କୋଲକାତା: ପୂର୍ବତନ ଲୋକସଭା ବାଚସ୍ପତି ତଥା ସିପିଏମ୍ର ବରିଷ୍ଠ ନେତା ସୋମନାଥ ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। କିଡ୍ନୀ ଜନିତ ରୋଗରେ ଆକ୍ରାନ୍ତ ୮୯ ବର୍ଷୀୟ ସୋମନାଥ ଚାଟାର୍ଜୀଙ୍କୁ ଶନିବାର ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସାଂସଦ ଭାବେ ୧୦ଥର...
ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ନୋବେଲ ବିଜେତା ସାହିତ୍ୟକ ଭି.ଏସ୍. ନାଇପଲ୍ଙ୍କ ପରଲୋକ। ଗତକାଲି ଲଣ୍ଡନସ୍ଥିତ ବାସଭବନରେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ନାଇପଲ୍ଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଏକ ବିବୃତିରେ ନାଇପଲଙ୍କ ପରଲୋକ ସଂପର୍କରେ ପରିବାର ଲୋକେ ଘୋଷଣା କରିଛନ୍ତି। ତେବେ ମୃତ୍ୟୁର ପ୍ରକୃତ କାରଣ...
ରାୟପୁର: ଯେମିତି ସ୍ୱୟମ୍ବରରେ ଦେବୀ ସୀତା ପ୍ରଭୁ ରାମଚନ୍ଦ୍ରଙ୍କୁ ବାଛିଥିଲେ, ଠିକ୍ ସେମିତି ସ୍ୱୟମ୍ବରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ କିଏ ହେବ ବଛାଯିବ। କଥାଟା ଶୁଣିକି ଟିକେ ଖଟ୍କା ଲାଗୁଥିଲେ ମଧ୍ୟ ଏହା ସତ। ଏକଥା ଆମେ କହୁନୁ ଏହା କହିଛନ୍ତି ଛତିଶଗଡ଼ର ବିରୋଧୀ ଦଳ ନେତା ଟି.ଏସ୍. ସିଂ...
ଅନୁଗୁଳ: ଅନୁଗୁଳରେ ଟ୍ରାଫିକ୍ କନଷ୍ଟେବଲଙ୍କ ଦାଦାଗିରି। ଚେକିଂ ବେଳେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ। ସହରର ଥାନା ଛକରେ ଏଭଳି ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ, ହେଲମେଟ୍ ଚେକିଂ ଚାଲୁଥିବାବେଳେ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଇଏନ୍ଟି ବିଭାଗରେ କାର୍ଯ୍ୟରତ ଡାକ୍ତର କମଳକାନ୍ତ ଜେନାଙ୍କୁ ଟ୍ରାଫିକ୍ ପୋଲିସ ଅଟାକାଇଥିଲା। ହେଲମେଟ୍ ପିନ୍ଧି...
(ରାଜଲକ୍ଷ୍ମୀ ସାହୁ) ଭୁବନେଶ୍ୱର/ମୁମ୍ବାଇ: ଆଜିକାଲି ବଲିଉଡ ଇଣ୍ଡଷ୍ଟ୍ରିରେ ଦୀର୍ଘଦିନ ପର୍ଯ୍ୟନ୍ତ ସୁଖୀ ଦାମ୍ପତ୍ୟ ଜୀବନ କାଟିବା ବଡ଼ କଥା। କାହିଁକି ନା ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତା, ଅଭିନେତ୍ରୀ ବିବାହ କରୁଛନ୍ତି ସତ କିନ୍ତୁ ସେମାନଙ୍କ ଦାମ୍ପତ୍ୟ ଜୀବନ ଖୁସିରେ କଟୁ ନଥିବା ଦେଖିବାକୁ ମିଳୁଛି। କିଏ ଡିଭର୍ସ...
ବାଲେଶ୍ୱର: ବାଳାଶ୍ରମରେ ଶିଶୁ ନିର୍ଯାତନା ଅଭିଯୋଗ। ନିର୍ଯାତନା ସହି ନପାରି ବାଳାଶ୍ରମରୁ ନାବାଳକ ପଲାଇ ଗଲା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି। ଏପରି କିଛି ଘଟଣା ଘଟିଛି ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଞ୍ଚଳରେ। ଏଠାରେ ଥିବା ଉତ୍କଳ ବାଳାଶ୍ରମରୁ ୮ ବର୍ଷର ଶିଶୁ ପାଚେରୀ ଡେଇଁ ପଳାଇ ଅାସିଥିଲେ।...
ବ୍ରହ୍ମପୁର: ପୁଲିସ ନାଁରେ ମହିଳାଙ୍କଠାରୁ ଅଭିନବ ଢଙ୍ଗରେ ୧୫ ଭରି ସୁନା ଲୁଟିଲେ ଦୁର୍ବୃତ୍ତ। ବ୍ରହ୍ମପୁର ସୀତାଦେବୀ ଖାଡ଼ଙ୍ଗା ଛାତ୍ରୀନିବାସ ସାମ୍ନାରୁ ଅାଜି ସକାଳେ ଏଭଳି ଅଭିନୟ ଉପାୟରେ ଲୁଟ୍ ଅଭିଯୋଗ ହୋଇଛି। ଗୋଷାଣୀ ନୂଅାଗାଁ ଅଞ୍ଚଳର ସଂଯୁକ୍ତା ପାଢ଼ୀ ନାମକ ଜଣେ ମହିଳା ସବୁଦିନ ଭଳି ଅାଜି ମଧ୍ୟ...
