• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

encounter in khurda
ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଫିରୋଜ ଆହତ

ଖୋର୍ଦ୍ଧା : ଖୋର୍ଦ୍ଧାରେ ପୁଲିସ୍‌ ଏନ୍‌କାଉଣ୍ଟର। ନିରାକାରପୁର ଅଞ୍ଚଳରେ ପୁଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଫିରୋଜ ଖାନ୍‌ ଆହତ ହୋଇଛି। ତାର ବାମ ଆଣ୍ଠୁ ଓ ପାଦରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଗତକାଲି...

atal bihari vajpayee
ଆଜି ଅପରାହ୍ନ ୪ଟାରେ ହେବ ବାଜପେୟୀଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶେଷକୃତ୍ୟ ସଂପନ୍ନ ହେବ।  ସକାଳ ୭ଟା ୩୦ରୁ -୮ଟା ୩୦ ପର୍ଯ୍ୟନ୍ତ ୧ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ପାର୍ଥିବ ଶରୀର ଦିଲ୍ଲୀ ସ୍ଥିତ ବାସଭବନରେ ରଖାଯିବ। ଏଠାରେ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିବେ। ଏହା ପରେ ସକାଳ...

vlcsnap-error397
ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍‌ରେ ଲେଖିଛନ୍ତି, ପ୍ରକୃତରେ ଭାରତର ଜଣେ ରାଷ୍ଟ୍ରନାୟକ ଥିଲେ ବାଜପେୟୀ। It was Atal Ji’s exemplary leadership...

sch
ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ୍‌ କଲେଜ୍‌ ଛୁଟି

ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ୍‌ , କଲେଜ୍‌ ଛୁଟି ରହିବ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ବିୟୋଗରେ ରାଜ୍ୟ ସରକାର ଆସନ୍ତାକାଲି ତା ୧୭.୦୮.୨୦୨୮ରେ ସରକାରୀ ଛୁଟି ଘୋଷଣା କରିଛନ୍ତି। ଏହାସହ ଆଜିଠାରୁ  ୭ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ମଧ୍ୟ ଘୋଷଣା କରିଛନ୍ତି।...

୭୮
ମୃତ୍ୟୁକୁ ଆଖି ସାମନାରେ ଦେଖି ଅଟଳଜୀ ଲେଖିଥିଲେ ଏହି କବିତା…

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜଣେ ରାଜନେତା ଭାବେ ଯେତିକି ଲୋକପ୍ରିୟ, ଜଣେ କବି ଭାବେ ମଧ୍ୟ ସେତିକି ପ୍ରସିଦ୍ଧ। ସେ ଲେଖିଥିବା କବିତାଗୁଡିକୁ ଅନେକ ପ୍ରଶଂସା ମିଳିଛି। ତାଙ୍କର କବିତାରୁ ତାଙ୍କର ବ୍ୟକ୍ତିତ୍ୱର ପରିଚୟ ମିଳିଥାଏ। ଜୀବନକୁ ସେ କେତେ ପାଖରୁ ଦେଖିଛନ୍ତି ଏହା ସେ...

atal-bihari-vajpayee-@INCIndia
ଆରପାରିରେ ଅଟଳ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ରାଜନୀତିର କିମ୍ବଦନ୍ତୀ ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ଆଜି ପରଲୋକ ଘଟିଛି। ଗତକାଲିଠୁ ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖା ଯାଇଥିଲା। ବାଜପେୟୀଙ୍କ ପରଲୋକ ନେଇ ଏମ୍‌ସ ପକ୍ଷରୁ ହେଲ୍‌ଥ ବୁଲେଟିନ୍ ଜାରି କରାଯାଇଛି। ୯୩ ବର୍ଷୀୟ ବାଜପେୟୀ ଦୀର୍ଘ ୯ ସପ୍ତାହ...

muniguda
ଲଗାଣ ବର୍ଷାରେ ଧସିଲା ରଘୁବାରି ଘାଟି

ରାୟଗଡ଼ା : ଲଗାଣ ବର୍ଷାରେ ଧସିଲା ରାୟଗଡ଼ା ଜିଲ୍ଲା ରଘୁବାରି ଘାଟି। ଘାଟି ଧସିବାରୁ ରଘୁବାରି ଓ ଡିମିରିଗୁଡ଼ା ଅଞ୍ଚଳର ପ୍ରାୟ ୪୦ ଖଣ୍ଡ ଗାଁର ୫ ହଜାରରୁ ଅଧିକ ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି।  ରଘୁବାରିରୁ ପାତରପଡ଼ା, ହରିପୁର ଓ ଡିମିରିଗୁଡ଼ା ରାସ୍ତା ଧସି ହୋଇଯାଇଛି...

