• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

kugf
ଶ୍ରୀଲଙ୍କାରେ କର୍ଫ୍ୟୁ, ବିଭିନ୍ନ ସ୍ଥାନରେ ହିଂସା

କଲମ୍ବୋ: ଇଷ୍ଟର ରବିବାର ଶ୍ରୀଲଙ୍କାରେ ସଂଘଟିତ ସିରିଜ୍‌ ବୋମା ବିସ୍ଫୋରଣ ଘଟଣାକୁ ନେଇ ଏବେ ଶ୍ରୀଲଙ୍କା ମୁସଲିମ ବିରୋଧୀ ଦଙ୍ଗା ଆରମ୍ଭ ହୋଇଯାଇଛି। ଏକାଧିକ ସ୍ଥାନରେ ମୁସଲିମ୍‌ ଧର୍ମାବଲମ୍ବୀଙ୍କ ଉପରେ ଆକ୍ରମଣ କରାଯାଇଥିବାର ଖବର ଆସିଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହେବାରୁ ଶ୍ରୀଲଙ୍କା...

kv
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଫିଡିକିଲେ ବିରୋଧୀ

ଭୁବନେଶ୍ୱର: PMAY ସହାୟତା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଦଳ କହିଛି, ନିର୍ବାଚନ ପୂର୍ବରୁ ଲୋକଙ୍କୁ ବିଜୁ ପକ୍କା ଘର ଯୋଜନାରେ ବାସଗୃହ ଯୋଗାଇ ଦିଆଯାଇଥିବା ଡିଣ୍ଡିମ ପିଟୁଥିଲେ ରାଜ୍ୟ ସରକାର। ଯଦି ଲୋକଙ୍କ ପକ୍କାଘର ଥିଲା, ତେବେ...

yy
ଦୁର୍ଘଟଣାରେ ପ୍ରସୂତିଙ୍କ ସହ ୩ ମୃତ, ବଞ୍ଚିଗଲେ ନବଜାତକ

ସୋନପୁର: ସମ୍ବଲପୁର-ସୋନପୁର ରାସ୍ତାରେ ବାଇକ-କାର୍ ମୁହାଁମୁହିଁ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ବାଇକ ଆରୋହୀ ଏବଂ ମେଡ଼ିକାଲରୁ କାରରେ ଫେରୁଥିବା ଜଣେ ପ୍ରସୂତି ଅଛନ୍ତିା ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣାଗ୍ରସ୍ତ କାର୍ ସହ ଅନ୍ୟ ଏକ କାରକୁ ଜାଳି ଦେଇଛନ୍ତି...

76
ଫୋନି ପ୍ରଭାବିତଙ୍କୁ ମାଗଣାରେ କିରୋସିନ୍‌ ଯୋଗାଇବ ଅଏଲ ଇଣ୍ଡିଆ

ଭୁବନେଶ୍ୱର: ଫୋନି ପ୍ରଭାବିତ ଲୋକଙ୍କୁ ମାଗଣାରେ କିରୋସିନ୍ ଯୋଗାଣ ଲାଗି ରାଜ୍ୟ ସରକାରଙ୍କୁ ୩ କୋଟି ୨୦ ଲକ୍ଷ ଟଙ୍କା ଦେଇଛି ଅଏଲ ଇଣ୍ଡିଆ ଲିମିଟେଡ୍ । ଅଏଲ୍ ଇଣ୍ଡିଆ ଲିମିଟେଡ୍‌ ଜେନେରାଲ୍ ମ୍ୟାନେଜର ରାଜୀବ ସିଂଘଲ ଆଜି ଏ ବାବଦ ଚେକ୍ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି...

no
କେନ୍ଦ୍ରକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମାଗିଲେ ୫ଲକ୍ଷ ପକ୍କା ଘର

ଭୁବନେଶ୍ୱର: ବାତ୍ୟା ଫୋନି ସହାୟତା ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରକୁ ପ୍ରଶଂସା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି। ତାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା PMAYରେ ଆଉ ୫ ଲକ୍ଷ ଘର ମଞ୍ଜୁର କରିବାକୁ ମୋଦିଙ୍କୁ ଚିଠି ଲେଖି...

2
ଡେରିରେ ବାହାରିବ ଯୁକ୍ତ ୨ ପରୀକ୍ଷା ଫଳ !