ଶ୍ରୀଲୋକନାଥଙ୍କ ପୀଠରେ ଜଳ ଲାଗି ପାଇଁ ଦୂରଦୂରାନ୍ତରୁ ପହଞ୍ଚିବେ କାଉଡିଅା। ହେଲେ ତା’ ପୂର୍ବରୁ ଜଳବନ୍ଦୀ ହୋଇଯାଇଛନ୍ତି ଦେବଦେବ ଶ୍ରୀଲୋକନାଥ। ଶ୍ରୀଲୋକନାଥଙ୍କ ମନ୍ଦିରରେ ଅାଣ୍ଠୁଏ ଉଚ୍ଚରେ ପାଣି। ପୂରା ମନ୍ଦିର ପାଣିରେ ଭରି ରହିଛି। ଗମ୍ଭୀରା, ବାହାର ବେଢ଼ା, ଗଣେଶ ମନ୍ଦିର, ପାର୍ବତୀ ମନ୍ଦିରରେ ପାଣି ପଶିଯାଇଛି। ଭକ୍ତମାନେ...
ଭଦ୍ରକ: ଭଦ୍ରକ ଜିଲ୍ଲା ଚନ୍ଦନବଜାର ଓ ସରକାରନଗର ଅଞ୍ଚଳରୁ ନକଲି ଗୁଟ୍ଖା କାରଖାନା ଠାବ କରାଯାଇଛି। ଦୀର୍ଘ ଦିନରୁ ନକଲି ଗୁଟ୍ଖା କାରଖାନା ଚାଲିଥିବା ନେଇ ସୂଚନା ମିଳିବା ପରେ ପୁଲିସ୍ ଚଢ଼ଉ କରିଥିଲା। କାରଖାନାରୁ ଲକ୍ଷାଧତ୍କ ଟଙ୍କାର ଯନ୍ତ୍ରାଂଶ ଏବଂ ନକଲି ଜର୍ଦ୍ଦା ଜବତ ସହ ୪ଜଣଙ୍କୁ...
ନୂଆଦିଲ୍ଲୀ/ଭୁବନେଶ୍ୱର: ଚିଲିକାରେ ଜଳ ବିମାନ ବନ୍ଦର ନେଇ ମିଳିଲା ସବୁଜ ସଙ୍କେତ। ଡିଜିସିଏ ପକ୍ଷରୁ ୱାଟର୍ ଏରୋଡ୍ରମ୍ ନେଇ ଜୁନ୍ରେ ନିୟମାବଳୀ ଜାରି ହୋଇଥିବା ବେଳେ ଏହି ପ୍ରସ୍ତାବକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁମୋଦନ କରିଛନ୍ତି। ଚିଲିକା ସମେତ ସାବରମତୀ ନଦୀ ଓ ସର୍ଦ୍ଦାର ସରୋବର ଡ୍ୟାମ୍ରେ...
ବାଲେଶ୍ୱର/ଯାଜପୁର : ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ବଜ୍ରପାତରେ ୫ଜଣଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ଔପଦାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଔପଦା ଥାନା ବେତେଇ ମଡିଚୁଆ ଗାଁର ନନ୍ଦ କିଶୋର ବିଲରେ କାମ କରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।...
ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଏହା ପୂର୍ବରୁ ପଶ୍ଚିମ କେନ୍ଦ୍ରୀୟ...
ଭୁବନେଶ୍ୱର : ଅାସନ୍ତାକାଲି ଶପଥ ଗ୍ରହଣ କରିବେ ଓଡ଼ିଶା ହାଇକୋର୍ଟର ନୂଅା ମୁଖ୍ୟ ବିଚାରପତି ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ। ତା’ ପୂର୍ବରୁ ଜଷ୍ଟିସ ଜାଭେରୀ ଅାଜି ସପରିବାର ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍ ବିନୀତ ଶରଣଙ୍କ ପଦୋନ୍ନତି ପରେ...
ମୁମ୍ବାଇ: ୨୦୧୮ରେ ଆଉଜଣେ ଷ୍ଟାରକିଡ୍ ବଲିଉଡ୍ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଜାହାଙ୍କ ନାମ ହେଉଛି ବର୍ଦ୍ଧନ ପୁରୀ। ସେ ବଲିଓଡ୍ର ଦିବଂଗତ ଅଭିନେତା ଅମରେଶ ପୁରୀଙ୍କ ନାତି। ଏହା ପୂର୍ବରୁ ବର୍ଦ୍ଧନ ‘ଇସକ୍ଜାଦେ’ ଓ ‘ଦାୱତ୍ ଏ ଇସ୍କ’ ପାଇଁ ପରଦା ପଛରେ କାମ କରିସାରିଛନ୍ତି। ଏହା ସହିତ...
