• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

rain
ପୁଣି ୩ ତାରିଖରୁ ବର୍ଷା!

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ତେବେ ଆସନ୍ତା ୩ ତାରିଖରୁ  ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୩ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳବର୍ତ୍ତୀ ଓଡ଼ିଶାର କିଛି ଜିଲ୍ଲାରେ ଅଳ୍ପ ବର୍ଷା ହେବାର...

teachers
ରାଜରାସ୍ତାରେ ଭିକ ମାଗିଲେ ଗଣଶିକ୍ଷକ

ଭୁବନେଶ୍ୱର(ବଳରାମ ମହାନ୍ତି) : ରାଜ୍ୟରେ ୨୨ହଜାର ୫୧୨ ଗଣଶିକ୍ଷକଙ୍କ ମଧ୍ୟରୁ ୧୮ ହଜାର ୫୧୨ଜଣଙ୍କ ନିୟମିତ ହୋଇଥିବା ବେଳେ ଅବଶିଷ୍ଟ ୫ ହଜାର ଗଣଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ରାଜରାସ୍ତାରେ ଭିକ ମାଗିଲେ ଗଣଶିକ୍ଷକ। ସେମାନଙ୍କୁ ନିୟମିତ କରିବା ଦାବି ନେଇ ଗତ ୫ ତାରିଖରୁ ବିଧାନସଭା ସମ୍ମୁଖରେ...

review
ସୀମାରେ ଉତ୍ତେଜନାମୂଳକ ସ୍ଥିତିକୁ ଦେଖି ରାଜ୍ୟରେ ସୁରକ୍ଷା ସମୀକ୍ଷା

ଭୁବନେଶ୍ୱର (ଆଲୋକ ମହାନ୍ତି): ପୁଲ୍‌ଓ୍ୱାମା ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତିକୁ ଦେଖି ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଏଭଳି ସ୍ଥିତିରେ ଓଡ଼ିଶାରେ ବି ଆଲର୍ଟ ଜାରି କରାଯାଇଛି। ଆଜି ନୌସେନା, ସ୍ଥଳସେନା, କୋଷ୍ଟଗାର୍ଡ, ସିଆରପିଏଫ୍, ବିଏସ୍ଏଫ୍, ସିଆଇଏସ୍ଏଫ, ଗୁଇନ୍ଦା ବିଭାଗ ଏବଂ ପୁଲିସ୍‌ର...

accident
ପୁଲିସ୍‌ ଭ୍ୟାନ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୨ ମୃତ, ୩୦ରୁ ଅଧିକ ଆହତ

ଝାରସୁଗୁଡ଼ା: ପୁଲିସ୍‌ ଭ୍ୟାନ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା। ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ପୁଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଆହତ ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର...

youth injured
ଗୁଳିମାଡ଼ରେ ଯୁବକ ଗୁରୁତର; ଦୁର୍ବୃତ୍ତ ଫେରାର

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡ। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତର ବଡନୟନ ପୁରୁ ଛକରେ ଗତକାଲି ରାତିରେ ଏହି ଗୁଳିକାଣ୍ଡ ହୋଇଛି। ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ପ୍ରଶାନ୍ତ ବାରିକ। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ସୂଚନା...

safa
ଓଆଇସିରେ ଅତିଥି ହେବେ ସୁଷମା: ପାକିସ୍ତାନ କହିଲା ଯିବିନି

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ସ୍ଥିତି ସମଗ୍ର ବିଶ୍ୱ ସମୁଦାୟକୁ ଚିନ୍ତାରେ ପକାଇଛି। ଏହାମଧ୍ୟରେ ଆସନ୍ତାକାଲିଠାରୁ ୟୁଏଇର ଆବୁଧାବିରେ ଆରମ୍ଭ ହେବାକୁ ଯାଉଛି ଓଆଇସି (ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋ-ଅପରେସନ୍) ସମ୍ମିଳନୀ। ଇସଲାମିକ୍ ଦେଶ ସମୂହଙ୍କୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା...