ଭୁବନେଶ୍ୱର: ବାତ୍ୟା ଫୋନି ଯୋଗୁଁ ଯୁକ୍ତ ୨ ପରୀକ୍ଷା ଫଳ ବିଳମ୍ବରେ ପ୍ରକାଶ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଫୋନି ପ୍ରଭାବିତ ଜିଲ୍ଲାଗୁଡିକରେ ଖାତା ଦେଖା ପ୍ରଭାବିତ ହୋଇଛି। ସେଠାରେ ବନ୍ଦ ରହିଥିବା ଅଫଲାଇନ୍ ମୂଲ୍ୟାୟନ ଆରମ୍ଭ ହୋଇ ସାରିଥିବାବେଳେ ଇ-ଭ୍ୟୁଲୁଏସନ କିନ୍ତୁ ପ୍ରଭାବିତ ହୋଇଛି। ତେବେ ଇ-...

lad
ଲାଲଗଡ଼ରେ ଲଢ଼ିବେ ଲେଡି କମାଣ୍ଡୋ

ଭୁବନେଶ୍ୱର: ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ଲଢ଼ିବେ ମହିଳା। ଛତିଶଗଡ଼ର ବସ୍ତର ଏବଂ ଦନ୍ତେଓ୍ୱାଡ଼ାରେ ମୁହଁତୋଡ଼ ଜବାବ ଦେବେ ଲେଡି କମାଣ୍ଡୋ। ଏଥିପାଇଁ ଦନ୍ତେଶ୍ୱରୀ ଲଡ଼ାକେ ନାଁରେ ଗଠନ ହୋଇଛି ସ୍ୱତନ୍ତ୍ର କମାଣ୍ଡୋ ବାହିନୀ । ଯେଉଁଥିରେ ୩୦ ଜଣ ସଦସ୍ୟା ଥିବାବେଳେ ମାଓ ଶିବିର ଛାଡ଼ି ଆତ୍ମସମର୍ପଣ...

bin
୧୨ ତାରିଖ କଣ୍ଟ ପୂରିଲା, ତଥାପି ପୂରା ରାଜଧାନୀରେ ବିଜୁଳି ଆସିନି

ଭୁବନେଶ୍ୱର: ବାତ୍ୟା ଫୋନି ମାଡ଼ଠୁ ଢେର ଗୁଣରେ ବଢ଼ି ଗଲାଣି ରାଜଧାନୀରେ ବିଜୁଳି ଯନ୍ତ୍ରଣା ୧୨ତାରିଖ ସୁଦ୍ଧା ସବୁ ଅଞ୍ଚଳକୁ ବିଜୁଳି ସଂଯୋଗ ନେଇ ସରକାର ଦେଇଥିବା କଣ୍ଟ ପୂରି ସାରିଥିବାବେଳେ ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳ ଓ ଉପକଣ୍ଠ ଗାଁ ସାଙ୍ଗରେ ସମସ୍ୟା ଆଦୌ ସୁଧୁରୁ ନ...

12
ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ‍ବୁଲିଲା କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ଫୋନି ବିଧ୍ୱଂସ୍ତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହବିଭାଗର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ୧୧ ଜଣିଆ ଟିମ୍ ୨ ଭାଗରେ ବିଭକ୍ତ ହୋଇ ଆଜି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ କରିଛନ୍ତି । ଗୋଟିଏ ଦଳ...

sax
ସଞ୍ଜୀବ ପୁରୀ ହେଲେ ନୂଆ ଆଇଟିସି ଅଧ୍ୟକ୍ଷ

ନୂଆଦିଲ୍ଲୀ: ବିଶିଷ୍ଠ ଶିଳ୍ପପତି ସଞ୍ଜୀବ ପୁରୀ ଆଇଟିସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଆଇଟିସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ୱାଇସି ଦେବେଶ୍ୱରଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲି ପଡ଼ିଥିଲା। ଆଜି ଆଇଟିସି ଲିଃ ଡିରେକ୍ଟର୍ସଙ୍କ ବୈଠକ ହୋଇଥିଲା। ସର୍ବସମ୍ମତି କ୍ରମେ ଶ୍ରୀ ପୁରୀଙ୍କୁ ଆଇଟିସିର...

11_05_2019-navjot-singh-sidhu_19212789
୨୮ ଦିନରେ ୮୦ ରାଲି, ଆଉ ତା’ ପରେ ବସିଗଲା ସିଦ୍ଧୁଙ୍କ ତଣ୍ଟି

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ ମନ୍ତ୍ରୀ  ନବଜ୍ୟୋତ  ସିଂହ ସିଦ୍ଧୁ ଏବେ ଗଳା ସମସ୍ୟାରେ ପଡ଼ିଛନ୍ତି। ଦେଶରେ ସାଧାରଣ ନିର୍ବାଚନ ପାଇଁ ସେ କଂଗ୍ରେସର ଷ୍ଟାର ପ୍ରରାରକ ରହିଛନ୍ତି। ଏଥିପାଇଁ ଗଲା ୨୮ ଦିନରେ ସିଦ୍ଧୁ ଦଳର ବିଭିନ୍ନ ପ୍ରାର୍ଥୀଙ୍କ ପ୍ରାୟ ୮୦ଟି ରାଲିରେ ଉଦ୍‌ବୋଧନ...

