ରାଜସ୍ଥାନ : ରାଫେଲ ଡିଲ୍କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପୁଣି ବର୍ଷିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ରାଜସ୍ଥାନ ଜୟପୁରରେ ଅାୟୋଜିତ ରାଲିରେ ଜନତାଙ୍କୁ ସମ୍ବୋଧିତ କରି ବିଜେପି ନେତୃତ୍ୱାଧିନ ସରକାରଙ୍କ ଉପରେ ତୀବ୍ର ଭାବେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଦେଶବାସୀଙ୍କୁ ଏହି ସରକାର...
ମୁମ୍ବାଇ: ଅଭିନେତ୍ରୀ ହୀନା ଖାନ୍ ଏମିତି ଗୋଟେ ବିବାଦୀୟ ଫଟୋ ପୋଷ୍ଟ କରିଛନ୍ତି ଯାହାକୁ ନେଇ ସେ ସୋଶାଲ ମିଡିଆରେ ସାଂଘାତିକ ଭାବେ ଟ୍ରୋଲ୍ ହୋଇଛନ୍ତି। ପୋଷ୍ଟ୍ ହୋଇଥିବା ଫଟୋରେ ଦେଖାଯାଉଛି ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଆଗରେ ହୀନା ଓ ତାଙ୍କ ପୁରୁଷବନ୍ଧୁ ରକି ଜୋତା ପିନ୍ଧି ପୋଜ୍...
ଭୁବନେଶ୍ୱର : କୁମ୍ଭୀର ମୁହଁରୁ ବଂଚାଇଥିବା ସାହସିକତା ପୁରସ୍କାରକୁ ନେଇ ବିବାଦ। ଅଭିଯୋଗ ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍ ବାଙ୍କୁଅାଳ ଗାଁରେ ଗତ ବର୍ଷ ୮ ବର୍ଷର ଝିଅ ଅଶାନ୍ତି ଦଳାଇଙ୍କୁ ମମତା ଦଳାଇ ଉଦ୍ଧାର କରିବା ଖବରରେ ମିଳିଥିଲା ରାଷ୍ଟ୍ରପତି ପୁରସ୍କାର। ଏବେ ଏହି ଘଟଣା...
ରାୟଗଡ଼ା : ଭାଙ୍ଗିଯାଇଛି ୪୦ ଫୁଟ୍ର କେନାଲ । ତିଅାରି ହୋଇଛି ୨୦ ଫୁଟ୍ର ଖାଇ। ଅାଡିବନ୍ଧ ପାଣିର ବଦଳିଯାଇଛି ଗତିପଥ । ଫଳରେ ପ୍ରାୟ ୪ ଏକର ଜମିରେ ମାଡିଯାଇଛି ବାଲି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ହାତିମୁଣ୍ଡା ଅାଡିବନ୍ଧରେ ଗତ ୫ ଦିନ ତଳେ ହୋଇଥିବା ଲଗାଣ...
ମାଲକାନଗିରି : ଦେବଦୂତ ସାଜିଲେ ଯବାନ। ଗର୍ଭବତୀଙ୍କୁ କାନ୍ଧରେ ବୋହି ବୋହି ନେଲେ ପ୍ରାୟ ୭ କିଲୋମିଟର। ମାଲକାନଗିରି ସୀମାନ୍ତ ଛତିଶଗଡ଼ର କୋଣ୍ଡାଗାଁରେ ଏଭଳି ମାନବିକତାର ପରିଚୟ ଦେଇଛନ୍ତି ଅାଇଟିବିପି ଯବାନ। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ୪୧ ବାଟାଲିୟନ ଅାଇଟିବିପି କ୍ୟାମ୍ପର ଯବାନ ମାନେ କମ୍ବିଂ ଅପରେସନ...
ଚୌଦ୍ୱାର : ଉତ୍ତ୍ୟକ୍ତ ଗାଁ ଲୋକଙ୍କ ଲଙ୍କାକାଣ୍ଡ। ଦେଶୀ ମଦ ଦୋକାନକୁ ପୋଡ଼ି ଦେବା ସହିତ ଭଙ୍ଗା ରୁଜା କରାଯାଇଛି। ଏହି ଘଟଣା ଘଟିଛି କଟକ ଚୌଦ୍ୱାର ଥାନା ୧୭ ନମ୍ବର ଓ୍ୱାର୍ଡରେ। ସୂଚନା ଅନୁସାରେ ଗତକାଲି ସୁଇପର ବସ୍ତିର ଅଶୋକ ନାଏକ ଓ ତାଙ୍କ ସାଙ୍ଗ ସଂଜୟ...
