ଯାଜପୁର: ‘ମୋ ଝିଅ ଉପରେ କିରୋସିନି ଢାଳି ଶାଶୂ ଘର ଲୋକେ ତାକୁ ପୋଡ଼ି ପକାଇଲେ।’। ଝିଅର ଶାଶୂ ଘର ଲୋକଙ୍କ ବିରୋଧରେ ଜଣେ ବାପା ଏଭଳି ଅଭିଯୋଗ ଆଣିଛନ୍ତି। ଘଟଣା ଘଟିଛି ଯାଜପୁର ଜିଲ୍ଲାରେ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳର ବିଳାସଚନ୍ଦ୍ର ଦାସ ତାଙ୍କ ଝିଅକୁ କିଛି...
ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ଗୁଜୁମାପଦର ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ତୁଳାବତୀ ସାନ୍ତା। ପୁଲିସ୍ ଅଭିଯୁକ୍ତ ରାଧେ ସାନ୍ତାକୁ ଅଟକ ରଖି ପଚରାଉଚରା କରୁଛି। ଏଥିରେ ସମ୍ପୃକ୍ତ...
ଆଠଗଡ଼: ଅଭିଯୋଗକାରୀ ହିଁ ଲୁଟେରା। ୧୮ ଲକ୍ଷ ଟଙ୍କା ଲୁଟ୍ କରିବା ପରେ ନିଜେ ଅଭିଯୋଗକାରୀ ସାଜି ପୁଲିସ୍ ନିକଟକୁ ଯାଇଥିଲେ। ହେଲେ ପୁଲିସ୍ ପ୍ରଶ୍ନର ସମ୍ମୁଖୀନ ହୋଇ ନ ପାରି ୨୪ ଘଣ୍ଟା ମଧ୍ୟରେ ଓଗାଳିଦେଲେ ସତ। ଖୋଦ୍ ଅଭିଯୋଗକାରୀ ଘରୁ ହିଁ ଲୁଟ୍ ହୋଇଥିବା ୧୮...
ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ବିଦ୍ରୋହ ଦେଖାଦେଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ କିଛି ନେତା ମେଳି କରିଛନ୍ତି। ବାପି ସର୍ଖେଲଙ୍କ ନେତୃତ୍ୱରେ ଭୁବନେଶ୍ୱର ପାନ୍ଥ ନିବାସରେ ଏହି ନେତାମାନେ ଏକାଠି ହୋଇଛନ୍ତି। ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରିବାକୁ ଏହି...
ଚଣ୍ଡୀଗଡ଼: ସୁନା ପ୍ରତି କାହାର ବା ଲୋଭ ନ ଥାଏ। ହଠାତ୍ ସୁନା କଥା ଶୁଣିଲେ ଆମ ମୁହଁର ପରିପ୍ରକାଶ ଟିକେ ଅଲଗା ପ୍ରକାର ହୋଇଯାଇଥାଏ। ହେଲେ କଷ୍ଟସଞ୍ଚିତ ୪ ଭରି ସୁନା ଯଦି ଷଣ୍ଢ ଖାଇଯିବ ତେବେ କେମିତି ଲାଗିବ ? ହଁ, ହରିଆଣାରେ ଜଣେ ବ୍ୟକ୍ତିଙ୍କର...
କୋଣାର୍କ(ସଞ୍ଜୟ ଜେନା): ଗାଁ ଭିତରକୁ ମାଡ଼ି ଆସୁଛି ସମୁଦ୍ର। ଫଳରେ ଏବେ ଆତଙ୍କିତ ହୋଇପଡ଼ିଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ଲୋକେ। ଉଦୟକାଣି ଅଞ୍ଚଳର ଥିବା ୫ଟି ଗାଁରେ ଏବେ ମାଡ଼ି ଆସିଛି ସମୁଦ୍ର ଜୁଆର। ଏହି ଗାଁ ଗୁଡ଼ିକ ସମୁଦ୍ର କୂଳଠାରୁ ୨୦୦ ମିଟର ଦୂରରେ ରହିଛି।...
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅନ୍ତର୍ଗତ ନୂଆପଡ଼ାରେ ଏକ ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଟାଟା ମ୍ୟାଜିକ ଗାଡ଼ି ନୂଆପଡ଼ା...
ଉମରକୋଟ: ଚଳନ୍ତା ବସ୍ରୁ ବାହାରିଗଲା ଚକ। ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ଜୟପୁର ଯାଉଥିବା ଏକ ଘରୋଇ ବସ୍ର ଏଭଳି କିଛି ସ୍ଥିତି ଦେଖିବାକୁ ମିଳିଛି। ଆଜି ସକାଳେ ମହେନ୍ଦ୍ରୀ ଗାଁ ନିକଟରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଆଜି ସକାଳ ୬ଟା ସମୟରେ ଏହି ଘରୋଇ ବସ୍...
