ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ରେକର୍ଡ ସ୍ତରକୁ ହ୍ରାସ ହୋଇଛି। ଗତ ୭୦ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୭୦ ଟଙ୍କାରେ ଆସି ପହଞ୍ଚିଛି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଏହି ହ୍ରାସ ଦେଖିବାକୁ ମିଲିଛି। ଗତକାଲି ଡଲାର...
ପାରାଦୀପ: ପାରାଦୀପରେ ମାଛ ମଡ଼କ। ପାରାଦୀପର ସାହାରା ମତ୍ସ୍ୟଦିଆ ନଦୀରେ ଏହି ମାଛ ମଡ଼କ ଦେଖିବାକୁ ମିଳିଛି। ନଦୀକୂଳରେ ହଜାର ହଜାର ମୃତ ମାଛ ଭାସୁଥିବାର ଦେଖିବାକୁ ମିଳିଛି। ନଦୀଜଳ ପ୍ରଦୂଷଣ କାରଣରୁ ଏହି ମାଛ ମଡ଼କ ହୋଇଥିବା ସନ୍ଦେହ କରାଯାଉଛି। ନିକଟରେ କାରଖାନା ଥିବାରୁ ସେଠାକାର ବର୍ଜ୍ୟବସ୍ତୁ...
ଭୁବନେଶ୍ୱର: ଭଡ଼ା ଘରେ ନିଶା କାରବାର। ପୁଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଆଜି ମିଳିତ ଭାବେ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ନିଶାଦ୍ରବ୍ୟ ଜବତ କରାଯାଇଛି। ସୂଚନା ଅନୁସାରେ, ୟୁନିଟ-୩, ୟୁନିଟ-୪ ଓ ବାଲିଅନ୍ତାରେ ଚଢ଼ାଉ କରାଯାଇ ବ୍ରାଉନ୍ ସୁଗାର, ଗଞ୍ଜେଇ, ଅଫିମ...
ଜଗତସିଂହପୁର: ଅମୁଲ୍ର ପ୍ୟାକିଂ ଭଳି ଆଖିକି ପୂରା ଦିଶୁଛି, କିନ୍ତୁ ସୁଜି ଦାନା ଭଳି ଲାଗିବା ସହ ପାଣିରେ ପକାଇ ଦେଲେ ସାଙ୍ଗେ ସାଙ୍ଗେ ମିଳେଇ ଯାଉଛି। ଏମିତି କିଛି ଅଭିଯୋଗ ଆଣିଛନ୍ତି ଜଗତ୍ସିଂହପୁର ଅଞ୍ଚଳର ଜଣେ ବ୍ୟକ୍ତି। ଉକ୍ତ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ସ୍ଥାନୀୟ କଲେଜ ଛକ...
ଭୁବନେଶ୍ୱର: ନାଳରେ ଭାସିଯାଇ ଜଣେ ଘରୋଇ ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଗଙ୍ଗନଗର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ଟା ୩୦ରେ ହରିହର ପଟ୍ଟନାୟକ (୫୫) ଚାଲି ଚାଲି ଯାଉଥିବାବେଳେ ହଠାତ୍ ଏକ ନାଳରେ ଖସି ପଡ଼ି ଭାସିଯାଇ...
ବାଲିଗୁଡା: ପ୍ରବଳ ବର୍ଷାରେ ଭାସିଗଲା ନିର୍ମାଣାଧୀନ ପୋଲ। କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟ ସୀତାପଡି ଠାରେ ଏକ ନିର୍ମାଣାଧୀନ ପୋଲ ଭାସି ଯାଇଛି। ଫଳରେ ରାୟପୁର-ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥରେ ୟାତାୟତ ବାଧାପ୍ରାପ୍ତ ହୋଇଛି। ବାଲିଗୁଡାରୁ କଳାହାଣ୍ଡି ଓ ରାୟଗଡା ଜିଲ୍ଲାକୁ ଗତକାଲି ବିଳମ୍ବିତ ରାତିରୁ ଗାଡି...
ନୂଆଦିଲ୍ଲୀ: ୨୦୧୯ରେ ଲୋକସଭା ନିର୍ବାଚନ ସହିତ ୧୧ଟି ରାଜ୍ୟରେ ଏକକାଳୀନ ବିଧାନସଭା ନିର୍ବାଚନ କରାଇବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ଜଣାପଡ଼ିଛି। ଚଳିତ ବର୍ଷ ଶେଷ ଆଡ଼କୁ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବାର ଅଛି। ତାକୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇପାରେ। ସେହିପରି ୨୦୧୯ ଶେଷ...
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାରେ ପହଞ୍ଚିଲା EVM। ରାଜ୍ୟର ୧୩ଟି ଜିଲ୍ଲା ପାଇଁ ୩୦ ହଜାରରୁ ଉର୍ଦ୍ଧ୍ୱ EVM ଝାରସୁଗୁଡ଼ାରେ ପହଞ୍ଚିଛି। ଝାରସୁଗୁଡ଼ା, କଟକ, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଜିଲ୍ଲା କେନ୍ଦୁଝର, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା, ଗଞ୍ଜାମ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ଲାଗି ମୋଟ...
ସୁନ୍ଦରଗଡ଼ : ଫୁଟବଲ ମ୍ୟାଚ୍ର ମଧ୍ୟାନ୍ତରବେଳେ ବଜ୍ରପାତ ଘଟି ୨ଜଣଙ୍କ ମୃତ୍ୟୁ ହୋଇଛି। ୧୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୁନ୍ଦରଗଡ଼ ସୀମାନ୍ତ ଝାଡ଼ଖଣ୍ଡ ପରବା ନିକଟରେ ଘଟିଛି ଏହି ଅଘଟଣ। ସୁନ୍ଦରଗଡ଼ ହାତୀବାରିର ଏକ ଟିମ୍ ପରବାକୁ ଖେଳିବାକୁ ଯାଇଥିଲେ। ତେବେ ମ୍ୟାଚ୍ର ମଧ୍ୟାନ୍ତର ବେଳେ ବଜ୍ରପାତ...
କୋରାପୁଟ: ପୁଅକୁ ଭୁବନେଶ୍ୱରର ଏକ ଘରୋଇ ସ୍କୁଲରେ ଛାଡ଼ିବାକୁ ଯାଇ ନିଖୋଜ ମାଆ। ଏଭଳି ଏକ ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ରଞ୍ଜିତଗୁଡ଼ା ଗାଁରୁ। ଗତ ମାସ ୨୮ ତାରିଖରେ ରଞ୍ଜିତଗୁଡ଼ାର ପଦ୍ମା ମୁଦୁଲି ନିଜ ପୁଅକୁ ନେଇ ଭୁନେଶ୍ୱରରରେ ଛାଡ଼ିବାକୁ ଯାଇଥିଲେ। ତା ପରଠାରୁ...
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା। ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଅସଦାଚରଣ ଘଟଣାରେ ପୁଲିସ୍ ସେମାନଙ୍କ ନାଁରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ଏଥିସହ ଘଟଣାଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଉପସ୍ଥିତ ଥିବା ଅନ୍ୟ ୧୧ଜଣ ମନ୍ତ୍ରୀଙ୍କ ବିରୋଧରେ ମଧ୍ୟ...
ଚାନ୍ଦବାଲି: ଚାଉଳ ବସ୍ତା ଖୋଲିଲେ ଗନ୍ଧରେ ରହି ହଉନି। ଏହା ସହିତ ପୋକ ବି ସାଲୁବାଲୁ ହେଉଛନ୍ତି ଏହି ଚାଉଳରେ। ଏଭଳି ଅଭିଯୋଗ ଆସିଛି, ଚାନ୍ଦବାଲି ଦୋସିଙ୍ଗା ପଞ୍ଚାୟତ ଜ୍ୟୋସ୍ନାମୟୀ ଗାଁରୁ। ସୂଚନା ଅନୁଯାୟୀ ଅନ୍ତର୍ଦ୍ୱୟ ହିତାଧିକାରୀ ପାର୍ବତୀ ମଣ୍ଡଳ ଚଳିତ ମାସ ୩୫ କିଲୋ ହିସାବରେ ଦୁଇ...
(ଓମ୍ ପ୍ରକାଶ ସାହୁ) ଆପଣ ଭଗବାନଙ୍କୁ ଭୁଲ୍ ବୁଝୁଛନ୍ତି କି ? କାହିଁକି ? ସେ ଅନ୍ୟମାନଙ୍କୁ ଭଲରେ ରଖି ଆପଣଙ୍କୁ ଦୁଃଖରେ ରଖିଛନ୍ତି ବୋଲି? ଯଦି ଏମିତି ଭାବୁଛନ୍ତି ତା ହେଲେ ଆପଣ ଭୁଲ କରୁଛନ୍ତି। କାରଣ ଏହା ସତ୍ୟ ଯେ ଭଗବାନ ଆପଣଙ୍କୁ ଭଲ ପା’ନ୍ତି।...