• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

maruti
କାର୍‌ ଦର ବଢ଼ାଇଲା ମାରୁତି ସୁଜୁକି

ନୂଆଦିଲ୍ଲୀ: ‘ମାରୁତି ସୁଜୁକି ଇଣ୍ଡିଆ’ ଭାରତରେ ଏକ ବୃହତ୍‌ କାର୍‌ ଉତ୍ପାଦନକାରୀ ସଂସ୍ଥା ଭାବେ ପରିଗଣିତ। ଏହି ସଂସ୍ଥା ତାର ସମସ୍ତ କାର୍‌ର ମୂଲ୍ୟ ୬,୧୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି। କମ୍ପାନୀର ଜଣେ ଅଧିକାରୀଙ୍କ କହିବା ଅନୁସାରେ ବସ୍ତୁ ଓ ବିତରଣ ମୂଲ୍ୟ ବୃଦ୍ଧି ଓ ପ୍ରତିକୂଳ...

pune
ପ୍ରେମିକ ପ୍ରବରଙ୍କ ବିଚିତ୍ର ବୁଦ୍ଧି; ପ୍ରେମିକାକୁ ମନାଇବାକୁ ରାସ୍ତାଘାଟରେ ବେଆଇନ ହୋର୍ଡ଼ିଂ

ପୁନେ: ଯଦି ଗର୍ଲ ଫ୍ରେଣ୍ଡ୍‌ ରାଗି ଯାଇଥାଏ କି ଝଗଡ଼ା ହୋଇଥାଏ, ତେବେ ସେମାନଙ୍କୁ ମନାଇବା ପାଇଁ ବୟ ଫ୍ରେଣ୍ଡ୍‌ମାନେ ବିଭିନ୍ନ ଉପାୟ ଆପଣାଇଥାନ୍ତି। ସେ ଗୋଲାପ ଦେଇ ହେଉ କି, କିଛି ଦାମୀ ଜିନିଷ ଅବା ଡିନର୍‌ ଡେଟ୍‌ ଏମିତି ଅନେକ କିଛି। ମାତ୍ର ଆମେ ଏଠି...

cow
୪ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବସ୍‌ଷ୍ଟାଣ୍ଡ୍‌ ନିକଟରେ ୪ଟି ଗୋରୁ ବୋଝେଇ ଟ୍ରକ୍‌କୁ ପୁଲିସ୍‌ ଜବତ କରିଛି।  ଏହି ଟ୍ରକ୍‌ଗୁଡ଼ିକରେ ପ୍ରାୟ ୩୦୦ ଗୋରୁ ଚୋରା ଚାଲାଣ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଆଜି ସକାଳ ପ୍ରାୟ ସାଢ଼େ ୭ଟାରେ ୪ଟି ଟ୍ରକ୍‌କୁ ଲୋକେ ସନ୍ଦେହରେ ଅଟକାଇ ଥିଲେ।...

nabarangpur
ନବରଙ୍ଗପୁର ଏସ୍‌ପିଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ କର୍ମଚାରୀ

ନବରଙ୍ଗପୁର: ନବରଙ୍ଗପୁର ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ବିରୋଧରେ ଦୁଇ ଜଣ କର୍ମଚାରୀ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ଏହି ଦୁଇ କର୍ମଚରୀ ଏସ୍‌ପିଙ୍କ ବାସଭବନରେ ଫଲୋ ଅର୍ଡଲି ଭାବେ କାର୍ଯ୍ୟ କରନ୍ତି। ସେମାନେ ହେଲେ ରବୀନ କୁମାର ଲିମା ଓ ଦେବରାଜ ଚନ୍ଦା।  ଗତ କିଛି ମାସ ହେଲା ସେମାନେ...