Inkhabar
ବିଚକ୍ଷଣ ଦକ୍ଷତା ଓ ଅଦମ୍ୟ ସାହସର ପରିଚୟ ଦେଲେ ଅଭିନନ୍ଦନ

ନୂଆଦିଲ୍ଲୀ: ପାକିସ୍ତାନର ବିମାନ ଆକ୍ରମଣକୁ ପ୍ରତିହତ କରିବାରେ ଓ୍ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ଦେଖାଇଥିବା ବୀରତ୍ୱକୁ ନେଇ ସାରା ଦେଶରେ ଚର୍ଚ୍ଚା। ମିଗ୍-୨୧ରେ ପାଟ୍ରୋଲିଂ କରୁଥିଲେ ମଧ୍ୟ ଅଭିନନ୍ଦନ ନିଜ ଅପୂର୍ବ ରଣ ଦକ୍ଷତା ପ୍ରଦର୍ଶନ କରିବା ସହ ପାକିସ୍ତାନର ଅତ୍ୟାଧୁନିକ F-16 ଲଢୁଆ ବିମାନକୁ ଖସାଇ ଦେବାରେ ସଫଳ...

Capture-6-...
ବାଲୁକା କଳାରେ ଅଭିନନ୍ଦନଙ୍କୁ ପ୍ରଶଂସା

ପୁରୀ: ବାଲୁକା କଳାରେ ଏୟାର୍‌ ଫୋର୍ସ ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ପ୍ରଶଂସା କରାଯାଇଛି। ପୁରୀ ବେଳାଭୂମୀରେ ଅଭିନନ୍ଦନଙ୍କ ବୀରତ୍ୱକୁ ସମ୍ମାନ ଜଣାଇ ଏକ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଗତକାଲି ସୀମାରେ ଅଦମ୍ୟ ସାହସ ଦେଖାଇ ଆକାଶ ମାର୍ଗରେ ପାକିସ୍ତାନର ଏଫ୍-୧୬...

Capture--6-....
ଧାନ ଅମଳ କରି ଚିନ୍ତାରେ ଚାଷୀ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ, ମନୋଜ ସ୍ୱାଇଁ) : ଝାଳବୁହା ପରିଶ୍ରମ କରି ଧାନ ଅମଳ କରିଥିବା ଚାଷୀ ଏବେ ଚିନ୍ତାରେ। କାରଣ ଧାନ ବିକ୍ରି ହୋଇନପାରି ମଣ୍ଡିରେ ପଡ଼ିରହିଛି। ସମବାୟ ଅଫିସ୍ ଆଗରେ ଧାନ ଥୋଇ ମାସେ ହେଲାଣି ବସି ରହିଛନ୍ତି ଚାଷୀ। ଖୋଲା ଆକାଶ ତଳେ ପଡ଼ିଛି...

Capture-5-..
ଗୁଣିଗାରେଡ଼ି ରୋକିବାକୁ ଜିଲ୍ଲା ପୁଲିସର ଅଭିନବ ଉଦ୍ୟମ

କେନ୍ଦୁଝର: ଗୁଣିଗାରେଡ଼ି ଏବଂ ଡାହାଣୀ ସନ୍ଦେହରେ ଲୋକମାନେ ହତ୍ୟାକାଣ୍ଡ ପରି ସଙ୍ଗୀନ ଅପରାଧ ଘଟାଉଥିବା ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ହେଉଛି। ଏହିପରି ଅନ୍ଧବିଶ୍ୱାସ ରୋକିବାକୁ ପୁଲିସ୍ ପକ୍ଷରୁ ବିଭିନ୍ନ ସଚେତନତାମୂଳକ କାମ ହାତକୁ ନିଆଯାଉଛି। ତେବେ ଅନ୍ଧବିଶ୍ୱାସରୁ ଦୂରେଇ ରହିବାକୁ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ କେନ୍ଦୁଝର...

