• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

firing
ବିଜେପି ନେତା ଏବଂ ତାଙ୍କ ପରିବାର ଲୋକଙ୍କୁ ଗୁଳି କରି ହତ୍ୟା

ମୁମ୍ୱାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ଏହି ସମୟରେ ମହରାଷ୍ଟ୍ରର ଜଳଗାଁର ବିଜେପି ନେତା ତଥା କର୍ପୋରେଟର ରବୀନ୍ଦ୍ର ଖରାତ ଏବଂ ତାଙ୍କ ପରିବାରର ୪ ଜଣ ସଦସ୍ୟ ହତ୍ୟାର ଶିକାର ହୋଇଛନ୍ତି। ଗତକାଲି ରାତି ୯ ଟା ୩୦ ସମୟରେ ଦୁର୍ବୃତ୍ତମାନେ ଏହି...

jagatsinghpur
‘ମଧୁ ଡକେଇ କି ମୋ ସ୍ୱାମୀକୁ ମର୍ଡର କରିଛି’

ଜଗତସିଂହପୁର: ‘ମଧୁ ଡକେଇ କି ମୋ ସ୍ୱାମୀକୁ ମର୍ଡର କରିଛି। ମୋ ସ୍ୱାମୀ ଯେମିତି ଛଟପଟ ହୋଇକି ମରିଛି ସେ ବି ସେମିତି ଛଟପଟ ହୋଇକି ମରିବ’। କୋହଭରା କଣ୍ଠରେ ଏପରି କହିଛନ୍ତି କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟ ନାମକ ଜଣେ ଯୁବକଙ୍କ ପତ୍ନୀ। କୃଷ୍ଣଚନ୍ଦ୍ରଙ୍କୁ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ...

beggar
କୋଟିପତି ଭିକାରୀ, ବ୍ୟାଙ୍କ୍ ଆକାଉଣ୍ଟ୍‌ରେ ଏତେ ଟଙ୍କା ଯେ ଜାଣିଲେ ହୋସ୍‌ ଉଡ଼ିଯିବ

ନୂଆଦିଲ୍ଲୀ: ଜଣେ ଭିକାରୀ ପାଖରେ କେବେ କୋଟି କୋଟି ଟଙ୍କା ଥିବ ବୋଲି ଆପଣ ଭାବି ପାରୁଛନ୍ତି? ଭାବିବା ତ ଦୂର କଥା ଏଭଳି କଥା ଆମମାନଙ୍କ ମନକୁ ମଧ୍ୟ କେବେ ଆସେ ନ ଥାଏ କି ଜଣେ ଭିକାରୀ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିବ।...

accident
କାର୍‌ ଉପରେ ମାଡ଼ିଗଲା ଟ୍ରକ୍‌; ୮ ମୃତ, ୬ ଗୁରୁତର

ଝାନ୍‌ସୀ: ଉତ୍ତରପ୍ରଦେଶର ଝାନ୍‌ସୀ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ କାର୍‌ ଉପରେ ମାଡ଼ି ଯିବାରୁ ଏହି ଦୁର୍ଘଟଣା ଘଟିଛି। ଝାନ୍‌ସୀ ଜିଲ୍ଲାର ତୋଣ୍ଡି...

odisha
ବେଙ୍ଗାଲୁରୁରେ ପ୍ରବାସୀ ଓଡ଼ିଆଙ୍କ ଦୁର୍ଗାପୂଜା ପାଳନ

ଭୁବନେଶ୍ୱର: ବେଙ୍ଗାଲୁରୁରେ ଓଡ଼ିଆ ସମାଜ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ଉତ୍ସବ ପାଳନ ହୋଇଛି। ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଭରଥୁରଠାରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ସମ୍ମାନୀୟ ଅତିଥି ଭାବେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗତକାଲି ଏହି ଉତ୍ସବରେ ଯୋଗ ଦେଇ ମା’ଙ୍କ ମହାଷ୍ଟମୀ ପୂଜାରେ ସାମିଲ ହୋଇଥିଲେ।...

farooq
ଫାରୁକ୍‌ ଓ ଓମାର ଅବ୍‌ଦୁଲ୍ଲାଙ୍କୁ ଭେଟିଲେ ଦଳୀୟ କର୍ମୀ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ୍‌ କନଫରେନସ(ଏନସି)ର ଅଧ୍ୟକ୍ଷ ଫାରୁକ୍ ଅବ୍‌ଦୁଲ୍ଲାଙ୍କୁ ଆଜି ନିଜ ଦଳର ୧୫ ଜଣିଆ ପ୍ରତିନିଧି ଦଳ ଭେଟିଛନ୍ତି। ଫାରୁକଙ୍କୁ ତାଙ୍କ ଶ୍ରୀନଗର ବାସଭବନରେ ଓ  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲାଙ୍କୁ ଷ୍ଟେଟ୍‌ ଗେଷ୍ଟ ହାଉସରେ ଏନସି...

