• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

pmay---1
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରାଜନୀତି

ବାରିପଦା : ଗରିବଙ୍କୁ ଘର ଦେଇ ବାହାବା ନେବାର ପ୍ରତିଯୋଗିତାରେ ଟୁଇଷ୍ଟ ପ୍ରଧାନମନ୍ତ୍ରୀ ଅାବାସ ଯୋଜନାରେ ଘର ତିଅାରି କରିବାରେ ରାଜ୍ୟର ପାରିବାପଣିଅା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି କେନ୍ଦ୍ର  ତିନି ବର୍ଷ ପାଇଁ ରାଜ୍ୟକୁ ଦିଅାଯାଇଥିବା ଟାର୍ଗେଟର ମାତ୍ର ଅଧାପୂରଣ ହୋଇଛି। ବାରିପଦା ସଦର ବ୍ଲକ ଶଙ୍ଖାଭଙ୍ଗାର...

vlcsnap-error937
ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ପକ୍ଷରୁ ସ୍ୱର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ଅବସରରେ ଆଳି ନୂଆବଜାର ଠାରେ ଶତାଧିକ ଲୋକ ଏକାଠି ହୋଇ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ। କର୍ମୀମାନେ ବାଜପେୟୀଙ୍କ ଅମର ଆତ୍ମାର...

davolkar
ନରେନ୍ଦ୍ର ଡାଭୋଲକରଙ୍କ ହତ୍ୟା ମାମଲା

ମୁମ୍ବାଇ : ୫ବର୍ଷ ପରେ ସାମାଜିକ କର୍ମୀ ନରେନ୍ଦ୍ର ଡାଭୋଲକରଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ସିବିଅାଇ। ଗତକାଲି ସଚିନ ପ୍ରକାଶରାଓ ଅନ୍ଦୁରେଙ୍କୁ ଗିରଫ କରିବା ପରେ ଅାଜି ପଚରାଉଚରା ପାଇଁ ରିମାଣ୍ଡରେ ନେଇଛି ସିବିଅାଇ। ଅାସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସଚିନ ପ୍ରକାଶରାଓଙ୍କୁ ଜେରା...

ashes
ବାଜପେୟୀଙ୍କ ଅସ୍ଥି ବିସର୍ଜନ ପାଇଁ ବିଶାଳ ଶୋଭାଯାତ୍ରା

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ସମ୍ମାନ ଜଣାଇ ଜନସମୁଦ୍ର ପାଲଟିଲା ହରିଦ୍ୱାର ସହର। ଝିଅ ନମିତା ଭଟ୍ଟାଚାର୍ଯ୍ୟ ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତିସ୍ଥଳରୁ ତାଙ୍କ ଅସ୍ଥି ସଂଗ୍ରହ କରିବା ପରେ ହରିଦ୍ୱାର ଯାଇଥିଲେ। ଏଥିପାଇଁ ହରିଦ୍ୱାରରେ ବ୍ୟାପକ ଅାୟୋଜନ କରାଯାଇଥିଲା। ବାଜପେୟୀଙ୍କ ଅସ୍ଥିକୁ ଏକ...

vlcsnap-error848
କୁନି କୁନି ପିଲାଙ୍କ ଦ୍ୱାରା ‘ବନ୍ଦେ ମାତରମ୍‌’ କାର୍ଯ୍ୟକ୍ରମ

ଆଳି(କେନ୍ଦ୍ରାପଡ଼ା): କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଡିପିଆଇଏସ୍‌ ସ୍କୁଲ୍‌ ପକ୍ଷରୁ ବନ୍ଦେମାତରମ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛୋଟ ପିଲାଙ୍କ ଦ୍ୱାରା ନୃତ୍ୟ,ଗୀତ,ଏକକ ଅଭିନୟ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ...

india england match
ନଟିଂହାମ୍‌ ଟେଷ୍ଟ: ୩୨୯ ରନ୍‌ରେ କରି ଭାରତ ଅଲ୍‌ଆଉଟ୍

ଟ୍ରେଣ୍ଟବ୍ରିଜ୍‌: ଟ୍ରେଣ୍ଟ୍‌ବ୍ରିଜ୍‌ର ନଟିଂହାମ୍‌ରେ ଚାଲିଥିବା ଘରୋଇ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ ମ୍ୟାଚ୍‌ରେ ଭାରତ ପ୍ରଥମ ଇନିଂସ୍‌ରେ ୩୨୯ ରନ୍‌ କରି ଅଲ୍‌ଆଉଟ୍ ହୋଇଯାଇଛି। ଜବାବ୍‌ରେ ଇଂଲଣ୍ଡ ଶେଷ ଖବର ସୁଦ୍ଧା ବିନା କୌଣସି କ୍ଷତିରେ ୪୬ ରନ୍ କରିଛି। ନିର୍ଭରଯୋଗ୍ୟ କୁକ୍‌ ୨୧ ଓ ଅନ୍ୟତମ ଓପନର୍...

