ଭୁବନେଶ୍ୱର: ରାସନ କାର୍ଡ ନାହିଁ ତ ରିଲିଫ ନାହିଁ । ବାତ୍ୟା ପରେ ରିଲିଫ ବଣ୍ଟନରେ ଦେଖାଦେଇଛି ଏଭଳି ଅବ୍ୟବସ୍ଥା। ବାତ୍ୟାରେ ହଜାର ହଜାର ଲୋକଙ୍କର ଘର ଭାଙ୍ଗିଛି, କିନ୍ତୁ ରାସନ କାର୍ଡ ନ ଥିବାରୁ ସେମାନଙ୍କୁ ରିଲିଫ ମିଳୁ ନ ଥିବା ଅଭିଯୋଗ ହୋଇଛି । ଖୋର୍ଦ୍ଧା...
ଭୁବନେଶ୍ୱର: ବାତ୍ୟା ଫୋନିର କ୍ଷୟକ୍ଷତିକୁ ନେଇ ତଥ୍ୟ ପ୍ରକାଶ କରିଛି ରାଜ୍ୟ ଏମର୍ଜେନ୍ସି ଅପରେସନ ସେଣ୍ଟର-SEOC । ଆଜି SEOC ପକ୍ଷରୁ ପ୍ରକାଶ ପାଇଥିବା ସଦ୍ୟତମ ତଥ୍ୟ ଅନୁସାରେ, ବାତ୍ୟା ଫୋନିରେ ରାଜ୍ୟରେ ୫ ଲକ୍ଷ ୮ ହଜାର ୪୬୭ଟି ଘର ଭାଙ୍ଗିଛି। ମୋଟ ୧ କୋଟି ୫୦...
ବାଲେଶ୍ୱର: ବାଲେଶ୍ୱରର ଫକୀରମୋହନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନର୍ସମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଫଳରେ ୪ ଘଣ୍ଟା ଧରି ବନ୍ଦ ରହିବା ପରେ ପୁଣି ଆରମ୍ଭ ହୋଇଛି ରୋଗୀସେବା । ଜଣେ ପ୍ରସୂତୀଙ୍କୁ ନର୍ସ ଜଣଙ୍କ ଟଙ୍କା ମାଗିବାକୁ କେନ୍ଦ୍ରକରି ଗଣ୍ଡଗୋଳ...
ଭୁବନେଶ୍ୱର: ଫୋନି ପରବର୍ତ୍ତୀ ଥଇଥାନ ଓ ରିଲିଫ୍ କାର୍ଯ୍ୟକୁ ନେଇ ତେଜିଲା ରାଜନୀତି । ରାଜ୍ୟ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଅଭିଯୋଗ କରି କହିଛନ୍ତି ଯେ, ସବୁଠି ଅବ୍ୟବସ୍ଥା ଲାଗିରହିଛି। ୧୯୯୯ ମହାବାତ୍ୟାରେ ବି ଏଭଳି ଅବ୍ୟବସ୍ଥା ନ...
ଭୁବନେଶ୍ୱର: ଫୋନି ମାଡ଼ରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ରାଜ୍ୟର ତିନି ପ୍ରମୁଖ ସଂଗ୍ରହାଳୟ । କଟକର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ, ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟ ଓ ଭୁବନେଶ୍ୱରରେ ଥିବା ରିଜିଓନାଲ୍ ମ୍ୟୁଜିୟମ୍ ଅଫ୍ ନ୍ୟାଚୁରାଲ୍ ହିଷ୍ଟ୍ରି। ସବୁର ଭିତ୍ତିଭୂମିକୁ ବିଗାଡ଼ି ଦେଇଛି ଫୋନି। ବାତ୍ୟା ପରଠାରୁ ଏ ତିନି ସଂଗ୍ରହାଳୟକୁ...
ଭୁବନେଶ୍ୱର: ରାଜ୍ୟର ଏ ମହାବିପତ୍ତି ବେଳେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ବି ସହାୟତାର ହାତ ବଢ଼ାଇଛନ୍ତି । ଓଡିଶା IAS ଅଫିସର ସଂଘର ପ୍ରତ୍ୟେକ ସଦସ୍ୟ ଫୋନି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି। ସେହିପରି...
ଭୁବନେଶ୍ୱର: ପାସ୍ବୁକ୍ ଦେଖାଇ ବ୍ୟାଙ୍କରୁ ଏଣିକି ୨ ହଜାର ଟଙ୍କା ଉଠାଇ ପାରିବେ ଉପଭୋକ୍ତା। ଫୋନି ବାତ୍ୟା ପ୍ରଭାବିତଙ୍କୁ ବ୍ୟାଙ୍କଗୁଡିକ ପକ୍ଷରୁ ଏହି ସୁବିଧା ଯୋଗାଇ ଦିଆଯିବ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବସିଥିବା ବ୍ୟାଙ୍କ ଅଧିକାରୀଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ସେହିପରି ପ୍ରଭାବିତ...
