• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

marisios
ବାଜପେୟୀଙ୍କ ପରଲୋକରେ ମରିସସ୍‌ରେ ରାଷ୍ଟ୍ରୀୟ ଶୋକ

ଭୁବନେଶ୍ୱର : ଅଟଳଙ୍କ ବିୟୋଗରେ କେବଳ ଭାରତ ନୁହଁ ଅନ୍ୟ ଦେଶରେ ବି ପାଳନ ହେଉଛି ଶୋକ । ମରିସସ୍‌ ସରକାର ଅଟଳଙ୍କ ବିୟୋଗକୁ ରାଷ୍ଟ୍ରୀୟ ଶୋକ ଭାବେ ପାଳନ କରୁଛନ୍ତି। ମରିସସ୍‌ର ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଛି। Joining us in our moment of grief!...

atal ritual
ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ଜଳିଲା ବାଜପେୟୀଙ୍କ ଚିତା

ନୂଆଦିଲ୍ଲୀ : ପଞ୍ଚଭୂତରେ ବିଲୀନ ହେଲେ ଭାରତୀୟ ରାଜନୀତିର ଅଜାତଶତ୍ରୁ ତଥା ଭାରତୀୟ ଜନତା ପାର୍ଟିର ବିଶିଷ୍ଟ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।...

gamail
Gmail ପାଇଁ ଗୁଗଲ୍‌ର ନୂଆ ଫିଚର୍‌ , ଅନ୍ୟ କେହି ପଢ଼ିପାରିବନି ଆପଣଙ୍କ ମେଲ୍‌

ଟେକ୍‌ କମ୍ପାନୀ ଗୁଗଲ୍‌ ନିଜର Gmailକୁ  ସୁରକ୍ଷିତ ରଖିବା ପାଇଁ ଏକ ନୂଆ ଫିଚର ‘ କନ୍‌ଫିଣ୍ଡେସିୟଲ୍‌ ମୋଡ୍‌’ ଜାରି କରିଛି। ଏହାକୁ ଅନ୍‌ କରିବା ପରେ ଜଣଙ୍କର ଇ-ମେଲ୍‌କୁ ଅନ୍ୟ କେହି ପଢ଼ିପାରିବେ ନାହିଁ ଏବଂ ଏହା ସହ ସେଣ୍ଡର ମଧ୍ୟ ସ୍ଥିର କରିପାରିବ ଇମେଲ୍‌ରେ ଦିଆଯାଇଥିବା...

flood
ଛାଡିଛି ବର୍ଷା ,ହେଲେ ବଢିଛି ଦୁର୍ଦ୍ଦଶା

ରାୟଗଡ଼ା  : ରାୟଗଡ଼ା ଜିଲ୍ଲାରେ ବର୍ଷା କମିଛି। ହେଲେ ବଢୁଛି ବିପନ୍ନଙ୍କ ଦୁର୍ଦ୍ଦଶା। ୩ ଦିନ ଲଗାଣ ବର୍ଷାରେ ଅନେକ ଘର ଭାଙ୍ଗି ଯାଇଛି। ଅନେକ ଘରେ ଏବେ ବି ପାଣି ଭରି ରହିଛି। ସେପଟେ ବନ୍ୟା କ୍ଷତିଗ୍ରସ୍ଥଙ୍କୁ ଅାଶ୍ରୟ  ସ୍ଥଳରେ ରଖାଯାଇ ରନ୍ଧା ଖାଦ୍ୟ ଦିଅାଯାଉଛି। ସ୍ଥିତି...

4
ବାଜପେୟୀଙ୍କ ବିଷୟରେ କିଛି ଅଜଣା କଥା ଯାହା ଅନେକଙ୍କୁ ଅଜଣା

ଜଣେ ଜନନାୟକ ଭାବେ ବେଶ୍ ଲୋକପ୍ରିୟ ଥିଲେ ଅଟଳ ବିହାରୀ ବାଜପେୟୀ।  ଅନ୍ୟ ଦଳର ନେତା ବି ତାଙ୍କୁ ବେଶ୍ ସମ୍ମାନ କରୁଥିଲେ। ବାଜପେୟୀଙ୍କୁ ନେଇ ଏମିତି ଅନେକ କଥା ଅଛି, ଯାହାକି ଅନେକ ଲୋକ ଜାଣି ନାହାନ୍ତି। ଆସନ୍ତୁ ଜାଣିବା ତାଙ୍କ ଜୀବନର ଏମିତି କିଛି ଅଜଣା...

Bajapayee fake photo
ବାଜପେୟୀଙ୍କ ମୃତ୍ୟୁ ଖବର ପ୍ରସଙ୍ଗରେ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି ଏହି ଫେକ୍‌ ଫଟୋ

ନୂଆଦିଲ୍ଲୀ/ଭୁବନେଶ୍ୱର: ଏବେ ଏକ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଯାହାର ଶିରୋନାମାରେ କୁହାଯାଇଛି ଯେ,  AIIMS ଡାକ୍ତରମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଫଟୋରେ ଏକ ଡାକ୍ତରୀ ଦଳ ମୃତଦେହ ଚାରିପଟେ ଦଣ୍ଡାୟମାନ ଅବସ୍ଥାରେ ନତମସ୍ତକ ହୋଇ ମୃତଶରୀରକୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି...

monsoon
୨୦ ସୁଦ୍ଧା ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା। ଆସନ୍ତା ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ୧୯ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ। ତେବେ୨୦ ତାରିଖ ସୁଦ୍ଧା ସାରା ରାଜ୍ୟରେ...