plane crash
ତେଲେଙ୍ଗାନାରେ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍‌ଙ୍କ ମୃତ୍ୟୁ

ହାଇଦ୍ରାବାଦ: ତେଲେଙ୍ଗାନାରେ ଏକ ଟ୍ରେନର୍‌(ପ୍ରଶିକ୍ଷଣ) ବିମାନ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ମୃତ ୨ ପାଇଲଟଙ୍କ ମଧ୍ୟରୁ ଜଣଙ୍କ ନାମ ପ୍ରକାଶ ବିଶାଲ ବୋଲି ଜଣାପଡ଼ି ଥିବାବେଳେ ଅନ୍ୟ ଜଣେ ମହିଳା ପାଇଲଟ ରହିଛନ୍ତି।  ତେଲେଙ୍ଗାନାର ବିକାରାବାଦ ଜିଲ୍ଲାର ସୁଲତାନପୁରରେ...

iraq
ତୀବ୍ର ହେବାରେ ଲାଗିଛି ଇରାକ୍‌ରେ ସରକାର ବିରୋଧୀ ଆନ୍ଦୋଳନ

ବାଗଦାଦ୍‌: ଇରାକ୍‌ରେ ସରକାର ବିରୋଧୀ ଆନ୍ଦୋଳନ କ୍ରମଶଃ ତୀବ୍ର ହେବାରେ ଲାଗିଛି। ଏଥିରେ ପାଖାପାଖି ୧୦୦ ଜଣଙ୍କର ଜୀବନ ଯାଇଛି। ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ବିକ୍ଷୋଭକାରୀ ବୋଲି ଜଣାପଡ଼ିଛି। ନିଯୁକ୍ତି ଏବଂ ଉନ୍ନତ ମାନର ସେବା ଯୋଗାଇବାରେ ସରକାର ବିଫଳ ହେବାପରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ଶନିବାର...

aap 1
ଆପ୍‌ରେ ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା ପ୍ରହ୍ଲାଦ ସିଂହ

ନୂଆଦିଲ୍ଲୀ: କଂଗ୍ରେସକୁ ପୁଣି ଝଟ୍‌କା। ବରିଷ୍ଠ କଂଗ୍ରେସ ନେତା ତଥା ୪-୪ଥର ବିଧାୟକ ହୋଇଥିବା ପ୍ରହ୍ଲାଦ ସିଂହ ଆଜି ଆମ୍ ଆଦମି ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‌ଙ୍କ ଉପସ୍ଥିତିରେ ପ୍ରହ୍ଲାଦ ଆପ୍‌ରେ ସାମିଲ୍ ହୋଇଛନ୍ତି। ଆସନ୍ତାବର୍ଷ ଆରମ୍ଭରୁ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ। ଏହା...

new-psd-file
ଉତ୍କଳୀୟ ଶାକ୍ତ ପରମ୍ପରାରେ ଜଗନ୍ନାଥ ଓ ଦୁର୍ଗା

ମିହିର ପଟ୍ଟନାୟକ ଓଡ଼ିଶାର ପୂର୍ବ ନାମଟି ଥିଲା ଉଡ୍ର ବା ଓଡ୍ର। ଏହି ମାଟି ଉଡ୍ଡିଆନ ତନ୍ତ୍ର ସାଧନାର ପୀଠ ବୋଲି ଏହାର ନାମକରଣ ଏପରି ହୋଇଛି ବୋଲି କୁହାଯାଏ। ଜଗନ୍ନାଥ ସଂସ୍କୃତିରେ ତନ୍ତ୍ର ଆରୋପଣ ଓ ଶ୍ରୀ ଜୀଉମାନଙ୍କୁ ତାରା, କାଳି ଓ ଭୁବନେଶ୍ୱରୀ ଯନ୍ତ୍ରରେ ଆରୁଢ଼...