Vajpayee
ଦିବଂଗତ ନେତା ଅଟଳ ବିହାରୀ ବାଜପେୟୀଙ୍କ ଆଜି ଅସ୍ଥି ବିସର୍ଜନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଅସ୍ଥି ବିସର୍ଜନ ହେବ। ଦେଶର ବିଭିନ୍ନ ନଦୀରେ ହେବାକୁ ଥିବା ଏହି ଅସ୍ଥି ବିସର୍ଜନର ଆରମ୍ଭ ହରିଦ୍ୱାରର ଗଙ୍ଗାନଦୀରେ ହେବ। ଏନେଇ ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମରେ ଅଟଳ...

raid in dance bar
ରାଜଧାନୀରେ ପୁଣି ଡ୍ୟାନ୍ସ ବାର୍‌ରେ ଚଢ଼ଉ

ଭୁବନେଶ୍ୱର: ରାଜଧାନୀରେ ପୁଣି ଡ୍ୟାନ୍ସ ବାର୍‌ରେ ଚଢ଼ଉ। ଲାଇସେନ୍ସ ନ ଥାଇ ବେଆଇନ୍‌ ଭାବରେ ଡ୍ୟାନ୍ସ ବାର୍‌ରେ ନୃତ୍ୟଗୀତ ଚାଲୁଥିବା ସମୟରେ ପୁଲିସ୍‌ ଚଢ଼ଉ କରିଛି। ଗତକାଲି ରାତିରେ ସ୍ପେଶାଲ ସ୍କ୍ୱାଡ୍‌ ଓ ପୁଲିସ୍‌ ଟିମ୍ ମିଳିତ ଭାବେ ରାଜଧାନୀର ୩ଟି ବାର୍‌ ଉପରେ ଚଢ଼ଉ କରିଥିଲେ। ଡ୍ୟାନ୍ସ...

Nick Jonas
କିଏ ଏହି ନିକ୍‌ ? ୧୦ ବର୍ଷ ସାନ ହୋଇ ବି ଧରିବେ ପ୍ରିୟଙ୍କାଙ୍କ ହାତ

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନ୍ସଙ୍କୁ ନେଇ ଯେଉଁ ଗସିପ୍‌ ଚାଲିଥିଲା ସେଥିରେ ଉଭୟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଶନିବାର ହିନ୍ଦୁ ରୀତିନୀତି ଅନୁସାରେ ଉଭୟଙ୍କର ନିର୍ବନ୍ଧ ଶେଷ ହୋଇଛି। ଉଭୟ ପରିବାର ସଦସ୍ୟ ଓ ବନ୍ଧୁ ତଥା ଶୁଭେଚ୍ଛୁଙ୍କ ଉପସ୍ଥିତିରେ ଉଭୟଙ୍କ ରୋକା ସେରିମନି ହୋଇଛି। ନିର୍ବନ୍ଧ...

BMC-650x430
ଆସନ୍ତାକାଲି BMC  କର୍ମଚାରୀଙ୍କ ଛୁଟି ବାତିଲ୍‌

ଭୁବନେଶ୍ୱର : ଆସନ୍ତାକାଲି BMC  କର୍ମଚାରୀଙ୍କ ଛୁଟି ବାତିଲ୍‌ । ପ୍ରବଳ ବର୍ଷାର ସମ୍ଭାବନା ଦୃଷ୍ଟିରୁ BMC  କର୍ମଚାରୀଙ୍କ ଛୁଟି ବାତିଲ୍‌  କରିଛନ୍ତି BMC କର୍ତ୍ତୃପକ୍ଷ। ଆସନ୍ତା କାଲି ରବିବାର ଥିବାରୁ ସମସ୍ତଙ୍କର ଛୁଟିଦିନ ଥିଲା , ହେଲେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଛୁଟି ବାତିଲ୍‌ କରାଯାଇଛି।...

rain alert
୧୨ ଜିଲ୍ଲାରେ ପ୍ରବଳ ବର୍ଷା , ଝଡ଼ତୋଫାନ ଓ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର : ବର୍ଷା , ଝଡ଼ତୋଫାନ ଓ ବଜ୍ରପାତ ନେଇ  ୧୨ଟି ଜିଲ୍ଲାକୁ ସତର୍କ ସୂଚନା । ରାତି ୧୨ଟା ୧୫ଯାଏ ସତର୍କ ରହିବାକୁ  ପାଣିପାଗ  ବିଭାଗର ପରାମର୍ଶ। ବୌଦ୍ଧ, ସୋନପୁର, ବଲାଙ୍ଗିର, କନ୍ଧମାଳ , ଅନୁଗୁଳ , କେନ୍ଦୁଝର , ମୟୁରଭଞ୍ଜ, ବାଲେଶ୍ୱର , କୋରାପୁଟ, ରାୟଗଡ଼ା,...

ତୋୱଦହୀଆଈ
ସାଉଦି ଅାରବରେ ଫସିଛନ୍ତି ୧୪ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର : ସାଉଦି ଅାରବରେ ଫସିଛନ୍ତି ଓଡ଼ିଆ ଶ୍ରମିକ। ଗଞ୍ଜାମ ଜିଲ୍ଲାର ୧୪ ଜଣ ଶ୍ରମିକ ରୋଜଗାର ଅାଶାରେ ଦଲାଲ ଜରିଅାରେ ସାଉଦିଅାରବ ଯାଇ ସେଠାରେ ନିର୍ଯାତନା ଭୋଗୁଥିବା ଅଭିଯୋଗ କରିଛନ୍ତି। ଏସମ୍ପର୍କିତ ଏକ ଭିଡିଓକୁ ସେମାନେ ସୋଶାଲ୍ ମିଡିଅାରେ ଛାଡ଼ିବା ସହ ସେଠାରୁ ସେମାନଙ୍କୁ ଉଦ୍ଧାର କରିବାକୁ...

priyinka nick 1
ସରିଲା ପ୍ରିୟଙ୍କା ଓ ନିକ୍‌ଙ୍କ ନିର୍ବନ୍ଧ

ମୁମ୍ବାଇ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନ୍ସ ତାଙ୍କ ସମ୍ପର୍କକୁ ବିଧିବଦ୍ଧଭାବେ ନୂଆ ନାମ ଦେଇଛନ୍ତି। ଶନିବାର ଏକ ଉତ୍ସବରେ ଉଭୟଙ୍କର ନିର୍ବନ୍ଧ ହୋଇଛି। ଏକ ହୋଟେଲ୍‌ରେ ନିକ୍‌ ଓ ପ୍ରିୟଙ୍କାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଏହି ନିର୍ବନ୍ଧ ସଂପନ୍ନ...

congress
ଅାଗାମୀ ନିର୍ବାଚନରେ ରାଫେଲ ଡିଲ୍‌କୁ ମୁଖ୍ୟ ଅସ୍ତ୍ର କରିବ କଂଗ୍ରେସ

ଭୁବନେଶ୍ୱର: ଅାଗାମୀ ନିର୍ବାଚନରେ ରାଫେଲ୍ ଡିଲ୍‌କୁ ମୁଖ୍ୟ ପ୍ରସଙ୍ଗ କରାଯିବ। ଅାଜି ଦିଲ୍ଲୀରେ ବସିଥିବା ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଜୀତେନ୍ଦ୍ର ସିଂ। ରାଫେଲ୍ ଡିଲ୍ ପାଇଁ ବେକାର ନିଯୁକ୍ତି ପାଇଲେ ନାହିଁ। ଓଡିଶାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡରେ ଜେଟ୍ ତିଅାରି...

india england test
ଭାରତ ଇଂଲଣ୍ଡ ତୃତୀୟ ଟେଷ୍ଟ: ଡେବ୍ୟୁ କଲେ ରିଷଭ୍ ପନ୍ତ

ଟ୍ରେଣ୍ଟବ୍ରିଜ୍‌: ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ରେ ଭାରତ ୦-୨ରେ ପଛୁଆ ରହିଛି। ତେବେ ଆଜି କମ୍‌ ବ୍ୟାକ୍‌ ଲକ୍ଷ୍ୟରେ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇଛି। ଆଜିର ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତ ତୃତୀୟ ଟେଷ୍ଟର ପ୍ରଥମ...