ଭୁବନେଶ୍ୱର: ବାତ୍ୟା ଫୋନି ପରଠୁ ରାଜଧାନୀର ହାଟ ବଜାରରେ ଅଭାବନୀୟ ପରିସ୍ଥିତି। ନା ଆବଶ୍ୟକ ପରିମାଣର ସାମଗ୍ରୀ ମହଜୁଦ୍ ଅଛି, ନା ମିଳୁଛି ସୁଲଭ ଦରରେ ଡାଲି, ଚାଉଳ। କ୍ୟାଣ୍ଡେଲ୍ଟଇଏ ପାଇବା ବି ମୁସ୍କିଲ୍ ହେଉଛି ରାଜଧାନୀ ବଜାରରେ। ଯେଉଁ ଦୋକାନକୁ ଗଲେ ବି ଷ୍ଟକ୍ ନାହିଁ କହି...
ଭୁବନେଶ୍ୱର: ବାତ୍ୟା ଫୋନିର ୬ ଦିନ ପରେ ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ବିଜୁଳି ସ୍ଥିତିରେ ଆସିଛି ସାମାନ୍ୟ ସୁଧାର। କିନ୍ତୁ ଏବେ ବି ଟୁଇନ୍ ସିଟିର ଅଧିକାଂଶ ଅଞ୍ଚଳ ରହିଛି ଅନ୍ଧାରରେ । ଫୋନିର ବ୍ୟାପକ ବିପର୍ଯ୍ୟୟ ଭିତରେ ଏସବୁ ଅଞ୍ଚଳରେ ଶୀଘ୍ର ବିଜୁଳି ପହଞ୍ଚାଇବା...
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଦ ଉଡ଼ାଇ ଦେଇଛି ନିଦାଘ। ଡହଡହ ଖରାରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ସିଝୁଥିବା ବେଳେ ଗୁଳୁଗୁଳିରେ ନୟାନ୍ତ ହେଉଛି ଉପକୂଳ। ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସେଥିରୁ ୩ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଟପି...
ଭୁବନେଶ୍ୱର: ଧୀରେ ଧୀରେ ସ୍ୱାଭାବିକ ହେଉଛି ରେଳ ଚଳାଚଳ। ଭୁବନେଶ୍ୱର, ପୁରୀ ଏବଂ ବ୍ରହ୍ମପୁର ଷ୍ଟେସନ୍ରୁ ବାତିଲ ହୋଇଥିବା ୧୨ଟି ପାସେଞ୍ଜର ଓ ମେମୁ ଆଜିଠାରୁ ସ୍ୱାଭାବିକ ଭାବେ ଯାତାୟତ କରିଛି । ଖଡ଼ଗପୁର-ଯାଜପୁର-କେଉଁଝର ପାସେଞ୍ଜର, ଖଡଗପୁର ଭଦ୍ରକ ପାସେଞ୍ଜର, ବାଲେଶ୍ୱର-ଭଦ୍ରକ, ହାୱଡା-ଭଦ୍ରକ, କଟକ-ପଲାସା ଏବଂ ପଲାସା-ବିଶାଖାପଟନମ୍ ପାସେଞ୍ଜର...
ପୁରୀ: ବାତ୍ୟା ଫୋନି ତାଣ୍ଡବରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ପୁରୀର ରାଜଭବନ। ଏହା ପରିସରରେ ଥିବା ଆକର୍ଷଣୀୟ ଉଦ୍ୟାନ ମାଟିରେ ମିଶିଯାଇଛି। ଉଦ୍ୟାନରେ ଲାଗିଥିବା ଶହ ଶହ ଗଛ ଭାଙ୍ଗି ଉପୁଡ଼ି ପଡ଼ିଛି। ବେଳାଭୂମିଠୁ ମାତ୍ର ୫୦-୬୦ ମିଟର ଦୂରରେ ଥିବା ରାଜ୍ୟର ଏହି ଐତିହ୍ୟ ପ୍ରାସାଦର...
ବ୍ରହ୍ମପୁର: ତେଲେଙ୍ଗାନା ପୁଲିସକୁ ଗଞ୍ଜାମରେ ଆକ୍ରମଣ ହୋଇଛି। ପାଟପୁର ଥାନା ଡେଙ୍ଗାଡ଼ି ଗାଁକୁ ଜଣେ ଅଭିଯୁକ୍ତଙ୍କୁ ଧରିବାକୁ ଆସିଥିବା ତେଲେଙ୍ଗାନା ପୋଲିସ ଟିମ୍କୁ ଗାଁ ଲୋକ ପିଲା ଚୋର ଗ୍ୟାଙ୍ଗ୍ ଭାବି ଆକ୍ରମଣ କରିଥିଲେ। ସାଦା ପୋଷାକରେ ଆସି ତେଲେଙ୍ଗାନା ପୁଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ବେଳେ ଏହି...
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨ରୁ ୩ ଦିନ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କୋଣାର୍କ ମନ୍ଦିର। କୋଣାର୍କ ମନ୍ଦିର ପରିଦର୍ଶନ ପରେ ଏହି ସୂଚନା ଦେଇଛନ୍ତି ଏଏସ୍ଆଇ ଡିଜି ଉଷା ଶର୍ମା। ବାତ୍ୟାରେ କୋଣାର୍କ ମନ୍ଦିର ପରିସରରେ ପ୍ରାୟ ୨୦୦ରୁ ଅଧିକ ଗଛ ଉପୁଡ଼ି ପଡ଼ିଛି। ମାତ୍ର...