abhinadan
ସମ୍ମାନିତ ହେବେ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ୫୧ ସ୍କ୍ୱାର୍ଡନ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୮ରେ ବାୟୁସେନାର ପ୍ରତିଷ୍ଠା ଦିବସ ପାଳନ ହେବ। ଏହି ଅବସରରେ ବାୟୁସେନାର ମୁଖ୍ୟ ରାକେଶ କୁମାର ସିଂହ ଭଦୌରିଆ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ୫୧ ସ୍କ୍ୱାର୍ଡନ ଟିମ୍‌ର ଗ୍ରୁପ କ୍ୟାପଟନେ ସତୀଶ ପାଓ୍ୱାର ଓ ଏୟାର ଷ୍ଟ୍ରାଇକର ନେତୃତ୍ୱ ନେଇଥିବା ମିଣ୍ଟି ଅଗ୍ରୱାଲଙ୍କୁ ସମ୍ମାନିତ...

india-win 11
ଭାରତ-ଦକ୍ଷିଣ ଆଫ୍ରିକା ବିଶାଖାପାଟଣା ଟେଷ୍ଟ: ଟିମ୍‌ ଇଣ୍ଡିଆର ମହାବିଜୟ

ଅମରାବତୀ: ସାରା ଦେଶରେ ଆଜି ଦୁର୍ଗା ମହାଷ୍ଟମୀ ଚାଲିଛି। ଏହି ଅବସରରେ ଦେଶବାସୀଙ୍କୁ ବିଜୟ ଭେଟି ଦେଇଛି ଭାରତୀୟ କ୍ରିକେଟ୍ ଟିମ୍। ବିଶାଖାପାଟଣାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚର ଆଜି ପଞ୍ଚମ ଦିନ ଥିବା ବେଳେ ଭାରତ ଅତିଥି ଦଳକୁ ୨୦୩ ରନ୍‌ରେ ହରାଇଛି। ଭାରତ ଦ୍ୱିତୀୟ...

odisha
ହାତ ଗୋଡ଼ ବାନ୍ଧି ଯୁବକଙ୍କୁ ଜୀଅନ୍ତା ଜାଳିଦେଲେ ଦୁର୍ବୃତ୍ତ !

ଜଗତସିଂହପୁର: ହାତ ଗୋଡ଼ ବାନ୍ଧି ଯୁବକଙ୍କୁ ଜୀଅନ୍ତା ଜାଳିଦେଲେ ଦୁର୍ବୃତ୍ତ!ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ତେବେ ସେ ଖୋର୍ଦ୍ଧା ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବାଲିକୁଦା ଥାନା ଅନ୍ତର୍ଗତ  ଦାଆ...

nba
ଭାରତରେ ଏନ୍‌ବିଏକୁ ସ୍ୱାଗତ କଲା ରିଲାଏନ୍ସ ଫାଉଣ୍ଡେସନ

ମୁମ୍ବାଇ: ମୁମ୍ବାଇ ସ୍ଥିତ ନ୍ୟାସନାଲ୍‌ ସ୍ପୋଟର୍ସ କ୍ଲବ୍‌ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ସିଆଇ) ଡୋମ୍‌ ଠାରେ ୧୦ ରୁ ୧୬ ବର୍ଷ ବୟସର ବାଳକ ବାଳିକାଙ୍କ ଗହଣରେ ନ୍ୟାସନାଲ୍‌ ବାସ୍କେଟ୍‌ବଲ୍‌ ଆସୋସିଏସନ୍‌(ଏନ୍‌ବିଏ)ର ଐତିହାସିକ ମ୍ୟାଚ୍‌ ଆୟୋଜିତ ହୋଇଛି। ଗତ ଶୁକ୍ରବାର ଦିନ ଏହି ମ୍ୟାଚ୍‌ ଆୟୋଜିତ ହୋଇଥିଲା। ଏହି ଅବସରରେ...

child
ନର୍ସିଂହୋମ୍‌ରେ ଛୁଆକୁ ଛାଡ଼ି ପଳାଇଲା କୁଆଁରୀ ମା’; ଛୁଆକୁ ମନ୍ଦିର ପାଖରେ ଫିଙ୍ଗି ଦେଲେ ଡାକ୍ତର

ବିଶାଖାପଟନମ୍‌: ନର୍ସିଂହୋମ୍‌ରେ ଜଣେ ଅବିବାହିତ ଯୁବତୀ ପ୍ରସବ କରିବା ପରେ ନବଜାତ ଶିଶୁକୁ ଛାଡ଼ି ପଳାଇବା ପରେ ଉକ୍ତ ଶିଶୁକୁ ଏକ ମନ୍ଦିର ପାଖରେ ଫିଙ୍ଗି ଦିଆଯାଇଥିଲା। ଶିଶୁଟିକୁ ଉଦ୍ଧାର କରାଯିବାର ଗୋଟିଏ ଦିନ ପରେ ତା’ର ମୃତ୍ୟୁ ହୋଇଯାଇଥିଲା। ଆନ୍ଧ୍ରପ୍ରଦେଶ କୃଷ୍ଣ ଜିଲ୍ଲାର ମଚିଲିପଟନମ୍‌ର ଏଭଳି ଏକ...

