ଆଧୁନିକତା ସ୍ପର୍ଶ କରିବା ପୂର୍ବରୁ ଲୋକେମାନେ ତମ୍ୱା ପାତ୍ର, ମାଟି ପାତ୍ରରେ ଖାଇବା ପିଇବାକୁ ପସନ୍ଦ କରୁଥିଲେ। ପରେ ଏହାର ସ୍ଥାନ ଆଖି ଝଲସାଇ ଦେବା ଭଳି କାଚ ଓ ଫାଇବର ପାତ୍ର ମାଡ଼ି ବସିଲା। ହେଲେ ତମ୍ୱା ପାତ୍ରରେ ପାଣି ପିଇବା ଦ୍ୱାରା ଆମେ ବହୁ ରୋଗ...
ମୁମ୍ୱାଇ : ୧୯୯୫ ମସିହାରେ ଆସିଥିବା ସୁପରହିଟ୍ ଫିଲ୍ମ ‘କୁଲି ନମ୍ୱର ୱାନ’ର ରିମେକ୍ ହେବାକୁ ଯାଉଛି। ସେତେବେଳେ ଗୋବିନ୍ଦା ଓ କରିସ୍ମାଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ। ୨୫ ବର୍ଷ ପରେ ହେବାକୁ ଯାଉଛି ଏହାର ରିମେକ୍। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ବରୁଣ...
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଆସନ୍ତାକାଲି ହେବ ୬ଷ୍ଠ ପର୍ଯ୍ୟାୟ ଭୋଟ୍ଗ୍ରହଣ । ୭ ରାଜ୍ୟର ୫୯ ଆସନରେ ୯୭୯ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ। ତିନି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ୟାଦବ, ଶିଲା ଦୀକ୍ଷିତ ଓ ଦିଗ୍ବିଜୟ ସିଂହଙ୍କ ସମେତ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମାନେକା ଗାନ୍ଧି ଓ କ୍ରିକେଟ୍ରରୁ...
ପୁରୀ: ଫୋନି ମାଡ଼ରେ ଖାଲି ଯେ, ପୁରୀ ଜିଲ୍ଲାର ଲୋକଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି ତା ନୁହେଁ, ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି ଶିକ୍ଷାନୁଷ୍ଠାନ। ଗୋପ ଓ ନିମାପଡ଼ା ବ୍ଲକ୍ର ୮୦ ଭାଗ ସ୍କୁଲ୍ ବାତ୍ୟାରେ ଏକ ପ୍ରକାର ନିଶ୍ଚିହ୍ନ ହୋଇଯାଇଥିବା ବେଳେ ପୁରୀ ସହରରେ ଥିବା ଶ୍ରୀଜଗନ୍ନାଥ...
ଭୁବନେଶ୍ୱର (ଜଗଦୀଶ ଦାଶ): ଉତ୍କଳୀୟ ଐତିହ୍ୟର ଚଳନ୍ତି ଦର୍ପଣ ସାଜି ସାରା ବିଶ୍ୱକୁ କଳା ଚାତୁରୀରେ ବାନ୍ଧି ରଖିଥିବା ଶିଳ୍ପୀ ଗ୍ରାମ ହେଉଛି ରଘୁରାଜପୁର। ଏହି ଗ୍ରାମରେ ବତୁରି ଯାଇଛି କାରୀଗରଙ୍କ ବର୍ଷ ବର୍ଷର ପରିଶ୍ରମ। ଦୋହଲି ଯାଇଛି ଗୁଜୁରାଣର ଭବିଷ୍ୟତ। ବିଧ୍ୱଂସ ଓ ବିପର୍ଯ୍ୟୟକୁ ସାଙ୍ଗରେ ଧରି...
ବ୍ରହ୍ମଗିରି/ପୁରୀ(ଓଡ଼ିଶା ରିପୋର୍ଟର):ବାତ୍ୟା ଫୋନି ତାଣ୍ଡବ ରଚିଲା। ଉଜାଡ଼ିଦେଲା ବାସ ବେଉସା। ମାଟିରେ ମିଶାଇଦେଲା ଧନ ଜୀବନ। ବଡ଼ଠାକୁରଙ୍କ ବଡ଼ଦେଉଳ ହେଉ କିମ୍ବା ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ମେହନତି ମଣିଷର ଗାଁ ହେଉ, ସବୁଠି ଧ୍ୱସ୍ତବିଧ୍ୱସ୍ତର ଚିତ୍ର । ଅବଶ୍ୟ ଇତିମଧ୍ୟରେ ପ୍ରାଣଘାତୀ ଫୋନିକୁ ଆଠଦିନ ବିତିଯାଇଛି।...
ଭୁବନେଶ୍ୱର: ବାତ୍ୟା ଫୋନିରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଆସନ୍ତାକାଲି ଓଡ଼ିଶା ଆସୁଛି କେନ୍ଦ୍ରୀୟ ଟିମ୍ । ବାତ୍ୟା ପୁନରୁଦ୍ଧାର ପ୍ରସଙ୍ଗରେ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶକ୍ତି ସଚିବଙ୍କ ନେତୃତ୍ୱରେ ଏହି ଟିମ୍...
