ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍କୁ ଆଳୁ ବୋଝେଇ ଟ୍ରକ୍ ଧକ୍କା ଦେବାରୁ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କାର୍ ଡ୍ରାଇଭର୍ ହୋଇଥିବା ବେଳେ ଅନ୍ୟମାନେ...
ନୀଳଗିରି: ରାତି ଅଧରେ ବସ୍କୁ ଅଟକାଇ ବନ୍ଧୁକ ମୁନରେ ଲୁଟ୍। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ସଜନାଗଡ ନିକଟରେ ଏହି ଘଟଣା ଘଟିଛି। ଗତ ରାତିରେ ଦୁର୍ବୃତ୍ତମାନେ ମୟୂରଭଞ୍ଜ ଜିଲ୍ଲା ଶରତରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ‘ବିଜୟା’ ନାମକ ଯାତ୍ରୀବାହୀ ବସ୍କୁ ଜଙ୍ଗଲିଆ ରାସ୍ତା ଜାମୁଡ଼ିହିସାହି ଛକ...
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ କର୍ତ୍ତାରପୁର କରିଡରର ଉଦ୍ଘାଟନ କରିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ନଭେମ୍ବର ୮ରେ ଏହି କରିଡରକୁ ଭାରତୀୟ ସୀମାରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବେ ପ୍ରଧାନମନ୍ତ୍ରୀ ମୋଦି। ଏହି କରିଡର ପଞ୍ଜାବର ଗୁରଦାସପୁରରୁ ପାକିସ୍ତାନରେ ଥିବା ଶ୍ରୀ କର୍ତ୍ତାରପୁର ସାହିବକୁ ସଂଯୋଗ କରୁଛି।...
ବରଗଡ଼: ବିଜେପୁର ଉପନିର୍ବାଚନ ପାଇଁ ଏବେ ସବୁ ଗାଡ଼ି ଗୁଡ଼ିକୁ ଚେକିଂ କରାଯାଉଛି। ତେବେ ଚେକିଂ ବେଳେ ଏକ ବୋଲେରୋରୁ ୩ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି। ବୌଦ୍ଧ ଜିଲ୍ଲା ସିନ୍ଦୁରପୁରର ସଞ୍ଜୀବ ଦାସ ନାମକ ଯୁବକଙ୍କ ଠାରୁ ଏହି ଟଙ୍କା ଜବତ ହୋଇଛି। ଗତକାଲି ସଞ୍ଜୀବ...
ଲକ୍ଷ୍ନୌ: ବର୍ଦ୍ଧିତ ପିଆଜ ଦର ଏବେ ସମସ୍ତଙ୍କୁ କନ୍ଦାଉଛି। ହେଲେ ଏବେ ପିଆଜକୁ ନେଇ ମହାଭାରତ ସୃଷ୍ଟି ହୋଇଛି। ଝିମିଟି ଖେଳରୁ ମହାଭାରତ ସୃଷ୍ଟି ହୋଇଥିବା ଭଳି ପିଆଜ ଦରକୁ ନେଇ ମୁଲଚାଲ ବେଳେ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କ ଉପରେ ଟିପ୍ପଣୀ ଦେବା ପରେ ଏହି...
ଟୋକିଓ: ସେଲ୍ଫି ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ନିଶା ପ୍ରାୟ ସମସ୍ତଙ୍କର ରହିଛି। ହେଲେ ସେଲ୍ଫି ନେବା ନିଶାରେ ବେଳେବେଳେ ଆମେ ଏମିତି ଭୁଲ୍ କରିଥାଉ, ଯାହା ଅପରାଧୀଙ୍କୁ ସାହାଯ୍ୟ କରିଥାଏ। ଜାପାନରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ସେଲ୍ଫିକୁ ନେଇ ଏଠାରେ ରହୁଥିବା ଜଣେ...
ନୂଆଦିଲ୍ଲୀ: ଦୁଇ ଦେଶ ମଧ୍ୟରେ ଥିବା ମତଭେଦକୁ ଆଗାମୀ ଦିନରେ ଭାରତ ଏବଂ ଚାଇନା ବିବାଦ ବୋଲି ବୁଝିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ମହାବଲୀପୁରମର କୋଭଲମରେ ଥିବା ତାଜ ଫିଶରମେନ କୋଭ...
ନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ରହସ୍ୟମୟ ଜିନିଷ ଅଛି ଯାହାକୁ ଜାଣିଲେ ଆମେମାନେ ଆଶ୍ଚର୍ଯ୍ୟ ହୋଇଯାଉ। ଏମିତି ଏକ ରହସ୍ୟ ଜିନିଷ ସାଉଦି ଆରବରେ ଅଛି। ଏଠାରେ ଏମିତି ଏକ ଗାତ ଅଛି ଯାହାକୁ ପୋତା ଯିବାପାଇଁ ବହୁତ ଥର ପ୍ରଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ହୋଇପାରିନାହିଁ। କୁହାଯାଏ...
ନୂଆଦିଲ୍ଲୀ: ବିଦ୍ୟୁତ୍ ସେବା ଯୋଗାଉଥିବା କମ୍ପାନୀ ଆଗକୁ ଗ୍ରାହକଙ୍କ ଉପରେ ମନମାନି ଚଳାଇ ପାରିବେ ନାହିଁ। କାହିଁକି ନା ମୋବାଇଲ୍ ସିମ୍ ବଦଳାଇବା ପରି ଏଣିକି ଉପଭୋକ୍ତାମାନେ ମଧ୍ୟ ବିଦ୍ୟୁତ କମ୍ପାନୀ ବଦଳାଇ ପାରିବେ। ଏ ନେଇ କେନ୍ଦ୍ର ସରକାର ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଅର୍ଥାତ୍...
ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ସହ ଅନୌପଚାରିକ ଆଲୋଚନା ପାଇଁ ତାମିଲନାଡୁର ମହାବଳୀପୁରମ୍ (ମମ୍ଲ୍ଲାପୁରମ୍)ରେ ଅଛନ୍ତି। ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦି ମହାବଳୀପୁରମ୍ର ଏକ ସମୁଦ୍ରକୂଳରେ ଜଙ୍ଗିଙ୍ଗ୍ ସମୟରେ ସମୁଦ୍ରକୂଳ ସଫା କରୁଥିବା ଦେଖିବାକୁ ମିଳିଛି। ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଏକ...
ନୂଆଦିଲ୍ଲୀ: ଅନୌପଚାରିକ ବୈଠକ ପାଇଁ ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ପାଇଁ ଗତକାଲି ଏକ ସ୍ୱତନ୍ତ୍ର ରାତ୍ର ଭୋଜନର ଆୟୋଜନ କରାଯାଇଥିଲା। ରାତ୍ର ଭୋଜନରେ ଜିନ୍ପିଙ୍ଗଙ୍କୁ ଦକ୍ଷିଣ ଭାରତୀୟ ଥାଳି ପରଷା ଯାଇଥିଲା। ଏହି ଆମିଷ(Non-Vegetarian) ଥାଳି ପାଇଁ ଖାସ୍ କରି...
ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଅଦାନୀ ଚଳିତ ବର୍ଷ ଏକାଥରେ ୮ଟି ପାହାଚ ଉପରକୁ ଉଠି ଭାରତର ଦ୍ୱିତୀୟ ଧନୀ ହୋଇଥିବା ବିଜ୍ନେସ୍ ପତ୍ରିକା ଫୋର୍ବସ୍ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମୁକେଶ ଅମ୍ବାନୀ ପୂର୍ବବତ୍ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଫୋର୍ବସ୍ ପକ୍ଷରୁ ୨୦୧୯ ମସିହା ପାଇଁ ପ୍ରକାଶିତ ଧନୀଙ୍କ...
କରଞ୍ଜିଆ: ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏକ୍ସପାଏରୀ ଡେଟ୍ ସରିବା ପୂର୍ବରୁ ମେଡିସିନ୍ ରୋଗୀଙ୍କୁ ଦିଆ ନ ଯାଇ ଅଳିଆ ଗଦାକୁ ଫିଙ୍ଗି ଦିଆଯାଉଛି। ମୟୂରଭଞ୍ଜ ଜିଲ୍ଲା ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏଭଳି ଘଟଣା...
