ଭୁବନେଶ୍ୱର: ଅନ୍ୟ ଦିନ ଅପେକ୍ଷା ଧନ୍ତେରସାରେ ସୁନା ଦୋକାନରେ ଲୋକଙ୍କ ଗହଳି ଟିକେ ଅଧିକ ଥାଏ। ଏହାର ଫାଇଦା ଉଠାଇଥାନ୍ତି କିଛି ଦୁର୍ବୃତ୍ତ । ଭିଡ଼ରେ ଗହଣା ଦୋକାନକୁ ପୂରା ପ୍ଲାନିଂ ସହ ଆସି ଚୋରି କରିଥାନ୍ତି। ରାଜଧାନୀ ଭୁବନେଶ୍ୱରରେ ଏମିତି ଏକ ସୁନା ଚୋରକୁ ଗିରଫ କରିଛି...
ନୂଆଦିଲ୍ଲୀ: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଆରିଜୋନାର ଫୋନିକ୍ସରେ। ଏଠାରେ ଏକ ବ୍ୟସ୍ତବହୁଳ ସଡ଼କରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ମୃତ୍ୟୁ ଦୂତ ସାଜି ଆସିଥିବା ଏକ...
ଆସିକା (ମନୋଜ ମୁନି): କାନ୍ଥ ପଡ଼ି ଯିବାରୁ ଏକ ୧୦ ମାସର ଶିଶୁର ମୃତ୍ୟୁ ଘଟିଥିବା ବେଳେ ପରିବାରର ଆଉ ଚାରି ଜଣ ସଦସ୍ୟ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ବଜ୍ରଗୁମ୍ମା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଆହତଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।...
ବ୍ରହ୍ମପୁର (ଜଗନ୍ନାଥ ସାହୁ): ବାକି ମାଗିବାକୁ ନେଇ ସାମାନ୍ୟ ବଚସା, ଆଉ ତା’ପରେ ଜଣେ ତେଜରାତି ଦୋକାନୀଙ୍କୁ ଗୁଳିମାଡ଼। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗାଁରେ ସୁଶାନ୍ତ ପାତ୍ରଙ୍କ ଉପରକୁ ଗୁଳି ମାଡ଼ ହୋଇଛି। ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କ ନାଁ ସଞ୍ଜୟ ବାରିକ। ସୂଚନା ଅନୁଯାୟୀ,...
ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷାରୁ ରାଜ୍ୟବାସୀଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। କାହିଁକି ନା ଲଘୁଚାପ ଦୁର୍ବଳ ହୋଇଛି ଓ ଏହାର ପ୍ରଭାବ ଓଡ଼ିଶା ଉପରେ ଆଉ ନାହିଁ। ତେବେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଆଂଶିକ ଶୀତ ଅନୁଭୂତ ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ...
ମାଲକାନଗିରି: କପି ରୋକିବା ନେଇ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀମାନେ ମୋବାଇଲ ନ ନେବାପାଇଁ କଟକଣା ଜାରି ହୋଇଛି। ଏପରିକି ସିସିଟିଭି କ୍ୟାମେରାଠୁ ଆରମ୍ଭ କରି କଡ଼ାକଡ଼ି ଚେକିଂ ଭଳି ଅନେକ ନିୟମ ମଧ୍ୟ କରାଯାଇଛି। ହେଲେ କିଛି ଛାତ୍ରଙ୍କ ପାଇଁ ଏହି ନିୟମ ଖାଲି ନାମକୁ ମାତ୍ର ବୋଲି...
କଟକ: ନିଜକୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍ପି ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଠକେଇ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ କଟକ ଚାଉଳିଆଗଞ୍ଜ ପୁଲିସ୍ ଗିରଫ କରିଛି। ତାଙ୍କ ନାଁ କାର୍ତ୍ତିକ ରାଉତରାୟ। ପୁଲିସ୍ କାର୍ତ୍ତିକଙ୍କ ନିକଟରୁ ୭ଟି ମୋବାଇଲ, ୨୧ଟି ସିମ୍ କାର୍ଡ, ୧୪ଟି ବ୍ୟାଙ୍କ ପାସବୁକ୍...
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜକୁ ୩-୦ରେ କ୍ଲିନସୁଇପ୍ କରିବା ପରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ୍ କୋହଲି ଏବେ ଛୁଟି ମନାଉଛନ୍ତି। କୋହଲି ଏବେ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସମୟ ବିତାଉଛନ୍ତି। କୋହଲି ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ଖେଳିବେ ନାହିଁ। ଲଗାତାର କ୍ରିକେଟ୍...
କଟକ: ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ତେବେ ଏହା ପୂର୍ବରୁ ବାଣ ଗୋଦାମରେ ପୁଲିସ୍ ଚଢ଼ଉ କରିଛି। ଆଜି ଭୋରରୁ କଟକ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର, ତ୍ରିଲୋଚନପୁର ଓ କାଜି ବଜାର ଅଞ୍ଚଳରେ ବେଆଇନ୍ ଭାବେ ଚାଲିଥିବା ବାଣ ଗୋଦାମରେ ପୁଲିସ୍ ଚଢ଼ଉ କରି ଲକ୍ଷାଧିକ...
ସାଲେପୁର: ଏମିତି ବି ଆସେ ମୃତ୍ୟୁ ! ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ତିନି ଜଣଙ୍କ ଜୀବନ। ଏପରି କିଛି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ବେତେଇ ଗାଁରେ। ମୃତକ ହେଲେ ସୀତା ମଲ୍ଲିକ(ଶାଶୂ) ଓ ତାଙ୍କ...
ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ଗୁଜବକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା। ୨୮ ତାରିଖରେ କୌଣସି ବାତ୍ୟା ହେବନି, ଏହା ଗୁଜବ ବୋଲି ଏସ୍ଆର୍ସି କହିଛନ୍ତି। ଏଥିସହ ସୋସିଆଲ୍ ମିଡିଆରେ ଘୂରି ବୁଲୁଥିବା ବାତ୍ୟା ଗୁଜବ ଉପରେ ବିଶ୍ୱାସ ନ କରିବାକୁ ସେ ପରାମର୍ଶ...
ଭୁବନେଶ୍ୱର: ପୁଲିସ୍ର କାର୍ଯ୍ୟକଳାପକୁ ବିରୋଧ କରି ମାଓବାଦୀମାନେ ଆଜି ୨୪ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି। ବନ୍ଦ ପାଳନ ଯୋଗୁ ବିଭିନ୍ନ ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଛି। ସେମାନେ ପୁଲିସର ଗ୍ରୀନହଣ୍ଟ ଅପରେସନକୁ ବିରୋଧ କରିଛନ୍ତି। କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ନିକଟ ପନ୍ଦରମାଇଲଠାରେ ଗଛ ପକାଇ ମାଓବାଦୀମାନେ ରାସ୍ତା...
ସୁନ୍ଦରଗଡ଼: ନିଲମ୍ବନର ଦୁଇ ସପ୍ତାହ ନପୂରୁଣୁ ଡାକ୍ତର ପଙ୍କଜ ପଟେଲଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି। ସୁନ୍ଦରଗଡ଼ର ଭାରପ୍ରାପ୍ତ ସିଡିଏମ୍ଓ ଡାକ୍ତର ପଙ୍କଜ ପଟେଲଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନିଆଯାଇଛି। ଏହା ସହିତ ତାଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି। ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିନିୟର...
ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ସମୟରେ ଜଣେ ଗର୍ଭବତୀଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆମ୍ବୁଲାନ୍ସ ଠିକ୍ ସମୟରେ ଆସିନଥିବା ଓ...
ଭୁବନେଶ୍ୱର: ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଭଦୁଆ ଗାଁରେ କାନ୍ଥ ଭୁଶୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଓ ୪...
ଭୁବନେଶ୍ୱର: କମିବ ବର୍ଷାର ପରିମାଣ। ୨୬ ତାରିଖ ଆଡ଼କୁ ବର୍ଷାର ପରିମାଣ ଧୀରେ ଧୀରେ କମିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଗକୁ ଦୀପାବଳି ଥିବାରୁ ବର୍ଷା ଦୀପାବଳିକୁ ଫିକା କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଆସନ୍ତା ୨୪...
ଇସଲାମାବାଦ: ପପୁଲାର୍ ଟିକ୍ଟକ୍ ଷ୍ଟାର୍ ହରୀମ ଶାହଙ୍କ ଭିଡିଓକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ହରୀମଙ୍କୁ ପାକିସ୍ତାନର ବିଦେଶ ମନ୍ତ୍ରାଳୟ ଅଫିସର ଏକ କନ୍ଫରେନ୍ସ ରୁମ୍ ଭିତରେ ଟିକ୍ଟକ୍ କରୁଥିବା ଦେଖିବାକୁ ମିଳିଛି। ସୋଶାଲ୍ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାପରେ ଲୋକମାନେ ତାଙ୍କୁ ଖୁବ୍ ସମାଲୋଚନା କରିଛନ୍ତି।...
ଜଳେଶ୍ୱର: ବିପଦ ସଂକେତ ଉପରେ ଜଳକା ନଦୀର ଜଳସ୍ତର। ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀ ଠାରେ ବିପଦ ସଂକେତ ୫.୫ ମିଟର ଥିବାବେଳେ ଏବେ ଏହା ୬.୧ମିଟରରେ ଜଳସ୍ତର ପ୍ରବାହିତ ହେଉଛି। ପ୍ରତି ଘଣ୍ଟାରେ ନଦୀର ଜଳସ୍ତର ଶୂନ ଦଶମିକ ୧ ମିଟର ବୃଦ୍ଧି ପାଉଥିବା ଜଣାପଡ଼ିଛି। ଲଗାଣ...
ନୂଆଦିଲ୍ଲୀ: ସବୁ ପ୍ରସଙ୍ଗରେ କଂଗ୍ରେସର ତୁଣ୍ଡ ସାଜି ବିଜେପି ଓ ମୋଦି ସରକାରଙ୍କୁ ଟାର୍ଗେଟ କରୁଥିବା ବରିଷ୍ଠ ରାଜନେତା ରଣଦୀପ ସୂର୍ଯ୍ୟେୱାଲା ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଛନ୍ତି। ଦଳର ବରିଷ୍ଠ ନେତା ତଥା ରାହୁଲ ଗାନ୍ଧିଙ୍କ ସହଯୋଗୀ କୁହାଯାଉଥିବା ସୂର୍ଯ୍ୟେୱାଲାଙ୍କୁ କଂଗ୍ରେସ ହରିଆଣାର କୈଠାଲରୁ ପ୍ରାର୍ଥୀ କରିଥିଲା। ଏଠାରେ...
ନୂଆଦିଲ୍ଲୀ: ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ହିଁ ବିଜେପି ହରିଆଣାରେ ସରକାର ଗଠନ କରିପାରିବ ନାହିଁ ବୋଲି ଜାଣି ସାରିଲାଣି। ତେବେ ଗୋଟିଏପଟେ ହରିଆଣାରେ ସରକାର ଗଠନ କରିବା ପାଇଁ ବିଜେପି ଜୋରଦାର କସରତ ଚଲାଇ ଥିବାବେଳେ ଅନ୍ୟପକ୍ଷେ ହରିଆଣା ବିଜେପି ମୁଖ୍ୟ ସୁଭାଷ ବରଲା ଇସ୍ତଫା...