ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଲଘୁଚାପ ଘନୀଭୂତ ହୋଇଛି। ଏହା ପ୍ରଭାବରେ ଆଜିଠୁ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ ହେବା ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୧୫ ତାରିଖ ଯାଏଁ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ଦକ୍ଷିଣ ଓ ଉପକୂଳ...
କୋଲକାତା: ପୂର୍ବତନ ଲୋକସଭା ବାଚସ୍ପତି ତଥା ସିପିଏମ୍ର ବରିଷ୍ଠ ନେତା ସୋମନାଥ ଚାଟାର୍ଜୀଙ୍କ ପରେଲାକ। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇତିଲା। କିଡ୍ନୀ ଜନିତ ରୋଗରେ ଆକ୍ରାନ୍ତ ସୋମନାଥଙ୍କୁ ଶନିବାରଠାରୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ସାଂସଦ ଭାବେ...
ରାଉରକେଲା: ଟ୍ରେନରେ କଟି ଗୋଟିଏ ପରିବାରର ୪ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ରାଉରକେଲା ପାନପୋଷ ରେଳଷ୍ଟେସନରୁ ଅଳ୍ପ ଦୂରରେ। ମୃତକ ସମସ୍ତଙ୍କର ଘର ଛତିଶଗଡ଼ ଭିଲାଇ ଅଞ୍ଚଳରେ। ସୂଚନା ଅନୁଯାୟୀ, ଭିଲାଇ ଅଞ୍ଚଳର ଗୋଟିଏ ପରିବାରର ୭ ଜଣ ବେଦବ୍ୟାସରେ ଜଳ ଲାଗି...
ଲଣ୍ଡନ: ଲର୍ଡସରେ ପୁଣି ଭାରତର ଲଜ୍ଜାଜନକ ପରାଜୟ। ଏକ ଇନିଂସ ଓ ୧୫୯ ରନ୍ରେ ଭାରତକୁ ହରାଇଲା ଇଂଲଣ୍ଡ। ମୋଟ ୫ଟିକିଆ ସିରିଜରେ ଇଂଲଣ୍ଡ ୨-୦ରେ ଆଗୁଆ ରହିଛି। ଏହି ଟେଷ୍ଟରେ ଜେମ୍ସ ଆଣ୍ଡରସନ୍ଙ୍କୁ ୯ଟି ଓ୍ଵିକେଟ ମିଳିଛି। ପ୍ରଥମ ଇନିଂସରେ ସେ ୫ଟି ଓ୍ଵିକେଟ୍ ନେଇଥିବା ବେଳେ...
ଭୁବନେଶ୍ୱର: କଣ ହେବ ଅତରିକ୍ତ ବଜେଟ୍ର ରୂପରେଖ? ମୌସୁମୀ ଅଧିବେଶର ପ୍ରଥମ ଦିନ, ଅର୍ଥାତ ସେମ୍ବର ୪ରେ ଉପସ୍ଥାପିତ ହେବାକୁ ଥିବା ଅତିରିକ୍ତ ବଜେଟ୍ରେ କେଉଁ କ୍ଷେତ୍ରକୁ ଦିଆଯିବ ଅଧିକ ଗୁରୁତ୍ୱ? ଘୋଷଣା ହୋଇଥିବା ନୂଆ ସ୍କିମ୍ ବାଦ୍ କେଉଁ ବିଭାଗକୁ ମିଳିବ କେତେ ଅର୍ଥ? ଏସବୁକୁ ନେଇ...
ଭୁବନେଶ୍ୱର : ଦିଲ୍ଲୀରେ ‘ହେଇଯାଉ’ କାର୍ଯ୍ୟକ୍ରମରେ ଯୋଗ ଦେଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଛତର୍ପୁର ମନ୍ଦିର ନିକଟରେ ଥିବା ମାର୍କେଣ୍ଡେୟ ଭବନରେ ଏହି ଚା’ ପାନ କାର୍ଯ୍ୟକ୍ରମ ଅାୟୋଜିତ ହୋଇଥିଲା। ଏହା ସହିତ ଦହିବରା, ଅାଳୁଦମ୍ର ମଧ୍ୟ ବ୍ୟବସ୍ଥା ହୋଇଥିଲା। ଏହି ‘ହେଇଯାଉ’ କାର୍ଯ୍ୟକ୍ରମରେ ଦିଲ୍ଲୀରେ ଥିବା...