ନବରଙ୍ଗପୁର: ରାତି ଅଧରେ ହସ୍ପିଟାଲ୍ ପରିଦର୍ଶନ କଲେ ନବରଙ୍ଗପୁର ଏସ୍ପି ନୀତିନ କୁସଲକର। ଗତକାଲି ବିଳମ୍ବିତ ରାତିରେ ଏସ୍ପି ପୁଲିସ ଟିମ୍ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ। ରୋଗୀମାନେ ଠିକ୍ ଭାବେ ସ୍ୱାସ୍ଥ୍ୟସେବା ପାଉଛନ୍ତି କି ନାହିଁ, ଦଲାଲମାନେ ହଇରାଣ କରୁଛନ୍ତି କି? ମାଗଣାରେ ଔଷଧ...
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏବେ ପାଖାପାଖି ୨୦୦ରୁ ୩୦୦ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ଗତକାଲି ଜମ୍ମୁ କାଶ୍ମୀର ଡିଜିପି ଦିଲବଗ୍ ସିଂହ ପୁଞ୍ଚ ଜିଲ୍ଲାରେ ସମୀକ୍ଷା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି। ଜମ୍ମୁ କଶ୍ମୀରରେ ଅନୁପ୍ରବେଶ କରି ଆତଙ୍କବାଦୀମାନେ ହିଂସା ଘଟାଇବା ପାଇଁ ସମସ୍ତ ପ୍ରକାର...
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଜଟଣୀ ବିଧାୟକ ସୁର ରାଉତରାୟ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ନବୀନ ଏବଂ ଧର୍ମେନ୍ଦ୍ର ଅଧା ରାବଣ ବୋଲି ସୁର କହିଛନ୍ତି। ଦଶହରାରେ ରାବଣ ପୋଡ଼ି ପ୍ରସଙ୍ଗରେ ମନ୍ତବ୍ୟ ଦେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ...
ଭୁବନେଶ୍ୱର: ଭୋଟ ନାହିଁ ତ କାମ ନାହିଁ ! ଏଭଳି କିଛି କହି ଅଡୁଆରେ ପଡ଼ିଛନ୍ତି ବିଜେଡି ବିଧାୟକ ସାଲୁଗା ପ୍ରଧାନ। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୌଣସି ଏକ କର୍ମୀ ସମ୍ମିଳନୀରେ ସାଲୁଗା ଭାଷଣ ଦେଇ...
ନୂଆଦିଲ୍ଲୀ: ମୁମ୍ୱାଇ ଆରେ ଜଙ୍ଗଲରେ ପ୍ରଶାସନ ଦ୍ୱାରା ଗଛ କଟା ଯାଉଥିବା ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ଏବେ ଯାହା ଯେତିକି ଗଛ କଟା ହୋଇଛି ସେତିକି ରହିବ। ପରବର୍ତ୍ତୀ ଶୁଣାଣି ନ ହେବା ଯାଏ ଆଉ ଗଛ କଟା ଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ...
ଭୁବନେଶ୍ୱର: ଗତ କିଛିଦିନ ହେବ ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା ଏକ ଭୂତ ଭିଡିଓକୁ ନେଇ ଚର୍ଚ୍ଚା। ଓଡ଼ିଶାର ଜଙ୍ଗଲରେ ଏହି ଭୂତ ବୁଲୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଭିଡିଓର ସତ୍ୟତା କେତେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହା ଏକ ଫେକ୍ ଭିଡିଓ ଏବଂ...
ଭୁବନେଶ୍ୱର: ଖଣି ନିଲାମକୁ ନେଇ ରାଜ୍ୟ ସରକାରଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶ। ଭବିଷ୍ୟତରେ ପୁଣି ରାଜ୍ୟରେ ଇସ୍ପାତ କାରଖାନା ହେବାପାଇଁ ରାଜ୍ୟ ସରକାର ବଡ଼ ବଡ଼ ଖଣି ଏପରି କି ରାଜ୍ୟରେ ଥିବା ୭୦ ପ୍ରତିଶତ ଖଣି ନିଲାମ ନ କରି ନିଜ ପାଖରେ ରଖନ୍ତୁ...