ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍ ଓରାମଙ୍କୁ କଂଗ୍ରେସରେ ଯୋଗ ଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟ୍ୱିଟରରେ ଆହ୍ୱାନ ଦେଇଛନ୍ତି। ସେ ଲେଖିଛନ୍ତି ଯଦି ସେମାନେ ଓଡ଼ିଶାବାସୀଙ୍କ ସେବା କରିବାକୁ ଚାହାନ୍ତି, ତେବେ ଦୁଇ କେନ୍ଦ୍ରମନ୍ତ୍ରୀ କଂଗ୍ରେସରେ ଯୋଗ ଦେବା ଉଚିତ କାରଣ କେବଳ କଂଗ୍ରେସ...
ଭୁବନେଶ୍ୱର : ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଓ କଂଗ୍ରେସ ନେତା ବାପି ସର୍ଖେଲଙ୍କ ବିରୋଧରେ ପୂର୍ବତନ ସାଂସଦ ବିଭୁ ତରାଇଙ୍କ ବିଷୋଦଗାର। ଦାମଙ୍କୁ ପାରାଦୀପରେ ହେଉଥିବା ସବୁ ଅପରାଧର ରିଂ ମାଷ୍ଟର୍ ବୋଲି ଅଭିଯୋଗ କରିଛନ୍ତି ବିଭୁ ତରାଇ। ତାସହ ହାଇକୋର୍ଟଙ୍କ ଜରିଅାରେ ଏହାର SIT...
ଭୁବନେଶ୍ୱର: ମହାନଦୀ ବିବାଦର ଶୁଣାଣି ପାଇଁ ଦିଲ୍ଲୀରେ ଖୋଲିଛି ଟ୍ରିବ୍ୟୁନାଲ୍ ଅଫିସ୍। କନଟ୍ ପ୍ଲେସର ଜନପଥ ଭବନର ଫିଫ୍ଥ ଫ୍ଲୋରରେ ଏହି ଅଫିସ୍ ଖୁବ୍ ଶୀଘ୍ର କାର୍ଯ୍ୟ କରିବ। ସେପଟେ ଟ୍ରିବ୍ୟୁନାଲ୍ ଗଠନ ଏବଂ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ହେବାର ପ୍ରାୟ ୪ ମାସ ପୁରିବାକୁ ଯାଉଥିବା...
ପୁରୀ : ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ନୂଅା ଯୋଜନା ଉପରେ ବିଚାର ବିମର୍ଷ। ତିରୁପତି ଓ ବୈଷ୍ଣୋଦେବୀ ମନ୍ଦିର ଭଳି ପୁରୀରେ ବି ଭକ୍ତଙ୍କୁ ଟିକଟ୍ ମାଧ୍ୟମରେ ଦର୍ଶନ ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ସମ୍ପର୍କିତ ଜନଶୁଣାଣି ବେଳେ ଅାସିଛି ପ୍ରସ୍ତାବ। ଯାହାକୁ ନେଇ ଅାରମ୍ଭରୁ...
ନୂଆଦିଲ୍ଲୀ : ପୁଣି ଥରେ ଖୋଲିବ ଅାରୁଷ-ହେମରାଜ ମର୍ଡର ମାମଲା। ହାଇପ୍ରୋଫାଇଲ୍ ମର୍ଡର ମିଷ୍ଟ୍ରି ଉପରୁ ପରଦା ଉଠାଇବାକୁ ହେବ ତଦନ୍ତ। ସିବିଅାଇକୁ ଏନେଇ ଗ୍ରୀନ୍ ସିଗନାଲ୍ ଦେଇଛନ୍ତି ସୁପ୍ରିମକୋର୍ଟ। ନିର୍ଦ୍ଦୋଷରେ ଖଲାସ୍ ହୋଇଥିବା ତଲୱାର୍ ଦମ୍ପତିଙ୍କ ବିରୋଧରେ ମାମଲା ଚାଲିବ। ଗତବର୍ଷ ଅକ୍ଟୋବରରେ ତଲୱାର ଦମ୍ପତିଙ୍କୁ ନିର୍ଦ୍ଦୋଶ...