isro chief
ବିମାନରେ ଇସ୍ରୋ ମୁଖ୍ୟଙ୍କୁ ମିଳିଲା ଏମିତି ସର୍‌ପ୍ରାଇଜ୍‌

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ମୁଖ୍ୟ କେ. ଶିବନ୍‌ଙ୍କ ସରଳତା ସମସ୍ତଙ୍କ ହୃଦୟ ଜିତି ପାରିଛି। ଏବେ ସୋଶାଲ୍‌ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି ସେ ବିମାନର ଏକ ଇକୋନମି କ୍ଲାସ୍‌ରେ ଯାତ୍ରା କରୁଛନ୍ତି ଯାହାକୁ ଲୋକମାନେ...

melody
ରାତି ୧୨ ଯାଏ ଚାଲିବ ମେଲୋଡି

ଭୁବନେଶ୍ୱର: ଏଣିକି ୧୦ଟା ନୁହେଁ ରାତି ୧୨ଟା ଯାଏ ଚାଲିବ ମେଲୋଡି। ଦଶହରାରେ ରାଜଧାନୀ ଭୁବନେଶ୍ୱର, କଟକରେ ରାତି ୧୨ଟା ଯାଏ ମେଲୋଡି ଚାଲିବ। ଏହାସହ ଲାଉଡ ସ୍ପିକର୍ ରାତି ୧୨ଟା ଯାଏ ବି ବାଜି ପାରିବ। ଏନେଇ ଆଜି ଟ୍ୱିନ୍‌ ସିଟି ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ...

tito-aid
ଗ୍ୟାଙ୍ଗଷ୍ଟର ଟିଟୋର ପ୍ରମୁଖ ସହଯୋଗୀ ଗିରଫ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋର ପ୍ରମୁଖ ସହଯୋଗୀ ଦଙ୍ଗା ଓରଫ ସେକ୍ ଜାବିଦକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଗିରଫ କରିଛି। ଆଜି ସକାଳ ସାଢ଼େ ୯ଟାରେ ତାକୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ସୂଚନା ଦେଇଛି। ସେକ୍ ଜାବିଦ ଟିଟୋର ଡାହାଣ ହାତ ବୋଲି ଜଣାପଡ଼ିଛି। ସେକ୍ ଜାବିଦର ଘର କେନ୍ଦ୍ରାପଡ଼ାରେ।...

yamaraj
ହାଇକୋର୍ଟରେ ଆବେଦନ- ଜଜ୍‌ ସାହାବ ଯମରାଜଙ୍କୁ ନିର୍ଦ୍ଦେଶ ଦିଅନ୍ତୁ, ଅଭିଯୁକ୍ତଙ୍କୁ ଧରାପୃଷ୍ଠକୁ ଫେରାଇବେ

କୋଲକାତା: ଆପଣ ଲୋକଙ୍କ ନାଁରେ ମାମଲା ରୁଜୁ ହେଉଥିବା ଶୁଣିଥିବେ, ଯମପୁରରେ ରହୁଥିବା ଯମରାଜଙ୍କ ବିରୋଧରେ କେବେ ନିର୍ଦ୍ଦେଶ ଜାରି ହେବା କଥା ଶୁଣିଛନ୍ତି ? କଥାଟା ଶୁଣି ତାଜୁବ୍‌ ଲାଗୁଥିଲେ ବି ସତ। ଘଟଣା ଟା ଏମିତି… ୨ ମୃତକଙ୍କୁ ପୁଣିଥରେ ଧରାପୃଷ୍ଠକୁ ଫେରାଇ ଆଣିବାକୁ ନେଇ...

man killed
ମାଂସ ତରକାରୀ ପାଇଁ ବାପାକୁ ମାରିଦେଲା ପୁଅ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ମାଂସ ତରକାରୀ ନ ଦେବାରୁ ବାପାକୁ ପିଟି ପିଟି ମାରିଦେଲା ପୁଅ। କେନ୍ଦ୍ରାପଡ଼ା ସଦର୍ ଥାନା ଅନ୍ତର୍ଗତ ଗୁଲନଗର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଘନଶ୍ୟାମ ସେଠୀ। ପୁଲିସ୍ ତାଙ୍କ ପୁଅ ତଥା ଅଭିଯୁକ୍ତ ଜଗନ୍ନାଥ ସେଠୀଙ୍କୁ ଗିରଫ କରିଛି।...