ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ ନୁପୁର ଅଳଙ୍କାର ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ନିଜ ଗହଣା ବିକ୍ରି କରି ସେ ପେଟ ପୋଷୁଛନ୍ତି। ‘ଅଗଲେ ଜନମ ମୋହେ ବେଟିୟା ହି କିଜୋ’, ‘ସ୍ଵରାଗିଣୀ’ ଭଳି ବହୁ ଲୋକପ୍ରିୟ ଧାରାବାହିକରେ ନୁପୁର କାମ କରିଛନ୍ତି। ଗତ ସେପ୍ଟେମ୍ବର...
ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଚିଠି ଲେଖି ଜିଲ୍ଲାପାଳମାନଙ୍କୁ ଏନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସ୍ଥିତି ଉପରେ ନଜର ରଖିବା ସହ ଆଗୁଆ...
ନୂଆଦିଲ୍ଲୀ: ଦୀପାବଳିରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ କରିପାରନ୍ତି। ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍ଆଇଏ) ଆଜି ଏହି ସୂଚନା ଦେଇଛି। ଆତଙ୍କବାଦୀମାନେ ନେପାଳ ଏବଂ କାଶ୍ମୀର ଦେଇ ରାଜଧାନୀ ଦିଲ୍ଲୀରେ ଏକାଠି ହୋଇଛନ୍ତି ବୋଲି ଜଣାପଡ଼ିଛି। ଏନେଇ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ...
ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରେ ରେ ଦକ୍ଷିଣ, ୨୪...
ୱାଶିଂଟନ୍: ସୋଶାଲ୍ ମିଡିଆରେ ପ୍ରତିଦିନ କିଛି ନା କିଛି ଘଟଣାକୁ ନେଇ ଭିଡିଓ ଭାଇରାଲ ହେଉଛି। ଏବେ ଏକ ଅସରପାର ଭିଡିଓକୁ ନେଇ ଚର୍ଚ୍ଚା। ଅସରପାର ଏମିତି କିଛି କାରନାମା ସାମ୍ନାକୁ ଆସିଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଅସରପାର ଏଭଳି କାରନାମାକୁ ନେଇ ସମସ୍ତଙ୍କ ମନ ମଧ୍ୟରେ ...
ଇନ୍ଦୋର: ହୁତୁ ହୁତୁ ହୋଇ ଜଳିଗଲା ମଧ୍ୟପ୍ରଦେଶ ଇନ୍ଦୋରର ବିଜୟ ନଗରରେ ଥିବା ଗୋଲଡେନ ହୋଟେଲ। ନିଆଁ ଲାଗିବା ବେଳେ କିଛି ଲୋକ ହୋଟେଲ ମଧ୍ୟରେ ଥିଲେ। ହେଲେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ତେବେ କୌଣସି ମୃତାହତ ହୋଇ ନ ଥିବା...
ନୂଆଦିଲ୍ଲୀ: ଦିୱାଲି(ଦୀପାବଳି)ରେ ଆପଣ କାହାକୁ ଗିଫ୍ଟ ଦେବାକୁ ଭାବିଛନ୍ତି କି? ତେବେ ଆଉ ଡେରି କାହିଁକି ଘରେ ବସି ଆପଣ ଏହି ଗିଫ୍ଟ କରିପାରିବେ। ତାହା ବି ପୁଣି ଶସ୍ତାରେ। ଫେଷ୍ଟିଭ୍ ସିଜ୍ନ୍କୁ ଦୃଷ୍ଟିରେ ରଖି ‘ରିଲାଏନ୍ସ ଜିଓ’ ଏହାର ଜିଓ ଫୋନ୍ ଉପରେ ଆକର୍ଷଣୀୟ ଅଫର ଆଣିଛି।...
ନୂଆଦିଲ୍ଲୀ: ବିବାହ ସମୟରେ ଉଭୟ ପତି, ପତ୍ନୀ ସାତ ଜନ୍ମର ସାଥୀ ହୋଇ ରହିବା ପାଇଁ ଶପଥ ନେଇଥାନ୍ତି। ହେଲେ ସାତ ଜନ୍ମ ତ ଦୂରର କଥା ଗୋଟିଏ ଜନ୍ମର ସାଥୀକୁ ସହ୍ୟ କରିପାରିଲେନି ସ୍ୱାମୀ। ସ୍ତ୍ରୀକୁ ହତ୍ୟା କରିଲା। ଅବଶ୍ୟ ପଶ୍ଚାତାପରେ ହେଉ କିମ୍ବା ବିରହ ଦୁଃଖରେ...
