ଢେଙ୍କାନାଳ: ଅର୍ଥାଭାବରୁ ପୁଅର ଶବକୁ ପରିବାର ଲୋକ ପୋଷ୍ଟମର୍ଟମ ପାଇଁ କାନ୍ଧରେ ବୋହିଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କାନପୁରା ପଞ୍ଚାୟତର ଏକତାଳି ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାଇ ଗତକାଲି ରାତିରେ ଏକତାଳି ଗାଁର ଜଗା ମୁଣ୍ଡାଙ୍କ ୯ ବର୍ଷର ପୁଅ...
ରାଉରକେଲା: ଥମିବାର ନାଁ ନେଉନି ଲଜ୍ଜା। ପୁଣି ଜଣେ ନାବଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ରତାଖଣ୍ଡି ଗାଁରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ନାବାଳିକା ଜଣକ ପଡ଼ୋଶୀ ଘରୁ ନିଜ...
ଭୁବନେଶ୍ୱର: ORHDC ଦୁର୍ନୀତି ମାମଲାରେ ବରିଷ୍ଠ IAS ଅଫିସର ବିନୋଦ କୁମାରଙ୍କୁ ୩ବର୍ଷ ଜେଲ୍ ଦଣ୍ଡାଦେଶ ଦିଆଯାଇଛି। ଆଜି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଏହି ମାମଲାର ଅନ୍ୟତମ ଦୋଷୀ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ବି କୋର୍ଟ ୩ ବର୍ଷ ଜେଲ୍...
ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାର୍ଯ୍ୟରତ ଆଶାକର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ରାଶି ଘୋଷଣା କରିଛନ୍ତି। ଆଶାକର୍ମୀଙ୍କୁ ଉତ୍ସାହିତ କରିବା ସହ ନିଜ ଦାୟିତ୍ୱକୁ ସୁଚାରୁରୂପେ କାର୍ଯ୍ୟକାରୀ କରିବା ପାଇଁ ସରକାର ୧୦ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଉକ୍ତ ସହାୟତା ରାଶିକୁ...
ନୂଆଦିଲ୍ଲୀ: ସାମ୍ସଙ୍ଗ୍ ‘Galaxy Note 9’ ଲଞ୍ଚ୍ କରିଛି। ଫୋନ୍ଟି ଦେଖିବାକୁ ଯେମିତି ଷ୍ଟାଇଲିଶ୍ ହୋଇଛି, ବିଭିନ୍ନ ପ୍ରକାରର ସୁବିଧା ମଧ୍ୟ ରହିଛି। ଏଥରର ହାଇଲାଇଟ୍ସ୍ରେ ରହିଛି ଏସ୍ ପେନ୍ ସହ ବ୍ଲୁଟୁଥ୍ , ଦମ୍ଦାର ବ୍ୟାଟେରୀ ଓ ବଡ଼ ଡିସ୍ପ୍ଲେ। ଏଥିରେ 1TB ଇଣ୍ଟର୍ନାଲ୍ ଷ୍ଟୋରେଜ୍ର ସପୋର୍ଟ...
କେନ୍ଦୁଝର: କେନ୍ଦୁଝରରେ ପୁଲିସ୍ କନେଷ୍ଟବଳ ଇଣ୍ଟରଭ୍ୟୁ ବେଳେ ଅଘଟଣ। ଦୌଡ଼ ପ୍ରତିଯୋଗିତା ବେଳେ ଜଣେ ମହିଳା ପରୀକ୍ଷାର୍ଥୀ ଗୁରୁତର ହୋଇଛନ୍ତି। ପରୀକ୍ଷାର୍ଥୀ ଜଣକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ପରୀକ୍ଷାର୍ଥୀ ହେଲେ ପଣ୍ଡାପଡା ଥାନା ଜଙ୍ଘିରା ଗାଁର ଦମୟନ୍ତୀ ବେହେରା।...
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଲର୍କି ଗାଁରେ ଭାଲୁ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ୟାଦ୍ ବିଶ୍ୱାଳ ଓ ନିବାସ କୁମାର ନିଆଲ। ଆଜି ସକାଳେ ସେମାନେ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ। ହଠାତ୍ ଏକ ଭାଲୁ ଆସି ସେମାନଙ୍କୁ...