ଭୁବନେଶ୍ୱର: ଦିନକୁ ଦିନ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି କଟକରେ ପେଟ୍ରୋଲ ଦର ୮୧ ଟଙ୍କା ୨୧ ପଇସା ଥିବା ବେଳେ ଡିଜେଲ ଦର ୭୯ଟଙ୍କା ୪୮ ପଇସା ରହିଛି। ସେହିପରି କୋରାପୁଟରେ ପେଟ୍ରୋଲ ଦର ୮୪ଟଙ୍କା ୩୭ ପଇସା ଥିବା ବେଳେ ଡିଜେଲ ଦର...
ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ ହେବା ଘଟଣା ପରେ ବହୁ ସଂଖ୍ୟକ ଟ୍ୱିଟର ୟୁଜର୍ ସେମାନଙ୍କ ମତାମତ ରଖିଛନ୍ତି। ଚିଲିକାରେ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଅବତରଣ ଘଟଣାକୁ ନେଇ FIR ଓ ଏୟାରପୋର୍ଟ ରେକର୍ଡସ୍ରେ ତାଳମେଳ ନାହିଁ ବୋଲି ଜଣେ ଟ୍ୱିଟର ୟୁଜର କହିଛନ୍ତି।...
ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ବକୁଳ ବନରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ। ଏଥିପାଇଁ ଆବଶ୍ୟକ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ...
ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ ଘଟଣାରେ ସାମ୍ନାକୁ ଆସିଲା ନୂଆ ଟ୍ୱିଷ୍ଟ୍। ଯେଉଁ ଅଭିଯୋଗ ବୈଜୟନ୍ତ ପଣ୍ଡାଙ୍କ ନାଁରେ ଆସିଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ସେଇଆ କରିଥିଲେ। ଏକ ହୋଟେଲ୍ ଉଦ୍ଘାଟନ ପାଇଁ କିଛି ମାସ ତଳେ ଚିଲିକା ଉପରେ ହେଲିକପ୍ଟରରେ ଯାଇଥିଲେ ମୁଖ୍ୟମନ୍ତ୍ରୀ। ଯେଉଁ...
ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବୈଜୟନ୍ତ। ସେ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି-“ପୁରୀ ପୁଲିସ ଭୁବନେଶ୍ୱର ବିମାନବନ୍ଦରରେ ହେଲିକପ୍ଟର ସହ ହ୍ୟାଙ୍ଗରକୁ ସିଜ୍ କରିଛି। ତେବେ ହେଲିକପ୍ଟର ଚିଲିକାରେ ଉଡ଼ିବା ନେଇ କୌଣସି ଆଧାର ନଥିବା ବେଳେ ତୃତୀୟ ମହଲା ଇଙ୍ଗିତରେ...
ପିଠୋରାଗଡ଼: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିତାରମଣଙ୍କୁ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ଉତ୍ତରାଖଣ୍ଡ ପୁଲିସ୍ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ନିଶାରେ ଚୁର୍ ଥିବା ପୁଲିସ୍ କହିଛି। ସୋମବାର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଉତ୍ତରାଖଣ୍ଡର ଦାରଚୁଲା ଟାଉନ୍ ଗସ୍ତରେ ଯାଇଥିଲେ। ଗିରଫ ଦୁଇଜଣ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ...
ଅନୁଗୁଳ: ସାତକୋଶିଆ ହାତୀବାରି ଅଞ୍ଚଳରେ ମୃତ୍ୟୁ ହୋଇଥିବା ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରକାଶ ପାଇଛି। ଜଙ୍ଗଲୀ ଯନ୍ତୁଙ୍କ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। କିନ୍ତୁ, ସେହି ଜଙ୍ଗଲୀ ଜନ୍ତୁ ବାଘୁଣୀ ସୁନ୍ଦରୀ କି ନାହିଁ ସେ ନେଇ ରିପୋର୍ଟରେ ସ୍ପଷ୍ଟ କରାଯାଇ...
ଭୁବନେଶ୍ୱର : କେତେ ସୁରକ୍ଷିତ ଇଭିଏମ୍ ଓ ଭିଭିପାଟ୍ ? ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍କୁ ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର ଲାଗି ନିର୍ବାଚନ କମିଶନଙ୍କ ପ୍ରୟାସ। ତନ୍ନ ତନ୍ନ କରି ଯାଞ୍ଚ ହେଉଛି ଇଭିଏମ୍ ଓ ଭିଭିପ୍ୟାଟ୍ । ରାଜନୈତିକ ଦଳଙ୍କ ପ୍ରତିନିଧି, ବିଶେଷଜ୍ଞ ଓ ନିର୍ବାଚନ ଅଧିକାରୀଙ୍କ...