କେନ୍ଦ୍ରାପଡ଼ା : ବିଲ ଗହୀର ମଝିରେ କୁଡିଅା ଘର। କିଛି ଅସଜଡା ନଡା ଅାଉ ଛିଣ୍ଡା ପଲିଥିନ୍କୁ ନେଇ ତିଅାରି ହୋଇଛି ଅସ୍ଥାୟୀ ଅାଶ୍ରୟସ୍ଥଳୀ। ଅାଉ ଏହାରି ଭିତରେ ରହୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ରାମଚନ୍ଦ୍ରପୁର ଗାଁର ଅସହାୟ ସହଦେବ ସେଠୀ। ଦିନ ରାତି, ୨୪ ଘଣ୍ଟା...
ଭୁବନେଶ୍ୱର : ବିଜେଡି- ବିଜେପି ସଂପର୍କକୁ ନେଇ ପୁଣି କଂଗ୍ରେସର ଶାଣିତ ଅାକ୍ରମଣ। ଫଟୋ ପରେ ଏଥର ଟୁଇଟର୍ ଅାକାଉଣ୍ଟରେ ଦେଢ ମିନିଟ୍ର ଭିଡିଓ ପୋଷ୍ଟ କରି ନବୀନ ଓ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଲୋକପ୍ରିୟ ହିନ୍ଦୀ ଗୀତକୁ ଉଦ୍ଧାର କରି ନିରଞ୍ଜନ...
ଭୁବନେଶ୍ୱର : ଝଡ଼ତୋଫାନ, ବଜ୍ରପାତ ଓ ବର୍ଷାର ସତର୍କ ସୂଚନା ଜାରି। ରାତି ୧୨ଟା ଯାଏ ୧୦ଟି ଜିଲ୍ଲାକୁ ସାବଧାନ ରହିବାକୁ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। କେନ୍ଦୁଝର ,ଢେଙ୍କାନାଳ, ଅନୁଗୁଳ , ବାଲେଶ୍ୱର, ମଯୂରଭଞ୍ଜ,ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଯାଜପୁର ଓ ନୂଆପଡ଼ାକୁ ସତର୍କ ସୂଚନା...
ଭୁବନେଶ୍ୱର : ଭୁବନେଶ୍ୱର ଗାନ୍ଧିମାର୍ଗରେ ପୁଣି ଗର୍ଜିବେ ଶିକ୍ଷକ। ପୂର୍ବରୁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳିନଥିବାରୁ ସ୍କୁଲକଲେଜ ଶିକ୍ଷକ,କର୍ମଚାରୀ ମିଳିତ ମଞ୍ଚ ଅଗଷ୍ଟ ୧୬ରୁ ପୁଣି ଅାନ୍ଦୋଳନ ଧମକ ଦେଇଛି। ଶିକ୍ଷକମାନେ ଅଗଷ୍ଟ ୧୬ରୁ ପୁଣି ଅହୋରାତ୍ର ଧାରଣା ଦେବେ ବୋଲି ମଞ୍ଚ କହିଛି। ଏଥିରେ ପ୍ରାୟ ୧ଲକ୍ଷ...
କଟକ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଜଷ୍ଟିସ୍ ବିନୀତ ଶରଣଙ୍କ ପଦୋନ୍ନତି ପରେ ଗତ ୪ ତାରିଖରେ ଜଷ୍ଟିସ ଜାଭେରୀଙ୍କୁ ଓଡ଼ିଶା...
ନୂଆଦିଲ୍ଲୀ : ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ କାରଣରୁ ଲୋକଙ୍କୁ ପିଟିପିଟି ହତ୍ୟା କରାଯାଉଥିବାରୁ ଏହାକୁ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ପ୍ରସଙ୍ଗରେ ବହୁ ଦିନ ଧରି ଚୁପ୍ ରହିବା ପରେ ସେ ମୁହଁ ଖୋଲିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମୋଦି କହିଛନ୍ତି,...
କେରଳ : କେରଳରେ ଜାରି ରହିଛି ବନ୍ୟାର ତାଣ୍ଡବ। ଅାଜି ପୁଣି ବର୍ଷା ହେବାରୁ ଉଦ୍ଧାର ଓ ରିଲିଫ ବାଧାପ୍ରାପ୍ତ ହୋଇଛି। ବର୍ଷା, ବନ୍ୟା ଓ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୩୭ରେ ପହଞ୍ଚିଥିବା ବେଳେ ୬୦ ହଜାରରୁ ଅଧିକ ଲୋକଙ୍କୁ ୫ ଶହ ରିଲିଫ କେନ୍ଦ୍ରରେ ରଖାଯାଇଛି। ୧୪...
