ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଟାଙ୍ଗର ଗାଁ ମନ୍ଦିରରେ ଆଜି ସକାଳୁ ଚାଲିଥିଲା ନାବାଳିକା ବାହାଘର। ଖରବ ପାଇ ଚାଇଲ୍ଡ ଲାଇନ୍ ଓ ଶିଶୁ ସୁରକ୍ଷା ସମିତି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବିବାହ ବେଦୀରୁ ନାବାଳିକାକୁ ଉଦ୍ଧାର କରିଛି। ଆନନ୍ଦପୁରର ଟାଙ୍ଗର ଗାଁର ଜଣେ ଯୁବକଙ୍କର ନିକଟସ୍ଥ ମନ୍ଦିରରେ ବାହାଘର...
ସମ୍ବଲପୁର: ବରଯାତ୍ରୀ ଆସିଲେ । ଧୁମ୍ଧାମ୍ରେ ଭୋଜିଭାତ ସରିଲା । ତା ପରେ ଆରମ୍ଭ ହେଲା ପାରମ୍ପରିକ ବାହାଘର କାର୍ଯ୍ୟକ୍ରମ। ହେଲେ ବର ଯେତେବେଳେ ବେଦୀ ଉପରକୁ ଗଲା, ସେତେବେଳେ ସବୁ ଗଡ଼ବଡ଼ ହୋଇଗଲା। ମଦ ନିଶାରେ ଟଳମଳ ହୋଇ ବର ବେଦୀକୁ ଯାଇଥିଲା। ବେଦୀରେ ସେ ଠିକ୍ରେ ବସି...
ଯାଜପୁର: ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଯାଜପୁର ଜିଲ୍ଲା ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖା ଦେଇଛି। ଡାକ୍ତରଙ୍କ ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ ଆଣି ଉତ୍ତ୍ୟକ୍ତ ଲୋକେ ମେଡିକାଲ୍ରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ତେବେ ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ...
ଭୁବନେଶ୍ୱର: ମେ’ ୨୦ରେ ହେବାକୁ ଥିବା ବିପିୟୁଟି ପରୀକ୍ଷାକୁ ଘୁଞ୍ଚାଯାଇଛି। ଏହି ପରୀକ୍ଷା ଏବେ ଜୁନ୍ ୧୩ ତାରିଖରେ ହେବ ବୋଲି ସ୍ଥିର କରାଯାଇଛି। ମେ’ ୨୦ରେ ନିଟ୍ ପରୀକ୍ଷା ଥିବାରୁ ବିପିୟୁଟି ପରୀକ୍ଷାକୁ ଘୁଞ୍ଚା ଯାଇଛି ବୋଲି ସୂଚନା ମିଳିଛି। ବିପିୟୁଟି ପରୀକ୍ଷା ନିର୍ଦ୍ଦେଶକ ଦୀପକ କୁମାର...
ଜଗତସିଂହପୁର: ବାତ୍ୟା ଫୋନିର ୧୧ ଦିନ ପରେ ବିଦ୍ୟୁତ୍ ସଂଯୋଗ ନ ହେବାରୁ ଜଗତସିଂହପୁର ଜିଲ୍ଲାରେ ହୋଇଥିବା ରାସ୍ତାରୋକ ହଟିଛି। ତାରପୁର, ଚିକିଣିଆ ଓ ଗୁଆଳିପୁର ଏବଂ କାଦୁଅପଡ଼ା ଓ ପଲ୍ଲୀ ପଞ୍ଚାୟତର ଲୋକେ କରିଥିବା ରାସ୍ତାରୋକ ପ୍ରତ୍ୟାହାର କରିଛନ୍ତି। ବିଜୁଳି ସଂଯୋଗ ଦିଆଯାଇନଥିବାରୁ ତାରପୁର ନିକଟରେ କଟକ-ପାରାଦୀପ...