ଥିରୁବନନ୍ତପୁରମ: କେରଳରେ ବିଭୀଷିକା ରଚିଛି ବନ୍ୟା । ପ୍ରବଳ ବର୍ଷାରେ ବେହାଲ ହୋଇପଡ଼ିଛି ଜନଜୀବନ, ଅସ୍ତବ୍ୟସ୍ତ ହୋଇଛି ଜୀବନଯାତ୍ରା। ସେପଟେ ପେରିୟାର ନଦୀରେ ବନ୍ୟା ଆସି ସ୍ଥିତି ଆହୁରି ସଂଗୀନ ହୋଇଛି। ଅନ୍ୟପଟେ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ବିଭିନ୍ନ ସ୍ଥାନରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା...
ନୂଆଦିଲ୍ଲୀ: ପୁଣି ରାଜ୍ୟସଭାରେ ଅଟକିଲା ଟ୍ରିପଲ୍ ତଲାକ୍ ବିଲ୍। ମୌସୁମୀ ଅଧିବେଶନର ଅାଜି ଶେଷ ଦିନ ଥିବାବେଳେ ପୁଣି ଅଟକିଛି ଟ୍ରିପଲ୍ ତଲାକ୍ ବିଲ୍। ବିରୋଧିଙ୍କ ସହ ସରକାରଙ୍କ ସହମତି ହୋଇ ନପାରିବାରୁ ଏହି ବିଲ୍ ଅାଗତ ହୋଇପାରିନାହିଁ। ବିଧେୟକ ଉପରେ ସବୁ ଦଳର ସହମତି ନଥିବାରୁ ଏହାକୁ...
ନୂଆଦିଲ୍ଲୀ : ପୁଣି ଥରେ ଲଜ୍ଜା । ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ସହ ଦୁଷ୍କର୍ମ। ତାହା ପୁଣି ସ୍କୁଲରେ । ଏପରି କିଛି ଘଟଣା ଏବେ ଦୋହଲେଇ ଦେଇଛି ରାଜଧାନୀ ଦିଲ୍ଲୀକୁ। ଦିଲ୍ଲୀର ଏକ ସରକାରୀ ସ୍କୁଲର ଛାତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ଅାସିଛି। ସ୍କୁଲର...
ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍ରେ ବିଜେଡି ବିଧାୟକଙ୍କୁ ଟାଣିଲା କଂଗ୍ରେସ। ଟିଟୋ ସହ ବଡ଼ଚଣା ବିଧାୟକଙ୍କର ଲିଙ୍କ୍ ଥିବା ଅଭିଯୋଗରେ ୩୦ରୁ ଅଧିକ କଂଗ୍ରେସ କର୍ମୀ ଆଜି କ୍ରାଇମବ୍ରାଞ୍ଚ STF ଡିଆଇଜିଙ୍କୁ ଭେଟିଛନ୍ତି। ବଡଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଲମଗିରି, ଅଛୁତବସନ୍ତ, ମଝିପତା, ଚଣ୍ଡିଆ, ମାଣ୍ଡୁକା ପାହାଡ ଓ...
କେନ୍ଦୁଝର : କ୍ୟାନସରରେ ମୃତ୍ୟୁ ହୋଇଥିଲା ବୋଲି ମିଳିଲାନି ଚାରି କାନ୍ଧ। ଶେଷରେ ଭାରରେ ବୁହାହେଲା ମୃତଦେହ। କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ବରଦାପାଳ ଗାଁରେ ଘଟିଛି ଏହି ଘଟଣା। ଗାଁର ଦୁଃଶାସନ ବେହେରା କର୍କଟ ରୋଗରେ ଅାକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା।...
