• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

vv
କାର ଓଲଟି ଓଡ଼ିଆ ହାସ୍ୟାଭିନେତା ସଲିଲ୍ ମିତ୍ର ଗୁରୁତର

ଆନନ୍ଦପୁର:କେନ୍ଦୁଝର ଘଟଗାଁ କଲେଜ ଛକ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଓଡ଼ିଆ ହାସ୍ୟ ଅଭିନେତା ସଲିଲ ମିତ୍ର ଗୁରୁତର ହୋଇଛନ୍ତି। ତାଙ୍କର ହାତ ଓ ଗୋଡ଼ରେ ଆଘାତ ଲାଗିଛି। ଗୋଡ ଭାଙ୍ଗି ଯାଇଛି। ଘଟଗାଁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସଲିଲ ତାଙ୍କ...

s2
ଭୋଟ ଦେଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ତାଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ସୁରକ୍ଷା କର୍ମୀ ଓ ଦଳୀୟ ପ୍ରାର୍ଥୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତଙ୍କ ସହ ନିର୍ମାଣ ଭବନ ବୁଥ୍‌କୁ ଆସିଥିଲେ। ସେଠାରେ ସେ ମତାଧିକାର ସାବ୍ୟସ୍ତ କରିଛନ୍ତି। ୨୦୧୪ ନିର୍ବାଚନରେ ବିଜେପି ସମସ୍ତ...

west-bengal
ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ବୁଥ୍‌ ରିଗିଂ, ଧସ୍ତାଧସ୍ତି

କୋଲକାତା: ଦେଶରେ ଆଜି ୬ଷ୍ଠ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସାକାଣ୍ଡ ଦେଖିବାକୁ ମିଳୁଛି। ବିଶେଷକରି ପଶ୍ଚିମବଙ୍ଗରେ ବେଶି ହିଂସାକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ବାଙ୍କୁରା ଲୋକସଭା ନିର୍ବାଚନମଣ୍ଡଳୀର ୨୫୪ ନମ୍ବର ବୁଥରେ ଭୋଟ୍ ଗ୍ରହଣବେଳେ ଉତ୍ତେଜନା ପ୍ରକାଶ ପାଇଛି।  ବୁଥରେ ତୃଣମୂଳ କଂଗ୍ରେସ...

m11
ଲାଞ୍ଜିଗଡ଼ରେ ଲାଲ୍ ଆତଙ୍କ, ନିର୍ମାଣାଧୀନ ସିଆର୍‌ପିଏଫ୍ କ୍ୟାମ୍ପ୍ ଉଡ଼ାଇଲେ ନକ୍ସଲ

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲାରେ ପୁଣି ଲାଲ୍ ଆତଙ୍କ।  ନକ୍ସଲମାନେ ଆଜି ଲାଞ୍ଜିଗଡ଼ ବ୍ଲକ୍‌ର ତ୍ରିଲୋଚନପୁରରେ ନିର୍ମାଣାଧୀନ ଏକ ସିଆର୍‌ପିଏଫ୍‌ କ୍ୟାମ୍ପକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି। ଆଜି ସକାଳେ ନକ୍ସଲମାନେ ଏହି ହିଂସାକାଣ୍ଡ ଘଟାଇଛନ୍ତି।  ବିସ୍ଫୋରଣରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ତେବେ ଏହି...

21
୧୧୧ ବର୍ଷରେ ଭୋଟ ଦେଲେ ବଚ୍ଚନ

ନୂଆଦିଲ୍ଲୀ:ଆଜି ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ। ରାଜଧାନୀ ଦିଲ୍ଲୀର ସମସ୍ତ ଆସନରେ ହେଉଛି ଭୋଟ ଗ୍ରହଣ। ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ସବୁଠାରୁ ବୟସ୍କ ନାଗରିକ ଆଜି ତାଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି। ତାଙ୍କ ନାମ ବଚ୍ଚନ ସିଂ । ୧୧୧ ବର୍ଷ ବୟସ୍କ ବଚ୍ଚନ ଆଜି ତାଙ୍କ ଭୋଟ ଦେଇ...

rahul_gandhi
ଭୋଟ୍‌ ଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

ନୂଆଦିଲ୍ଳୀ: କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଜି ଦିଲ୍ଲୀରେ ହେଉଛି ୬ଷ୍ଠ ପର୍ଯ୍ୟାୟ ମତଦାନ । ଦିଲ୍ଲୀସ୍ଥିତ ଔରଙ୍ଗଜେବ୍ ଲେନ୍‌ର ଏନପି ସିନିୟର ସେକଣ୍ଡାରୀ ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରକୁ ରାହୁଲ ଯାଇଥିଲେ। ତାଙ୍କ...

RamNath-Kovind
ପତ୍ନୀଙ୍କ ସହ ଭୋଟ ଦେଲେ ଦେଶର ପ୍ରଥମ ନାଗରିକ

ନୂଆଦିଲ୍ଲୀ: ଆଜି ଥିଲା ୬ଷ୍ଠ ପର୍ଯ୍ୟାୟ ମତଦାନ। ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଭବନରେ ପ୍ରତିଷ୍ଠା ହୋଇଥିବା ମତଦାନ କେନ୍ଦ୍ରକୁ ଯାଇ ଭୋଟ୍ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ । ରାଷ୍ଟ୍ରପତିଙ୍କ ସହ ପ୍ରଥମ...

g1
ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କୁ ଆକ୍ରମଣ, ଜଣେ ମୃତ, ୨ ଗୁରୁତର

କୋଲକାତା: ଷଷ୍ଠ ପର୍ଯ୍ୟାୟ ମତଦାନ ବେଳେ ଆଜି  ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଗଣ୍ଡଗୋଳରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୋପୀବଲ୍ଲବପୁରରେ ହିଂସାକାଣ୍ଡରେ ଜଣେ ବିଜେପି କର୍ମୀ ପ୍ରାଣ ହରାଇଛନ୍ତି। ତାଙ୍କ ନା ରମଣ...