ନୂଆଦିଲ୍ଲୀ: ଦୁନିଆରେ ବିଭିନ୍ନ ପ୍ରକାର ଲୋକ ଅଛନ୍ତି। କିଛି ଲୋକ ଭୂତ-ପ୍ରେତ ଉପରେ ବିଶ୍ୱାସ କରୁ ନ ଥିବାବେଳେ ଆଉ କିଛି ଲୋକ ଭୂତ-ପ୍ରେତ ନାଁ ଶୁଣିଲେ ମାତ୍ରେ ଭୟରେ ଥରି ଉଠନ୍ତି। ଯଦି ଆପଣ ଭୂତ-ପ୍ରେତ ବିଶ୍ୱାସ କରୁ ନାହାନ୍ତି, ହୁଏତ ଏହି ଖବର ଆପଣଙ୍କ ପାଇଁ...
ଅନୁଗୁଳ(ବିରଜା ଦାସ): 5T ମୁଖ୍ୟ ସଚିବ ଭି.କେ. ପାଣ୍ଡିଆନଙ୍କ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତକୁ ନଗର କଂଗ୍ରେସ କମିଟି ପକ୍ଷରୁ ବିରୋଧ କରାଯାଇଛି। ଗତକାଲି କଂଗ୍ରେସ କର୍ମୀମାନେ ପାଣ୍ଡିଆନଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ବିଶାଳ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ। ଅନୁଗୁଳ ସହରରେ...
ସମ୍ବଲପୁର: ରାଜ୍ୟରେ ଏମିତି ଚାଲିଛି ସ୍ୱାସ୍ଥ୍ୟସେବା। ଏଚ୍ଆଇଭି ସଂକ୍ରମିତ ଉପକରଣରେ ଅନ୍ୟ ରୋଗୀଙ୍କୁ ଚିକିତ୍ସା କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। ଏଭଳି ଚିକିତ୍ସା କରାଯାଇଛି ବୁର୍ଲା ଭିମ୍ସାର୍ ଡାକ୍ତରଖାନାରେ। ସୂଚନା ଅନୁସାରେ, ସୋମବାର ଦିନ ଦନ୍ତ ବିଭାଗରେ ଜଣେ ଏଚ୍ଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଜଣେ...
ରାଉରକେଲା: ପିଗ୍ ଆଇରନ୍ ଚୋରି ଅଭିଯୋଗରେ ଜଣେ ଶିଳ୍ପପତିଙ୍କ ସମେତ ୩ଜଣ ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରିଛି। ଯାଜପୁରରୁ ୨ଟି ଟ୍ରକ୍ରେ ଛତିଶଗଡ଼ର ଏକ କାରଖାନାକୁ ଯାଉଥିବା ପିଗ୍ ଆଇରନ୍କୁ ବାଟରେ ଚୋରି କରିଥିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା କଳିଙ୍ଗନଗର...
ବଲାଙ୍ଗିର: ଦେହ ବ୍ୟବସାୟ ଚାଲୁଥିବା ସନ୍ଦେହରେ ଏକ ଘର ଉପରେ ଗ୍ରାମବାସୀମାନେ ଅତର୍କିତ ଚଢ଼ାଉ କରି ୩ଜଣ ଯୁବକଙ୍କ ସହ ଜଣେ ଯୁବତୀଙ୍କୁ ଇଲେକ୍ଟ୍ରିକ୍ ଖୁଣ୍ଟରେ ବାନ୍ଧି ନିର୍ଧୂମ୍ ମାଡ଼ ମାରିଛନ୍ତି। ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲାଳା ଥାନା ଅନ୍ତର୍ଗତ ବୁରୋଭାଡି ଗାଁରେ ଗତକାଲି ରାତିରେ ଏଭଳି ଘଟଣା ଘଟିଛି।...
ଦୁବାଇ: ଦୁର୍ନୀତି ସମ୍ବନ୍ଧିତ ଘଟଣା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)କୁ ଅବଗତ ନ କରାଇବା ବାଂଲାଦେଶ ଟିମର ଷ୍ଟାର୍ ଅଲରାଉଣ୍ଡର ସାକିବ୍ ଅଲ୍ ହାସନଙ୍କୁ ମହଙ୍ଗା ପଡ଼ିଛି। ଯେଉଁ କାରଣରୁ ଆଇସିସି ତାଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି। ବାଂଲାଦେଶ ଟିମ୍ ଭାରତ ଗସ୍ତରେ ଆସିବ। ତେବେ...
