• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

op
୬ଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର  

ନୂଆଦିଲ୍ଲୀ: ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ  ସବୁ ଦଳର ଷ୍ଟାର ପ୍ରଚାରକମାନେ ଘନଘନ ପ୍ରଚାର କରୁଛନ୍ତି । ଭୋପାଳ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର ବାଇକ ରାଲି କରିଛନ୍ତି । ସେପଟେ...

3
ଲୋକଙ୍କୁ ପାଣି ଯୋଗାଇବାକୁ ଲଗିଛି ୩୩୯ଟି ଟ୍ୟାଙ୍କର

ଭୁବନେଶ୍ୱର:  ବାତ୍ୟା ପରବର୍ତ୍ତୀ ସ୍ଥିତିରେ ପୁନରୁଦ୍ଧାର କାର୍ଯ୍ୟ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ । ରାଜଧାନୀ ଭୁବନେଶ୍ୱର ସହ ଅନ୍ୟ ସହର ଓ ପ୍ରଭାବିତ ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ବାତ୍ୟା ପ୍ରଭାବିତ ସମସ୍ତ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥିତ...

kapil
ପତ୍ନୀଙ୍କ ପାଇଁ ଦିନେ ଏମିତି ଶାୟରୀ ଗାଇଥିଲେ କପିଲ୍‌ ଦେବ

ପ୍ରିୟ ଖାଦ୍ୟ କ’ଣ ବୋଲି ପଚାରିଲେ ବେଶ ଏକ ଲମ୍ବା ତାଲିକା ମିଳିବ ପ୍ରାୟ ସମସ୍ତଙ୍କର। ହେଲେ ‘ଫୁଡ୍‌’ କାହାର ପ୍ରିୟ ଖାଦ୍ୟ ହୋଇଥିବ, ଏମିତି ଜାଣନ୍ତି କି ? ହଁ, ଏମିତି ଉତ୍ତର ଦେଇଛନ୍ତି କ୍ରିକେଟ ତାରକା କପିଲ ଦେବ। କ୍ରିକେଟ କିମ୍ବଦନ୍ତୀର ମାଇଲ ଖୁଣ୍ଟ କପିଲ...

6y7
ସେସୁକୁ ସହାୟତା କରିବ ଅଗ୍ନିଶମ ବିଭାଗର ୩୦ ଟିମ୍‌

ଭୁବନେଶ୍ୱର: ଫୋନି ବ୍ୟାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ରାଜଧାନୀରେ ପୁନରୁଦ୍ଧାର କାମକୁ ତ୍ୱରାନ୍ୱିତ କରିବାକୁ ଦମକଳ ବାହିନୀ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଥିପାଇଁ ୪୭୬ ଜଣ ଆଗ୍ନିକଙ୍କୁ ନେଇ ୭୨ଟି ଟିମ୍‌ ଗଠନ କରାଯାଇଛି । ପ୍ରତି ଟିମ୍‌ରେ ୬ଜଣ ସଦସ୍ୟ ରହିବେ । ଏମାନେ ଗଛକଟା,...

2
୧୨ ତାରିଖ ସୁଦ୍ଧା ୧୮ ପେୟାର ଟ୍ରେନ୍ ଗଡିବ: ଧର୍ମେନ୍ଦ୍ର

ଭୁବନେଶ୍ୱର: ବାତ୍ୟାରେ ରେଳ ବିଭାଗ କ୍ଷୟକ୍ଷତି ତଥା ପୁନରୁଦ୍ଧାର ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖୋର୍ଦ୍ଧାରୋଡ ରେଳବାଇର ଡିଭିଜନର ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ ଜୋନ୍‌ରେ କ୍ଷତି ହୋଇଛି।  ପୁରୀରୁ ବିଭିନ୍ନ ଆଡ଼କୁ ଏବେ ୧୨ ପେୟାର ଟ୍ରେନ୍ ଚଳାଚଳ କରୁଛି । ୧୨...

rahul gandhi
ରାହୁଲ ଆଶ୍ୱସ୍ତ: ବିଟ୍ରିଶ ନାଗରିକତ୍ୱ ପ୍ରସଙ୍ଗ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାଗରିକତ୍ୱକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। ରାହୁଲ ବ୍ରିଟିଶ ନାଗରିକ ହୋଇଥିବାରୁ ତାଙ୍କ ପ୍ରାର୍ଥିପତ୍ରକୁ ଖାରଜ କରିବା ପାଇଁ ଆବେଦନ ହୋଇଥିଲା। ଏଥିସହ ରାହୁଲ କେଉଁ ଦେଶର ନାଗରିକ ତାହା ପ୍ରମାଣ ନ ହେବା ଯାଏ...