ରାଉରକେଲା : ରାଉରକେଲାରେ ଅଗଷ୍ଟ ୧୫ ପାଇଁ ପ୍ରସ୍ତୁତି ବେଳେ ୫ଜଣ ଛାତ୍ର ଅଚେତ ହୋଇପଡିଛନ୍ତି। ରାଉରକେଲା ଇସ୍ପାତ ଷ୍ଟାଡିୟମରେ ପ୍ରସ୍ତୁତି ଚାଲିଥିବା ବେଳେ ଛାତ୍ରମାନେ ଅଚେତ ହୋଇପଡିଥିଲେ। ଅଚେତ ହୋଇଥିବା ୫ଜଣ ଛାତ୍ର ସ୍ଥାନୀୟ MGM ସ୍କୁଲ୍ର ବୋଲି ଜଣାପଡିଛି। ୪ଜଣ ଛାତ୍ରଙ୍କୁ CWSରେ ଭର୍ତ୍ତି କରାଯାଇଥିବା...
ମାଲକାନଗିରି: ଥମୁନି ଲଜ୍ଜା। ଗୋଟିଏ ପରେ ଗୋଟିଏ ନାବାଳିକା ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି। ମାଲକାନଗିରି ଜିଲ୍ଲାରେ ମାମୁଁ ଘରକୁ ଯାଇଥିବା ଜଣେ ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଜଣେ ଯୁବକ ଘରୁ ଡାକି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଥାନାରେ...
ବୌଦ୍ଧ: ଗଛରେ ବୋଲେରୋ ପିଟି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭ ନମ୍ବର ଏନଏଚ୍ରେ । ବୋଲେରୋ ଗାଡ଼ିଟି କାଉଡ଼ିଆଙ୍କୁ ନେଇ ହରିଶଙ୍କର ଯାଉଥିଲା। ଆହତ ୧୧ ଜଣଙ୍କ ମଧ୍ୟରୁ ୪ ଜଣଙ୍କର...
ପୁଦିନା ପତ୍ର ର ଉପକାରିତା ବିଷୟରେ ଆପଣ ଜାଣିଥିବେ। ଏଥିରେ ଅନେକ ଔଷଧିୟ ଗୁଣ ରହିଛି। ପୁଦିନା ଖାଇବା ଦ୍ୱାରା ଆପଣ ନିଜକୁ ଅନେକ ରୋଗରୁ ରକ୍ଷା କରିପାରିବେ। ପୁଦିନାକୁ ଆମେ ଚଟଣୀ ଭାବେ ବ୍ୟବହାର କରିଥାଉ। କିନ୍ତୁ ପୁଦିନା ଚା’ କେବେ ପିଇଛନ୍ତି କି? ତେବେ ଜାଣନ୍ତୁ...
କଟକ: କଟକ ବଡ଼ ଡାକ୍ତରଖାନା ପରିସରେ ଥିବା ଯକ୍ଷ୍ମା ୱାର୍ଡ ସମ୍ମୁଖରେ ଥିବା ନିର୍ମାଣାଧୀନ କୋଠାରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ମୃତଦେହ ନିକଟରୁ ଯୁବକଙ୍କ ଡ୍ରେସ୍ ଓ ଏକ ମଦ...
ଭୁବନେଶ୍ୱର: ସ୍କୁଲ ଛାତର ବିମ୍ରୁ ଖସିଲା ସିମେଣ୍ଟ ଖଣ୍ଡ। ଏହି ଅଘଟଣ କୌଣସି ଉପାନ୍ତ ଅଞ୍ଚଳରେ ଘଟି ନାହିଁ ଘଟିଛି ରାଜଧାନୀରେ। ଖଣ୍ଡଗିରି ଅଞ୍ଚଳର ସତ୍ୟସାଇ ସେବାଶ୍ରମ ପ୍ରାଥମିକ ବିଦ୍ୟାଳୟ ଛାତର ବିମ୍ରୁ ସିମେଣ୍ଡ ଖଣ୍ଡ ଖସି ପଡ଼ିଛି। ଆଜି ସକାଳେ କ୍ଲାସ୍ ଚାଲୁଥିବା ବେଳେ ଏହି ଅଘଟଣ...
ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଟେଣ୍ଟେଇ ଗାଁରେ ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟିଛି। ସେମାନେ ହେଲେ ବିରିପଡ଼ା ଗାଁର ପ୍ରିୟଙ୍କା ଦାସ ଓ ଟେଣ୍ଟେଇ ଗାଁର ଲକ୍ଷ୍ମୀପ୍ରିୟା ଦାସ। ଗତକାଲି ପ୍ରିୟଙ୍କା ଲକ୍ଷ୍ମୀପ୍ରିୟାଙ୍କ ଘରକୁ ଯାଇଥିଲେ। ଆଜି ସକାଳେ ଉଭୟଙ୍କ ମୃତଦେହ...
ବିନିକା: ଆଜି ୧୨ ଘଣ୍ଟିଆ ବିନିକା ବନ୍ଦ। ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ହସ୍ପିଟାଲରେ ସ୍ଥାୟୀ ନିଯୁକ୍ତି ଦାବିରେ ବନ୍ଦ ପାଳନ କରାଯାଉଛି। ଦୋକାନ ବଜାର ସହିତ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ଅଛି। ଫଳରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।...
ଭୁବନେଶ୍ୱର: ବର୍ଷା, ବଜ୍ରପାତ ଓ ଝଡ଼ତୋଫାନ ନେଇ ୧୩ଟି ଜିଲ୍ଲାକୁ ସତର୍କ ସୂଚନା। ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, କେଉଁଝର, ଡେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଦିନ ୧ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଆଞ୍ଚଳିକ...
ଭୁବନେଶ୍ୱର: ଯୁକ୍ତ ଦୁଇ ଫାଇନାଲ୍ ପରୀକ୍ଷାକୁ ମାତ୍ର ୬ ମାସ ବାକି ଅଛି। କିନ୍ତୁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପୂର୍ବ ନିର୍ଦ୍ଧାରିତ ପ୍ରଶ୍ନପତ୍ର ଢାଞ୍ଚା ବଦଳାଇବାକୁ ଚିନ୍ତା କରୁଛି। ଯାହାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ କିଛି ଅଭିଭାବକ ପରିଷଦର ଏଭଳି ଯୋଜନାକୁ ଚ୍ୟାଲେଞ୍ଜ...
ବୌଦ୍ଧ: ବୌଦ୍ଧ ଜିଲ୍ଲା ବୀରନରସିଂହପୁର ବ୍ରିଜ୍ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକ୍କୁ ପଛପଟୁ କାର୍ ଧକ୍କା ଦେବାରୁ ୨ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଆଜି ଶନିବାର ଥିବାରୁ ସକାଳ ସ୍କୁଲ ପାଇଁ ଏକ୍ ବାଇକ୍ରେ ଅଜିମ୍ ଖାନ୍ ଓ ଜ୍ୟୋତିର୍ମୟୀ ପ୍ରଧାନ ଉଭୟେ...
କେନ୍ଦ୍ରାପଡ଼ା: ଆଜି ବି ଅନ୍ଧବିଶ୍ୱାସର ବିଷ ବିଳୟ ଭିତରେ ରହିଛି ମଣିଷ ସମାଜ। ଯାହର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ବଳିପାଳ ଗାଁରେ। ଯେଉଁଠି ମୃତ ଶିଶୁକୁ ବଞ୍ଚାଇବାକୁ ଚାଲିଥିଲା ଘଣ୍ଟା ଘଣ୍ଟା ଧରି ପୂଜାର୍ଚ୍ଚନା। ସୂଚନା ଅନୁସାରେ, ବଳିପାଳ ଗାଁରେ ...
ପୁରୀ: ଆଜି ହେଉଛି ପବିତ୍ର ଚିତାଲାଗି ଅମାବାସ୍ୟା। ଏହାକୁ ଚିତଉ ଅମାବାସ୍ୟା ମଧ୍ୟ କୁହାଯାଇଥାଏ। ପରମ୍ପରା ଅନୁସାରେ ଆଜି ମହାପ୍ରଭୁଙ୍କର ଚିତାଲାଗି ପର୍ବ ଅନୁଷ୍ଠିତ ହୋଇଥାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ଠାକୁରମାନଙ୍କ ଶ୍ରୀମୁଖରେ ବର୍ଷ ତମାମ ଲାଗି ରହୁଥିବା ରତ୍ନଚିତା ଓ ରାହୁରେଖା ଅପସାରଣ କରି ନିଆଯାଇଥାଏ। ରଥଯାତ୍ରା...