kapil
ଅକ୍ଟୋବର ୧୨ ରେ ରିଲିଜ୍‌ ହେଉଛି କମେଡି କିଙ୍ଗ୍‌ କପିଲ୍‌ ଶର୍ମା ପ୍ରଯୋଜିତ ଫିଲ୍ମ

ମୁମ୍ବାଇ: କିଛିଦନ ହେବ କପିଲ୍‌ ଶର୍ମାଙ୍କୁ ଟିଭି ପରଦାରେ ଦେଖିବାକୁ ମିଳୁନି। ଅନେକ ବିବାଦରେ ଛନ୍ଦି ହେବା ସହିତ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କ ‘ଶୋ’କୁ ମଧ୍ୟ ସେ ଛାଡ଼ିଛନ୍ତି। ଆଉ ଏହି ସବୁ ପରିବର୍ତ୍ତନ ସୁନୀଲ୍‌ ଗ୍ରୋଭରଙ୍କ ସହିତ ଝଗଡ଼ା ହେବାପରେ ହୋଇଛି। ଅନ୍ୟପଟେ କପିଲ୍‌ କେବେ...

watrer2
ରାତିରେ ଶୋଇଥିବା ବେଳେ ହଠାତ୍ ପଶି ଅାସିଲା ପାଣି

ନୂଅାପଡ଼ା  : ରାତିରେ ଶୋଇଥିବା ବେଳେ ହଠାତ୍ ପଶି ଅାସିଲା ପାଣି। ଚାହୁଁ ଚାହୁଁ ପାଣି ଘେରରେ ପୁରା ଗାଁ । ଏପରି କିଛି ଘଟଣା ଘଟିଛି ନୂଅାପଡ଼ା ଜିଲ୍ଲାରେ । ନୂଅାପଡ଼ା ଜିଲ୍ଲାର ଝାଲକୁସୁମ ଗାଁରେ ଲୋୟର ଇନ୍ଦ୍ର ପ୍ରକଳ୍ପର ପାଣି ପସି ଅାସିଛି । ଫଳରେ...

candle3
ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୀପ ଦାନ ଓ ନିରବ ପ୍ରାର୍ଥନା  

ଭୁବନେଶ୍ୱର :  ନୂଆସାହି , ନୟାପଲ୍ଲୀର ଆଖଣ୍ଡଳମଣୀ ପୂଜା କମିଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୀପ ଦାନ ଓ ନିରବ ପ୍ରାର୍ଥନା କରାଯାଇଛି। ଗତକାଲି ସନ୍ଧ୍ୟା ୬ଟାରେ  ନୂଆସାହିସ୍ଥିତ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଆଖଣ୍ଡଳମଣୀ ପୂଜା କମିଟିର ସମସ୍ତ ସଦସ୍ୟ...

imran
ବଲିଉଡ୍‌ ଅଭିନେତା ଇମ୍ରାନ୍‌ ଖାନ୍‌ଙ୍କ ପାଖକୁ ପାକିସ୍ତାନରୁ ଇମେଲ୍‌

ମୁମ୍ବାଇ: ପୃଥିବୀରେ ଅନେକ ଲୋକ ଅଛନ୍ତି, ଯାହାଙ୍କ ନାମ ସମାନ ହୋଇଥାଏ। ହେଲେ ବହୁତ କମ୍‌ କ୍ଷେତ୍ରରେ ଦେଖାଯାଏ ସମାନ ନାମଧାରୀ ଉଭୟ ପବ୍ଲିକ୍‌ ଫିଗର ହୋଇଥିବେ। ସମସ୍ତେ ଜାଣନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ୍‌ ଖାନ୍‌ ବର୍ତ୍ତମାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି। ସେହିପରି ବଲିଉଡ୍‌ରେ ଜଣେ ଜଣାଶୁଣା...

rain
ଅାଜିଠୁ ବର୍ଷା ପରିମାଣ ବଢିବ

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ଅାଜିଠୁ ବର୍ଷା ପରିମାଣ ବଢିବ। ବିଶେଷ କରି ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅାସନ୍ତାକାଲିଠୁ ସାରା ରାଜ୍ୟରେ ପ୍ରବଳ ବର୍ଷିବ। ଅାଜି...

jitendra singh
୧୫ ଦିନରେ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ଅାସନ୍ତା ୧୫ ଦିନ ମଧ୍ୟରେ ଓଡ଼ିଶାରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ। ଓଡ଼ିଶାର କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି। ଅାସନ୍ତାକାଲି ବସିବ ପ୍ରଦେଶ ନିର୍ବାଚନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକ ପରେ ଅାସନ୍ତା ୧୫ ଦିନ ମଧ୍ୟରେ ଅନ୍ତତଃ ପକ୍ଷେ...