ଭୁବନେଶ୍ୱର: ସମନ୍ୱୟ ଅଭାବ ଯୋଗୁଁ ରାଜଧାନୀରେ ଧିମେଇ ଯାଇଛି ବିଜୁଳି ମରାମତି କାମ। ଫଳରେ ଫୋନିର ୮ ଦିନ ପରେ ବି ଅନ୍ଧାରରେ ରହିଛି ରାଜଧାନୀର। ଅନେକ ଅଂଚଳ ରାଜ୍ୟ ବାହାରୁ ଆସିଥିବା କୁଶଳୀ କର୍ମଚାରୀ ଓ ଶ୍ରମିକମାନଙ୍କୁ ସଠିକ୍ ଭାବେ କାମରେ ଲଗାଇପାରୁନାହାଁନ୍ତି ସରକାର। ଆନୁଷଙ୍ଗିକ ସୁବିଧା ...
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ର ପରବର୍ତ୍ତୀ ଥଇଥାନ ଲାଗି ଜନସାଧାରଣ ଓ ବିଭିନ୍ନ ସଂସ୍ଥାଠାରୁ ସହାୟତା ରାଶି ସଂଗ୍ରହ ଉଦ୍ଦେଶ୍ୟରେ ନୂଆ ୱେବ୍ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ୱେବ୍ ପୋର୍ଟାଲ rebuild.odisha.gov.in କୁ ଲଞ୍ଚ ହୋଇଛି। ଏହି ପୋର୍ଟାଲ୍ ମାଧ୍ୟମରେ ରାଜ୍ୟର ଶକ୍ତି,...
ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ୧୬ ଶହ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକା ବିଶେଷ କରି ଚାଷୀ, ଗୋ ଏବଂ ମତ୍ସ୍ୟଚାଷୀ, SHG ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଣଜଳସେଚିତ ଜମି ପାଇଁ ହେର ପିଛା ୬ ହଜାର ୮ଶହ...
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ବାତ୍ୟା ‘ଫୋନି’ରେ କ୍ଷତିଗ୍ରସ୍ତ ହୋଇ ବନ୍ଦ ରହିଥିବା ନନ୍ଦନକାନନ ଚଳିତମାସ ୨୧ତାରିଖରୁ ପୁଣିଥରେ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ହେବ ବୋଲି ଜଣାପଡ଼ିଛି। ଏହାବ୍ୟତୀତ ଭୁବନେଶ୍ୱରସ୍ଥିତ ଜୟଦେବ ବାଟିକା ଆସନ୍ତାକାଲିଠୁ ଖୋଲିବାକୁ ଥିବାବେଳେ ଏକାମ୍ର କାନନକୁ ପୁଣିଥରେ ସର୍ବସାଧାରଣଙ୍କ ପାଇଁ ଖୋଲିଦିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ...
ଭୁବନେଶ୍ୱର: ମହାବାତ୍ୟା ଫୋନିରେ ଉଜଡ଼ିଯାଇଇଛି। ଔଷଧୀୟ ବୃକ୍ଷ ଜ୍ଞାନ କେନ୍ଦ୍ର । ନଷ୍ଟ ହୋଇଛି ବିରଳ ପ୍ରଜାତିର ଅନେକ ଔଷଧୀୟ ବୃକ୍ଷରାଜୀ। ଭୁବନେଶ୍ୱର ପାଞ୍ଚ ନମ୍ବର ଜାତୀୟ ରାଜପଥ ପାତ୍ରପଡାସ୍ଥିତ ୬୦ ହେକଟର ଜମିରେ ତିଆରି ହୋଇଥିଲା ଏହି ଔଷଧୀୟ ବୃକ୍ଷ ଜ୍ଞାନ କେନ୍ଦ୍ର ବା ମେଡିସିନାଲ ପ୍ଲାଣ୍ଟ...
କଟକ: ଫୋନି ତାଣ୍ଡବ ପରେ ଏବେ ବି ସ୍ୱାଭାବିକ ହୋଇନି କଟକ ସହର। ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ଜଗତପୁର ଅଞ୍ଚଳରେ ଏବେ ବି ବିଜୁଳି ନାହିଁ । ବିଦ୍ୟୁତ ଖୁଣ୍ଟି ରାସ୍ତା ଉପରେ ପଡ଼ିଥିବା ବେଳେ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନ ଥିବା...
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରି । ବିଶେଷ କରି ପଶ୍ଚିମ ଓଡ଼ିଶା ଏବଂ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ଥିତି ଅସମ୍ଭାଳ । ନା ଘରେ ରହି ହେଉଛି ନା ବାହାରେ । ପାଣିପାଗ ବିଭାଗ ପକ୍ଷରୁ ହିଟ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । କିଛି...
ନୂଆଦିଲ୍ଲୀ: ଟ୍ୟୁମର ରୋଗରେ ପୀଡ଼ିତ ଜଣେ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ଏକ ଘରୋଇ ବିମାନରେ ଦିଲ୍ଲୀ ସ୍ଥିତ ଏମ୍ସକୁ ପଠାଇବାର ବ୍ୟବସ୍ଥା କରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଖୁବ ପ୍ରଶଂସା ସାଉଣ୍ଟିଛନ୍ତି। ଶିଶୁକନ୍ୟାଟି ପୂର୍ବରୁ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଥିବା କମଳା ନେହରୁ ହସ୍ପିଟାଲ୍ରେ ଚିକିତ୍ସିତ...