ଭୁବନେଶ୍ୱର: ଶପଥ କରି କହୁଛି ଲାଞ୍ଚ ନେବିନି କି କାହାକୁ ଲାଞ୍ଚ ଦେବିନି। ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ଆଜି ଏଭଳି ଶପଥ ନେଇଛନ୍ତି ପଞ୍ଚାୟତିରାଜ ବିଭାଗ କର୍ମଚାରୀ। ଲୋକସେବା ଭବନରେ ଛିଡ଼ା ହୋଇ ପ୍ରମୁଖ ସଚିବଙ୍କ ଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ପର୍ଯ୍ୟନ୍ତ ଏହି ଶପଥ ନେଇଛନ୍ତି।...
ନୂଆଦିଲ୍ଲୀ: ଫେଷ୍ଟିଭ୍ ସିଜନ୍ରେ ମୋବାଇଲ୍ କମ୍ପାନୀଠୁ ଆରମ୍ଭ କରି ଡ୍ରେସ୍ ଦୋକାନୀ, ଜୁଏଲାରୀ ଦୋକାନୀ ପର୍ଯ୍ୟନ୍ତ ସମସ୍ତେ ପ୍ରାୟତଃ ଅଫର ଦେଇଥାନ୍ତି। ଏହି ଅବସରରେ ଫେଷ୍ଟିଭ୍ ସିଜନ୍କୁ ଦୃଷ୍ଟିରେ ରଖି ଏମିତି ଏକ ଟେଲିକମ୍ କମ୍ପାନୀ ଯିଏକି ଏହାର ଗ୍ରାହକଙ୍କ ପାଇଁ ଦୁଇ ଦିନ ମାଗଣା କଲ୍ ସୁବିଧା...
ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ପାଣ୍ଡିଆପଥର ଗାଁରେ ପୁଲିସ୍ର ଏନ୍କାଉଣ୍ଟର। ଏଥିରେ ଟିଙ୍ଗିରି ଦୋରା ନାମକ ଜଣେ ଅଭିଯୁକ୍ତ ଆହତ ହୋଇଛି। ତା’ ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ଦୀପାବଳି...
ପୁରୀ: ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ବେଢ଼ା ଭିତର ଦୃଶ୍ୟ। ଟିକ୍ଟକ୍ରେ ଏହାର ଏକ ଭିଡିଓ ଭାଇରାଲ ହୋଇଛି। ଜଣେ ଯୁବତୀ ନିଜ ଟିକ୍ଟକ୍ ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରିଥିବା ଜଣାପଡ଼ିଛି। ବେଢ଼ା ଭିତରେ ଭୋଗ ମଣ୍ଡପ ସମ୍ମୁଖ ଓ ଭୋଗ ପାଇଁ ଅବଢ଼ା ବୁହାଯିବାର ଦୃଶ୍ୟ...
ଭୁବନେଶ୍ୱର/ପୁଣେ: ଦିନକୁ ଦିନ ବଢ଼ି ଚାଲିଥିଲା ସ୍ୱାମୀଙ୍କ ନିର୍ଯାତନା ଓ ଅକଥନୀୟ ଅତ୍ୟାଚାର। ଶେଷରେ ଦୁଇଟି ଛୋଟ ଛୁଆଙ୍କୁ ମା’ ଛେଉଣ୍ଡ କରି ଜୀବନ ହାରିଲେ ମହିଳା। ଦୁଇ କୋମଳମତି ଶିଶୁ କିଛି ବୁଝିବା ଆଗରୁ ମା’ଙ୍କୁ ହରାଇ ସାରିଥିଲେ। ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେରେ। ମୃତ ମହିଳାଙ୍କ...
ଭଦ୍ରକ: କାଳୀପୂଜା ପାଇଁ ପ୍ରସିଦ୍ଧ ଲାଭ କରିଥିବା ଭଦ୍ରକ ସହରରେ ଧୁମ୍ଧାମ୍ରେ ମା’ କାଳୀଙ୍କୁ ପୂଜା କରାଯାଉଛି। ସହରର ବିଭିନ୍ନ ପୂଜା ମଣ୍ଡପରେ ଗତକାଲି ମଧ୍ୟରାତ୍ରରୁ ପୂଜା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ କାଳୀପୂଜା ପାଇଁ ଆଜି ଭଦ୍ରକ ଜିଲ୍ଲାର ସବୁ ସରକାରୀ ଅଫିସ୍କୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି।...