ଭୁବନେଶ୍ୱର : କୁନି କୁନି ଜୁଡୋକାଙ୍କ ମଧ୍ୟରେ କାଣ୍ଟେ କି ଟକ୍କର। ଭୁବନେଶ୍ୱର ଜୁଡୋ ହଲରେ ଚାଲିଥିବା ରାଜ୍ୟ ସବ୍ ଜୁନିୟର ଜୁଡୋ ଚାମ୍ପିୟନସିପ୍ରେ ଉଭୟ ବାଳକ ଓ ବାଳିକା ବର୍ଗରେ ହେଉଛି ଲଢେଇ। ଜାତୀୟ ଜୁଡୋ ପ୍ରତିଯୋଗିତାରେ କିଏ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ ସେଥିପାଇଁ ପ୍ରତିଯୋଗୀଙ୍କ ମଧ୍ୟରେ...
ଭୁବନେଶ୍ୱର: ବିଏମ୍ସି କର୍ମଚାରୀଙ୍କ ଛୁଟି ବାତିଲ୍। ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ବିଏମ୍ସି କର୍ମଚାରୀଙ୍କ ଛୁଟି ବାତିଲ୍ ହୋଇଛି। ଭାରତୀୟ ପାଣିପାଗ ବିଭାଗର ସତର୍କତା ସୂଚନା ଅନୁଯାୟୀ ଆସନ୍ତା ୧୩ ତାରିଖ ଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ବର୍ଷା ବିତ୍ପାତ ଯୋଗୁଁ ସୃଷ୍ଟି...
ନୂଆଦିଲ୍ଲୀ : ୭୨ ତମ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି। ଏନେଇ ଅାଜି ଦିଲ୍ଲୀର ରାଜପଥରେ ସ୍ୱାଧୀନତା ଦିବସ ପାଇଁ ଫୁଲ୍ ଡ୍ରେସ୍ରେ ରିହାରସାଲ ହୋଇଛି। ଏଥିରେ ସ୍ଥଳ ସେନା, ବାୟୁସେନା ଓ ନୌସେନାର ଯବାନ ମାନେ ପରେଡ ପ୍ରଦର୍ଶନ କରିଥିଲେ। ଏଥିସହିତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହ...
ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷାରେ ଭିଜିବ ରାଜ୍ୟର ୧୮ ଜିଲ୍ଲା। ଅାସନ୍ତା ଦୁଇ ଦିନ ଧରି ଅର୍ଥାତ ୧୫ ତାରିଖ ପର୍ଯ୍ୟନ୍ତ ନିର୍ଧୁମ ବର୍ଷିବ ବର୍ଷା। ୯ଟି ଜିଲ୍ଲାରେ ପ୍ରବଳ ଏବଂ ଅନ୍ୟ ୯ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଂଜାମ,...
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ORHDC ଅର୍ଥ ଅନିୟମିତତା ମାମଲାରେ IAS ବିନୋଦ କୁମାରଙ୍କୁ ଜାମିନ ମିଳିଛି। ହାଇକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଜାମିନ ପାଇଁ ସର୍ତ୍ତ ନିର୍ଦ୍ଧାରଣ କରିବାକୁ ତଳକୋର୍ଟକୁ କହିଛନ୍ତି। ହାଇକୋର୍ଟ ୫୦ ଲକ୍ଷରୁ ଅଧିକ ଟଙ୍କାର ଜାଲିଆତି ମାମଲାରେ ବିନୋଦ କୁମାରଙ୍କୁ ଭିଜିଲାନ୍ସ କୋର୍ଟ...
ଟିଟିଲାଗଡ଼: କୃଷି ବୀମା ପ୍ରଦାନ ଦାବିରେ ଟିଟିଲାଗଡ଼ରେ ଚାଷୀମାନେ ରାସ୍ତାରୋକ କରିଛନ୍ତି। ୨୦୧୭ ଆର୍ଥିକ ବର୍ଷ ଲାଗି ଚାଷୀଙ୍କୁ ବୀମା ରାଶି ପ୍ରଦାନ ଦାବି କରି ସଇଁତଳା ବ୍ଲକର ୭ଟି ପଞ୍ଚାୟତର ଚାଷୀ ୨୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇଙ୍କ...