କଳାହାଣ୍ଡି : ସାଂଘାତିକ ରୂପ ନେଲାଣି କଳାହାଣ୍ଡି ଜିଲ୍ଳାରେ ଡେଙ୍ଗୁ। ଗତ କିଛି ଦିନ ମଧ୍ୟରେ ଜିଲ୍ଲାରେ ଅାତଙ୍କ ଖେଳାଇଛି ଡେଙ୍ଗୁ । ଅାଜି କୋକସରା ବ୍ଲକ୍ ଲଡ଼ୁଗାଁରେ ପୁଣି ୧୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗତକାଲି ଲଡ଼ୁ ଗାଁରୁ ସଂଗୃହୀତ ହୋଇଥିଲା ୯୪ଟି ରକ୍ତ...
ମୁମ୍ବାଇ: ବଲିଉଡ୍ ସିନେମାରୁ ଆରମ୍ଭ କରି ନିଜର ବଡିକୁ ନେଇ ଚର୍ଚ୍ଚାରେ ରହୁଥିବା ସୁପରଷ୍ଟାର ସଲମାନ୍ ଖାନ୍ ଦେଶରେ ଚାଲୁଥିବା ଫିଟ୍ନେଶ୍ ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି। ନିକଟରେ ସଲମାନ୍ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର୍ଙ୍କ ଫିଟନେଶ ଚ୍ୟାଲେଞ୍ଜ “ହମ ଫିଟ୍ ତୋ ଇଣ୍ଡିଆ ଫିଟ୍” କୁ ଗ୍ରହଣ...
ପ୍ରଦୀପ ଭାରତୀ ନୂଆଦିଲ୍ଲୀ/ଭୁବନେଶ୍ୱର: ନିଜ ପେଟ ପାଇଁ ସମାଲୋଚନାର ଶରବ୍ୟ ହୋଇଛନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ। କେବଳ ସେତିକି ନୁହେଁ ଶାସ୍ତ୍ରୀ ସୋଶାଲ ମିଡିଆରେ ମଧ୍ୟ ଟ୍ରୋଲ୍ର ଶିକାର ହୋଇଛନ୍ତି। ଯେହେତୁ ସେ ଜଣେ ପୂର୍ବତନ ଭାରତୀୟ କ୍ରିକେଟର ଓ ଏବେକାର ଟିମ୍ ଇଣ୍ଡିଆର ମୁଖ୍ୟ...
କୋରାପୁଟ : କୋରାପୁଟ ଦଶମନ୍ତପୁରରେ ଅଭାବନୀୟ ଘଟଣା। ମୃତଦେହ ପୋଡ଼ିବା ପୂର୍ବରୁ ଶ୍ମଶାନରୁ ଶବକୁ ଜବତ କରିଛି ପୁଲିସ। ଗତକାଲି ରାତିରେ ଦଶମନ୍ତପୁରରେ ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ତେବେ କାହାକୁ ନଜଣାଇ ମୃତଦେହକୁ ପୋଡ଼ିବାକୁ ନେଇଥିଲେ ପରିବାର ଲୋକେ। ତେବେ ଏସମ୍ପର୍କରେ ପୁଲିସ୍ ଜାଣିବା...
ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷାରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇପଡିଛି। ରାଜଧାନୀରେ ପ୍ରବଳ ବର୍ଷା ହେବା ପରେ ଇସ୍କନ ସହ ନୂଅାପଲ୍ଲୀର ବିଭିନ୍ନ ସ୍ଥାନରେ ବର୍ଷା ଜଳ ଜମି ରହିଛି। ଗଣ୍ଡମୁଣ୍ଡା ଅଞ୍ଚଳରେ ମଧ୍ୟ ବର୍ଷା ପାଣି ଜମି ରହିଥିଲା। ଅନେକ ସ୍ଥାନରେ ଅାଣ୍ଠୁଏ ଉଚ୍ଚର...
ଫ୍ଲୋରିଡା : ଅାରମ୍ଭ ହୋଇଛି ବିଶ୍ୱର ପ୍ରଥମ ସୌର ଅଭିଯାନ। ଭାରତୀୟ ସମୟ ଦିନ ଗୋଟାଏ ବେଳେ ଉତ୍କ୍ଷେପଣ ହୋଇଛି ମହାକାଶ ଯାନ ‘ପାର୍କର୍ ସୋଲାର୍ ପ୍ରୋବ୍’। ଅାମେରିକାର ଫ୍ଲୋରିଡା ସ୍ଥିତ କେପ୍ କାନାଭେରାଲ୍ ବାୟୁସେନା ଘାଟିରୁ ନାସା ଏହାକୁ ଉତକ୍ଷେପଣ କରିଛି। ଡେଲ୍ଟା ଫୋର୍ ହେଭି ରକେଟ୍...