ଥିରୁଅନନ୍ତପୁରମ୍: କେରଳରେ ବର୍ଷାର ତାଣ୍ଡବ। ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ଓ ଭୂସ୍ଖଳନରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ୪ଜଣ ନିଖୋଜ ଅଛନ୍ତି। ୱେନାଦ୍ରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ନୌସେନାର ୪ଟି ଟିମ୍ ଓ ଏକ ସି...
ଭୁବନେଶ୍ୱର: ଭୁବନେଶ୍ୱରର ଅନନ୍ତ ବାସୁଦେବ ମନ୍ଦିର ପରିସରରେ ଭୟାବହ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ରୋଷଘରର ୨୨ଟି ବଖରା ପୋଡି ପାଉଁଶ ହୋଇଯାଇଛି। ମନ୍ଦିରର ରୋଷଘରେ ହଠାତ୍ ନିଆଁ ଲାଗି ଯାଇଥିଲା। ପରେ ଚାହୁଁ ଚାହୁଁ ଚାରିଆଡେ ବ୍ୟାପି ଯାଇଥିଲା। ରୋଷଘର ଛଣରେ ତିଆରି ହୋଇଥିବାରୁ...
ଭୁବନେଶ୍ୱର : ରାଜ୍ୟର ଦୁଇ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ରେଭେନ୍ସା ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ। ଶିକ୍ଷାଦାନରୁ ନିଯୁକ୍ତି, ମୂଲ୍ୟାୟନରୁ ଭିତ୍ତିଭୂମି ରକ୍ଷଣାବେକ୍ଷଣ, ସବୁ କ୍ଷେତ୍ରରୁ ଅାସିଛି ବ୍ୟାପକ ଅନିୟମିତତାର ଅଭିଯୋଗ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢୁଥିବା ରାଜ୍ୟର ଏ ଦୁଇ ପ୍ରମୁଖ ଶିକ୍ଷା ମନ୍ଦିର ବିରୋଧରେ ଦୁର୍ନୀତି ନେଇ ପୂର୍ବରୁ ବହୁବାର...
ଭୁବନେଶ୍ୱର : ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ଲାଗୁ ହେବାକୁ ଥିବା ପ୍ଲାଷ୍ଟିକ୍ ଏବଂ ପଲିଥିନ୍ କଟକଣା ପୂର୍ବରୁ ଅାସିବ ନିୟମ। ସେପ୍ଟେମ୍ବର ୧୫ ସୁଦ୍ଧା ଏହି ନୂଅା ନିୟମ ଲାଗୁ ହେବ। ଏ ନେଇ ଲୋକଙ୍କୁ ସଚେତନ କରାଯିବ ଏବଂ ଅାପତ୍ତି, ଅଭିଯୋଗ ଓ ପ୍ରସ୍ତାବ ଗ୍ରହଣ କରାଯିବ।...
ଭୁବନେଶ୍ୱର : ସାଥି ହେଲେ ମୋଦି ନବୀନ। ଭୋଟ୍ ଦେଇ ଏନ୍ଡିଏ ପ୍ରାର୍ଥୀଙ୍କୁ ଦେଲେ ରାଜ୍ୟସଭା ଉପାଧ୍ୟକ୍ଷ ସିଂହାସନ। ଦାଣ୍ଡରେ ପଡ଼ିଲା ବିଜେଡିର ସମଦୂରତା ଷ୍ଟାଣ୍ଡ। ହେଲେ କାହିଁକି ଏନ୍ଡିଏ ଅାଡ଼କୁ ଢଳିଲା ବିଜେଡି। ଏହା ପଛର ରହସ୍ୟ କଣ? ବିଜେଡି-ବିଜେପି ଭିତରେ ରହିଛି କି ଭିତିରିଅା ମଧୁଚନ୍ଦ୍ରିକା...
ଆପଣଙ୍କୁ ଏମିତି ଏକ ଝିଅ ବିଷୟରେ କହୁଛୁ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଉତ୍ତରପ୍ରଦେଶ ବୁନ୍ଦେଲ୍ଖଣ୍ଡର ହମିର୍ପୁର ଠାରୁ କିଛି କିଲୋମିଟର ଦୂରରେ ଥିବା ଘାଟମ୍ପୁର ଗାଁରେ ରୁହନ୍ତି ଏହି ଝିଅ। ଯାହାଙ୍କୁ ସମସ୍ତେ ‘ବିଷକନ୍ୟା’ ବୋଲି କୁହନ୍ତି। ସୂଚନା ମୁତାବକ, ୮ବର୍ଷୀୟା କାଜୋଲ୍ ନାମ୍ନୀ ଏହି...
