ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ପୁଣି ହିଂସାକାଣ୍ଡ। ଭୁବନେଶ୍ୱର ବିଜେବି କଲେଜରେ ଆଜି ପ୍ରାକ୍ ନିର୍ବାଚନୀ ହିଂସା ଦେଖାଦେଇଛି। ଏହି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ୍ ହେବା ଫଳରେ ୫ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ...
କେରଳରେ ଫସିଛନ୍ତି କଟକ, ସୁନ୍ଦରଗଡ଼, ବଲାଙ୍ଗିର, ଖୋର୍ଦ୍ଧା, ଯାଜପୁର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ନୟାଗଡ଼ ଆଦି ଜିଲ୍ଲାର ୧୧ଟି ଏସ୍.ଏଚ୍.ଜିର ସଦସ୍ୟ । ସେମାନଙ୍କୁ ମଧ୍ୟ ଆଶ୍ରୟସ୍ଥଳୀରେ ସୁରକ୍ଷିତ ରଖାଯାଇଛି। ତାଙ୍କର ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।
ଭୁବନେଶ୍ୱର: ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ସ୍କିମ୍ ଲାଗୁ ପାଇଁ ତତ୍ପରତା ଦେଖାଇଛନ୍ତି। ଅକ୍ଟୋବର ୨ତାରିଖରୁ ଏହି ଯୋଜନା ଲାଗୁ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଚିହ୍ନଟ ଚାଲିଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ...
କୋଣାର୍କ: ଜୁଆର ମାଡ଼ରେ ଡଙ୍ଗା ଓଲଟି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। କୋଣାର୍କ ଅସ୍ତରଙ୍ଗ ଦେବୀ ନଦୀ ମୁହାଣରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ନିଖୋଜ ଥିବା ମତ୍ସ୍ୟଜୀବୀ ଜଣଙ୍କର ନାମ ନିରଞ୍ଜନ ବେହେରା। ସେ ସମୁଦ୍ରରୁ ମାଛ ମାରି ଫେରୁଥିବା ବେଳେ ଢେଉ ମାଡ଼ରେ ଡଙ୍ଗା...
ଜାକର୍ତ୍ତା: ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି। ୧୦ ମିଟର୍ ଏୟାର ରାଇଫଲ୍ରେ ଦୀପକ କୁମାର ରୌପ୍ୟ ପଦକ ଜିତିଛନ୍ତି। ଦୀପକ କୁମାରଙ୍କ ରୌପ୍ୟ ପଦକକୁ ମିଶାଇ ଏ ପର୍ଯ୍ୟନ୍ତ ଭାରତକୁ ୩ଟି ପଦକ ମିଳିଛି। ଗତକାଲି କୁସ୍ତିରେ ୬୫ କେଜି ଫ୍ରିଷ୍ଟାଇଲ ବର୍ଗରେ ରେସ୍ଲର...
ଅନୁଗୁଳ: ଟଙ୍କା ପାଇଁ ମଣିଷ ଭୁଲି ଯାଇଛି ସମ୍ପର୍କକୁ। ଆଉ ମାତ୍ର କିଛି ଟଙ୍କା ଲୋଭରେ ନିଜ ବାପାକୁ ହତ୍ୟା କରିବାକୁ ପଛାଇନି ପୁଅ। ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ସନ୍ଥପଡ଼ା ଗାଁରେ ଏହି ଅମାନବୀୟ ଘଟଣା ଘଟିଛି। ଟଙ୍କା ନ ଦେବାରୁ ୮୫ ବର୍ଷର ଜଣେ...
ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଯାହର ପ୍ରଭାବରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପଟେ ରାଜ୍ୟର କିଛି ସ୍ଥାନରେ ଆଜି ବର୍ଷା ଜାରି ରହିଛି। ଝଡ଼ତୋଫାନ, ବଜ୍ରପାତ ଓ ପ୍ରବଳ ବର୍ଷା...
ଝାଡ଼ଖଣ୍ଡ: ସାହାଯ୍ୟ ପାଇଁ ସାଙ୍ଗଙ୍କୁ ଡାକିଲେ…ହେଲେ ଜାଣି ନଥିଲେ ସେମାନଙ୍କ ସହ ଏମିତି ଅଘଟଣ ଘଟିବ ବୋଲି। ସାହାଯ୍ୟ ବଦଳରେ ସେମାନଙ୍କ ସହ ଏମିତି କିଛି ଘଟଣା ଘଟିଲା ଯାହା ସମସ୍ତଙ୍କ ଭାବନା ବାହାରେ ଥିଲା। ୨ଜଣ ନାବାଳିକାଙ୍କ ସହ ୧୧ଜଣ ଲୋକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ...
ବାଲେଶ୍ୱର: ବାଇକ୍କୁ ଟ୍ରକ୍ ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୃ ଘଟିଛି। ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅର୍ନ୍ତଗତ ଫୁଲାରି ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଯାତ୍ରୀ କଲମା ଅଞ୍ଚଳର ବୋଲି ସୂଚନା...
