• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

f
ବିମାନରେ ଯାନ୍ତ୍ରିକ ତ୍ରୁଟି, ବର୍ତ୍ତିଲେ ୧୫୨ ଯାତ୍ରୀ

ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଦିଲ୍ଲୀ ଆସୁଥିବା ୧୫୨ ଜଣ ଯାତ୍ରୀ ଏବଂ ବିମାନର ଷ୍ଟାଫ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ବିମାନଟି ମଝି ଆକାଶରେ ଉଡ଼ୁଥିବା ବେଳେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ଫଳରେ ବିମାନଟି ରାତି ୧.୩୦ରେ ନାଗପୁର ଏୟାରପୋର୍ଟରେ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଥିଲା। ସ୍ପାଇସ୍‌...

uu21
ବୋଲେରୋ ଧକ୍କାରେ ବାଇକ୍‌ ଆରୋହୀ ଏଏସ୍‌ଆଇ ମୃତ

କେନ୍ଦୁଝର(ପ୍ରଣୟ କୁମାର ପାଣି): ବାଇକ୍‌ରେ ଥାନାକୁ ଯାଉଥିଲେ। କିନ୍ତୁ ବାଟରେ ପିଟି ଦେଲେ ବୋଲେରୋ। ଆଜି ଏମିତି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅଞ୍ଚଳରେ। ମୃତ ଏଏସ୍‌ଆଇଙ୍କ ନାଁ ମୋରିସ କୁଜୁର। ୨୦ ନମ୍ବର ଜାତୀୟ ରାଜପଥରେ ଝୁମ୍ପୁରା ବାଇପାସ୍ ନିକଟରେ ବୋଲେରୋଟି...

ol
ଏନ୍‌ଡିଆର୍‌ଏଫ୍‌ ଟିମ୍ ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାରେ ରହିବ

ଭୁବନେଶ୍ୱର: ଓଡ଼ିଶାରେ ‘ଫୋନି’ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ଏନଡିଆର୍‌ଏଫ୍‌ର ୫୦ଟି ଟିମ୍‌ ସାମିଲ ଅଛନ୍ତି। ସେମାନେ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ବ୍ୟବସ୍ଥା ପୁନର୍ବାହାଲ କରିବାକୁ ଅଗ୍ରାଧିକାର ଦେଉଛନ୍ତି। ଏନେଇ ସୂଚନା ଦେଇଛନ୍ତି ଏନଡିଆରଏଫ୍‌ ଡିଜି ସତ୍ୟ ନାରାୟଣ ପ୍ରଧାନ। ଏନ୍‌ଡିଆର୍‌ଏଫ୍‌ ଡିଜି ଶ୍ରୀ ପ୍ରଧାନ ଆଜି ମୁଖ୍ୟ ଶାସନ...

bhutan-pm-1..
ସେ ଜଣେ ପ୍ରଧାନମନ୍ତ୍ରୀ, କିନ୍ତୁ ପ୍ରତି ଶନିବାର ଡାକ୍ତର

ଥିମ୍ଫୁ:  ଦେଶକୁ ସୁରୁଖୁରରେ ଚଳାଇବାକୁ ପ୍ରଣୟନ ହେଉଥିବା ବିଭିନ୍ନ ନିୟମ  ଉପରେ ସପ୍ତାହର ୫ ଦିନ ରଖିଥାନ୍ତି ତୀକ୍ଷ୍‌ଣ ନଜର। ହେଲେ ଶନିବାର ତାଙ୍କୁ ଦେଖିବାକୁ ମିଳେ ଏକ ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଅବସ୍ଥାରେ। ଆଉ ରବିବାର ସବୁଥିରୁ ଛୁଟି। ପୁରା ଫ୍ୟାମିଲି ଟାଇମ୍‌।  ଏପରି...

1
ମାଟି ଅତଡ଼ା ଖସି ୩ ମୃତ, ୨ ଗୁରୁତର

କୋରାପୁଟ:କୋରାପୁଟ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଜିଲ୍ଲାର ପଟ୍ଟାଙ୍ଗି ଥାନା ଚନ୍ଦକା ପଞ୍ଚାୟତର ଦଳପତି ଗୁଡା କରଞ୍ଜିଗୁଡ଼ା ପାହାଡ଼ରେ ଚୂନମାଟି ଖୋଳିବାକୁ ଯାଇ ମାଟି ଅତଡ଼ା ଖସି ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିଲା...