ଭୁବନେଶ୍ୱର: ଦଇତାପତି ନିଯୋଗର ୬ ଜଣିଆ ଟିମ୍ ରାଜ୍ୟପାଳଙ୍କୁ ଭେଟିଛନ୍ତି। ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଛନ୍ତି। ରେକର୍ଡ ଅଫ୍ ରାଇଟ୍ ଉଚ୍ଛେଦ ନ କରିବାକୁ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି। ସମସ୍ତ ଦଇତାପତି ବଂଶାନୁକ୍ରମିକ ସେବା...
ରାୟଗଡ଼ା: ଶିକ୍ଷକ ନିଯୁକ୍ତି ସହ ଅନ୍ୟାନ୍ୟ ଦାବି ନେଇ ସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ। ରାୟଗଡ଼ା ଜିଲ୍ଲା ଅମ୍ବାଦୋଳା ନିକଟସ୍ଥ ରାଣୀପିଣ୍ଡା ସ୍କୁଲର ମୁଖ୍ୟ ଫାଟକରେ ଅଭିଭାବକମାନେ ତାଲା ପକାଇଛନ୍ତି। ୨୦୦୯ ମସିହାଠାରୁ ହାଇସ୍କୁଲ ଚାଲୁଥିଲେ ମଧ୍ୟ ଆବଶ୍ୟକ ସଂଖ୍ୟକ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ନାହାଁନ୍ତି। ମାତ୍ର ଦୁଇ...
ନୂଆଦିଲ୍ଲୀ: ପୂର୍ବତନ ସିପିଏମ୍ ନେତା ତଥା ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକରେ ବହୁ ପ୍ରମୁଖ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମନାଥଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପଶ୍ଚିମବଂଗ ତଥା ଦେଶର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଅନ୍ତ ଘଟିଛି ବୋଲି ସେ...
ଭୁବନେଶ୍ୱର: ଭୁବନେଶ୍ୱର ରାଜମହଲ ଛକରେ ପୁଲିସ-ଛାତ୍ର କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ପୋଲିସ ଅଟକାଇବାରୁ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହି ସମୟରେ କିଛି ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। DMET ଓ DMRT ଛାତ୍ରଙ୍କୁ ନିଯୁକ୍ତି ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ...
ଥିରୁବନନ୍ତପୁରମ: କେରଳରେ ଜାରି ରହିଛି ବନ୍ୟାର ତାଣ୍ଡବ। ଆଜି ବି ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏଥିଯୋଗୁଁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବର୍ଷା, ବନ୍ୟା ଓ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ୬୦ ହଜାରରୁ ଅଧିକ ଲୋକଙ୍କୁ ୫ ଶହ ରିଲିଫ...
କଟକ: ବିଭିନ୍ନ ଦାବି ନେଇ କଟକ ନଗର କଂଗ୍ରେସ ସିଏମସି କାର୍ଯ୍ୟାଳୟ ଘେରାଉ କରିଛି। ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଧାରଣା ଦେଇଛନ୍ତି କଂଗ୍ରେସ କର୍ମକର୍ତ୍ତା। ସିଏମସିରେ ପରିମଳ ବ୍ୟବସ୍ଥା ନିମନ୍ତେ କରାଯାଇଥିବା ଟେଣ୍ଡର୍ ପ୍ରକ୍ରିୟାକୁ ଅନଲାଇନ୍ ପରିବର୍ତ୍ତେ ଅଫ୍ଲାଇନ କରି ବ୍ୟାପକ ଦୁର୍ନୀତି କରିଥିବା...
ଭୁବନେଶ୍ୱର: ଆଜିଠାରୁ ମେଡ଼ିକାଲ ସିଟ୍ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇଛି। ରାଜ୍ୟରେ ୮ଟି ମେଡିକାଲ କଲେଜ ଓ ୨ଟି ବିଡିଏସ୍ କଲେଜର ଖାଲିଥିବା ସିଟ୍ ପାଇଁ ନାମଲେଖା ହେବ। ଆଜି ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖାର ପ୍ରଥମ ଦିନରେ ଏସ୍ସିବି ଓ ଏମକେସିଜି ପାଇଁ ନାମଲେଖା...
ମୁମ୍ବାଇ: ଆଜି ହେଉଛି ସୈଫ୍ ଅଲ୍ଲୀ ଖାଁ ଓ ଅମୃତାସିଂହଙ୍କ କନ୍ୟା ସାରା ଅଲ୍ଲୀ ଖାନ୍ଙ୍କ ଜନ୍ମଦିନ। ସେ ତାଙ୍କ ପରିବାର ସହ ଜନ୍ମ ଦିନ ମନାଇଛନ୍ତି। ତାଙ୍କର ଫିଲ୍ମ ରିଲିଜ୍ ନ ହେଉଣୁ ସୋଶାଲ ମିଡିଆରେ ଏବେ ଲକ୍ଷ ଲକ୍ଷ ଫ୍ୟାନ୍ଙ୍କ ସେନ୍ସେସନ୍ ପାଲଟିଛନ୍ତି ସାରା ଅଲ୍ଲୀ...
ବାଲେଶ୍ୱର: ବାଲେଶ୍ୱର ସହରରେ ଏବେବି କିଛି ସଂସ୍ଥା ଋଣ କରାଇ ଦେବା ନାଁରେ ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ଚିଟ୍ଫଣ୍ଡ ସଂସ୍ଥା ବନ୍ଦ ହେବା ପରେ ଏଭଳି କିଛି ସଂସ୍ଥା ବିନା ସାଇନ ବୋର୍ଡରେ ଅଫିସ୍ କରି ଲୋକଙ୍କୁ ଠକୁଥିବା ନଜରକୁ ଆସିଛି। ବାଲେଶ୍ୱର ସହରର ସହଦେବଖୁଣ୍ଟାରେ ମୁସ୍କାନ...
କେନ୍ଦୁଝର/ବାରିପଦା: ରାସ୍ତା ଗୋଟିଏ, ହେଲେ ଫଳକ ଲାଗିଛି ଦୁଇଟି। ଗୋଟିଏ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର, ଆଉ ଗୋଟେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ନାଁରେ। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଦୁର୍ଗମ ଗାଁ ତମାଙ୍ଗକୁ ସଂଯୋଗ କରୁଥିବା ଗୋଟିଏ ରାସ୍ତା ପାଇଁ ଦୁଇଟି ଫଳକକୁ ନେଇ ଏବେ ଚର୍ଚ୍ଚା...
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଲଡ଼ୁଗାଁରେ ଡେଙ୍ଗୁ ସାଂଘାତିକ ରୂପ ନେଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଗତ ଶୁକ୍ରବାର ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରୀକ୍ଷା ପାଇଁ ପଠାଯାଇଥିବା ୯୪ଟି ରକ୍ତ ନମୂନାରୁ ୧୮ଟି ରିପୋର୍ଟ ପଜିଟିଭ୍ ଆସିଛି। ପୂର୍ବରୁ...
ଜଗତସିଂହପୁର: ମହାଦେବଙ୍କଙ୍କୁ ଜଳଲାଗି କରିବାକୁ ଯାଇଥିବା ବେଳେ ପାଣି ଉଠାଇବା ସମୟରେ ଦୁଇ ଜଣ କାଉଡ଼ିଆ ବୁଡ଼ି ଯାଇଥିଲେ। ଏହି ଘଟଣା ଘଟିଛି ଜଗତସିଂହପୁର ତିର୍ତ୍ତୋଲ ଝୁଲାବାବା ମଠ ନିକଟ ଘାଟରେ। ଉଭୟ କାଉଡ଼ିଆ ତିର୍ତ୍ତୋଲ ପିପଲ ମାଧବ ମହମ୍ମଦାବାଦ ଗାଁର। ସେମାନଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଛି।...