ପୁରୀ: ‘ଫୋନ‘ କୋପରେ ସମଗ୍ର ପୁରୀ ଜିଲ୍ଲା ଛାରଖାର ହୋଇଯାଇଛି। ଜିଲ୍ଲାର ଅନ୍ୟ ଅଞ୍ଚଳ ଭଳି ବଳଙ୍ଗାରେ ବି ଧ୍ୱଂସର ତାଣ୍ଡବ ରଚିଛି ‘ଫୋନି’। ମହା ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ପରେ ସମ୍ପୂର୍ଣ୍ଣ ବଦଳି ଯାଇଛି ବଳଙ୍ଗା ଅଞ୍ଚଳର ମାନଚିତ୍ର। ପବନ ମାଡ଼ରେ ଖାଲି ଯେ ଲୋକଙ୍କ ଘରଦ୍ୱାର ଭାଙ୍ଗିଛି ତା...
ଭୁବନେଶ୍ଵର: ଚାଇନାଭିତ୍ତିକ ସ୍ମାର୍ଟଫୋନ୍ ନିର୍ମାତା ୱାନ ପ୍ଲସ୍(oneplus) ଆସନ୍ତା କାଲି ଏହାର ବହୁ ପ୍ରତିକ୍ଷିତ Oneplus 7 ସିରିଜ୍କୁ ବିଶ୍ଵବ୍ୟାପୀ ବଜାର ପ୍ରବେଶ କରିବାକୁ ଯାଉଛି। ସ୍ମାର୍ଟଫୋନ୍ କ୍ରେଜ୍ରେ ମାତିଥିବା ଯୁବବର୍ଗ ଏହାକୁ ଅପେକ୍ଷା କରିଥିବା ବେଳେ ଟେଲିକମ୍ କମ୍ପାନୀ ଜିଓ ଏହାକୁ ଆଧାର କରି ଘୋଷଣା କରିଦେଇଛି...
ନୂଆଦିଲ୍ଲୀ: ଏଥର ଆପଣ ସବୁ ଦୋକାନଗୁଡ଼ିକରେ କ୍ୟୁଆର୍ କୋଡ୍(QR code) ଆଧାରରେ ପେମେଣ୍ଟ୍ କରିପାରିବେ। ଦେଶରେ ଥିବା ସମସ୍ତ ଛୋଟ ବଡ଼ ଦୋକାନୀମାନେ ଏହି ବ୍ୟବସ୍ଥା ବାଧ୍ୟତାମୂଳକ ଭାବେ ଗ୍ରାହକମାନଙ୍କୁ ଯୋଗାଇ ଦେବେ। ନଗଦ ଟଙ୍କା ନ ଥିଲେ ପେଟିଏମ୍ ଭଳି ମୋବାଇଲ୍ ଓ୍ୱାଲେଟ୍ କମ୍ପାନୀ ଯେଭଳି ଅନଲାଇନ୍...
ନୂଆଦିଲ୍ଲୀ: ଯୋଗ୍ୟତା ନିର୍ଣ୍ଣୟ ପାଇଁ ଉଦ୍ଦିଷ୍ଟ ପରୀକ୍ଷାରେ କୌଣସି ପ୍ରକାରର ସଂରକ୍ଷଣ ଲାଗୁ ହୋଇ ପାରିବ ନାହିଁ। ଦକ୍ଷତା ଅନୁସାରେ ଛାତ୍ରଛାତ୍ରୀମାନେ ଯୋଗ୍ୟତା ପର୍ଯ୍ୟାୟ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବେ। ଆଜି ସୁପ୍ରିମକୋର୍ଟ ଏଭଳି ରୁଲିଂ ଦେଇଛନ୍ତି। ସେଣ୍ଟ୍ରାଲ ଟିଚର ଏଲିଜିବିଲିଟି ଟେଷ୍ଟ(ସିଟିଇଟି) ୨୦୧୯ ପରୀକ୍ଷାରେ ଆର୍ଥିକ ପଛୁଆ...