ସାଧାରଣତଃ କ୍ଷୀର ଖଟା ହୋଇଗଲେ ଏହାକୁ ଆମେ ଅଦରକାରୀ ଭାବି ଫୋପାଡ଼ି ଦେଇଥାଉ। ତେବେ ଏହାକୁ ନ ଫିଙ୍ଗି ଏହାକୁ ବିଭିନ୍ନ ଉପାୟରେ ବ୍ୟବହାର କରନ୍ତୁ। ତେବେ ଆସନ୍ତୁ ଜାଣିବା ଖଟା କ୍ଷୀରକୁ କେମିତି ବ୍ୟବହାର କରିପାରିବେ… ୧. ସମସ୍ତେ ଜାଣନ୍ତି କ୍ଷୀରରେ ଅନେକ ଭିଟାମିନ୍ ସହିତ କ୍ୟାଲସିୟମ୍...
ରାଉରକେଲା: ରାଉରକେଲା ସହରର ମଙ୍ଗଳ ଭବନ ନିକଟରେ ଥିବା ଏକ କପଡ଼ା ଦୋକାନରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଛି। ଫଳରେ ପାଖାପାଖି ୭ ଲକ୍ଷ ଟଙ୍କାର କପଡ଼ା ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କେଉଁ...
ନୂଆଦିଲ୍ଲୀ: ଜୀବନ ଓ ମୃତ୍ୟୁ ମଧ୍ୟରେ ଅଳ୍ପ କିଛି ସମୟର ଗ୍ୟାପ୍ ରହିଥାଏ। ଏହା ବାରମ୍ବାର ପ୍ରମାଣିତ ହୋଇଆସିଛି। ଯଦି ଆପଣ ଭାବୁଛନ୍ତି ଏମିତି ହେବା ଅସମ୍ଭବ, ତାହାଲେ ଆପଣ କଲରାପତରିଆ ବାଘର ଏହି ଭାଇରାଲ ଭିଡିଓ ଦେଖନ୍ତୁ। କିଭଳି ଏକ କଲରାପତରିଆ ବାଘ ପଛରେ ପଡ଼ିଥିବା ଏକ...
ଭୁବନେଶ୍ୱର: ଆପଣ ପ୍ରତିଦିନ ସମାନ ଖାଦ୍ୟ ଖାଉଛନ୍ତି କି? ଯଦି ହିଁ, ଏ ଅଭ୍ୟାସ ତୁରନ୍ତ ବଦଳାନ୍ତୁ। କାରଣ ଏ ଅଭ୍ୟାସ ଆପଣଙ୍କୁ ଏକାଧିକ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପକାଇପାରେ। ତା’ହେଲେ ଆସନ୍ତୁ ଜାଣିବା ପ୍ରତିଦିନ ସମାନ ଖାଦ୍ୟ ଖାଇବା କାହିଁକି ଉଚିତ୍ ନୁହେଁ ଏବଂ ଏଥିପାଇଁ କେଉଁସବୁ...
ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ବାଲା’ କପିରାଇଟ୍ ଉଲ୍ଲଂଘନ ମାମଲାରେ ପୁଣି ଥରେ ଫସି ଯାଇଛି। ପ୍ରଥମେ ଏହି ଫିଲ୍ମର କାହାଣୀକୁ ନେଇ ବିବାଦ ଦେଖା ଦେଇଥିଲା ଆଉ ଏବେ ଏହାର ଗୀତ ‘ଡୋଣ୍ଟ ବି ସାଏ’କୁ ନେଇ ମେକର୍ସ ଫସି ଯାଇଛନ୍ତି। ପ୍ରସିଦ୍ଧ ଗାୟକ ତଥା...
ଶ୍ରୀନଗର: ସ୍ଥିତି ନ ସୁଧୁରିବା ଯାଏ କାଶ୍ମୀରରେ ଧାରଣା ସମେତ କୌଣସି ପ୍ରକାର ବିରୋଧ ପ୍ରଦର୍ଶନ କରାଯାଇପାରିବ ନାହିଁ। କଶ୍ମୀରରେ କଟକଣା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଇଛି ବୋଲି କାଶ୍ମୀର ପୁଲିସ୍ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ, ପୂର୍ବତନ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ଭଉଣୀ ଏବଂ ଝିଅ ଜମ୍ମୁ-କଶ୍ମୀର...