Capture-4....
ନିୟମଗିରିରେ ମାଓ ପୋଷ୍ଟର୍ 

ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରି ପାହାଡ଼ ନିକଟସ୍ଥ ପରସଲି ପଞ୍ଚାୟତରେ ୪ଟି  ମାଓ ପୋଷ୍ଟର୍ ଦେଖିବାକୁ ମିଳିଛି। ପଞ୍ଚାୟତ ଅଫିସ୍ କାନ୍ଥରେ ୨ଟି ପୋଷ୍ଟର୍ ଲାଗିଥିବା ବେଳେ ଅଙ୍ଗନୱାଡ଼ି କେନ୍ଦ୍ରରେ ୨ଟି ପୋଷ୍ଟର୍ ଲାଗିଛି। ବାଘୁନା ଡିଭିଜିନାଲ୍ ମାଓବାଦୀ କମିଟି ନାଁରେ ଲାଗିଥିବା ଏହି ପୋଷ୍ଟର୍‌ରେ ନିୟମଗିରି ଜନ...

Capture--3-...
ଓଟିଭି ପ୍ରଭାବ: ଖବର ପ୍ରସାରଣ ପରେ ସୁଧୁରିଲା ରାସ୍ତା ଅବସ୍ଥା  

ସୁନ୍ଦରଗଡ଼:  ସୁନ୍ଦରଗଡ଼ ଜିଲ୍ଲା ପୋଲଗାଠାରୁ କୁଳିପୋସ୍ ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ବର୍ଷା ହେଲେ ରାସ୍ତା କାଦୁଅ ହୋଇଯାଉଥିବାରୁ ଦୀର୍ଘ ଦିନ ହେଲା ଲୋକେ ବହୁ ଅସୁବିଧା ଭୋଗୁଥିଲେ। ଏମିତି କି ପିଲାଏ ବି ସ୍କୁଲ୍ ଯିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।...

gfg-......
ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌, ହାତ ଘଣ୍ଟା ମନା

ଭୁବନେଶ୍ୱର: ମାଟ୍ରିକ୍ ପ୍ରଶ୍ନପତ୍ର ସୋଶାଲ୍ ମିଡିଆରେ ବୁଲିବା ପରେ ସରକାରଙ୍କୁ ଘାରିଛି ଭାଇରାଲ୍ ଭୟ । ପ୍ରଶ୍ନପତ୍ର  ଲିକ୍‌କୁ ରୋକିବାକୁ ଯୁକ୍ତ ଦୁଇ ପରୀକ୍ଷାରେ ଏଣିକି ସନ୍ଦେହପୂର୍ଣ୍ଣ ହାତ ଘଣ୍ଟା ଉପରେ ଲାଗିଛି କଟକଣା। ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ର...

Capture-2-....
କାଳିଆରେ ସାମିଲ ହେବେ ଆଉ ୧୦ ଲକ୍ଷ ଚାଷୀ

ଭୁବନେଶ୍ୱର: କାଳିଆ ଯୋଜନାରେ ରାଜ୍ୟର ଆହୁରି ଅଧିକା ୧୦ ଲକ୍ଷ ଚାଷୀ ଉପକୃତ ହେବେ । ଆଜି ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି।କାଳିଆ ଯୋଜନାରୁ କେହି ଚାଷୀ ଯେପରି ବାଦ୍ ନ ପଡ଼ିବେ ସେ ନେଇ ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ...

Capture-1
ନିଜ ରାୟ ଉପରେ ସ୍ଥଗିତାଦେଶ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :ଜଙ୍ଗଲ ଜମିରେ ରହୁଥିବା ଜନଜାତିଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ତରଫରୁ ବଡ଼ ଆଶ୍ୱସ୍ତି ମିଳିଛି। ଓଡ଼ିଶା, ମଧ୍ୟପ୍ରଦେଶ, ତେଲେଙ୍ଗାନାର ପ୍ରାୟ ୧୨ ଲକ୍ଷ ଆଦିବାସୀ ଏହାଦ୍ୱାରା ଉପକୃତ ହେବେ । କାରଣ ଜଙ୍ଗଲ ଜମିରୁ ଉଚ୍ଛେଦ ନେଇ ପୂର୍ବରୁ ନିଜେ ଦେଇଥିବା ରାୟ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି...

