• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

vajpayee
ବାଜପେୟୀଙ୍କ ଅବସ୍ଥା ଅତି ସଂକଟାପନ୍ନ

ନୂଆଦିଲ୍ଲୀ: ଏମ୍‌ସରେ ସଂକଟାପନ୍ନ ସ୍ଥିତିରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ରାଜନୀତିର କିମ୍ବଦନ୍ତୀ ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବାକୁ ଦେଶବ୍ୟାପୀ ଉତ୍ସୁକତା ପ୍ରକାଶ ପାଇଛି। ଦଳ ମତ ନିର୍ବିଶେଷରେ ବହୁ ବରିଷ୍ଠ ରାଜନୀତିକ ନେତା ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏମ୍‌ସର...

vlcsnap-error852
୮ ଘଣ୍ଟିଆ ଜୟପୁର ବନ୍ଦ

କୋରାପୁଟ: ୪ ଦଫା ଦାବିରେ ବିଜେପି ପକ୍ଷରୁ ଆଜି ୮ ଘଣ୍ଟିଆ ଜୟପୁର ବନ୍ଦ ଡାକରା ଦିଆଯାଇଛି। ଦଳ ପକ୍ଷରୁ ବୋରିଗୁମ୍ମାକୁ ଏନ୍ଏସି ମାନ୍ୟତା, ଜିଲ୍ଲା ଚିକିତ୍ସାଳୟ ମାନ୍ୟତା ପାଇଥିବା ଜୟପୁର ମେଡିକାଲକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଆଦି ଦାବି କରାଯାଇଛି। ବନ୍ଦ ପ୍ରଭାବ ଦୋକାନ ବଜାର ଓ...

boudh1
ପୋଲ ଉପରେ ୪ ଫୁଟ୍‌ର ବର୍ଷା ପାଣି

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଫଳରେ କଣ୍ଟାମାଳ-ଘଣ୍ଟାପଡ଼ା ୪୧ ନମ୍ବର ରାଜପଥର ଅଡ଼ାଗୁଡ଼ି ପୋଲ ଉପରେ ୪ ଫୁଟ ଉଚ୍ଚତାର ପାଣି ପ୍ରବାହିତ ହେଉଛି। ସେହିପରି ମଲିକୁଦ ବାଞ୍ଜିନାଳ, ଚିଚେନ୍ଦ ପୋଲ ଉପରେ ପ୍ରାୟ ସାଢ଼େ ୩ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ...

baby elephant
କେନାଲରୁ ହାତୀ ଛୁଆ ଉଦ୍ଧାର

ଆଠଗଡ଼: ଆଠଗଡ଼ ଖୁଣ୍ଟୁଣି ରେଞ୍ଜ ଖମାର ନୂଆଗାଁ କେନାଲରୁ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ହାତୀପଲ ଛୁଆଟିକୁ ଛାଡ଼ି ପାଖ ଜଙ୍ଗଲକୁ ପଳାଇ ଯାଇଥିଲେ। ଫଳରେ ଗାଁ ଲୋକେ ବିଲକୁ କାମ କରିବାକୁ ଯାଇଥିବା ବେଳେ ହାତୀ ଛୁଆକୁ ଉଦ୍ଧାର କରିଥିଲେ। ହାତୀ ଛୁଆକୁ କାନ୍ଧେଇ କାନ୍ଧେଇ...

Ajit-Wadekar-1
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଅଜିତ୍‌ ଓ୍ୱାଡେକରଙ୍କ ପରଲୋକ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଅଜିତ୍‌ ଓ୍ୱାଡେକରଙ୍କ ୭୭ ବର୍ଷ ବୟସରେ ମୁମ୍ବାଇର ଜସ୍‌ଲୋକ୍‌ ହସ୍ପିଟାଲରେ ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଅଜିତ୍‌ ଓ୍ୱାଡେକର ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ପ୍ରଥମ ଅନ୍ତଃରାଷ୍ଟ୍ରୀୟ ଅଧିନାୟକ। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

banki
ଶୋଇଥିବା ବେଳେ ପଡ଼ିଗଲା କାନ୍ଥ, ୪ ଆହତ

ବାଙ୍କୀ: ମାଟି କାନ୍ଥ ଭୁଶୁଡ଼ି ଗୋଟିଏ ପରିବାରର ୪ ଜଣ ଆହତ ହୋଇଛନ୍ତି। ଲଗାଣ ବର୍ଷା ଯୋଗୁଁ ତାଳବସ୍ତ ପଞ୍ଚାୟତର ଭିଜିପୁଟ ଗାଁରେ ଏଭଳି ଅଘଟଣ ଘଟିଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକ ଶୋଇଥିବା ବେଳେ...

Atal Bihari Vajpayee
ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି। ତାଙ୍କୁ ଜୀବନରକ୍ଷକ ବା ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି। ଏନେଇ ବୁଧବାର ସନ୍ଧ୍ୟାରେ ଦିଲ୍ଲୀ ସ୍ଥିତ ଏମ୍‌ସ ପକ୍ଷରୁ ଆନୁଷ୍ଠାନିକ ସୂଚନା ଜାରି କରାଯାଇଛି। ୯୩ ବର୍ଷୀୟ ବାଜପେୟୀ ଦୀର୍ଘ...

revenshasi
ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ପୁଣି ରାଗିଂ ଅଭିଯୋଗ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ପୁଣି ରାଗିଂ ଅଭିଯୋଗ। ସଂସ୍କୃତ ବିଭାଗ ଦ୍ୱିତୀୟ ଶ୍ରେଣୀର ଛାତ୍ରଙ୍କୁ ଜଣେ ଏମ୍‌ବିଏ ଦ୍ୱିତୀୟ ବର୍ଷର ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି। ଏନେଇ ସଂପୃକ୍ତ ଛାତ୍ରଙ୍କ ପକ୍ଷରୁ କଟକ ମାଲଗୋଦାମ ଥାନାରେ ଏତଲା ଦିଅାଯାଇଛି। ଅଭିଯୋଗ ଅନୁସାରେ ଏକ ନିର୍ଦ୍ଧିଷ୍ଟ...

budha
ସ୍ୱାଧୀନତା ଦିବସରେ ଭାରତକୁ ଲଣ୍ଡନର ଉପହାର

ନୂଆଦିଲ୍ଲୀ: ଭାରତକୁ ସ୍ୱାଧୀନତା ଦିବସରେ ଲଣ୍ଡନର ମେଟ୍ରୋପଲିଟାଣ୍ଟ ପୁଲିସ୍‌ ପକ୍ଷରୁ ଏକ ମହତ୍ତ୍ୱପୂର୍ଣ୍ଣ ଉପହାର ପ୍ରଦାନ କରାଯାଇଛି। ବିହାରର ନାଳନ୍ଦାରେ ଥିବା ଏକ ସଂଗ୍ରାହଳୟରୁ ୬୦ ବର୍ଷ ପୂର୍ବେ ଚୋରି ହୋଇଥିବା ଏକ ବୁଦ୍ଧ ମୂର୍ତ୍ତିକୁ ଲଣ୍ଡନ ପୁଲିସ୍‌ ଭାରତକୁ ଫେରାଇ ଦେଇଛି। ଚାନ୍ଦିରେ ଖଞ୍ଜିତ ଏହି ବ୍ରୋଞ୍ଚ୍‌...

amit saha
ତଳେ ପଡ଼ିଗଲା ଅମିତ୍‌ ଶାହଙ୍କ ତ୍ରିରଙ୍ଗା: ଭାଇରାଲ୍‌ ହେଲା ଭିଡିଓ

ନୂଆଦିଲ୍ଲୀ : ଆଜି ସାରା ଭାରତରେ ୭୨ତମ ସ୍ୱାଧୀନତା ଦିବସ ପାଳନ ହୋଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌କିଲ୍ଲାରେ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେହିପରି ବିଜେପି ଜାତୀୟ କାର୍ଯ୍ୟାଳୟରେ ଦଳର ସଭାପତି...

titilagarh
ତେଲନଦୀ ଟାପୁରେ ଫସିଥିବା ୧୭ଜଣ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ୱର : ପ୍ରବଳ ବର୍ଷା ପରେ ତେଲ ନଦୀରେ ହଠାତ୍ ବନ୍ୟା ଅାସିବାରୁ ନଦୀ ମଝିରେ ଥିବା ଏକ ଟାପୁରେ ଫସି ଯାଇଥିବା ୧୭ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ସେମାନଙ୍କ ମଧ୍ୟରେ ବିଦ୍ୟୁତ୍ ବିଭାଗର ୧୩ ଓ ଜଳ ଯୋଗାଣ ବିଭାଗର ୪ ଜଣ କର୍ମଚାରୀ...