ପୁରୀ: ପୁରୀ ସଦର ଥାନା ଅନ୍ତର୍ଗତ ବାଟମଙ୍ଗଳା ମନ୍ଦିର ନିକଟରେ ଏକ ପୋଖରୀରେ ବୁଡ଼ି ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କମଳାକାନ୍ତ ପାଢୀ। ଗତକାଲି ଭୁବନେଶ୍ୱରରୁ ପୁରୀ ଆସିଥିବା କମଳାକାନ୍ତ ଓ ତାଙ୍କ ୨ ଜଣ ସାଙ୍ଗ ପୋଖରୀ ଭିତରକୁ ଯାଇଥିବା ବେଳେ ହଠାତ୍ ବୁଡ଼ି...
ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଶେଷ ସୋମବାର। ଏଥିପାଇଁ ରାଜ୍ୟର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହୋଇପଡ଼ିଛି। ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରି ନିଜ ମନସ୍କାମନା ପୂରଣ କରିବା ପାଇଁ ଶହ ଶହ କାଉଡ଼ିଆଙ୍କ ଭିଡ ଲାଗିଛି। ଆଜି ଶେଷ ସୋମବାର ହୋଇଥିବାରୁ ପୂର୍ବ ତିନି...
ଭୁବନେଶ୍ୱର : ଭୁବନେଶ୍ୱର ଖଣ୍ଡଗିରିରେ କିନ୍ନରଙ୍କ ପ୍ରାଦୁର୍ଭାବକୁ ନେଇ ଉତ୍ତେଜନା। କିନ୍ନରଙ୍କ ଦୌରାତ୍ମ୍ୟ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ। ଅାଜି ସଂଧ୍ୟାରେ କିଛି କିନ୍ନର ଏକ ଗାଡ଼ିକୁ ଅଟକାଇ କିଛି ଯୁବକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପରେ ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରେ ପୋଡ଼ାଜଳା...
ବଲାଙ୍ଗିର : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ନିର୍ମାଣ ହେଉଥିବା ଫିଲ୍ମକୁ ବିରୋଧ କଲେ ମୃତ ସୌମ୍ୟ ଶେଖରଙ୍କ ବାପା ରବୀନ୍ଦ୍ର ସାହୁ। ଏନେଇ ସେ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୌମ୍ୟ ଶେଖରଙ୍କ ବାପା ଅଧ୍ୟାପକ ରବୀନ୍ଦ୍ର ସାହୁ ଏ ସମ୍ପର୍କରେ...
ଭୁବନେଶ୍ୱର : ଏଣିକି ରାତି ୯ଟା ପରେ ସହରାଞ୍ଚଳ ଏବଂ ସଂଧ୍ୟା ୬ଟା ପରେ ଗ୍ରାମାଞ୍ଚଳ ଏଟିଏମ୍ରେ ଟଙ୍କା ଭର୍ତ୍ତି ହେବ ନାହିଁ। ଅାସନ୍ତା ଫେବୃୟାରୀ ୮ରୁ ଲାଗୁ ହେବ ଏହି ନିୟମ। ମାଓ ପ୍ରଭାବିତ ଅଂଚଳରେ ଅପରାହ୍ନ ୪ଟା ପରେ ଅାଉ ଟଙ୍କା ଭର୍ତ୍ତି ହେବ ନାହିଁ।...
ଛତ୍ରପୁର : ଅାରୋପ ପ୍ରତ୍ୟାରୋପ। ଅଭିଯୋଗ ପ୍ରତି ଅଭିଯୋଗ। ଛତ୍ରପୁରରେ ଡାକ୍ତର ଅର୍ଚ୍ଚନା ଦାସଙ୍କ ଟ୍ରେନ୍ ଅାଗକୁ ଡେଇଁ ଅାତ୍ମହତ୍ୟା ଘଟଣାରେ ଦୁଇ ପରିବାର ମଧ୍ୟରେ ତୁତୁ ମେଁମେଁ ଲାଗି ରହିଥିବା ବେଳେ ମୁହଁ ଖୋଲିଛନ୍ତି ଅର୍ଚ୍ଚନାଙ୍କ ସ୍ୱାମୀ ଡାକ୍ତର ଅଞ୍ଜନ ଦାସ। ଅର୍ଚ୍ଚନା ମାନସିକ ରୋଗଗ୍ରସ୍ତ ଥିଲେ...
ଜାକର୍ତ୍ତା: ଏସିଆନ ଗେମ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଛି। ଜାକର୍ତ୍ତାରେ ଚାଲିଥିବା ଏସିଆନ୍ସ ଗେମ୍ସର ପୁରୁଷ କୁସ୍ତି ୬୫ କେଜି ଫ୍ରି ଷ୍ଟାଇଲ ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି ବଜରଙ୍ଗ ପୁନିଆ। ଜାପାନର ତାକାତିନି ଦାଇଚିଙ୍କୁ ୧୧-୮ରେ ହରାଇ ସେ ଏହି ସଫଳତା ହାସଲ କରିଛନ୍ତି। ଏହାକୁ ମିଶାଇ...