kerala
କେରଳରେ କାଲିଠାରୁ କମିବ ବର୍ଷା, ହେଲେ ପିଛା ଛାଡୁନି ଦୁର୍ଦ୍ଦଶା

କେରଳ : କେରଳରେ ଅାସନ୍ତାକାଲିଠାରୁ ବର୍ଷା କମିବ। ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିବା ଦ୍ୱାରା ସାମାନ୍ୟ ଅାଶ୍ୱସ୍ତି ପ୍ରକାଶ ପାଇଛି। କୌଣସି ଜିଲ୍ଲାରେ ରେଡ୍‌ ଅାଲର୍ଟ ଜାରି କରାଯାଇ ନାହିଁ।  ଅଗଷ୍ଟ ୯ ତାରିଖ ପରେ ପ୍ରଥମ ଥର ଲାଗି କୌଣସି ଜିଲ୍ଲାରେ ରେଡ୍‌ ଅାଲର୍ଟ ଜାରି...

deepika-ranveer
ଦୀପିକା ରଣବୀରଙ୍କ ବାହାଘରରେ ଅତିଥି ହେବାକୁ ‘ସର୍ତ୍ତ ଲାଗୁ’

ମୁମ୍ବାଇ: ବଲିଉଡ୍‌ର ବହୁଚର୍ଚ୍ଚିତ ଯୋଡ଼ି ବାଜିରାଓ ମସ୍ତାନି ରଣବୀର ସିଂ ଓ ଦୀପିକା ପାଦୁକୋନ୍‌ଙ୍କ ବିବାହରେ ଅତିଥି ହେବାକୁ ଏକ ସର୍ତ୍ତ ଲାଗୁ ହୋଇଛି। ଯାହା ଗଣମାଧ୍ୟମ ପାଇଁ ଏକ ବଡ଼ ଖବର ହୋଇଯାଇଛି। ଇଟାଲିର ଲେକ୍‌ କୋମୋରେ ବହୁ ଆଡ଼ମ୍ବରର ସହ ଏହି ବାହାଘର ହେବ। କୁହାଯାଉଛି...

ଏସିଅାନ୍‌ ଗେମ୍‌ସରେ ଭାରତକୁ ପ୍ରଥମ ପଦକ

ନୂଆଦିଲ୍ଲୀ: ଜାକର୍ତ୍ତା ଏସିଅାନ୍‌ ଗେମ୍‌ସରେ ଭାରତକୁ ପ୍ରଥମ ପଦକ। ସୁଟିଂରୁ ଭାରତକୁ ମିଳିଛି ପ୍ରଥମ ପଦକ। ୧୦ମିଟର ଏୟାର ରାଇଫଲ୍‌ ଇଭେଣ୍ଟରେ ଅପୂର୍ବୀ ଚାଣ୍ଡେଲା ଓ ରବିକୁମାରଙ୍କୁ ମିଳିଲା ବ୍ରୋଞ୍ଜ। ମିକ୍ସଡ୍‌ ଡବଲ୍ସ୍ ଟିମ୍‌ ଇଭେଣ୍ଟ୍‌ରେ ୪୨୯.୯ ପଏଣ୍ଟ ପାଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ ଏହି ଯୋଡ଼ି।...

vlcsnap-error089
ହସ୍ପିଟାଲ ବାହାରେ ଅନ୍ଧବିଶ୍ୱାସର ଦୃଶ୍ୟ: କାଳେ ବଂଚିଯିବ ଭାବି ମୃତଦେହକୁ ଝଡ଼ାଫୁଙ୍କା

ଅନୁଗୁଳ: ଗୁଣିଗାରେଡ଼ି କରି ମୃତ ଲୋକକୁ ବଞ୍ଚାଇବାକୁ ଉଦ୍ୟମ। ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏପରି ଉଦ୍ୟମ ହୋଇଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗେଡ଼ିଆ ଗାଁରେ। ଗତ ଶୁକ୍ରବାର ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗେଡ଼ିଆ ଗାଁର ରିଙ୍କି ବାରିକ ଶୌଚ ହେବାକୁ ବାହାରକୁ ଯାଇଥିଲେ। ଏହି ସମୟରେ...

vlcsnap-error034
ପୋଖରୀରେ ପଶିଗଲା ବାଇକ୍; ୨ ମୃତ, ଜଣେ ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅାଲୁଅ ଝରଣ ପଞ୍ଚସଖା ରାଇସ୍ ମିଲ୍ ନିକଟରେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅାହତ ହୋଇଛନ୍ତି। କାମାକ୍ଷାନଗର ଅାଳତୁମା ଗାଁର ୩ଜଣ ଯୁବକ ବାଇକ୍‌ରେ ଯାଉଥିବା ବେଳେ ଭାରସାମ୍ୟ ହରାଇବାରୁ ବାଇକ୍‌ଟି ପୋଖରୀକୁ ପଶି ଯାଇଥିଲା।...