ଭୁବନେଶ୍ୱର: ଆସନ୍ତାକାଲିଠାରୁ ପୁଣି ବର୍ଷାର ପରିମାଣ ବଢ଼ିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ...
ଅନୁଗୁଳ: ଅନୁଗୋଳ ଜିଲ୍ଲା ସାତକୋଶିଆରେ ଏନ୍କ୍ଲୋଜରରେ ଥିବା ବାଘୁଣୀ ‘ସୁନ୍ଦରୀ’କୁ ମୁକ୍ତ କରାଯାଇଛି। ତାକୁ ସାତକୋଶିଆର ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଛି। ପିସିସିଏଫ୍ ଓ ଅତିରିକ୍ତ ପିସିସିଏଫ୍ ଏବଂ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ବାଘୁଣୀ ସୁନ୍ଦରୀକୁ ଏନ୍କ୍ଲୋଜର୍ରୁ ମୁକ୍ତ କରାଯାଇଥିଲା। ଗତ ଜୁନ୍ ୨୧ ତାରିଖରେ ମଧ୍ୟପ୍ରଦେଶର କାହ୍ନା...
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ବୟଫ୍ରେଣ୍ଡ୍ କୁହାଯାଉଥିବା ଆମେରିକୀୟ ଅଭିନେତା ତଥା ପପ୍ ଷ୍ଟାର ନିକ୍ ଜୋନ୍ସଙ୍କ ଏନ୍ଗେଜ୍ମେଣ୍ଟ୍ ବା ନିର୍ବନ୍ଧ ଖୁବ୍ ଶୀଘ୍ର ହେବାକୁ ଯାଉଛି। ତାହା ବି ପୁଣି ଆଜି। ବର୍ତ୍ତମାନର ତାଜା ଖବର ମୁତାବକ, ଆଜି ସନ୍ଧ୍ୟାରେ ମୁମ୍ବାଇରେ ଏକ...
ଭୁବନେଶ୍ୱର: ଏଣିକି ମହଙ୍ଗା ପଡ଼ିବ ରଙ୍ଗ୍ ୱେରେ ଗାଡ଼ି ଚାଳନା। ଯଦି ରଙ୍ଗ୍ ୱେରେ ଗାଡ଼ି ଚଳାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଆପଣଙ୍କୁ ଏବେ ଏଥିପାଇଁ ଦେବାକୁ ପଡ଼ିପାରେ ମୋଟା ଅଙ୍କର ଫାଇନ୍। ରଙ୍ଗ୍ ୱେ ଓ ଫୁଟ୍ଫାଥ୍ରେ ଡ୍ରାଇଭିଂ ରୋକିବାକୁ ଭୁବନେଶ୍ୱର କମିଶନରେଟ ପୁଲିସ୍ ଏକ...
ଇସ୍ଲାମାବାଦ୍: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍ ଖାନ୍ ଶପଥ ଗ୍ରହଣ କରିଛନ୍ତି। ୨୨ତମ ପ୍ରଧାନମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି। ଇସ୍ଲାମାବାଦ୍ରେ ଆଜି ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ମାମୁନ୍ ହୁସେନ୍ ତାଙ୍କୁ ଶପଥ ପାଠ କରାଇଥିଲେ। ଶପଥଗ୍ରହଣ ଉତ୍ସବରେ ପୂର୍ବତନ କ୍ରିକେଟର୍...
ଭୁବନେଶ୍ୱର/ଥିରୁଅନନ୍ତପୁରମ୍: ଦିନକୁ ଦିନ କେରଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୩୨୪କୁ ବୃଦ୍ଧି ପାଇଛି। ଗତ ୧୦୦ ବର୍ଷ ମଧ୍ୟରେ ଏହା ସବୁଠାରୁ ଭୟଙ୍କର ବନ୍ୟା ବୋଲି କୁହାଯାଉଛି। ସ୍ଥିତି ଅନୁଧ୍ୟାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି କେରଳରେ...
କଟକ: କଟକରେ ପୁଲିସ୍-ଅପରାଧୀ ଗୁଳି ବିନିମୟ। ସ୍ପେଶାଲ ସ୍କ୍ୱାଡ୍ ପୁଲିସ୍ ଏନ୍କାଉଣ୍ଟରରେ ଅପରାଧୀ ଅନୀଲ ବେହେରା ଓରଫ୍ ଚିକୁ ଆହତ ହୋଇଛି। ଚିକୁର ଗୋଡ଼ରେ ଗୁଳି ବାଜିଛି ଏବଂ ତାକୁ କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ପୁରୀଘାଟ ଥାନା ଅଞ୍ଚଳରେ ଏକ ଲୁଟ୍ ମାମଲାରେ...
ଭୁବନେଶ୍ୱର: ରାଜଧାନୀରେ ଏକ ଡ୍ୟାନ୍ସ ବାର୍ ଉପରେ କମିଶନରେଟ୍ ପୁଲିସ୍ର ଚଢ଼ଉ। ଗତକାଲି ରାତିରେ ଖାରବେଳ ନଗରରେ ଥିବା ଏକ ବାର୍ରେ ପୁଲିସ୍ ଚଢ଼ଉ କରି ବାର୍ରେ ଡ୍ୟାନ୍ସ କରୁଥିବା ୧୦ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଏହି ଯୁବତୀମାନେ ସେଠାରେ ଡ୍ୟାନ୍ସ କରୁଥିଲେ। ସେମାନଙ୍କୁ ଉଦ୍ଧାର କରି...
କେରଳ : କେରଳରେ ଗମ୍ଭୀର ହେବାରେ ଲାଗିଛି ବନ୍ୟା ପରିସ୍ଥିତି। ବର୍ତ୍ତମାନ ସୁଦ୍ଧା ସୂଚନା ଅନୁସାରେ ମୃତ୍ୟୁସଂଖ୍ୟା ୩୨୪କୁ ବୃଦ୍ଧି ପାଇଛି। ଗତ ୧୦୦ ବର୍ଷ ମଧ୍ୟରେ ଏହା ସବୁଠାରୁ ଭୟଙ୍କର ବନ୍ୟା ବୋଲି କୁହାଯାଉଛି। ସ୍ଥିତି ଅନୁଧ୍ୟାନ ପାଇଁ ଅାଜି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ...
ଭୁବନେଶ୍ୱର : ଓଡ଼ିଶା ଟେଲିଭିଜନ ଲିମିଟେଡ୍ ପକ୍ଷରୁ ପ୍ରଦତ୍ତ ଓଡ଼ିଶା ସିଟିଜେନ ଅାଓ୍ୱାର୍ଡ଼-୨୦୧୮ ପାଇଁ ପ୍ରଥମ ପର୍ଯ୍ୟାୟ ଚୟନ କମିଟିର ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ୮ଟି ପ୍ରମୁଖ ବିଭାଗ ଯଥା କୃଷି, କ୍ରୀଡ଼ା, ଉଦ୍ୟୋଗ, କଳା ଓ ସଂସ୍କୃତି, ମନୋରଞ୍ଜନ, ରାଜନୀତି,...
ଭୁବନେଶ୍ୱର : ପ୍ରଥମ ଥର ପାଇଁ ଭାଗଚାଷୀଙ୍କ ପାଇଁ ନିୟମ କୋହଳ କଲେ ସରକାର। ଜମିମାଲିକ କିମ୍ବା ସରପଞ୍ଚର ଅନୁମତି ପତ୍ର ନଥିଲେ ବି ଭାଗଚାଷୀ ନାଁ ପଞ୍ଜୀକରଣ କରିପାରିବ। କୋଅପରେଟିଭ ସୋସାଇଟିର ରେଜିଷ୍ଟ୍ରାର ଏ ନେଇ ସବୁ ଡିଭିଜନାଲ ଡେପୁଟି ରେଜିଷ୍ଟ୍ରାର ଓ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ୍...
ଭୁବନେଶ୍ୱର : ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ ଇଡିରେ ହାଜର। ଷ୍ଟାର୍ କନସଲ୍ଟାନ୍ସି ସହ ପଦ୍ମିନୀଙ୍କ ସଂପର୍କ ନେଇ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିଥିବା ସୂଚନା ମିଳିଛି। ପ୍ରାୟ ୧ ଘଣ୍ଟା ପରେ ଇଡି କାର୍ଯ୍ୟାଳୟରୁ ପଦ୍ମିନୀ ଫେରିଥିଲେ। ଇଡି ଅଫିସରୁ ଫେରିବା ପରେ ପଦ୍ମିନୀ...