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁରେ ବଢ଼ିବାରେ ଲାଗିଛି ଡେଙ୍ଗୁ ଅାତଙ୍କ। ସରକାରୀ ରିପୋର୍ଟ ଅନୁସାରେ ମାତ୍ର ୬ଜଣଙ୍କ ରକ୍ତ ନମୁନାରୁ ଡେଙ୍ଗୁ ଚିହ୍ନଟ ହୋଇଥିଲେ ମଧ୍ୟ ପ୍ରକୃତରେ ଗାଁର ପ୍ରାୟ ୩୦ ଜଣ ଡେଙ୍ଗୁ ଅାକ୍ରାନ୍ତ ହୋଇଥିବା ଲୋକେ କହୁଛନ୍ତି। ଗତକାଲି ୯୪ଜଣଙ୍କ ରକ୍ତ...
ଭୁବନେଶ୍ୱର : ତରଳ ନିଆଁ ବା ଏସିଡ୍ର ଖୁଲମଖୁଲା ବିକ୍ରି ରୋକିବାକୁ କେନ୍ଦ୍ର ସରକାର ତିଅାରି କରିଛନ୍ତି କଡ଼ା ନିୟମ। ହେଲେ ସେ ନିୟମକୁ ଫୁ କରି ବେଧଡ଼କ୍ ବିକ୍ରି ଚାଲିଛି ଏସିଡ୍ । ଖୋଦ୍ ରାଜଧାନୀରେ ଏମିତିକା ଚିତ୍ର ଧରିଛି ଓଟିଭି। ଯାହାକୁ ନେଇ ଚିନ୍ତାରେ ସ୍ୱେଚ୍ଛାସେବୀ...
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ତାଙ୍କ ପୁଅ ରଣବୀରକୁ ୧୩ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। କ୍ୟାନ୍ସର ସହ ସଂଗ୍ରାମ କରୁଥିବା ସୋନାଲି ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ଜନ୍ମଦିନ ଅବସରରେ ତାଙ୍କ ପୁଅ ଉଦ୍ଦେଶ୍ୟରେ ପୋଷ୍ଟ କରିଥିବା ଭିଡିଓଟି ବେଶ୍ ଭାବପୂର୍ଣ୍ଣ ହୋଇଛି। ଏଥି ସହିତ ରୋଗଶଯ୍ୟାରୁ ପୁଅ...
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ଫୋନ୍-ଏ-ଫ୍ରେଣ୍ଡ ଅାଉ ମହାନଦୀ ପାଇଁ ଅଲ୍ ଲାଇନ୍ସ ଟୁ ଦିସ୍ ରୁଟ୍ ଅାର୍ ବିଜି। ନବୀନ ଓ ମୋଦିଙ୍କ ଫୋନ୍ରେ କଥା ବାର୍ତ୍ତାକୁ ଏମିତି ଢଙ୍ଗରେ ଟୁଇଟରରେ କଟାକ୍ଷ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ମୋଦି ନବୀନ ଓଡିଶା ପ୍ରସଙ୍ଗରେ...
ସରିଥିଲା ପ୍ରସ୍ତୁତି। ଅାରମ୍ଭ ହୋଇସାରିଥିଲା କାଉଣ୍ଟଡାଉନ୍। ସାରା ବିଶ୍ୱର ନଜର ଥିଲା ଫ୍ଲୋରିଡ଼ା ସ୍ଥିତ କେପ୍ କାନାଭେରାଲ୍ ଏୟାରଫୋର୍ସ ଷ୍ଟେସନ୍ ଉପରେ। କିନ୍ତୁ ଶେଷ ମୁହୂର୍ତ୍ତରେ ଅଟକିଲା ‘ପାର୍କର୍ ସୋଲାର୍ ପ୍ରୋବ୍’ର ଉତ୍କ୍ଷେପଣ। ଅନ୍ତରୀକ୍ଷ ଯାନର ଗ୍ୟାସୀୟ ହିଲିୟମ୍ ପ୍ରେସର୍ ଅାଲାର୍ମରେ ସମସ୍ୟା ଯୋଗୁଁ ଉତ୍କ୍ଷେପଣକୁ ରବିବାର ଯାଏଁ...
ବିହାର : ବିହାର ମୁଜାଫରପୁର ମାମଲାକୁ ନେଇ ସିବିଅାଇର ଖୋଲତାଡ଼। ଅାଜି ସିବିଅାଇର ଏକ ଟିମ୍ ମୁଜାଫରପୁର ଅାଶ୍ରୟ ସ୍ଥଳିକୁ ଯାଇ ଯାଞ୍ଚ ଅାରମ୍ଭ କରିଛି। ଫରେନ୍ସିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଛି ସିବିଅାଇ। ଏହାସହ ମାମଲାରେ ମୁଖ୍ୟ ଅଭିଯୁକ୍ତ ବ୍ରିଜେଶ ଠାକୁରଙ୍କ ଘରକୁ ଯାଇ ଖୋଲତାଡ଼ ମଧ୍ୟ...