Capture
ବାର୍‌ହା ଆକ୍ରମଣରେ ୪ ଗୁରୁତର

କଟକ: କଟକ ଆଠଗଡ଼ କନ୍ଦରପୁର ଗାଁରେ ବାର୍‌ହା ଆକ୍ରମଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳୁ କିଛି ଲୋକ ନଦୀକୁ ଗାଧୋଇବାକୁ ଯାଉଥିବା ବେଳେ ବାର୍‌ହା ସେମାନଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲା। ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଲୋକଙ୍କୁ ପ୍ରଥମେ ଆଠଗଡ଼ ଡାକ୍ତରଖାନା ଓ...

suicide in rourkela
ପ୍ରେମିକର ଘର ସାମ୍ନାରେ ଜୀଅନ୍ତା ଜଳିଗଲା ପ୍ରେମିକା, ବାପା କହିଲେ- ମୋ ଝିଅକୁ ...

ରାଉରକେଲା: ପରସ୍ପରକୁ ଭଲ ପାଉଥିଲେ, ହେଲେ ବାହାଘର କଥା ଉଠିବା ପରେ ସବୁ ଓଲଟପାଲଟ ହୋଇଗଲା। ଭୋରୁ ଭୋରୁ ପ୍ରେମିକର ଘର ସାମ୍ନାରେ ଜୀଅନ୍ତା ଜଳିଗଲେ ପ୍ରେମିକା। ରାଉରକେଲା ବନ୍ଧମୁଣ୍ଡା ଥାନା ସେକ୍ଟର B ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ସେକ୍ଟର B ରେ...

Capture2
ଛିଡ଼ି ପଡ଼ିଥିବା ୧୧ କେଭି ତାର ଲାଗି ଯୁବକ ମୃତ

କୋଣାର୍କ: ଶୌଚ ପାଇଁ ଯାଇଥିବାବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ କୋଣାର୍କ-ପୁରୀ ଜାତୀୟ ରାଜପଥର ଏଫସିଆଇ ଛକର ରାସ୍ତା ଅବରୋଧ କରିଛନ୍ତି। ସୂଚନା ଅନୁଯାଇ, କୋଣାର୍କ ରାମଚଣ୍ଡୀ ଥାନା ଅନ୍ତର୍ଗତ ବଡଗାଁର ହୃଷୀକେଶ ଛୋଟରାୟ...

court
ଗେଟ୍ ତାଲା ଭାଙ୍ଗି କୋର୍ଟ ଭିତରକୁ ଜଜ୍‌ଙ୍କୁ ନେଲା ପୁଲିସ୍‌

ଖୋର୍ଦ୍ଧା: ଖୋର୍ଦ୍ଧା କୋର୍ଟରେ ଓକିଲ ସଂଘର ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏପରିକି ଆନ୍ଦୋଳନକାରୀ ଓକିଲ ଜଜ୍‌ଙ୍କୁ ମଧ୍ୟ ଭିତରକୁ ଛାଡ଼ୁ ନାହାନ୍ତି। ଫଳରେ ପୁଲିସ୍‌ କୋର୍ଟ ଗେଟ୍‌ର ତାଲା ଭାଙ୍ଗି ଜଜ୍‌ଙ୍କୁ ଭିତରକୁ ନେଇଛନ୍ତି। ସୂଚନାଯୋଗ୍ୟ, ୫ ଦଫା ଦାବିରେ ୪ ଦିନ ହେବ...

maoist
ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ପୁଲିସ ଓ ବିଏସଏଫ୍ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ନଇନା ଖିଲ। ୨୦୧୬ରୁ ସେ ଗୁମ୍ମା ଏରିଆ କମିଟି ସଦସ୍ୟ ଭାବେ ମାଓ ସଂଗଠନରେ କାମ କରୁଥିଲେ। ତାଙ୍କୁ ଧରାଇ ଦେବାପାଇଁ ରାଜ୍ୟ ସରକାର ୧ ଲକ୍ଷ ଟଙ୍କା ପୁରସ୍କାର...

pm modi
ମୋଦି କହିଲେ- 'ଜଣେ ପିତୃତୁଲ୍ୟ ବ୍ୟକ୍ତିତ୍ୱଙ୍କୁ ହରାଇଲି'

ନୂଆଦିଲ୍ଲୀ:  ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ‘ଅଟଳ ବିହାରୀ ବାଜପେୟୀ ମୋ ପାଇଁ ପିତୃତୁଲ୍ୟ ଥିଲେ ଓ ତାଙ୍କର ବିୟୋଗ ବ୍ୟକ୍ତିଗତ ଭାବେ ମୋତେ କ୍ଷତି ପହଞ୍ଚାଇଛି। ସେ ମୋତେ ସଂଗଠନ...

vlcsnap-error402
ଡ୍ରେନ୍‌ରେ ସୁଡ଼ଙ୍ଗ କରି ଗହଣା ଦୋକାନରୁ ଲୁଟ୍‌

ଜଟଣୀ: ଶ୍ରମିକରୁ ଗହଣା ଲୁଟେରା। ଡ୍ରେନ୍‌ ଭିତରେ ସୁଡ଼ଙ୍ଗ କରି ଗହଣା ଦୋକାନରୁ ଲକ୍ଷଲକ୍ଷ ଟଙ୍କାର ସୁନାଗହଣା ଲୁଟ୍‌। ରାତାରାତି ଧନୀ ହେବାର ଲୋଭ କେମିତି ଶ୍ରମିକରୁ ଲୁଟେରା ବନାଇ ଦେଲା ଏହି ସବୁ କଥା  ଲୁଟେରା ମାନେ ପୁଲିସ୍‌ ଆଗରେ ବଖାଣିଛନ୍ତି।  ଜଟଣୀ ସ୍ଥିତ ଏକ ଗହଣା...