ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଛୁଟି ଦିନରେ ବି ବ୍ୟାଙ୍କ ଖୋଲା ରଖାଯିବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସଚିବାଳୟରେ ବସିଥିବା ଏସ୍ଏଲ୍ବିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ କେରଳ ମଡେଲ୍ ଅନୁସରଣ କରିବାକୁ...
ଭୁବନେଶ୍ୱର: ବାତ୍ୟା ମାଡ଼ରେ ଧ୍ୱସ୍ତବିଧ୍ୱଂସ୍ତ ବନ୍ୟ ସଂପଦ। ଫୋନି ବାତ୍ୟା, ଏମିତି ପିଟିଛି ଯେ, ବିରାଟକାୟ ଦ୍ରୁମ ହେଉ କି କ୍ଷୁଦ୍ର, ମଜଭୁତ ହେଉ କି ଦୁର୍ବଳ, କାହରିକୁ ବି ଛାଡି ନାହିଁ । ବାତ୍ୟା ମାଡ଼ ହୋଇଥିବା ପୁରୀର ବାଲୁଖଣ୍ଡ ହେଉକି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ କିମ୍ବା ଖୋର୍ଦ୍ଧାର...
କୋଣାର୍କ: ପ୍ରଳୟଙ୍କରୀ ଝଡ଼ ଫୋନି ମାଡ଼ରେ ଘାଇଲା ହୋଇଛି ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର। ବିକୃତ ହୋଇ ଯାଇଛି ଚନ୍ଦ୍ରଭାଗାର ବିସ୍ତୀର୍ଣ୍ଣ ବେଳାଭୂମୀ। ସୂର୍ଯ୍ୟମନ୍ଦିର ଖୋଲୁ ନ ଥିବାରୁ ବିରସ ମନରେ ଫେରୁଛନ୍ତି ପର୍ଯ୍ୟଟକ। ଦେଖଣାହାରୀ ନ ଥିବାରୁ ଖାଁ ଖାଁ ଲାଗୁଛି ସମୁଦ୍ରକୂଳ । ଉତ୍କଳର ଐତିହ୍ୟ...
ଭୁବନେଶ୍ୱର: ଫୋନି ପ୍ରଳୟର ଗୋଟିଏ ସପ୍ତାହ ପରେ ବି ସ୍ୱାଭାବିକ ହୋଇନି ରାଜଧାନୀର ବିଜୁଳି ସରବରାହ ବ୍ୟବସ୍ଥା। ପର୍ଯ୍ୟାୟ କ୍ରମେ ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ହେଉଥିଲେ ବି ଅନେକ ସ୍ଥାନରେ ବିଜୁଳି ନ ଆସିବାରୁ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଥିବା ଜନତାଙ୍କ ଧୈଯ୍ୟଚ୍ୟୁତି ଘଟୁଛି । ତେଣୁ...
ଗୁରୁଦାସପୁର:ଫ୍ୟାନ୍ ତ ଫ୍ୟାନ, ଜବରଦସ୍ତ ଫ୍ୟାନ୍। ଏମିତି ଦୃଶ୍ୟ ସିନେମାରେ ବି ନଥିବ। ଯାହା ଆଜି ଅଭିନେତା ତଥା ବିଜେପି ନେତା ସନି ଦେଓଙ୍କ ନିର୍ବାଚନ ପ୍ରଚାର ବେଳେ ଘଟିଲା। ସନି ଏକ ରୋଡ୍ ସୋ କରୁଥିବା ବେଳେ ସମସ୍ତଙ୍କ ଆଗରେ ତାଙ୍କୁ ଜଣେ ମହିଳା ଚୁମ୍ବନ ଦେଇଛନ୍ତି।...
ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରେ ଦିଲ୍ଲୀରେ ଲୋକସଭା ନିର୍ବାଚନ । ଭୋଟ୍ର ଠିକ୍ ପୂର୍ବରୁ ଦୁଇଟି ବିବାଦ ସେଠାରେ ସୃଷ୍ଟି କରିଛି ହଟଚମଟ। ଶିଖ୍ ବିରୋଧୀ ଦଙ୍ଗାକୁ ନେଇ ସାମ୍ ପିଟ୍ରୋଡ଼ାଙ୍କ ବିବାଦୀୟ ବୟାନ ଏବଂ ଆପ୍ ନେତ୍ରୀ ଅତିଶି ଓ ବିଜେପିର ଗୌତମ ଗମ୍ଭୀର ମଧ୍ୟରେ ସୃଷ୍ଟି...
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଆମେରିକୀୟ ପତ୍ରିକା ‘ଟାଇମ୍’ର କଭର ଷ୍ଟୋରୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି। ତେବେ ଏହାର ଶୀର୍ଷକ ବର୍ତ୍ତମାନ ବିବାଦ ଘେରକୁ ଆସିଛି। ଏଥିରେ ଗେରୁଆ ଉତ୍ତରୀୟ ପିନ୍ଧିଥିବା ମୋଦିଙ୍କର ଏକ ଚିତ୍ର ରହିଛି ଏବଂ ତାଙ୍କୁ ‘ଇଣ୍ଡିଆସ୍ ଡିଭାଇଡର ଇନ୍ ଚିଫ୍’ (ବିଭାଜନକାରୀ)...
ନୂଆଦିଲ୍ଲୀ: ବିଶ୍ୱର ଶ୍ରେଷ୍ଠ ୧୦ ବିମାନବନ୍ଦର ମଧ୍ୟରେ ସ୍ଥାନ ପାଇଛି ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟ। ବିଶ୍ୱର ବିଭିନ୍ନ ଏୟାରପୋର୍ଟରେ ରହିଥିବା ସୁବିଧା ସୁଯୋଗ ଆଧାର ଏୟାର ହେଲପ୍ ନାମକ ଏକ ସର୍ଭେ ସଂସ୍ଥା ଏଭଳି ରିପୋର୍ଟ ଦେଇଛି। ସର୍ଭେ ରିପୋର୍ଟ ଅନୁଯାୟୀ, କତାରର ଦୋହା ଠାରେ...
ଫୁଲବାଣୀ: କନ୍ଧମାଳର ଦାରିଙ୍ଗବାଡ଼ିରେ ଜଣେ ନାବାଳକର ଗଳିତ ମୃତଦେହ ଉଦ୍ଧାର କରିଛି ପୁଲିସ୍। କଟାବାଡ଼ି ଗାଁ ଜଙ୍ଗଲର ଏକ ପଥର ଖୋଲରୁ ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳକ ହେଲା ରିତେଶ ପ୍ରଧାନ, ତାଙ୍କ ବୟସ ୮ ବର୍ଷ ହେବ। ସେ ଗତ ୫ ତାରିଖରୁ ନିଖୋଜ ଥିଲେ।...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଫେଲ୍ ଡିଲ୍କୁ ଆଧାର କରି ଚୌକିଦାର ଚୌର ହୈ କହିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି। ସେ ଏହି ବୟାନ ପାଇଁ ବାରମ୍ବାର ସୁପ୍ରିମକୋର୍ଟ ନିକଟରେ ଦୁଃଖ ପ୍ରକାଶ କରିବା ପରେ ଶେଷରେ ନିଃସର୍ତ୍ତ କ୍ଷମା ମଧ୍ୟ...
ଭୁବନେଶ୍ୱର: ମୂଲ୍ୟାୟନ କେନ୍ଦ୍ରରେ ଏସି ବନ୍ଦ ହେବାରୁ ଯୁକ୍ତ ଦୁଇ ଖାତାଦେଖା ବନ୍ଦ ହୋଇଯାଇଛି। ଖାତାଦେଖା ଛାଡି ଧାରଣାରେ ବସିଲେ ପ୍ରାୟ ଦେଢଶହରୁ ଉର୍ଦ୍ଧ୍ୱ ଅଧ୍ୟାପକ ଓ ଅଧ୍ୟାପିକା । ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆଜି ଦେଖାଦେଇଛି ଏମିତି ଅବ୍ୟବସ୍ଥା। +୨, କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା...
ଭୁବନେଶ୍ୱର: ଜେଲରୁ ଚମ୍ପଟ ମାରିଛନ୍ତି କଏଦୀ । ସେ ପୁଣି ୱାଡର୍ରଙ୍କ ବାଇକ୍ ଧରି। ଫୁଲବାଣୀ ଜିଲ୍ଲା କାରାଗାରରେ ଘଟିଛି ଏହି ଘଟଣା। ଫେରାର କଏଦୀ ହେଉଛନ୍ତି ଦାରିଙ୍ଗବାଡି ଅଞ୍ଚଳର ଗୋପୀନାଥ ନାୟକ। ଦୁଷ୍କର୍ମ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ଼ ଜେଲରେ ସଜା କାଟୁଥିଲେ । ଗତକାଲି...
ମୁମ୍ବାଇ: ବାତ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼େଇଛନ୍ତି ବଲିଉଡ ସେଲିବ୍ରିଟି । ବାତ୍ୟା ପ୍ରପିଡ଼ୀତଙ୍କ ପାଇଁ ଅର୍ଥ ରାଶୀ ଯୋଗାଡ଼ କରିବାକୁ ଫ୍ୟାନକୁ ନିବେଦନ କରିଛନ୍ତି ଅଭିଷେକ ବଚ୍ଚନ। ଜୁନିୟର ବଚ୍ଚନ ନିଜ ଟୁଇଟର୍ ପେଜରେ ଏନେଇ ଉଲ୍ଲେଖ କରିଛନ୍ତି। ଫୋନି ବାତ୍ୟା ପ୍ରଭାବରେ ଓଡ଼ିଶାରେ ବ୍ୟାପକ...
ଭୁବନେଶ୍ୱର: ପୁରୁଣା କଥାକୁ ପୁଣି ଦୋହରାଇଛନ୍ତି ଶକ୍ତି ସଚିବ ହେମନ୍ତ ଶର୍ମା । ୧୨ ତାରିଖ ସୁଦ୍ଧା ବାତ୍ୟା ପ୍ରଭାବିତ ହୋଇଥିବା ୯୦ ପ୍ରତିଶତ ଲୋକଙ୍କୁ ମିଳିବ ବିଦ୍ୟୁତ୍ । ପୁରୀ ଜିଲ୍ଲାକୁ ଛାଡ଼ି ବାକି ସମସ୍ତ ଅଞ୍ଚଳକୁ ବିଦ୍ୟୁତ୍ ଦିଆଯିବ ବୋଲି କହିଛନ୍ତି ଶକ୍ତି ସଚିବ। ପୂର୍ବରୁ...
ପାରଳାଖେମୁଣ୍ଡି: ବାତ୍ୟା ‘ଫୋନି’ ତାଣ୍ଡବ ରଚିବାର ୬ ଦିନ ବିତିଗଲାଣି। ହେଲେ ବିପନ୍ନଙ୍କ କଷ୍ଟ ଟିକିଏ ଲାଘବ ହୋଇନାହିଁ । କେଉଁଠି କିଟିକିଟି ଅନ୍ଧାରରେ ଲୋକେ ରାତି କାଟୁଛନ୍ତି ତ ପୁଣି କେଉଁଟି ବୁନ୍ଦେ ପାଣି ପାଇଁ ହାହାକାର। ଏଭଳି ସ୍ଥିତିରେ ଗଜପତି ଏସ୍ପି ଏକ ନିଆରା ଢଙ୍ଗରେ...