ରାଞ୍ଚି: ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍ରେ ଚମତ୍କାର ଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଏହା ରୋହିତଙ୍କ ତୃତୀୟ ଶତକ। ସେହିପରି ତାଙ୍କ ଟେଷ୍ଟ କ୍ୟାରିୟରର ଏହା ୬ଷ୍ଠ ଶତକ। ତେବେ ଆଜିର...
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପାର୍କିଂ କେଳେଙ୍କାରୀ। ଏକ ନମ୍ବର ହାଟରେ ଥିବା ପାର୍କିଂରୁ ଏତେ କମ୍ ଟଙ୍କା ଆଦାୟ ହେଉଛି, ଆପଣ ବି ବିଶ୍ୱାସ କରିପାରିବେନି। ଟିକେଟ୍ ବହିରେ ଦେଖିବାକୁ ମିଳିଛି, ଏଠାରୁ ଦୁଇଦିନ ମଧ୍ୟରେ କେତେ ଅର୍ଥ ଆଦାୟ ହୋଇଛି। ଦୈନିକ ମାତ୍ର ୮୮୦ ରୁ ୯ଶହ...
ପୁରୀ: ମୋବାଇଲ୍ ଦୋକାନରେ ଯୁବତୀଙ୍କ ଫଟୋ ଉଠାକୁ ନେଇ ଲଙ୍କାକାଣ୍ଡ। ପୁରୀ ଜିଲ୍ଲା ବଳଗଣ୍ଡି ଛକଠାରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ବଳଗଣ୍ଡି ଛକଠାରେ ଥିବା ଏକ ମୋବାଇଲ୍ ଦୋକାନକୁ ଜଣେ ଯୁବତୀ ମୋବାଇଲ୍ କିଣିବାକୁ ଆସିଥିଲେ। ଯୁବତୀ ଜଣକ ମୋବାଇଲ୍ କିଣୁଥିବା ବେଳେ ଦୋକାନୀ ଜଣକ...
ରାଞ୍ଚି: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ, ଆମେ ଯାଇଥାଉ ଡାକ୍ତରଙ୍କ ପାଖକୁ। ତାଙ୍କରି ପରାମର୍ଶ କ୍ରମେ ଚିକିତ୍ସା କରିଥାଉ। ହେଲେ ଡାକ୍ତର ଯଦି ଆପଣଙ୍କୁ ଅଜବ ପରାମର୍ଶ ଦେବେ, ତାହେଲେ ଆପଣ କ’ଣ କରିବେ ! ଏମିତି ଦ୍ୱନ୍ଦ୍ୱରେ ପଡ଼ିଥିଲେ ରାଞ୍ଚିର ଜଣେ ମହିଳା, ଯିଏକି ତାଙ୍କ ପେଟ ଯନ୍ତ୍ରଣା...
ଭୁବନେଶ୍ୱର: ଦିନକୁ ଦିନ କ୍ୟାନ୍ସର କାୟା ବଢ଼ି ଚାଲିଛି। ବିଭିନ୍ନ ପ୍ରକାରର କ୍ୟାନ୍ସର ରହିଛି। ସେଥିରୁ ଗୋଟିଏ ହେଉଛି ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ। ଏହା ଭାରି ବିପଜ୍ଜନକ। ତେବେ ସ୍ତନ କର୍କଟକୁ ନେଇ ମୁଖ୍ୟ ସମସ୍ୟା ହେଉଛି ଅଧିକାଂଶ କ୍ଷେତ୍ରରେ ମହିଳାମାନେ ଏସମ୍ପର୍କରେ କିଛି ଆଲୋଚନା...
ନୂଆଦିଲ୍ଲୀ: ଛୋଟ ଛୁଆଙ୍କ ପାଇଁ ପାଉଡର ପ୍ରସ୍ତୁତ କରି ଘରେ ଘରେ ପରିଚିତ ଆମେରିକାର ଜନସନ୍-ଆଣ୍ଡ୍-ଜନସନ୍ କମ୍ପାନୀ ନାଁରେ ସାଙ୍ଘାତିକ ଅଭିଯୋଗ ଆସିଛି। ଭାରତ ପରେ ଆମେରିକାରେ କମ୍ପାନୀ ବିକ୍ରି କରୁଥିବା ଏହି ବେବି ପାଉଡରରେ ଏସବେଷ୍ଟୋସ୍(asbestos) ରହିଥିବାର ପ୍ରମାଣ ମିଳିଛି। ଏହାପରେ କମ୍ପାନୀ ବଜାରରୁ ୩୩ ହଜାର...