1
୧୨ ତାରିଖ ସୁଦ୍ଧା ରାଜଧାନୀରେ ସବୁଆଡେ ଜଳିବ ବିଜୁଳି

ଭୁବନେଶ୍ୱର: ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାମ ଜୋରସୋରରେ ଚାଲିଥିବା ନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ସଚିବ ସଂଜୟ ସିଂ।  ଆଜି ସୁଦ୍ଧା ଭୁବନେଶ୍ୱରରେ ମୋଟ ୮୬ ହଜାର ଉପଭୋକ୍ତାଙ୍କୁ ବିଜୁଳି ମିଳିଥିବା ସେ ସୂଚନା ଦେଇଛନ୍ତି। ପୂର୍ବ ଟାର୍ଗେଟ ଅନୁଯାୟୀ ୧୦ ତାରିଖ ସୁଦ୍ଧା ୮୦...

bbsr
ଖାଁ ଖାଁ ଧଉଳି, ଲିଙ୍ଗରାଜ ମନ୍ଦିରରେ ନାହାନ୍ତି ଭକ୍ତ

ଭୁବନେଶ୍ୱର: ଫୋନିର ଆଁରେ ଉଜୁଡ଼ି ଯାଇଛି ଐତିହ୍ୟ ସହର ଭୁବନେଶ୍ୱର। ପର୍ଯ୍ୟଟକଙ୍କ ଆକର୍ଷଣ ଥିଲା ଧଉଳିଗିରି। ହେଲେ ଏବେ ତାର ସୌନ୍ଦର୍ଯ୍ୟ ଓ ସବୁଜିମା ସବୁ ଯେମିତି ଛାରଖାର ହୋଇଯାଇଛି।  ପ୍ରଭାବିତ ହୋଇଛି ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା। ବିଦ୍ୟୁତ୍‌ ନାହିଁ  କି ପିଇବା ପାଣି ନାହିଁ ।...

cyclone fani
ବାତ୍ୟା ବିପନ୍ନଙ୍କ ପାଇଁ ଏମାନେ ଦେବଦୂତ

ଭୁବନେଶ୍ୱର: ସର୍ବସ୍ୱ ଲୁଟି ନେଇଛି ଫୋନି । ଘରେ ନା ଅଛି ପାଣି, ନା ଅଛି ଜିନିଷ । ନିଜେ ରାନ୍ଧି ଖାଇବା ସ୍ଥିତିରେ ନାହାନ୍ତି ବାତ୍ୟା ବିପନ୍ନ। ରାନ୍ଧିବେ କେଉଁଠି? ଚାଳ, ଚୁଲି ସବୁ ଏକାକାର । କେବଳ ଗାଁ ନୁହେଁ, ପାଣି ଓ ବିଜୁଳି ଅଭାବରୁ...

MOBILE
ପୁରୀରେ ବୁଲୁଛି ଭ୍ରାମ୍ୟମାଣ ମୋବାଇଲ୍ ଟାୱାର

ଭୁବନେଶ୍ୱର: ବାତ୍ୟା ପରେ ମୋବାଇଲ୍ ନେଟୱାର୍କ କାମ କରୁ ନ ଥିବା ବେଳେ ଦେଶର ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଭ୍ରାମ୍ୟମାଣ ନେଟୱାର୍କ ସେବା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି। ବିଶେଷ କରି ପୁରୀ, ଭୁବନେଶ୍ୱର ଏବଂ କଟକ ଅଞ୍ଚଳରେ ଟେଲି ଯୋଗାଯୋଗ ଏକ...

malkhan
ପତ୍ନୀଙ୍କ ସହ ଏକ ନୂଆ ଦୁନିଆରେ ପ୍ରବେଶ କଲେ ଟିଭି ଆକ୍ଟର ଦୀପେଶ

ମୁମ୍ବାଇ: ପପୁଲାର୍‌ ଟିଭି ଶୋ’ ‘ଭାବୀ ଜୀ ଘର ପର ହେଁ’ରେ ମଲଖାନ୍‌ ଭୂମିକାରେ ଅଭିନୟ କରୁଥିବା ଦୀପେଶ ଭାନ୍ ନିକଟରେ ବିବାହ କରିଛନ୍ତି। ସେ ତାଙ୍କ ବାହାଘରର ଏକ ଫଟୋ ସୋଶାଲ୍ ମିଡିଆରେ ସେୟାର କରିଛନ୍ତି। ଏଥିରେ ସେ ତାଙ୍କ ପତ୍ନୀଙ୍କ ସହିତ ଅଛନ୍ତି। ଫଟୋ ତଳେ...