କଟକ : କଟକରେ OSAP ଶାରୀରିକ ପରୀକ୍ଷା ବେଳେ ଅଘଟଣ। ଦୌଡ଼ ପ୍ରତିଯୋଗିତା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଛି। ପରୀକ୍ଷାର୍ଥୀ ଅସୁସ୍ଥ ଅନୁଭବ କରିବାରୁ ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ। ତେବେ ପରୀକ୍ଷାର୍ଥୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ପରୀକ୍ଷାର୍ଥୀ ନରସିଂହପୁରର ରମେଶ ପ୍ରଧାନ ବୋଲି ସୂଚନା...
କଟକ : ମାତ୍ର ୨ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବଡ ଅାଡମ୍ବରରେ ଉଦ୍ଘାଟିତ ହେଲା ମହାନଦୀ ସେତୁ। ଗମନାଗମନ ସୁବିଧାର ସ୍ୱପ୍ନ ବି ଦେଖିଲେ ଲୋକେ। ମହାନଦୀ ଉପରେ ତିଅାରି ହୋଇଥିବା ଏହି ପୋଲଟି କଟକ ବାଙ୍କି ଜାତ ମୁଣ୍ଡିଅା ଏବଂ ସୁବର୍ଣ୍ଣପୁର ସମେତ ଅାଠଗଡ଼, ଢେଙ୍କାନାଳ, ଅନୁଗୁଳ...
ଆଜି ଟଲିଉଡ୍ ସୁପରଷ୍ଟାର ତଥା ଷ୍ଟାଇଲିଶ ହିରୋ ମହେଶ ବାବୁଙ୍କ ଜନ୍ମଦିନ। ଆଜି ସେ ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ଏଥିପାଇଁ ତାଙ୍କୁ ଶୁଭେଛୁମାନଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିଛି। ତାଙ୍କୁ ସମନ୍ଥା ଆକିନେନି, ରାକୁଲ ପ୍ରୀତ୍, ମୋହନଲାଲ୍, ବିଭିଏସ୍ ରବି, ବଂଶୀ ପାଇଦିପଲ୍ଲୀ, ସୁମନ୍ତ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।...
କେନ୍ଦୁଝର : କେନ୍ଦୁଝର ଡିଗ୍ରୀ ଇଂଜିନିୟରିଂ କଲେଜ ଛାତ୍ରୀ ନିବାସର ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ। ରାଗିଂରେ ଜଣେ ଛାତ୍ରୀ ଅସୁସ୍ଥ ହୋଇ କେନ୍ଦୁଝର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ହଷ୍ଟେଲରେ ଲାଇନ୍ କଟିବାକୁ ନେଇ ରାଗିଂ ହୋଇଥିବା ସୂଚନା ମିଳିଛି। ଅଭିଯୋଗ ମୁତାବକ, ଚତୁର୍ଥ ବର୍ଷର କିଛି ଛାତ୍ରୀ...
କୋରାପୁଟ : କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ତେଜୁଛି ରାଜନୀତି। ଅାସନ୍ତା ୧୫ ତାରିଖ ସୁଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜୟପୁରକୁ ସଂପୂର୍ଣ୍ଣ ରୂପେ ସ୍ଥାନାନ୍ତରିତ କରିବା ଦାବିରେ ବିଜେଡି ପକ୍ଷରୁ ଧାରଣା ଦିଅାଯାଇଥିଲା। ଜୟପୁର ମେଡ଼ିକାଲ ସମ୍ମୁଖରେ ବିଜେଡି ନେତା ରବି ନନ୍ଦଙ୍କ ନେତୃତ୍ୱରେ ଏହି...