f
ଦ୍ୱିତୀୟ ଦିନ ପାଇଁ ପାକିସ୍ତାନର ସମସ୍ତ ବିମାନ ଉଡ଼ାଣ ବନ୍ଦ

ଇସଲାମବାଦ: ଆଜି ଦ୍ୱିତୀୟ ଦିନ ପାଇଁ ପାକିସ୍ତାନର ସମସ୍ତ ବିମାନ ଉଡ଼ାଣ ବନ୍ଦ ରହିଛି। ପାକିସ୍ତାନ ନିଜ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବନ୍ଦ କରିଛି । ଉଡ଼ାଣ ବନ୍ଦ ନେଇ ବିଧିବଦ୍ଧ ଭାବେ ନିର୍ଦ୍ଦେଶ କରିଛନ୍ତି ପାକିସ୍ତାନ ବେସାମରିକ ବିମାନ କର୍ତ୍ତୃପକ୍ଷ । ଗତକାଲି ଭାରତୀୟ...

i1
‘ବନ୍ଦୀ ପାଇଲଟ୍‌ଙ୍କୁ ସୁରକ୍ଷିତ ଫେରାଅ’

ଇସଲାମାବାଦ : ପାକିସ୍ତାନ କବଜାରେ ଥିବା ଭାରତୀୟ ବାୟୁସେନା ପାଇଲଟ୍‌ ଅଭିନନ୍ଦନଙ୍କୁ ସୁରକ୍ଷିତ ଫେରାଇ ଦେବାକୁ ଦାବି କରିଛି ଭାରତ। ପାଇଲଟଙ୍କର ଯେପରି କୌଣସି କ୍ଷତି ନ ହୁଏ, ତାହା ସୁନିଶ୍ଚିତ କରିବାକୁ ଇସଲାମାବାଦକୁ ଚେତାବନୀ ଦେଇଛି ନୂଆଦିଲ୍ଲୀ। ଗତକାଲି ସନ୍ଧ୍ୟାରେ ଇସଲମାବାଦ୍‌ସ୍ଥିତ ଭାରତୀୟ ହାଇକମିଶନ୍ ପକ୍ଷରୁ ପାକିସ୍ତାନର...

n1
ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ   

ଗଞ୍ଜାମ : ଗଞ୍ଜାମ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋପାଳପୁରରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଉନ୍ନତିକୃତ ନୂଆ ବର୍ଥର ଉଦ୍‌ଘାଟନ କରିଛନ୍ତି । ଏହାପରେ ଶେରଗଡ଼ରେ ୧୭୨ କୋଟି ଟଙ୍କାର ହରଭଙ୍ଗୀ ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ଓ ସଂପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ  କରିଛନ୍ତି । ଏହାସହ...

pak
ଧରାପଡ଼ିଲା ପାକିସ୍ତାନର ମିଛ

ଇସ୍‌ଲାମାବାଦ: ଧରାପଡ଼ିଲା ପାକିସ୍ତାନର ମିଛ। ବିଶ୍ୱ ସମ୍ମୁଖରେ ପାକିସ୍ତାନର ମିଛ କଥା ଧରାପଡ଼ି ଯାଇଛି। ଗତକାଲିଠୁ ଭାରତୀୟ ମିଗ୍ ବିମାନକୁ ଖସାଇଥିବା ଦାବି କରୁଥିଲା ପାକିସ୍ତାନ ସେନା। ଏଥିସହ ସୋଶାଲ୍‌ ମିଡିଆରେ ଘୁରି ବୁଲିଥିବା ଫଟୋକୁ ଦେଖାଇ ପାକିସ୍ତାନ ଦମ୍ବୋକ୍ତି ମଧ୍ୟ କରୁଥିଲା। ଯାହା ଡାହା ମିଛ ବୋଲି...

jem chief
ଜୈଶ୍‌ ମୁଖ୍ୟ ମସୁଦ୍‌ ଆଝାର୍‌କୁ ବ୍ୟାନ୍‌ ଲାଗି ଜାତିସଂଘରେ ଆମେରିକା, ବ୍ରିଟେନ୍‌ ଓ ଫ୍ରାନ୍ସର ପ୍ରସ୍ତାବ

ନୂଆଦିଲ୍ଲୀ: ଧୀରେ ଧୀରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ହେବାରେ ଲାଗିଛି। ପାକ୍‌ ଅଧିକୃତ କଶ୍ମୀର(ପିଓକେ)ର ବାଲାକୋଟ୍‌ରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ପରେ ଉଭୟ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସେପଟେ, ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ୍‌...