YS_630_630
ଯଶୱନ୍ତ ସିହ୍ନାଙ୍କ ବିସ୍ଫୋରକ ବୟାନ: ମୋଦିଙ୍କୁ ବହିଷ୍କାର କରିବାକୁ ଚାହୁଁଥିଲେ ବାଜପେୟୀ’

ନୂଆଦିଲ୍ଲୀ: ପୂର୍ବତନ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନା ଆଜି ଏକ ବିସ୍ଫୋରକ ବୟାନ ଦେଇ କହିଛନ୍ତି, ନରେନ୍ଦ୍ର ମୋଦିଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୦୦୨ରେ ବିଜେପିରୁ ବହିଷ୍କୃତ କରିବାକୁ ଚାହୁଁଥିଲେ। ୨୦୦୨ ଗୋଧ୍ରା ଦଙ୍ଗା ସମୟରେ ନରେନ୍ଦ୍ର ମୋଦି...

s-7
ବୁଲା କୁକୁର ମୁହଁରୁ ପୁଅକୁ ବଞ୍ଚାଇ ପାରିଲାନି ମା‘, ଝୁଣି ମାରିଦେଲେ

ଭୋପାଲ୍‌ (ମଧ୍ୟପ୍ରଦେଶ): ଭୋପାଲର ଅୱଧପୁରଠାରେ ଏକ ଭୟଙ୍କର ତଥା ହୃଦୟବିଦାରକ ଘଟଣା ଘଟିଯାଇଛି। ମା’ଙ୍କ ଆଖି ଆଗରେ ୬ଟି ବୁଲା କୁକୁର ତାଙ୍କର ୬ ବର୍ଷର ପୁଅକୁ କାମୁଡ଼ି କାମୁଡ଼ି ମାରି ଦେଇଛନ୍ତି। ମା’ ଜଣଙ୍କ ହିଂସ୍ର ହୋଇ ପଡ଼ିଥିବା କୁକୁରଙ୍କ କବଳରୁ ପୁଅକୁ ରକ୍ଷା କରିବାକୁ ଚେଷ୍ଟା...

International Apache (HG01) India First Flight
ଜାଣନ୍ତୁ, ବାୟୁସେନାରେ କାହିଁକି ସାମିଲ ହେଲା ଆପାଚି ଗାର୍ଡିଆନ୍

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ସାମିଲ ହୋଇଛି ଆପାଚି ଗାର୍ଡିଆନ୍ ହେଲିକପ୍ଟର । ‌ଆମେରିକାର ଆରିଜୋନା ନିର୍ମାଣ କେନ୍ଦ୍ରରେ ବାୟୁସେନାର ଅଧିକାରୀଙ୍କୁ ହେଲିକପ୍ଟର ହସ୍ତାନ୍ତର କରାଯାଇଥିବା ବାୟୁସେନା ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି । ଏହି AH-64E ହେଲିକପ୍ଟର ସମସ୍ତ ପ୍ରକାର ପାଗରେ କାର୍ଯ୍ୟକ୍ଷମ ହୋଇପାରିବ। ଏପରିକି ବର୍ଷା,...

RahulGandhi
ପିଟ୍ରୋଡ଼ାଙ୍କ ବୟାନକୁ ନିନ୍ଦା କଲେ ରାହୁଲ, କହିଲେ କ୍ଷମା ମାଗିବା ଉଚିତ୍‌

ନୂଆଦିଲ୍ଲୀ: ୧୯୮୪ ଶିଖ୍ ବିରୋଧୀ ଦଙ୍ଗାକୁ ନେଇ ବରିଷ୍ଠ କଂଗ୍ରେସ ନେତା ଶାମ ପିଟ୍ରୋଡ଼ା ଦେଇଥିବା ବୟାନକୁ ନିନ୍ଦା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।  ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରିବା ଉଚିତ୍‌ ବୋଲି ରାହୁଲ କହିଛନ୍ତି । ୧୯୮୪ ଦଙ୍ଗା ଅତି ଭୟାନକ ଘଟଣା...

1-10
ଗୋଟିଏ ପରିବାରରେ ୬୬ ଭୋଟର, ନିର୍ବାଚନ ବେଳେ ଜମେ ନେତାଙ୍କ ଭିଡ଼

ଆହ୍ଲାବାଦ: ଉତ୍ତର ପ୍ରଦେଶ ଆହ୍ଲାବାଦର ଏଇ ପରିବାର ଉପରେ ନେତାଠୁ ଜନତା ସମସ୍ତଙ୍କର ନଜର। ଜନତାଙ୍କ ନଜର ଏଇ ପରିବାରର ଏକତା ଉପରେ। ଆଜିକାଲିର ବସ୍ତୁବାଦୀ ଦୁନିଆରେ ପରିବାରର ୮୮ ସଦସ୍ୟ କେମିତି ଏକାଠି ରହି ପାରିଛନ୍ତି। ନେତାଙ୍କ  ନଜର ଏଥିପାଇଁ ଯେ, ଏମାନଙ୍କୁ ମନେଇ ପାରିଲେ ମିଳିବ...