ନୂଆଦିଲ୍ଲୀ: ଗତମାସରେ ଲଞ୍ଚ୍ ହୋଇଥିଲା ସାମସଙ୍ଗ୍ର Samsung Galaxy note 9 ସ୍ମାର୍ଟ୍ ଫୋନ୍। 4000mAhର ଦମ୍ଦାର୍ ବ୍ୟାଟେରୀ ପାୱାର୍ ସହିତ ମୋବାଇଲଟି ଖୁବ୍ ସୁରକ୍ଷିତ ବୋଲି କମ୍ପାନୀର ସିଇଓ ଡିଜେ କୋହ କହିଥିଲେ। ତେଣୁ ଗ୍ରାହକମାନେ ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି ସେ ଆଶ୍ୱାସନା ଦେଇଥିଲେ।...
ରାଉରକେଲା : ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣର ତାଣ୍ଡବରେ ଛିନ୍ଛତ୍ର ଛାତଘର। ବିସ୍ଫୋରଣର ପ୍ରଭାବରୁ ପାଖ ପଡୋଶୀଙ୍କ ଅାଜବେଷ୍ଟସ ଘର ବି ବାଦ୍ ପଡ଼ିନି। ରାଉରକେଲା ମଧୂସୂଦନପାଲି ନିକଟ ତେଲୁଗୁ ବସ୍ତିରେ ଘଟିଥିବା ବିସ୍ଫୋରଣ ପରର ଏହି ଦୃଶ୍ୟ ହିଁ ବୟାନ କରୁଛି ପୁରା ଧ୍ୱଂସ ବିଧ୍ୱସ୍ତର ଅବସ୍ଥା। କାହା...
ଭୁବନେଶ୍ୱର : ଦୁର୍ନୀତି ପ୍ରସଙ୍ଗରୁ ନଜର ହଟାଇ ଦାମଙ୍କୁ ଘେରିବାକୁ ବିଜେଡିର କାଉଣ୍ଟର ଷ୍ଟ୍ରାଟେଜି । ଗୃହ ବାହାରେ ଦାମଙ୍କ ବିରୋଧରେ ବ୍ୟକ୍ତିଗତ ଅାକ୍ଷେପ କରି ମନ୍ତ୍ରୀ ସୂର୍ଯ୍ୟ ପାତ୍ର ବିଭିନ୍ନ ପ୍ରସଙ୍ଗରେ ଦାମଙ୍କୁ ଟାର୍ଗେଟ୍ କରିଥିବାବେଳେ ଦାମ ବି ଶୁଣାଇଛନ୍ତି ରୋକଠୋକ୍ ଜବାବ । ଅାଉ ଅବକାରୀ...
ଭୁବନେଶ୍ୱର : ଚାରା ଘୋଟାଲାରେ ସରକାର ସ୍ୱୀକାର କରିଥିବା ଦୁର୍ନୀତିକୁ ଏବେ ଅସ୍ତ୍ର କରିଛନ୍ତି ବିରୋଧୀ। ୪ ଦିନର ବିରତି ପରେ ସୋମବାର ପ୍ରଶ୍ନ କାଳ ଅାରମ୍ଭରୁ ଏହି ଦୁର୍ନୀତିକୁ ପ୍ରସଙ୍ଗ କରି ଗର୍ଜିଥିଲେ ବିଜେପି ଓ କଂଗ୍ରେସ। ବାଚସ୍ପତିଙ୍କ ଟେବୁଲ ବାଡେଇ ଦାବି କରିଥିଲେ, ଚାରା ଘୋଟାଲାର...
ବର୍ଷା ଦିନ ଆରମ୍ଭ ହେଲେ ମଶାଙ୍କ ପ୍ରାଦୁର୍ଭାବ ବଢ଼ିଯାଏ। ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ଚିକନ୍ଗୁନିଆ ଓ ମ୍ୟାଲେରିଆ ଭଳି ମାରାତ୍ମକ ଜ୍ୱର ହୋଇଥାଏ। ଏଥିପାଇଁ ଡାକ୍ତର ଘରେ ମଶା ଧୂପ ବ୍ୟବହାର କରିବା ସହିତ ମଶାରି ଟାଙ୍ଗି ଶୋଇବାକୁ ପରାମର୍ଶ ଦେଇଥା’ନ୍ତି। କିନ୍ତୁ ମଶା ଧୂପ କିମ୍ବା...