଗକୁ ନେଇ ଜୋରଧରିଛି କୋରାପୁଟ ଜିଲ୍ଲା ରାଜନୀତି। କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆରମ୍ଭ ହେବା ପରେ ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ ଜିଲ୍ଲା ଚିକିତ୍ସାଳୟର ମାନ୍ୟତା ମିଳିଥିଲା। କୋରାପୁଟରୁ ୧୪ ଜଣ ବିଶେଷଜ୍ଞଙ୍କ ସହ କିଛି ପାରାମେଡିକାଲ ଷ୍ଟାଫଙ୍କୁ ଜୟପୁର ଜିଲ୍ଲା...
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ନବବଧୂଙ୍କୁ ପୋଡ଼ି ମାରିବା ଉଦ୍ୟମ ଘଟଣାରେ ପୁଲିସ ଅଭିଯୁକ୍ତ ସ୍ୱାମୀ ଓ ଶ୍ୱଶୁରଙ୍କୁ ଗିରଫ କରିଛି। ଗିରଫ ବାପ ପୁଅ ହେଲେ ହେଲେ ମୁକ୍ତିକାନ୍ତ ଦାସ ଓ ବାଞ୍ଛାନିଧି ଦାସ। ଘଟଣା ନେଇ ପୀଡ଼ିତାଙ୍କ ପରିବାର ତରଫରୁ ମାମଲା ରୁଜୁ ପରେ ଉଭୟେ...
ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ଯୋଗେ କଥା ହୋଇଛନ୍ତି। ଏନ୍ଡିଏ ତରଫରୁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀଙ୍କୁ କହିଥିବା ଜଣାପଡ଼ିଛି। ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କୁ ଏହା ଏବେ ଚର୍ଚ୍ଚାର ଖୋରାକ୍ ଯୋଗାଇଛି।...
କଳାହାଣ୍ଡି: ଲଗାଣ ବର୍ଷା ଯୋଗୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼, ଜୁନାଗଡ, ଗୋଲାମୁଣ୍ଡା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଧର୍ମଗଡ-ସିନାପାଲି ରାସ୍ତାର ଘୋଟିଆ ନିକଟରେ ୨ଟି ସ୍ଥାନରେ ପ୍ରାୟ ୨ଫୁଟର ପାଣି ଚାଲିଛି। ସେହିପରି ଧର୍ମଗଡ-ଜୁନାଗଡ ରାସ୍ତାର ହାଲୁର ଯୋର...
କେନ୍ଦୁଝର: ଗୁଣି ଗାରେଡ଼ି ସନ୍ଦେହରୁ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି। କେନ୍ଦୁଝର ବାମେବାରୀ ଥାନା ପୀଢ଼ପୋଖରୀ ଗାଁରୁ ଆସିଛି ଏଭଳି ଅଭିଯୋଗ। ମୃତକ ହେଲେ ପୀଢ଼ପୋଖରୀ ଗାଁର ସୁଦାମ ମୁଣ୍ଡା। ଅଭିଯୋଗ ଅନୁଯାୟୀ,ଏହି ଗାଁର ଟୁଟୁ ମୁଣ୍ଡାଙ୍କ ମାଆ ଦେହ କିଛି ଦିନ ହେଲା ଖରାପ ରହିଥିଲା। ପରେ...
ଭୁବନେଶ୍ୱର: ଆତଙ୍କୀ ଲିଙ୍କରେ ଗିରଫ କେନ୍ଦ୍ରାପଡ଼ାର ହବିବୁର ରେହମାନ୍ର ଓଡ଼ିଶା ଲିଙ୍କ୍ ନେଇ ତନାଘନା ଆରମ୍ଭ ହୋଇଛି। ଏ ସମ୍ପର୍କରେ ଅଧିକ ଖୋଳତାଡ଼ ଲାଗି ଦିଲ୍ଲୀ ଯିବ କ୍ରାଇମବ୍ରାଞ୍ଚ STF। କ୍ରାଇମବ୍ରାଞ୍ଚ DIG ହିମାଂଶୁ ଲାଲଙ୍କ ନେତୃତ୍ୱରେ ଏହି ଟିମ୍ ଦିଲ୍ଲୀ ଯିବ। NIA ଅନୁମତି ନେଇ ହବିବୁରକୁ...
ମାଲକାନଗିରି: ମାଲକାନଗିରି ସହର ଉପକଣ୍ଠ ସତ୍ୟମ୍ଗୁଡ଼ାର ଜଣଙ୍କ ଘରୁ ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ସାପଟିର ଲମ୍ବ ପ୍ରାୟ ୬ ଫୁଟ ହେବ। ଘରେ ପରିବାର ଲୋକେ ଟିଭି ଦେଖୁଥିବା ବେଳେ ଟିଣ ଛାତ ତଳେ ଏକ ସାପ ବୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ ଖବର ଦେବା...
ସୁନ୍ଦରଗଡ଼: ଲୋକଙ୍କ ବିରୋଧ ପରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର OCL ଚୂନପଥର ଖଣି ସମ୍ପ୍ରସାରଣ ସଂପର୍କିତ ଜନଶୁଣାଣି ସ୍ଥଗିତ ରହିଛି। ଆଜି ଜାମ୍ପାଲିରେ ଜନଶୁଣାଣି ହେବାର ଥିଲା। କିନ୍ତୁ ଏହାକୁ ସ୍ଥାନୀୟ ଲୋକେ ଜୋରଦାର ବିରୋଧ କରିଥିଲେ। ଏପରିକି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।...
ମୁମ୍ବାଇ: ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଆସନ୍ତା ୨୦୨୦ ସୁଦ୍ଧା ଶ୍ରେଷ୍ଠ ୩ଟି ଷ୍ଟାର୍ଟ ଅପ୍ ରାଜ୍ୟ ଭିତରେ ଓଡିଶା ରହିବା ନେଇ ଲକ୍ଷ୍ୟ ରଖାଯାଇଛି। ମୁମ୍ବାଇରେ ଆୟୋଜିତ ନିବେଶକ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କହିଛନ୍ତି। ଏଥିସହ ନଭେମ୍ବରରେ ମେକ୍...
ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଦେଖିବାକୁ ମିଳିଛି ହରିବଂଶ ବନାମ ହରିପ୍ରସାଦ ଲଢ଼େଇ। ନିର୍ବାଚନ ପାଇଁ ବିରୋଧୀଙ୍କ ମିଳିତ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସର ବି.କେ. ହରିପ୍ରସାଦ। ଆଜି ସେ ନିଜ ନାମାଙ୍କନ ଦାଖଲ କରିଛନ୍ତି। ହରିପ୍ରସାଦ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କୁ ମିଳିତ ଭାବେ ବିରୋଧୀ ଦଳଗୁଡ଼ିକ ପ୍ରାର୍ଥୀ...
ଆଜିର ବ୍ୟସ୍ତବହୁଳ ଜୀବନରେ ସଡ଼କ ଦୁର୍ଘଟଣା ଏକ ପ୍ରକାର ସାଧାରଣ କଥା ହୋଇଗଲାଣି। ଟିଭି ଖୋଲିଲେ ଦୁର୍ଘଟଣା। ଖବରକାଗଜ ଖୋଲୁଖୋଲୁ ଦୁର୍ଘଟଣା ଖବର। ସୋଶାଲ ମିଡିଆରେ ବି ଦୁର୍ଘଟଣାର ଲାଇଭ୍। ପ୍ରତି ବର୍ଷ ଭାରତରେ ପ୍ରାୟ ୧ଲକ୍ଷ ୨୦ ହଜାର ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଓ ୧୨...
ଆଜିକାଲି ଏସିଡିଟି ଏକ ସାଧାରଣ ରୋଗ ହୋଇଗଲାଣି। ବିଭିନ୍ନ କାରଣ ଯୋଗୁ ଏସିଡିଟି ହୋଇଥାଏ। ଅସମୟରେ ଖାଇବା, ତେଲ ମସଲାଯୁକ୍ତ ଖାଦ୍ୟ ଖାଇବା ଇଦ୍ୟାଦି କାରଣରୁ ମୁଖ୍ୟତଃ ଏସିଡିଟି ହୋଇଥାଏ। ଏସିଡିଟି ଓ ଗ୍ୟାସ୍ ହେଲେ ମୁଣ୍ଡ, ପେଟ ବିନ୍ଧିବା ସହ ପେଟ ମଧ୍ୟ ଫୁଲିଥାଏ। ଯଦି ଠିକ୍...
କୋଣାର୍କ: କୋଣାର୍କ ସୂର୍ଯ୍ୟମନ୍ଦିରର ପ୍ରବେଶ ଶୁଳ୍କ ବୃଦ୍ଧିକୁ ନେଇ ପ୍ରତିବାଦ। ହୋଇଛି। ଆଜିଠାରୁ ସାଧାରଣ ଦର୍ଶକଙ୍କ ଲାଗି ଏଣ୍ଟ୍ରି ଫି ୩୦ରୁ ୪୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ବିଦେଶୀମାନଙ୍କ ଲାଗି ପ୍ରବେଶ ଶୁଳ୍କ ୫ ଶହରୁ ବୃଦ୍ଧି କରାଯାଇ ୬ଶହ ଟଙ୍କା କରାଯାଇଛି। ବର୍ଦ୍ଧିତ ଶୁଳ୍କକୁ ବିରୋଧ...
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗୁଣ୍ଡୁରାପଶି ଗାଁରେ କାନ୍ଥ ପଡ଼ି ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତା’ ନାଁ ଇତିଶ୍ରୀ ଭୋଇ। ବୟସ ତିନି ବର୍ଷ। ଗତକାଲି ରାତିରେ ଇତିଶ୍ରୀ ମା’ ପାଖରେ ଶୋଇଥିବା ବେଳେ କାନ୍ଥ ପଡ଼ି ଯାଇଥିଲା। ମା’ ଅଳ୍ପକେ ବଞ୍ଚି ଯାଇଥିବା ବେଳେ...
ଚେନ୍ନାଇ: ଡିଏମ୍କେ ସୁପ୍ରିମୋ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧିଙ୍କ ଶେଷକୃତ୍ୟ ସ୍ଥାନକୁ ନେଇ ଦେଖା ଦେଇଥିବା ବିବାଦର ଅନ୍ତ ଘଟିଛି। ଚେନ୍ନାଇର ମରିନା ବିଚ୍ରେ କରୁଣାନିଧିଙ୍କ ସମାଧି ପାଇଁ ମାଡ୍ରାସ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। କୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ କରୁଣାନିଧିଙ୍କ ପୁଅ...