kiran bedi
ପୁଡୁଚେରୀ ଉପରାଜ୍ୟପାଳଙ୍କ କ୍ଷମତାକୁ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ରାଜ୍ୟ ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କ କ୍ଷମତା ପ୍ରସଙ୍ଗରେ ମାଡ୍ରାସ ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ସରକାର। ନିକଟରେ ପୁଡୁଚେରୀ ସରକାରଙ୍କ ନିତିଦିନ କାର୍ଯ୍ୟରେ ଉପରାଜ୍ୟପାଳ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ ଏପ୍ରିଲ ୩୦ ତାରିଖରେ ଶୁଣାଣି...

Naxal-encounter-PTI-1557302337
ଛତିଶଗଡ଼ରେ ଏନ୍‌କାଉଣ୍ଟର , ୨ ନକ୍ସଲ ନିହତ

ଦାନ୍ତେୱାଡ଼ା: ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ବୁଧବାର ଭୋର ୫ଟାରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୨  ନକ୍ସଲ ନିହତ ହୋଇଛନ୍ତି । ଆରନ୍‌ପୁର ପୁଲିସ୍‌ ଥାନା ଅଧୀନସ୍ଥ ଗୋଣ୍ଡେରାସ୍‌ ଜଙ୍ଗଲରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଏବଂ ସ୍ପେଶାଲ ଟାସ୍କ ଫୋର୍ସର ମିଳିତ ଅପରେସନ...

jagjit
ଜାତିସଂଘରେ ଭାରତର ବିଜୟ: ନାର୍କୋଟିକ୍ସ ବୋର୍ଡକୁ ନିର୍ବାଚିତ ହେଲେ ଭାରତର ଜଗଜିତ୍‌ ପଭଡିଆ

ଜାତିସଂଘ: ଚାଇନାର ପ୍ରାର୍ଥୀଙ୍କୁ ବହୁ ବ୍ୟବଧାନରେ ହରାଇ ପୁଣି ଥର ପାଞ୍ଚ ବର୍ଷ ପାଇଁ ଅନ୍ତର୍ଜାତୀୟ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡକୁ ନିର୍ବାଚିତ ହୋଇଛନ୍ତି ଭାରତର ଜଗଜିତ ପଭଡିଆ। ଜାତିସଂଘର ଅର୍ଥନୀତି ଏବଂ ସାମାଜିକ ପରିଷଦ ଦ୍ୱାରା ଏହି ନିର୍ବାଚନ ହୋଇଥିଲା। ମୋଟ ୫୪ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ...

rahul gandhi
‘ଚୌକିଦାର ଚୋର ହେ’ ବୟାନ ପାଇଁ ନିଃସର୍ତ୍ତ କ୍ଷମା ମାଗିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲକ୍ଷ୍ୟ କରି ‘ଚୌକିଦାର ଚୌର ହେ’ ମନ୍ତବ୍ୟ ଦେଇଥିବାରୁ ସୁପ୍ରିମକୋର୍ଟରେ ଆଜି  କ୍ଷମା ପ୍ରାର୍ଥନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସର୍ବୋଚ୍ଚ କୋର୍ଟରେ ୩ ପୃଷ୍ଠାର ଶପଥପତ୍ରରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ରାହୁଲ ଗାନ୍ଧି। କୋର୍ଟଙ୍କୁ ଅବମାନନା କରିବା  କିମ୍ବା...

fani
ଧୈର୍ଯ୍ୟର ସହ ବିପତ୍ତିକୁ ସାମ୍ନା କରନ୍ତୁ, ସତର୍କ ରୁହନ୍ତୁ...

ଭୁବନେଶ୍ୱର: ଅଣ୍ଟା ଭାଙ୍ଗି ଦେଇଛି ‘ଫୋନି’ । ଆଖି ସାମ୍ନାରେ ଭାସି ଯାଉଛି ପୃଥିବୀର ଏକ ବିଦୀର୍ଣ୍ଣ ଚେହେରା। ଉଜୁଡ଼ି ଯାଇଛି ଘର, ଉପୁଡି ଯାଇଛି ଗଛ। ହଜି ଯାଇଛି ମଣିଷ ମୁହଁରୁ ହସ। ସବୁକିଛି ଧ୍ୱଂସ କରି ଦେଇଛି ପ୍ରକୃତିର ଏହି ତାଣ୍ଡବ। ଆମକୁ ଏସବୁକୁ ସାମ୍ନା...