ପୁରୀ: ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ନେଇ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ଜନ ଶୁଣାଣିକୁ ବିରୋଧ କରାଯାଇଛି। ପ୍ରଶାସକ ସୁରେଶ ମହାପାତ୍ରଙ୍କ ନେତୃତ୍ୱାଧୀନ ୩ ଜଣିଆ କମିଟି ନିକଟରେ ଏହି ଜନ ଶୁଣାଣି ଚାଲିଥିଲା। ହେଲେ ଏହାର ତରିକାକୁ ବିରୋଧ କରିଛନ୍ତି କିଛି ସେବାୟତ ଓ ବୁଦ୍ଧିଜୀବୀ। ଏହାର...
ମାଲକାନଗିରି: ପୁଣି ମାତିଲେ ମାଓବାଦୀ। ସୀମାରେ ରଚିଲେ ମାଓ ତାଣ୍ଡବ। ଦାନ୍ତେଓ୍ୱାଡା ଜିଲ୍ଲା ବାଚେଲିରେ ଗତକାଲି ରାତିରେ ୫ଟି ଟ୍ରକକୁ ମାଓବାଦୀମାନେ ପୋଡି ଦେଇଛନ୍ତି। ଟ୍ରକ ଗୁଡ଼ିକ ବଚେଲି ସହର ବୈଲାଢିଲା ଟ୍ରକ ଓନର୍ସ ଆସୋସିଏସନ୍ କାର୍ଯ୍ୟାଳୟ ନିକଟରେ ରହିଥିବାବେଳେ ମାଓବାଦୀମାନେ ସେଥିରେ ନିଆଁ ଲଗାଇ ଦେଇଥିଲେ। ପୁଲିସ...
ଭୁବନେଶ୍ୱର: ରାଜ୍ୟରେ ଭୂତଳ ଜଳ ସଂରକ୍ଷଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏ ନେଇ ରାଜ୍ୟ ସରକାର କରିଥିବା ଯୋଜନାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡ-GCF ମଞ୍ଜୁର କରିଛନ୍ତି। ଏହି ଯୋଜନାରେ ରାଜ୍ୟର ୧୦ ହଜାର ପୋଖରୀର ପୁନରୁଦ୍ଧାର କରାଯାଇ ଭୂତଳ ଜଳ...
ବାରିପଦା: ବିଦ୍ୟୁତ ସଂସ୍ପର୍ଶରେ ମହିଳା ଆହତକୁ ନେଇ ବାରିପଦା କୋଚିଳାଖୁଣ୍ଟାରେ ଘଟିଛି ଲଙ୍କାକାଣ୍ଡ। ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ରୋକ ସହ ବିଦ୍ୟୁତ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି। ଅଭିଯୋଗ ଅନୁସାରେ ବାରିପଦା ବଡ଼ସାହି ବ୍ଳକ କୋଚିଳାଖୁଣ୍ଟାର ଜଣେ ମହିଳା ସକାଳେ ଜମିକୁ କାମ କରିବାକୁ ଯାଇଥିଲେ। ଏହି ସମୟରେ ଜମି...
କଳାହାଣ୍ଡି :କଳାହାଣ୍ଡି କୋକସରା ବ୍ଲକ୍ରେ ଡେଙ୍ଗୁ ଅାତଙ୍କ। କୋକସରା ବ୍ଲକ୍ର ଲଡୁଗାଁ ଅଞ୍ଚଳରେ ୬ ଜଣଙ୍କ ଠାରେ ଡେଙ୍ଗୁ ପଜିଟିଭ୍ ଭୁତାଣୁ ଚିହ୍ନଟ ହୋଇଛି। ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପଜିଟିଭ୍ ଚିହ୍ନଟ ଲୋକଙ୍କ ମଧ୍ୟରୁ ୫ ଜଣ ବିଶାଖାପାଟଣା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ...