ଖୋର୍ଦ୍ଧା(ବଳରାମ ଲେଙ୍କା): ‘୪ ହଜାର ଟଙ୍କାରେ ପୁତୁରାକୁ ବିକୁ ଦେଲୁ।” ଏପରି କଥା ନିଜେ ସ୍ୱୀକାର କରିଛନ୍ତି ୧୨ ଦିନ ହେଲା ନିଖୋଜ ଥିବା ଜଣେ ୧୫ ବର୍ଷ ନାବାଳକର ମଉସା, ମାଉସୀ। ଏନେଇ ଏକ ଭିଡିଓ ଭାଇରାଲ ପରେ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର...
ଭୁବନେଶ୍ୱର: ବଲିଉଡ୍ ଫିଲ୍ମ ‘ମୋତିଚୂର୍ ଚକ୍ନାଚୂର୍’ର ଟ୍ରେଲର୍ ନିକଟରେ ରିଲିଜ ହୋଇଛି। କମେଡି ଡ୍ରାମା ଉପରେ ଆଧାରିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଆ ଝିଅ ଦେବମିତ୍ରା ବିଶ୍ୱାଳ। ଏହି ଫିଲ୍ମରେ ନୱାଜୁଦ୍ଦିନ୍ ସିଦ୍ଦିକ୍ ଓ ଅଥିୟା ଶେଟ୍ଟୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଦେବମିତ୍ରାଙ୍କ ଘର ଭୁବନେଶ୍ୱରରେ।...
ରାଉରକେଲା: ରାଉରକେଲାରେ ଆଜି ସକାଳେ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚଳାଇ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। କୁଆଁରମୁଣ୍ଡା ପଞ୍ଚାୟତ ଅଫିସ ସାମ୍ନାରେ ଏହି ଲୁଟ୍ ହୋଇଛି। ଭତ୍ତା ଟଙ୍କା ନେଇ ଯାଉଥିବା ଏକ ଗାଡିକୁ ବନ୍ଧୁକ ଦେଖାଇ...
କୋଣାର୍କ: ଥାନା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ଅଭିଯୁକ୍ତଙ୍କ ସହ ସେଲ୍ଫି ଉଠାଇବା। ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡା ହତ୍ୟା ଅଭିଯୁକ୍ତଙ୍କ ସହ ସେଲ୍ଫି ନେଇ ଚର୍ଚ୍ଚାରେ ଥିଲେ। ଏହି ଦୃଶ୍ୟ ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିଲ। ଏହି ଘଟଣା ଜଣାପଡ଼ିବା ପରେ ଏସ୍ପି, ଆଇଆଇସିଙ୍କ ବିରୋଧରେ...
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଜି ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ)ର ବୈଠକ ବସିଛି। ଏହି ଅବସରରେ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ନୂଆ ରଣନୀତିର ଆବଶ୍ୟକ ରହିଛି ବୋଲି କହିଛନ୍ତି। ସେ କହିଛନ୍ତି, ପାକିସ୍ତାନ ସରକାର ଆତଙ୍କବାଦକୁ...
ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବିମାନ ସେବା କମ୍ପାନୀ ଏୟାର ଇଣ୍ଡିଆରେ ଏବେ ସଙ୍କଟ ଦେଖା ଦେଇଛି। ଦରମା ଓ ପଦୋନ୍ନତିରେ ଅସନ୍ତୁଷ୍ଟ ଯୋଗୁ ଅନେକ ପାଇଲଟ୍ ସାମୁହିକ ଇସ୍ତଫା ଦେଇଛନ୍ତି। ଦରମା ବୃଦ୍ଧି ଓ ପଦୋନ୍ନତି ପାଇଁ କିଛି ପାଇଲଟ୍ ଦାବି କରିଥିଲେ। କିନ୍ତୁ ସେମାନଙ୍କର ଦାବିକୁ ଅଣଦେଖା କରାଯାଇଥିବା...
ୱାଶିଂଟନ୍: ସାଙ୍ଗ ସହ ମିଶି କୁମ୍ଭୀର ଛୁଆକୁ ମଦ ପିଆଇଲେ, ଆଉ ତା’ପରେ ଘଟିଲା ଏମିତି କିଛି ତାହା ଜାଣିଲେ ଆପଣ ଆଚମ୍ବିତ ହୋଇଯିବେ। ଆମେରିକାର ଫ୍ଲୋରିଡାରେ ଜଣେ ଯୁବକ ଏଭଳି କିଛି କାଣ୍ଡ କରିଛନ୍ତି ଯାହା ଆପଣଙ୍କର ହୋସ୍ ଉଡ଼ାଇ ଦେବ। ଜଣେ ଯୁବକ କୁମ୍ଭୀର ଛୁଆକୁ...
ଭୋପାଲ: ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜାତୀୟ ସ୍ତରର ଚାରି ଜଣ ହକି ଖେଳାଳିଙ୍କ ମୃତ୍ୟୁ ଘଟିଛି। ଆଉ ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଇନ୍ଦୋରର ଶାହନବାଜ...
ସୁନ୍ଦରଗଡ଼: ସୁନ୍ଦରଗଡ଼ର ଭାରପ୍ରାପ୍ତ ସିଡିଏମ୍ଓଙ୍କୁ ନିଲମ୍ବନ ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ ହେଉଛି। ନିଲମ୍ବନକୁ ବିରୋଧ କରାଯିବା ସହ ଏହାର ପ୍ରତ୍ୟାହାର ଦାବିରେ ଦଳ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ମଧ୍ୟାହ୍ନ...
ଲକ୍ଷ୍ନୌ: ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ଘର ଭୁଶୁଡ଼ି ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆଜି ସକାଳେ ଉତ୍ତର ପ୍ରଦେଶର ମଉ ଜିଲ୍ଲା ମହମ୍ମଦାବାଦରେ ଜଣଙ୍କ ଘରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଏଥିରେ ଦୁଇ ମହଲା ବିଶିଷ୍ଟ ଏକ...
ପାରାଦୀପ: ପାରାଦୀପ ଭୁତମୁଣ୍ଡେଇ ପୋଲରୁ ମହାନଦୀକୁ ଡ୍ରାଇଭର ଖସିପଡ଼ି ନିଖୋଜ ହେବା ଘଟଣାରେ ନୂଆମୋଡ଼ ନେଇଛି। ଡ୍ରାଇଭର ଜଣକ ପୋଲ ବାଡ଼କୁ ଆଉଜି ମୋବାଇଲ୍ରେ କଥା ହେବା ବେଳେ ନୁହେଁ, ବରଂ ହେଲ୍ପର୍ ସହ ମାର୍ପିଟ୍ ଓ ଧସ୍ତାଧସ୍ତି ବେଳେ ନଦୀକୁ ଖସି ପଡ଼ିଥିବା ସନ୍ଦେହ କରାଯାଉଛି। ଗତକାଲି...
କଟକ: କଟକ ଚୌଦ୍ୱାର ଅଞ୍ଚଳରେ ପୁଣି ପୁଲିସ୍ର ଏନ୍କାଉଣ୍ଟର। ଚୌଦ୍ୱାର ଥାନା ପୁଲିସ୍ର ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଦେହୁରୀ ଆହତ ହୋଇଛି। ଆଜି ଭୋର ସମୟରେ ଏହି ଏନ୍କାଉଣ୍ଟର ହୋଇଛି। ମୁନାର ବାମପଟ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ଏସ୍ସିବିରେ ଭର୍ତ୍ତି କରାଯାଇଛି। ପୁଲିସ୍...
କଟକ: କଟକ କାଠଯୋଡ଼ି ବ୍ରିଜ୍ ଉପରୁ ପତ୍ନୀଙ୍କ ସାଙ୍ଗରେ କଳହ ପରେ ନଦୀକୁ ଡେଇଁ ପଡିଥିବା ଯୁବକଙ୍କ ଏଯାଏ କୌଣସି ପତ୍ତା ମିଳିପାରିନାହିଁ। ରବିବାର ସକାଳେ ମଧ୍ୟ ଅଗ୍ନିଶମ ବିଭାଗର ଏକ ଟିମ୍ ବୟାଳିଶି ମୌଜାର ବିଭିନ୍ନ ସ୍ଥାନରେ ସମ୍ପୃକ୍ତ ଯୁବକଙ୍କୁ ଖୋଜାଖୋଜି କରିଥିଲେ ବି କୌଣସି ପତ୍ତା...
ଅହମଦାବାଦ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ପତ୍ନୀ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଆଜି ସକାଳେ ଗାନ୍ଧିନଗର ସ୍ଥିତ ରାୟସନ ଗାଁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କୁ ଭେଟିଛନ୍ତି। ପାଖାପାଖି ୩୦ ମିନିଟ୍ ଧରି ରାଷ୍ଟ୍ରପତି ଓ ତାଙ୍କ...
ସାଧାରଣତଃ ପ୍ରତ୍ୟେକ ଦିନ ଗୋଟିଏ ସେଓ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। କାରଣ ଏଥିରେ ଭିଟାମିନ୍ ସି, ଭିଟାମିନ୍ ବି୬ ସହିତ ପୋଟାସିୟମ୍, ଫସ୍ଫରସ୍ ସମେତ ଆହୁରି ଅନେକ ପୋଷକ ତତ୍ତ୍ୱ ଭରି ରହିଛି। କୁହାଯାଏ, ପ୍ରତ୍ୟେକ ଦିନ ଗୋଟିଏ କିମ୍ବା ଦୁଇଟି ସେଓ ଖାଇଲେ ଶରୀରରୁ...
ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬ ପ୍ରତିଶତ ରହିବ। ଏଭଳି ଆକଳନ କରିଛି ବିଶ୍ୱବ୍ୟାଙ୍କ। ତେବେ ୨୦୨୦-୨୧ ଆର୍ଥିକ ବର୍ଷ ବେଳକୁ ଦେଶର ଅଭିବୃଦ୍ଧି ହାର ୬.୯ ପ୍ରତିଶତକୁ ବଢ଼ିବ ବୋଲି ବିଶ୍ୱବ୍ୟାଙ୍କ ଆଶା ରଖିଛି। ସେହିପରି ୨୦୨୨-୨୩ରେ ଅଭିବୃଦ୍ଧି ହାର ୭.୨ ପ୍ରତିଶତ...
ନୂଆଦିଲ୍ଲୀ: ନବରାତ୍ରୀ ଫେଷ୍ଟିଭାଲ୍ ଅବସରରେ ଗର୍ବା ଡ୍ୟାନ୍ସ ଚାଲିଥିବା ବେଳେ କିଛି ମହିଳା ହାତରେ ନାଗ ସାପ ଧରିଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଗୁଜରାଟ ଜୁନାଗଡ଼ ଜିଲ୍ଲାର ଶିଲ୍ ଗାଁରେ ଏଭଳି ଘଟଣା ଘଟିଛି। ଏହି ଘଟଣାରେ...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ ଦମୟନ୍ତୀ ଲୁଟ୍ର ଶିକାର ହୋଇଛନ୍ତି। ଗତକାଲି ସକାଳେ ସେ ଅମୃତସରରୁ ଦିଲ୍ଲୀ ଫେରିବା ପରେ ଅଟୋରୁ ଓହ୍ଲାଉଥିବା ବେଳେ ଲୁଟ୍ର ଶିକାର ହୋଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ପୁଲିସ୍ ଜଣକୁ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର ଅଛି। ଗିରଫ...
ନୂଆଦିଲ୍ଲୀ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ ଭାରତରେ କ୍ରୀଡ଼ାର ଅସୀମିତ ସୁଯୋଗକୁ ବିଶ୍ୱଦରବାରରେ ଉପସ୍ଥାପିତ କରିଛନ୍ତି। ସେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ସଦସ୍ୟ ମଧ୍ୟ। ବିଶ୍ୱ କ୍ରୀଡ଼ା ନେତୃତ୍ୱ ସମ୍ମିଳନୀ ଲିଡର୍ସ ୱିକ୍ ୨୦୧୯ ଲଣ୍ଡନରେ ‘ଶହେ କୋଟି ସ୍ୱପ୍ନକୁ ପ୍ରେରଣା: ଭାରତରେ...
ଟୋକିଓ: ଜାପାନରେ ସାମୁଦ୍ରିକ ଝଡ଼ ‘ହଗିବିସ୍’ର ତାଣ୍ଡବ ଦେଖିବାକୁ ମିଳିଛି। ଏହି ଝଡ଼ ଟୋକିଓରେ ସ୍ଥଳଭାଗ ଛୁଇଁବା ପରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ନିଖୋଜ ଅଛନ୍ତି। Image Credit: NEWS 18 ପ୍ରବଳ ବେଗରେ ପବନ ବହିବା...