90
ପୋଲିସ୍‌ ଏଏସ୍‌ଆଇଙ୍କୁ ମାଡ଼

ବାରିପଦା: ପୋଲିସ୍ ଏଏସ୍‌ଆଇଙ୍କୁ ପଥର ମାଫିଆଙ୍କ ଆକ୍ରମଣ ଅଭିଯୋଗ। ଆକ୍ରମଣରେ ମୟୁରଭଞ୍ଜ କପ୍ତିପଦା ଥାନା ଏଏସ୍‌ଆଇ ଶୁଭେନ୍ଦୁ ବେହେରା ଗୁରୁତର ଆହତ ହୋଇଛନ୍ତି । ଏକ ମାମଲାରେ ଅଭିଯୁକ୍ତ ଥିବା ବାଲି ମାଫିଆ ବସନ୍ତ କୁମାର ବେହେରାଙ୍କୁ ଗରିଫ କରିବାକୁ ଗତକାଲି ରାତିରେ ତାଙ୍କ ଗାଁ ଡାହିସାହିକୁ ଯାଇଥିଲେ...

77
ବାହା ବେଦୀରୁ ୧୪ ବର୍ଷର ନାବାଳିକାକୁ ଉଦ୍ଧାର କଲା CWC ଟିମ୍

ଝାରସୁଗୁଡା: ୧୪ ବର୍ଷର ନାବାଳିକାକୁ ବିବାହ ବେଦୀରୁ ଉଦ୍ଧାର କରି ବାଲ୍ୟ ବିବାହକୁ ପଣ୍ଡ କଲା CWC । ଝାରସୁଗୁ଼ଡା ଜିଲ୍ଲ ସଦର ବ୍ଲକର କଟାପାଲିରେ ଏକ ବିବାହ ଉତ୍ସବରୁ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରାଯାଇଛ। ଝାରସୁଗୁଡ଼ା ବେଲପାହଡା ଅଞ୍ଚଳର ପ୍ରଦୀପ ଦାସଙ୍କର ବଲାଙ୍ଗିର ଦେଓଗାଁ ଅ଼ଞ୍ଚଳର ଜଣେ...

1
ପଲିଥିନ ବଣ୍ଟନ ବେଳେ ବିପନ୍ନଙ୍କୁ ଲାଠିମାଡ଼

ଜଗତସିଂହପୁର:  ଜଗତସିଂହପୁର ବିରିଡି ବ୍ଲକରେ ପଲିଥିନ ବଣ୍ଟନ ବେଳେ ବିପନ୍ନଙ୍କୁ ଲାଠିମାଡ଼ ଅଭିଯୋଗ ହୋଇଛି। ପୋଲିସ ମାଡ଼ରେ ଜଣେ ହିତାଧିକାରୀ ଗୁରୁତର ଆହତ ହୋଇଛନ୍ତି। ଆଜି ବିରିଡି ବ୍ଲକ ଅଞ୍ଚଳର ଫୋନି ବାତ୍ୟା କ୍ଷତିଗ୍ରସ୍ତଙ୍କୁ ତହସିଲ ଅଫିସରେ ପଲିଥିନ ବଣ୍ଟନ କରାଯାଉଥିଲା । ସେଠାରେ ବଲିଥିନ୍‌ ନେବାକୁ ଲୋକଙ୍କ...

kamal haasan
ନାଥୁରାମଙ୍କୁ ‘ଉଗ୍ରବାଦୀ’ କହିଲେ ଅଭିନେତା କମଲ ହାସନ

ଚେନ୍ନାଇ:ନିର୍ବାଚନୀ ପ୍ରଚାର ବେଳେ ଧର୍ମ ଆଧାରରେ ବିବାଦୀୟ ମନ୍ତବ୍ୟ ରଖି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତା ତଥା ରାଜନେତା କମଲ ହାସନ। ରବିବାର ତାମିଲନାଡୁର କରୁର ଜିଲ୍ଲାର ଅରଭାକୁରିଚିରେ ପ୍ରଚାର କରୁଥିବା ବେଳେ ସେ କହିଥିଲେ, ‘ସ୍ୱାଧୀନ ଭାରତରେ ପ୍ରଥମ ଉଗ୍ରବାଦୀ ହେଉଛନ୍ତି ହିନ୍ଦୁ’। ଜାତିର ପିତା ମହାତ୍ମା ଗାନ୍ଧିଙ୍କ...