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କାଉଡ଼ିଆଙ୍କ ଉପରେ ଆକାଶମାର୍ଗରୁ ପୁଷ୍ପବର୍ଷା କରି ଅଡ଼ୁଆରେ ବରିଷ୍ଠ ପୋଲିସ ଅଧିକାରୀ। ମିରଟର ଏଡିଜି ପ୍ରଶାନ୍ତ କୁମାର ଏକ ହେଲିକପ୍ଟରରେ ଏରିଏଲ ସର୍ଭେ କରିବାବେଳେ ରାସ୍ତାରେ ଯାଉଥିବା କାଉଡ଼ିଆମାନଙ୍କ ଉପରେ ଫୁଲ ବର୍ଷା କରିଥିଲେ। ତାଙ୍କ ସହ ପୁଲିସ କମିଶନର ଚନ୍ଦ୍ର ପ୍ରକାଶ ତ୍ରିପାଠୀ...
ପୁରୀ : ଶ୍ରୀମନ୍ଦିର ସାମ୍ନାରେ ସେବାୟତଙ୍କ କ୍ରାନ୍ତି ଦିବସ ପାଳନ। ଏହି ଅବସରରେ ଅାଜି ସେବାୟତମାନେ ଏକାଠି ହୋଇ ବିଭିନ୍ନ ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେବାୟତଙ୍କୁ ମିଳୁଥିବା ଦାନଦକ୍ଷିଣା ବିରୋଧରେ ଯେଉଁଭଳି ଭାବେ ଷଡଯନ୍ତ୍ର କରାଯାଉଛି, ତାହା ନିନ୍ଦନୀୟ । ଏହାଦ୍ୱାରା ସେମାନଙ୍କ ପରିବାର କେମିତି ଚଳିବ...
ଭୁବନେଶ୍ୱର : ବିଶ୍ୱ ଜନଜାତି ଦିବସ ଅବସରରେ ବିଜେଡିର ଅାଦିବାସୀ ସମାବେଶ। ରାଜଧାନୀର ଅାଦିବାସୀ ପଡ଼ିଆରେ ଅାୟୋଜିତ ବିରାଟ ସମାବେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅାଦିବାସୀଙ୍କ ପାଇଁ ଅାମେ କାମ କରି ଚାଲିଛୁ। ଲୋକଙ୍କ ସେବାରେ ଗୁରୁପ୍ରିୟା ସେତୁକୁ ଉତ୍ସର୍ଗ କରାଯାଇଛି। ଗୁରୁପ୍ରିୟା ଯୋଗୁଁ ସ୍ୱାଭିମାନ ଅଞ୍ଚଳବାସୀଙ୍କ ବିକାଶ ହୋଇ...
ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସରେ ଅଘଟଣ। ହସ୍ପିଟାଲର କାଜୁଅାଲିଟି ଟ୍ରମା କେୟାର ୟୁନିଟ୍ କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଫଳରେ ୨୫ ଜଣ ରୋଗୀଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। କାନ୍ଥ ଦବିବା ନେଇ CPWDକୁ ରିପୋର୍ଟ ମାଗିଥିବା...
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବୁଲନ୍ଦସହରରେ କାଉଡ଼ିଆଙ୍କ ଉତ୍ପାତ। କାଉଡ଼ିଆମାନେ ଏକ ଅଣଓସାରିଆ ରାସ୍ତାରେ ଯାଉଥିବାବେଳେ ଜଣେ କାଉଡ଼ିଆଙ୍କ ସହ ଏକ ଗାଡ଼ି ସାମାନ୍ୟ ଘଷି ହୋଇ ପଳାଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କାଉଡ଼ିଆ ପାଟିତୁଣ୍ଡ କରିଥିଲେ। ତେବେ ପୁଲିସ ଆସିଲା ପରେ ବି ଏଥିରୁ କ୍ଷାନ୍ତ ହୋଇନଥିଲେ କାଉଡ଼ିଆ।...
ଆଜିକାଲି ଛୋଟ ଛୁଆଠାରୁ ଆରମ୍ଭ କରି ବଡ଼ ଲୋକ ସମସ୍ତଙ୍କୁ ସ୍ମାର୍ଟଫୋନ୍ ନିଶା ଧରିଛି। ବିଷେଶ କରି ଛୋଟ ଛୁଆମାନେ ସ୍ମାର୍ଟଫୋନ୍ରେ ଗେମ୍ ନ ଖେଳିଲେ ଖାଉ ନାହାଁନ୍ତି। ଯେଉଁ ବୟସରେ ବାହାରେ ବୁଲି ଖେଳ କୁଦ କରିବା କଥା ସେତେବେଳେ ଘରେ ବସି ସ୍ମାର୍ଟଫୋନ୍ରେ ଗେମ୍ ଖେଳୁଛନ୍ତି।...