teachers strike
ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଶିକ୍ଷକ

ଭୁବନେଶ୍ୱର : ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଶିକ୍ଷକ। ବ୍ଲକ୍‌ ଗ୍ରାଣ୍ଟ ଉଚ୍ଛେଦ, ପୂର୍ଣ୍ଣଅନୁଦାନ ସହ ଚାକିରି ସର୍ତ୍ତାବଳୀ ଦାବିରେ ଅାନ୍ଦୋଳନକୁ ଓହ୍ଲାଇଛନ୍ତି ସ୍କୁଲ କଲେଜ ଶିକ୍ଷକ,କର୍ମଚାରୀ ମିଳିତ ମଞ୍ଚ। ପୂର୍ବରୁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳିନଥିବାରୁ ଏହାର ପ୍ରତିବାଦରେ ଭୁବନେଶ୍ୱର ଗାନ୍ଧିମାର୍ଗରେ ଅାନ୍ଦୋଳନ କରୁଛନ୍ତି ମିଳିତ ମଞ୍ଚ। ଏଥିସହ...

infan
ପତ୍ନୀଙ୍କ ସହ ଫଟୋ ପୋଷ୍ଟ କରି ଫସିଗଲେ ଇର୍ଫାନ ପଠାନ୍‌

ମୁମ୍ୱାଇ: ପଠାନ୍‌ ବ୍ରଦର୍ସ ଏବେ ଟିମ୍‌ ଇଣ୍ଡିଆରେ ନାହାନ୍ତି ସତ। ହେଲେ ବର୍ତ୍ତମାନ ବି ସେମାନଙ୍କର ଫ୍ୟାନ୍‌ କମ୍‌ ନାହାନ୍ତି। ଇର୍ଫାନ ପଠାନ୍‌ କେବଳ ତାଙ୍କ ଖେଳ ପାଇଁ ନୁହେଁ ତାଙ୍କ କ୍ୟୁଟ୍‌ ଲୁକ୍‌ ପାଇଁ ମଧ୍ୟ ବେଶ୍‌ ପରିଚିତ।  ବର୍ତ୍ତମାନ ଇର୍ଫାନ ତାଙ୍କ ପତ୍ନୀଙ୍କ ସହ କାଶ୍ମୀରରେ...

jio
ବଜାରକୁ ଆସିଲା ‘ଜିଓ ଫୋନ ୨’

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ରିଲାଏନ୍ସ ଜିଓ ଲଞ୍ଚ କରିଥିବା ‘ଜିଓ ଫୋନ ୨’ ଆଜିଠୁ ଅନ୍‌ଲାଇନରେ ଉପଲବ୍ଧ ହୋଇଛି। ଏହାର ଫ୍ଲାସ୍‌ ସେଲ୍‌ jio.comରେ ଦିନ ୧୨ଟାରେ ଆରମ୍ଭ ହୋଇଥିବାବେଳେ ଏହାର ପରବର୍ତ୍ତୀ ଫ୍ଲାସ୍‌ ସେଲ୍‌ ଅଗଷ୍ଟ ୩୦ରେ ହେବ। ଜିଓ ଫୋନ୍‌ ୨ରେ horizontal...

vlcsnap-error398
ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କଲେ ମିଳିବ ପୁରସ୍କାର

କେନ୍ଦୁଝର: ଦିନକୁ ଦିନ ବଢୁଛି ସଡ଼କ ଦୁର୍ଘଟଣା। ଆଉ ଅକାଳରେ ଚାଲି ଯାଉଛି ଜୀବନ। ରାସ୍ତାକଡ଼ରେ ଦୁର୍ଘଟଣା ଗ୍ରସ୍ତ ଲୋକଟି ଛଟପଟ ହେଉଥଲେ ମଧ୍ୟ କୋର୍ଟ କଚେରୀ ଭୟରେ ଲୋକେ ଡାକ୍ତରଖାନା ନେବାକୁ ପଛଘୁଞ୍ଚା ଦେଇଥା’ନ୍ତି। ଏସବୁକୁ ଦୃଷ୍ଟିରେ ରଖି କେନ୍ଦୁଝର ପୁଲିସ୍‌ ଏବେ ସହାୟତାର ହାତ ବଢାଇଛି।...