bus driver
ମହଙ୍ଗା ପଡିଲା ମହିଳାଙ୍କୁ କମେଣ୍ଟ ମାରିବା

ବାଲେଶ୍ୱର : ମହଙ୍ଗା ପଡ଼ିଲା କମେଣ୍ଟ ମାରିବା। ବସ୍ ଚାଳକକୁ ମାଡ଼ ମାରିଲେ ମହିଳା ଓ ବସ୍ ଯାତ୍ରୀ।   ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ବଜାରରେ ଘଟଣା ଘଟିଛି। ଅଭିଯୋଗ ଅନୁସାରେ ଅାଶା ଗୋବିନ୍ଦ ବସ୍‌ର ଡ୍ରାଇଭର୍ ଜଣେ ମହିଳା ଯାତ୍ରୀଙ୍କୁ କମେଣ୍ଟ ମାରିଥିଲେ। ଏହା ପରେ ସେହି ମହିଳା...

puri meeting
ଶ୍ରୀମନ୍ଦିର ସଂସ୍କାର ନେଇ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ : ଶ୍ରୀମନ୍ଦିର ସଂସ୍କାର ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏହି ବୈଠକ ଚାଲିଛି। ଏଥିରେ ସୁପ୍ରିମକୋର୍ଟଙ୍କ ୧୨ଟି ପ୍ରସ୍ତାବ ଉପରେ ପୁଣି ଥରେ ଅାଲୋଚନା କରାଯିବ ବୋଲି ସୂଚନା ମିଳିଛି। ଅାସନ୍ତା ସେପ୍ଟେମ୍ବରରେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର...

rahul gandhi
ଭୟଙ୍କର ବନ୍ୟାକୁ ଜାତୀୟ ବିପତ୍ତି ଘୋଷଣା ପାଇଁ ରାହୁଲଙ୍କ ନିବେଦନ

ନୂଆଦିଲ୍ଲୀ : କେରଳର ଭୟଙ୍କର ବନ୍ୟାକୁ ଜାତୀୟ ବିପତ୍ତି ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। କାଳବିଳମ୍ବ ନକରି ଏହାକୁ ଜାତୀୟ ବିପତ୍ତି ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ସେ ଦାବି କରିଛନ୍ତି। ୧୪ଟି ଜିଲ୍ଲା ମଧ୍ୟରୁ ୧୩...

vlcsnap-error963
ପୁଣି ଖଟିଆରେ ବୁହା ହେଲେ ରୋଗୀ

ମାଲକାନଗିରି: ପୁଣି ଖଟିଆରେ ବୁହାହେଲେ ରୋଗୀ। ଗାଁକୁ ଯାଇଥିବା ରାସ୍ତାର ଅବସ୍ଥା ଶୋଚନୀୟ ଓ ଗାଡ଼ି ଆସିବାର ସୁବିଧା ନ ଥିବାରୁ ଖଟିଆରେ ରୋଗୀଙ୍କୁ ଡାକ୍ତରଖନା ନିଆଯାଇଛି। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲିର ଗୋଜିଆଗୁଡ଼ା ଗାଁର ଏହି ଘଟଣା ଘଟିଛି। ବର୍ଷା ପରେ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି।...

kerala flood
କେରଳ ବନ୍ୟା ପାଇଁ ୫ଶହ କୋଟି ଟଙ୍କା ସହାୟତା ରାଶି ଘୋଷଣା କଲେ ମୋଦି

ଥିରୁଅନନ୍ତପୁରମ୍‌: କେରଳ ବନ୍ୟା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଶହ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ମୃତକଙ୍କ ପରିବାର ପ୍ରତି ୨ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌...